Posted inଜାତୀୟ

ବିଶାଖାପାଟଣା ଅଏଲ ରିଫାଇନାରିରେ ଅଗ୍ନିକାଣ୍ଡ

ବିଶାଖାପାଟଣା, ୨୫।୫: ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାସ୍ଥିତ ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ୍‌ (ଏଚ୍‌ପିସିଏଲ) ପ୍ଲାଣ୍ଟରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟିଛି। ଘଟଣା ସ୍ଥଳରେ ନିଆଁକୁ ଆୟତ କରିବାକୁ ଉଦ୍ୟମ କରୁଛନ୍ତି ଫାୟାର ଟେଣ୍ଡର୍ସ।

ଏଚ୍‌ପିସିଏଲର ୟୁନିଟ୍‌ ୩ ପ୍ଲାଣ୍ଟରେ ବିସ୍ଫୋରଣ ଘଟିଛି। ନିଆଁକୁ ଆୟତ କରିବା ପାଇଁ ୫ ଫାୟର ଟେଣ୍ଡର୍ସ ଉଦ୍ୟମ ଚଳାଇଛନ୍ତି। ଆହୁରି ଫାୟାର ଟେଣ୍ଡର୍ସ ଆସୁଥିବା କହିଛନ୍ତି ଡିଭିଜନାଲ ପୋଲିସ କମିଶନର ଐଶ୍ୱର୍ଯ୍ୟା ରସ୍ତୋଗୀ।

ଅଗ୍ନିକାଣ୍ଡ ପଛର କାରଣ ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ ବୋଲି ଅଧିକାରୀ କହିଛନ୍ତି। ବିସ୍ଫୋରଣ ପରେ ଓ୍ବାର୍ଣ୍ଣିଂ ବେଲ ବାଜି ଉଠିଥିଲା। ତୁରନ୍ତ ପ୍ଲାଣ୍ଟରେ କାର୍ଯ୍ୟ କରୁଥିବା କର୍ମକର୍ତ୍ତାଙ୍କୁ ଉଦ୍ଧାର କରାଯାଇଥିଲା। ଏପର୍ଯ୍ୟନ୍ତ କୌଣସି ମୃତାହତ ହୋଇଥିବା ଜଣାପଡ଼ିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆରୋଗ୍ୟ ନ ହେବା ଭଳି ରୋଗରେ ପୀଡିତ କଂଗ୍ରେସ: ମୋଦି

ସୋନିପଥ,୧୮।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ହରିୟାଣା ବିଧାନସଭା ନିର୍ବାଚନ ପାଇଁ ପ୍ରଚାରରେ ଯାଇଛନ୍ତି। ହରିୟାଣା ସୋନିପଥର ଗୋହାନାଠାରେ ସେ ଏକ ଜନସଭାକୁ ସମ୍ବୋଧନ ଦେବା...

ବିଏସ୍‌ଏଫ୍‌ରେ ଯବାନ ଅଭାବ

ନୂଆଦିଲ୍ଲୀ, ୪ା୫: ୨୦୨୧ରେ ଆମେରିକା ଓ ଚାଇନା ପରେ ଭାରତର ପ୍ରତିରକ୍ଷା ବଜେଟ୍‌ ବିଶ୍ୱର ତୃତୀୟ ସର୍ବାଧିକ। ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି)ରେ ଚାଇନା ପଟୁ ଆସୁଥିବା...

ନାଇଟ୍‌ କ୍ଲବରେ ଗୋଟିଏ ରାତିରେ ୭ କୋଟି ଟଙ୍କା ଉଡାଇଛନ୍ତି କମଲନାଥଙ୍କ ଭଣଜା

ନୂଆଦିଲ୍ଲୀ,୨୦।୧୦: ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ଭଣଜା ରତୁଲ ପୁରୀ ଆମେରିକାର ଏକ ନାଇଟ୍‌ କ୍ଲବରେ ଗୋଟିଏ ରାତିରେ ପାଖାପାଖି ୧୧ ଲକ୍ଷ ଡଲାର...

ଆଜି ଦିଲ୍ଲୀ ଭୋଟ

ନୂଆଦିଲ୍ଲୀ, ୮ା୨: ଦିଲ୍ଲୀ ବିଧାନସଭାର ୭୦ ଆସନ ଲାଗି ଶନିବାର ଭୋଟଗ୍ରହଣ କରାଯିବ। ଏଥିପାଇଁ ଗୂୁରୁବାର ସବୁ ଦଳ ପକ୍ଷରୁ ହାଇଭୋଲ୍ଟେଜ୍‌ ପ୍ରଚାର ସରିଥିବାବେଳେ ଶୁକ୍ରବାର...

ତେଲେଙ୍ଗାନା ରାଜ୍ୟପାଳ ଭାବେ ଶପଥ ନେଲେ ତାମିଲିସାଇ

ହାଇଦ୍ରାବାଦ,୮।୯: ତାମିଲିସାଇ ସୁନ୍ଦରରାଜନ ରବିବାର ତେଲେଙ୍ଗାନା ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି। ପେଶାରେ ତାମିଲିସାଇ ଜଣେ ଡାକ୍ତର ହୋଇଥିବା ବେଳେ ସେ ତେଲେଙ୍ଗାନାର ପ୍ରଥମ...

୩ ମାସ ତଳେ ଭାଜପାରେ ଯୋଗଦେଇଥିବା କଂଗ୍ରେସ ନେତାଙ୍କୁ ମନ୍ତ୍ରୀ ପଦ

ଲକ୍ଷ୍ନୌ, ୨୫।୯: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ କିଛି ମାସ ବାକି ଥିବାବେଳେ ଜାତି ଏବଂ ଆଞ୍ଚଳିକତାରେ ସନ୍ତୁଳନ ଆଣିବା ଲାଗି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର...

ମଦ୍ୟପାନ କରି ବିବାହ କଲେ ୨ ଯୁବକ, ଆଉ ତା’ପରେ

ହାଇଦ୍ରାବାଦ,୧୧।୪:ତେଲେଙ୍ଗାନାରେ ଏକ ରୋଚକ ଘଟଣା ଘଟିଛି। ଏଠାରେ ଦୁଇଜଣ ମଦ୍ୟପ ଯୁବକ ଅଜବ କାଣ୍ଡ କରିଛନ୍ତି। ଯୁବକଦ୍ୱୟ ମଦ ନିଶାରେ ବିବାହ କରିବା ପରେ ୧୦...

ସୁପ୍ରିମକୋର୍ଟରେ ଓଡ଼ିଶା ପାଇଁ ନିର୍ଣ୍ଣାୟକ ହେବ ୨୦୨୦

ନୂଆଦିଲ୍ଲୀ,୨ା୧: ସୁପ୍ରିମକୋର୍ଟରେ ଓଡ଼ିଶା ପାଇଁ ନୂଆବର୍ଷ ୨୦୨୦ ନିର୍ଣ୍ଣାୟକ ହେବ। ଏହି ବର୍ଷ ପୋଲାଭରମ ଡ୍ୟାମ୍‌ ପ୍ରକଳ୍ପ, ଜଗନ୍ନାଥ ମନ୍ଦିର ମାମଲା, ବଂଶଧାରା ଜଳ ବିବାଦ...

Advertisement
Archives

Model This Week