ଜାତୀୟ

କଶ୍ମୀର ବିସ୍ତାପିତଙ୍କ ପାଇଁ ମୋଦିଙ୍କ ଦିପାବଳୀ ଭେଟି

ନୂଆଦିଲ୍ଲୀ,୯।୧୦: ମୋଦି ସରକାର କଶ୍ମୀରବାସୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ବୁଧବାର ଆୟୋଜିତ ହୋଇଥିବା କେନ୍ଦ୍ରୀୟ କ୍ୟାବିନେଟରେ ବୈଠକରେ ପ୍ରଧାନମନ୍ତ୍ରୀ ୫୩୦୦ ପରିବାରଙ୍କୁ ଦିପାବଳୀ ଭେଟି ଦେଇଛନ୍ତି। ପାକ୍‌ ଅଧିକୃତ କଶ୍ମୀର (ପିଓକେ)ରୁ ଆସିଥିବା ବିସ୍ତାପିତ ଭାରତର ବହୁ ରାଜ୍ୟରେ…

ରାଫାଲ ପୂଜାକୁ କଂଗ୍ରେସ କହିଲା ଡ୍ରାମା

ନୂଆଦିଲ୍ଲୀ,୯।୧୦: ଫ୍ରାନ୍ସ ଗସ୍ତରେ ଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆରବି-୦୦୧ ଲେଖାଥିବା ରାଫାଲ ବିମାନକୁ ଫୁଲ ଓ ସିନ୍ଦୂର ଲଗାଇବା ପରେ ସେଥିରେ ଓଁ ଲେଖିବା ସହ ନଡିଆ ଏବଂ ଫୁଲ ଦେଇ ପୂଜା ଆରମ୍ଭ କରିଥିଲେ। ପରେ ରାଫାଲ…

୫ ପ୍ରତିଶତ ବଢିଲା କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ,୯।୧୦: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ୫ ପ୍ରତିଶତ ବଢିଲା ମହଙ୍ଗା ଭତ୍ତା। ବୁଧବାର ମୋଦିଙ୍କ ନେତୃତ୍ୱାଧୀନ କ୍ୟାବିନେଟ ବୈଠକରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା ପ୍ରକାଶ କରିଛନ୍ତି। ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରଙ୍କ…

ଇମ୍ରାନ ଖାନଙ୍କୁ ରାବଣ ଭାବେ ସଜେଇ କରାଗଲା ଦହନ

ଭୋପାଳ,୯।୧୦: ସାରା ଦେଶରେ ବିଜୟା ଦଶମୀରେ ପାପ, ଅହଙ୍କାର, ଅସତ୍ୟର ପ୍ରତୀକ ସ୍ବରୂପ ଦୁଷ୍ଟଶକ୍ତି ରାବଣ ଦହନ କରାଯାଇଛି। ଏହି ଦିନ ପ୍ରଭୁ ଶ୍ରୀରାମ ରାବଣକୁ ବଧ କରି ଧରାପୃଷ୍ଠରୁ ପାପଭାର ମୁକ୍ତ କରିଥିଲେ। ଏଥିପାଇଁ ବିଜୟା ଦଶମୀରେ ରାବଣ ପୋଡ଼ି…

ଭାଙ୍ଗିଲା ଶହେ ବର୍ଷର ପରମ୍ପରା: ଯମୁନାରେ ହେଲାନାହିଁ ଦୁର୍ଗାଙ୍କ ବିସର୍ଜନ

ନୂଆଦିଲ୍ଲୀ,୯।୧୦: ଦୂର୍ଗାପୂଜାକୁ ନେଇ ଏଥର ଇତିହାସ ରଚିଛି ରାଜଧାନୀ ଦିଲ୍ଲୀ। ଶହେ ବର୍ଷର ପରମ୍ପରାକୁ ଭାଙ୍ଗିଛି। ପ୍ରଦୂଷଣକୁ ରୋକିବା ପାଇଁ କୌଣସି ମୂର୍ତ୍ତିକୁ ଯମୁନାରେ ବିସର୍ଜନ ହେବାକୁ ଦିଆଯାଇନାହିଁ। ଏହାର ପ୍ରତିଟି ଘାଟରେ ପୋଲିସ ଜଗି ରହିବା ସହ ସେଠାକୁ ବିସର୍ଜନ…

ଅଭିନନ୍ଦନଙ୍କୁ ଦେଖି ସଚିନ ତେନ୍ଦୁଲକରଙ୍କ ଲୋମ ଟାଙ୍କୁରି ଉଠିଲା

ଗାଜିଆବାଦ,୯।୧୦:ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ସୋମବାର ବାୟୁସେନାର ୮୭ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଗାଜିଆବାଦରେ ହିଣ୍ଡୋନ ଏୟାର ବେସ୍‌ରେ ପହଞ୍ଚିଥିଲେ। ଏହି ଅବସରରେ ପାକିସ୍ତାନର ଏଫ-୧୬ ଯୁଦ୍ଧ ବିମାନକୁ ଖସାଇ ଦେଇଥିବା ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ମଧ୍ୟ ନିଜ ଯୁଦ୍ଧ କୌଶଳ…

ପୋଲିସ ବାବୁଙ୍କ ମୁଣ୍ଡରୁ ଉକୁଣି ବାଛୁଚି ମାଙ୍କଡ଼: ଭିଡିଓ ଭାଇରାଲ

ଲକ୍ଷ୍ନୌ,୯।୧୦: ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳିଛି ଏକ ମାଙ୍କଡ଼ ଜଣେ ପୋଲିସ ଇନ୍ସପେକ୍ଟରଙ୍କ ମୁଣ୍ଡରୁ ଉକୁଣି ବାଛୁଚି। ଏହା ଉତ୍ତର ପ୍ରଦେଶର ପିଲିଭିତ ଜିଲାର ବୋଲି ଜଣାପଡିଛି। ଇନ୍ସପେକ୍ଟର ଜଣଙ୍କ ପୋଲିସ…

କଂଗ୍ରେସ ନିକଟରେ ନା ଅଛି ନେତା ନା ନୀତି ନା କୌଣସି ଉଦ୍ଦେଶ୍ୟ: ଭାଜପା

ନୂଆଦିଲ୍ଲୀ,୯।୧୦: କଂଗ୍ରେସର ବରିଷ୍ଠ ନେତା ସଲମାନ ଖୁର୍ସିଦ ଦଳର ବିଜୟକୁ ନେଇ ଯେଉଁ ବୟାନ ଦେଲେ ଏବେ ତାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ଟୁଇଟ୍‌ କରି ଭାଜପା କହିଛି କଂଗ୍ରେସ ନିକଟରେ ନା ଅଛନ୍ତି କେହି ନେତା ନା ନୀତି…

ମୁମ୍ବାଇ ଲୋକାଲ୍‌ ଟ୍ରେନ୍‌ରେ ନିଆଁ

ମୁମ୍ବାଇ,୯।୧୦: ମୁମ୍ବାଇର ଏକ ଲୋକାଲ୍‌ ଟ୍ରେନ୍‌ରେ ବୁଧବାର ସକାଳେ ନିଆଁ ଲାଗି ଯାଇଥିବା ଜଣାପଡିଛି। ପନବେଲ ଯାଉଥିବା ଏହି ଟ୍ରେନ୍‌ରେ ଓ୍ବାସି ରେଲଓ୍ବେ ଷ୍ଟେଶନରେ ନିଆ ଲାଗିଥିବା ଜଣାପଡିଥିଲା। ଏହାପରେ ତୁରନ୍ତ ଟ୍ରେନ୍‌କୁ ଓ ସମ୍ପୂର୍ଣ୍ଣ ଷ୍ଟେଶନକୁ ଖାଲି କରାଯାଇଥିବାରୁ ଏକ…

ଆଜି ବିଶ୍ୱ ଡାକ ଦିବସ: ଜାଣନ୍ତୁ ଡାକ ସେବା ସମ୍ପର୍କରେ କିଛି ରୋଚକ ତଥ୍ୟ

ନୂଆଦିଲ୍ଲୀ,୯।୧୦: ଆଜି ସାରା ବିଶ୍ୱରେ ଡାକ ଦିବସ ପାଳନ କରାଯାଉଛି। ଡାକ ବିଭାଗ କାଇଁ କେଉଁ ଯୁଗରୁ କେବଳ ଭାରତରେ ନୁହେଁ, ସାରା ବିଶ୍ୱରେ ସୂଚନା ପହଞ୍ଚାଇବାର ଏକ ବିଶ୍ୱସନୀୟ ମାଧ୍ୟମ ପାଲଟିଛି। ୧୮୭୪ ମସିହା ଅକ୍ଟୋବର ୯ରେ ୟୁନିଭରସାଲ ପୋଷ୍ଟ…

୧୪ ଶହ କିଲୋମିଟର ‘ଗ୍ରୀନ୍‌ ଓ୍ବାଲ’ ବା ସବୁଜ ପ୍ରାଚୀର କରିବାକୁ ସରକାରଙ୍କ ଯୋଜନା

ନୂଆଦିଲ୍ଲୀ,୯।୧୦: କେନ୍ଦ୍ରର ମୋଦି ସରକାର ୧୪ଶହ କିଲୋମିଟର ଲମ୍ବ ଓ ୫କିଲୋମିଟର ଓସାରର ଗ୍ରୀନ୍‌ ବେଲ୍ଟ ବା ସବୁଜ ପ୍ରାଚୀର କରିବାର ଯୋଜନା କରୁଛନ୍ତି। ଆଫ୍ରିକା ମହାଦ୍ୱୀପରେ ଥିବା ପ୍ରାଚୀର ଭଳି ଏହାକୁ ନିର୍ମାଣ କରାଯିବ। ଏହା ଗୁଜରାଟରୁ ଦିଲ୍ଲୀ-ହରିୟାଣା ସୀମାରେ…

୧୧ ଅକ୍ଟୋବରରେ ଭାରତ ଆସିବେ ଚାଇନା ରାଷ୍ଟ୍ରପତି

ନୂଆଦିଲ୍ଲୀ,୯।୧୦: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଆସନ୍ତା ୧୧ ଓ ୧୨ ତାରିଖରେ ଭାରତ ଆସିବାର କାର୍ଯ୍ୟକ୍ରମ ରହିଛି। ଚେନ୍ନାଇଠାରେ ଏହି ସମୟରେ ଜିନପିଙ୍ଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିତୀୟ ଅନୌପଚାରିକ ସାକ୍ଷାତ୍‌କାର କରିବେ ବୋଲି ଜଣାପଡିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?