Posted inଜାତୀୟ

ଭାଇ-ଭାଉଜଙ୍କୁ ହତ୍ୟା କରିବା ପରେ କାଟିଦେଲେ ବର୍ଷକର ପୁତୁରାଙ୍କ ଗୋଡ଼, ହାତ

ଭାଡୋଇ, ୨୫।୫: ପାରିବାରିକ କଳହ ଯୋଗୁ ଜଣେ ବ୍ୟକ୍ତି ତାଙ୍କ ବଡ଼ ଭାଇ ଓ ଭାଉଜଙ୍କୁ ହତ୍ୟା କରିବା ପରେ ବର୍ଷକର ପୁତୁରାଙ୍କ ଗୋଡ଼ ଓ ହାତ କାଟି ଦେଇଛନ୍ତି। ଏଭଳି ହୃଦୟ ଥରାଇ ଦେଲା ଭଳି ଘଟଣା ଉତ୍ତର ପ୍ରଦେଶର ଭଦୋହି ଜିଲାରେ ଘଟିଛି। ତେବେ ହତ୍ୟାକାଣ୍ଡ ପରେ ଫେରାର ହୋଇଯାଇଥିବା ଅଭିଯୁକ୍ତ ପୋଲିସ ହାତରେ ଧରା ପଡ଼ିଛି।

ଭଦୋହି ଏସ୍‌ପି ରାମ ବଦନ ସିଂ କହିଛନ୍ତି, ରବିବାର ସନ୍ଧ୍ୟାରେ ଭାଇ ଜମିଲ (୪୨) ଓ ଭାଉଜ ରୁବି (୩୮)ଙ୍କୁ ଛୁରି ଭୁସି ଅତି ନିର୍ମମ ଭାବେ ହତ୍ୟା କରିଥିଲେ କାଜିୟାନା ବାସୀନ୍ଦା ନୌଶାଦ। ପେଶାରେ କସାଇ ନୌଶାଦ ପୁତୁରାଙ୍କୁ ମଧ୍ୟ ଛାଡ଼ି ନ ଥିଲେ। ଏକ ବର୍ଷର ପୁତୁରା ଏବେ ମଧ୍ୟ ଜୀବନ ସହ ସଂଘର୍ଷ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ସହିତ ଯୁଦ୍ଧ ମଧ୍ୟରେ ଜେଲ ଯିବେ ବେଞ୍ଜାମିନ ନେତାନ୍ୟାହୁ!

ଜେରୁଜେଲମ,୨୧।୪: ହଙ୍ଗେରୀର ନୂତନ ପ୍ରଧାନମନ୍ତ୍ରୀ ପିଟର ମାଗୟାର ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଯେ ଯଦି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ…

ଯାଜପୁର ରେଳ ଷ୍ଟେଶନରୁ ୧୪ ନାବାଳକ ଉଦ୍ଧାର: କୁଆଡେ ଯାଉଥିଲେ, କିଏ ନେଉଥିଲେ… ତଦନ୍ତ ଆରମ୍ଭ

ଭଦ୍ରକ, ୨୧।୪(ସନାତନ ରାଉତ): ବିହାର ରାଜ୍ୟରୁ ଯାଜପୁରରୋଡ଼ ଷ୍ଟେଶନ ଅଭିମୁଖେ ଯାଉଥିବା ୧୪ ନାବାଳକଙ୍କୁ ଉଦ୍ଧାର କରିଛି ଭଦ୍ରକ ଚାଇଲଡ ଲାଇନ ଓ ରେଳବାଇ ପୋଲିସ l…

ଚାଲିଗଲେ ଗୁଣପୁର ସବ୍‌-ରେଜିଷ୍ଟ୍ରାର କାର୍ଯ୍ୟାଳୟର ପିଅନ, ଝୁରି ହେଉଛନ୍ତି କର୍ମଚାରୀ

ଗୁଣପୁର,୨୧ା୪(ସଙ୍କେତ ପାତ୍ର): ଗୁଣପୁର ସବ-ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ପିଅନ ଭାବେ କାର୍ଯ୍ୟରତ ଚକ୍ରଗୁଡ଼ା ଗ୍ରାମ ନିବାସୀ ପୀତାମ୍ବର ଶବରଙ୍କର ମଙ୍ଗଳବାର ବ୍ରହ୍ମପୁର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ଘଟିଛି।…

ଫେରି ଆସିଲା ରୋଷେଇ ଗ୍ୟାସର ପୁରୁଣା ଦିନ! ବୁକିଂ ଉପରେ ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୧।୪: ପଶ୍ଚିମ ଏସିଆ (ମଧ୍ୟପ୍ରାଚ୍ୟ)ର ପ୍ରଚଳିତ ପରିସ୍ଥିତିକୁ ଦୃଷ୍ଟିରେ ରଖି, ପ୍ରତ୍ୟେକ ସାଧାରଣ ଲୋକଙ୍କ ମନରେ ସମାନ ଭୟ: ପେଟ୍ରୋଲ, ଡିଜେଲ ଏବଂ ରୋଷେଇ ଗ୍ୟାସ ମହଙ୍ଗା…

ମା’ଙ୍କ ହାତଗୋଡ଼ ବାନ୍ଧି ବଳାତ୍କାର କଲେ ପୁଅ: ସାରା ରାତି ରହିବା ପରେ ଘଟିଲା…

ନୂଆଦିଲ୍ଲୀ,୨୧।୪: ଦିଲ୍ଲୀର ବୁରାରି ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ୩୬ ବର୍ଷୀୟ ପୁଅ ନିଶାଗ୍ରସ୍ତ ଅବସ୍ଥାରେ ନିଜ ୭୦ ବର୍ଷୀୟା ବୃଦ୍ଧା…

୩୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍‌, ମହିଳାଙ୍କ ପାଇଁ ୪୦,୦୦୦ ଟଙ୍କା ପେନସନ: ବଡ଼ ଘୋଷଣା କଲେ…

ଲକ୍ଷ୍ନୌ,୨୧।୪: ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ସୋମବାର ଏକ ବଡ଼ ନିର୍ବାଚନୀ ଘୋଷଣା କରି କହିଛନ୍ତି ଯେ ଯଦି ସମାଜବାଦୀ ପାର୍ଟି ୨୦୨୭ରେ ରାଜ୍ୟରେ…

ଶ୍ୱଶୁରଘର ଗାଁ ଗଛରେ ଝୁଲୁଛି ରାଜସ୍ଥାନୀ ଯୁବକଙ୍କ ମୃତଦେହ, ସ୍ତ୍ରୀଙ୍କ ସହ…

ଉଦଳା,୨୧ା୪(ସନ୍ତୋଷ କୁମାର ବାଚ୍ଛିନୀ): ରାଜସ୍ଥାନୀ ଯୁବକ ହେଲେ ବାହା ହୋଇଥିଲେ ମୟୂରଭଞ୍ଜ ଜିଲା ଉଦଳା ଅଞ୍ଚଳର ଝିଅକୁ। ଆଉ ବାହାଘର ପରେ ଉଦଳା ଥାନା କୋଚିଳାଡିହା କଇଁଫୁଲିଆ…

ପାକିସ୍ତାନକୁ କାଙ୍ଗାଳ କରିଦେଲା ସାଉଦି ଆରବର ଗୋଟିଏ ନିଷ୍ପତ୍ତି!

ଇସଲାମାବାଦ,୨୧।୪: ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନାରେ ସକ୍ରିୟ ଭାବରେ ମଧ୍ୟସ୍ଥତା କରୁଥିବା ପାକିସ୍ତାନକୁ ଏକ ବଡ଼ କୂଟନୈତିକ ଏବଂ ଆର୍ଥିକ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri