ବହୁ ମହଲା କୋଠା ଭୁଶୁଡ଼ିଲା
ଶିମ୍ଲା,୩୦।୯: ହିମାଚଳ ପ୍ରଦେଶରେ ଲଗାଣ ବର୍ଷା ଯୋଗୁ ରାଜଧାନୀ ଶିମ୍ଲାରେ ଗୁରୁବାର ଏକ ୮ ମହଲା କୋଠା ଭୁଶୁଡ଼ିପଡ଼ିଛି। କଚ୍ଚିଘାଟ ଅଞ୍ଚଳରେ ଥିବା ଏହି କୋଠା ଭୁଶୁଡି ପଡିବା ଆଶଙ୍କା କରି ୧୫ ଦିନ ପୂର୍ବରୁ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସୁରକ୍ଷିତ…
କ୍ରୀଡ଼ା ଉତ୍ସବ ପରେ ୨୯ ଡାକ୍ତରୀ ଛାତ୍ରୀଛାତ୍ର ପଜିଟିଭ୍
ମୁମ୍ବାଇ, ୩୦।୯: ମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ ପରିଚାଳିତ ପାରେଲସ୍ଥିତ କେଇଏମ୍ ହସ୍ପିଟାଲର ୨୯ ଜଣ ଡାକ୍ତରୀ ଛାତ୍ରୀଛାତ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ ଜଣ ଏମ୍ବିବିଏସ୍ ପ୍ରଥମ ବର୍ଷ ଓ ୨୩ ଜଣ ଦ୍ୱିତୀୟ ବର୍ଷ ଶିକ୍ଷାର୍ଥୀ…
ଇଭିଏମ୍ରେ ମମତାଙ୍କ ଭାଗ୍ୟ ସିଲ୍
କୋଲକାତା,୩୦।୯: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହାଇପ୍ରୋଫାଇଲ ଆସନ ଭବାନୀପୁରରେ ଗୁରୁବାର ଉପନିର୍ବାଚନ ଅନୁଷ୍ଠିତ ହୋଇଛି। ଏଠାରେ ଅପରାହ୍ନ ୫ଟା ସୁଦ୍ଧା ୫୩.୩୨% ମତଦାନ ହୋଇଥିବା ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ତୃଣମୂଳ କଂଗ୍ରେସ (ଟିଏମ୍ସି) ସୁପ୍ରିମୋ ମମତା ବାନାର୍ଜୀ…
ଦିନକୁ ଆୟ କରୁଛନ୍ତି ହଜାରେ କୋଟି
ନୂଆଦିଲ୍ଲୀ,୩୦।୯: ଶିଳ୍ପପତୀ ଗୌତମ ଆଦାନି ଏସିଆର ଧନୀ ତାଲିକାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଗତ ବର୍ଷ ଅପେକ୍ଷା ତାଙ୍କ ସମ୍ପତ୍ତି ୪ ଗୁଣା ବୃଦ୍ଧି ପାଇଛି। ୨୦୨୦ରେ ତାଙ୍କ ପାଖରେ ୧,୪୦,୨୦୦ କୋଟି ଟଙ୍କା ସମ୍ପତ୍ତି ଥିଲା। ଏବେ ତାଙ୍କ…
କପିଲ ସିବଲଙ୍କ ସପକ୍ଷରେ ଶଶି ଥରୁର
ନୂଆଦିଲ୍ଲୀ,୩୦।୯: କଂଗ୍ରେସ ବନାମ କଂଗ୍ରେସ କଳି ଘନେଇବାରେ ଲାଗିଛି। ଜି-୨୩ର ସଦସ୍ୟ କପିଲ ସିବଲ କଂଗ୍ରେସ ହାଇକମାଣ୍ଡଙ୍କ ଉପରେ ବର୍ଷିବା ପରେ ତାଙ୍କ ଘର ଉପରେ ଟମାଟର ମାଡ଼ କରାଯାଇଥିଲା। ଗୁରୁବାର କଂଗ୍ରେସର ଭେଟେରାନ ନେତାଙ୍କ ସପକ୍ଷରେ ଗୁରୁବାର ବାହାରିଛନ୍ତି ଶଶି…
ଫିଲ୍ମ ଆକ୍ଟ୍ରେସଙ୍କ ଆତ୍ମହତ୍ୟା
ବାଙ୍ଗାଲୋର,୩୦।୯: ଜଣାଶୁଣା କନ୍ନଡ ଟେଲିଭିଜନ ଆକ୍ଟ୍ରେସ ସୌଜନ୍ୟା ଗୁରୁବାର ଆତ୍ମହତ୍ୟା କରିଛନ୍ତି। ସେ ବାଙ୍ଗାଲୁରୁର କୁମ୍ବାଲଗୋଡୁ ଆପାର୍ଟମେଣ୍ଟରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ତାଙ୍କ ମୃତଦେହ ନିକଟରୁ ଏକ ସୁଇସାଡ୍ ନୋଟ ମିଳିଛି, ଯେଉଁଥିରେ ଚରମ ପଦକ୍ଷେପ ପାଇଁ କେବଳ…
ସିଦ୍ଧୁ ଆମ୍ ଆଦମୀ ପାର୍ଟିରେ ଯୋଗଦେବା ନେଇ କେଜ୍ରିଓ୍ବାଲ୍ କହିଲେ…
ଚଣ୍ଡିଗଡ,୩୦।୯: ପଞ୍ଜାବ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଦୁଇ ଦିନିଆ ପଞ୍ଜାବ ଗସ୍ତରେ ଅଛନ୍ତି। ଏହି ସମୟରେ କେଜ୍ରିୱାଲ ମାଗଣା ବିଦ୍ୟୁତ, ମୋହଲା କ୍ଲିନିକ ଖୋଲିବା ଭଳି ପ୍ରତିଶ୍ରୁତି…
ନରମିଲେ ସିଦ୍ଧୁ
ଚଣ୍ଡିଗଡ,୩୦।୯: ପଞ୍ଜାବ କଂଗ୍ରେସରେ ଚାଲିଥିବା ସଙ୍କଟ ମଧ୍ୟରେ ଗୁରୁବାର ମୁଖ୍ୟମନ୍ତ୍ରୀ ଚରଣଜିତ୍ ଚନ୍ନିଙ୍କୁ ଭେଟିବା ପାଇଁ ନବଜୋତ ସିଂ ସିଦ୍ଧୁ ଚଣ୍ଡିଗଡ଼ ଆସିଛନ୍ତି। ସିଦ୍ଧୁ ଟୁଇଟ୍ କରି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ମୋତେ ଆଲୋଚନା ପାଇଁ ଆମନ୍ତ୍ରଣ କରିଛନ୍ତି। ଏଥିପାଇଁ ମୁଁ…
‘୫୦୦ ଟଙ୍କାରେ ଭୋଟ କିଣୁଛନ୍ତି ମମତା’
କୋଲକତା,୩୦।୯: ପଶ୍ଚିମବଙ୍ଗର ଭବାନୀପୁର ଆସନରେ ମତଦାନ ଜାରି ରହିଛି। ଏହି ହାଇ ପ୍ରୋଫାଇଲ ଆସନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଭଜପାର ପ୍ରିୟଙ୍କା ଟିବ୍ରେୱାଲଙ୍କ ମଧ୍ୟରେ କଡ଼ା ଟକ୍କର ରହିଛି। ମତଦାନ ଚାଲିଥିବା ବେଳେ ପ୍ରିୟଙ୍କା ଅଭିଯୋଗ କରିଛନ୍ତି ଯେ, ଟିଏମସି…
ଛଟ୍ ପୂଜାକୁ ନା….
ନୂଆଦିଲ୍ଲୀ,୩୦।୯: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଡିଡିଏମ୍ଏ)ଙ୍କ ପକ୍ଷରୁ ଘୋଷଣା କରାଯାଇଛି ଯେ, ସାର୍ବଜନୀକ ସ୍ଥାନରେ ଛଟ୍ ପୂଜା କରିହେବ ନାହିଁ। ଫଳରେ ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଛଟ୍ ପୂଜା…
ଚାଷୀ ଆନ୍ଦୋଳନ ନେଇ ସୁପ୍ରିମ୍କୋର୍ଟଙ୍କ ତାଗିଦ୍, ସବୁବେଳ ପାଇଁ ବନ୍ଦ କରିହେବନି ରାଜରାସ୍ତା…
ନୂଆଦିଲ୍ଲୀ,୩୦।୯: ଚାଷୀ ଆନ୍ଦୋଳନ ନେଇ ସୁପ୍ରିମ୍କୋର୍ଟ ତାଗିଦ୍ କରିଛନ୍ତି। ସବୁବେଳ ପାଇଁ ଅଥବା ଦୀର୍ଘ ସମୟ ଲାଗି ରାଜରାସ୍ତାକୁ ବନ୍ଦ କରାଯାଇ ପାରିବ ନାହିଁ ବୋଲି କହିଛନ୍ତି। ସ୍ଥାୟୀ ଭାବେ ରାଜରାସ୍ତା ବନ୍ଦ ରହିଥିଲେ ମଧ୍ୟ ସରକାର ଏହାକୁ ଖୋଳିବାରେ ଅସଫଳ…
ଭାଜପାରେ ଯୋଗ ଦେବିନି, ଶୀଘ୍ର ଛାଡ଼ିବି କଂଗ୍ରେସ…
ଚଣ୍ଡିଗଡ଼,୩୦।୯: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ କଂଗ୍ରେସ ଛାଡ଼ିବା ସମ୍ପର୍କରେ ଘୋଷଣା କରିଛନ୍ତି। ଏକ ନ୍ୟୁଜ୍ ଚ୍ୟାନେଲକୁ ସାକ୍ଷାତ୍କାର ଦେଇ ସେ କହିଛନ୍ତି ଯେ, ଭାଜପାରେ ଯୋଗ ଦେବିନି, କିନ୍ତୁ ଶୀଘ୍ର କଂଗ୍ରେସ ଛାଡ଼ିବି। ଏହାକୁ ନେଇ ରାଜ୍ୟ…
Archives


