ଜାତୀୟ

ଲଦାଖ ଲୋକଙ୍କୁ ଅଟକାଇଲା ପିଏଲ୍‌ଏ

ନୂଆଦିଲ୍ଲୀ,୧୨ା୨(ଆଇଏଏନ୍‌ଏସ୍‌): ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ସୈନ୍ୟମାନେ ଗତ ମାସରେ ଲଦାଖକୁ ଅନୁପ୍ରବେଶ କରି ସ୍ଥାନୀୟ ଲୋକଙ୍କୁ ଗୋରୁ ଚରାଇବାକୁ ଛାଡ଼ି ନ ଥିଲେ। ଏନେଇ ନ୍ୟୋମା ଅଞ୍ଚଳର ପୂର୍ବତନ ଭାଜପା କାଉନସିଲର ଉର୍ଗାଇନ୍‌ ଚୋଡନ୍‌ ଶୁକ୍ରବାର ଏହି ସୂଚନା…

ପଞ୍ଜାବ ବିଧାନସଭା ନିର୍ବାଚନ: କଂଗ୍ରେସ ଜିତିଲେ ସିଦ୍ଧୁ ହେବେ ସୁପର ସିଏମ୍‌

ଚଣ୍ଡିଗଡ଼,୧୨ ।୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିକଟରେ ବିଧାନସଭା ନିର୍ବାଚନକୁ ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିଛନ୍ତି । ଏହି ଘୋଷଣାର କିଛିଦିନ ପରେ ଏବେ ଦଳର ଏମ୍‌ପି ରବନୀତ ସିଂ ବିଟ୍ଟୁ ଦାବି…

୨୫% ପ୍ରାର୍ଥୀଙ୍କ ନାଁରେ ଆପରାଧିକ ମାମଲା

ଚଣ୍ଡିଗଡ଼,୧୨ା୨: ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୨୫ ପ୍ରତିଶତଙ୍କ ବିରୋଧରେ ଆପରାଧିକ ମାମଲା ରହିଛି। ୧୧୭ ନିର୍ବାଚନମଣ୍ଡଳୀ ମଧ୍ୟରୁ ୫୭ ଆସନ (୪୯%)ରେ ୩ କିମ୍ବା ତଦୂର୍ଦ୍ଧ୍ୱ ପ୍ରାର୍ଥୀ ସେମାନଙ୍କ ନାମରେ ଆପରାଧିକ ମାମଲା…

ରାହୁଲଙ୍କୁ ରାଜୀବଙ୍କ ପୁଅ ବୋଲି ପ୍ରମାଣ ମାଗିଛୁ କି

ନୂଆଦିଲ୍ଲୀ,୧୨ା୨: ଆସାମ ମୁଖ୍ୟମନ୍ତ୍ରୀ ତଥା ଭାଜପା ନେତା ହିମନ୍ତ ବିଶ୍ୱଶର୍ମା ଦଳୀୟ ନିର୍ବାଚନ ପ୍ରଚାର ପାଇଁ ଶୁକ୍ରବାର ଉତ୍ତରାଖଣ୍ଡ ଯାଇଥିବାବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ରାହୁଲ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ…

ୟୁପିରେ ପ୍ରିୟଙ୍କା ଗାନ୍ଧୀ କାହିଁକି ଲଢୁ ନାହାନ୍ତି ନିର୍ବାଚନ

ନୂଆଦିଲ୍ଲୀ,୧୨ ।୨: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ଏବେ ସେଠାରେ ରାଜନୀତି ହୋଇଛି ସରଗରମ । ପ୍ରଚାର ଯୋରସୋରରେ ହେଉଥିବା ବେଳେ ଶାସକ ଓ ବିରୋଧିଙ୍କ ମଧ୍ୟରେ ଟଣାଭିଡା ଲାଗି ରହିଛି । ଇତିମଧ୍ୟରେ ଅନେକଙ୍କ ମନରେ ପ୍ରଶ୍ନ ଉଠୁଛିକି…

ଠିକ୍‌ ସମୟରେ ହସ୍ତକ୍ଷେପ କରିବୁ

ନୂଆଦିଲ୍ଲୀ,୧୨ା୨(ପି.ଟି.): ପ୍ରତ୍ୟେକ ନାଗରିକଙ୍କ ସାମ୍ବିଧାନିକ ଅଧିକାରର ସୁରକ୍ଷା କରାଯିବ ଏବଂ ଉପଯୁକ୍ତ ସମୟରେ ହିଜାବ ପିଟିଶନର ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ ଶୁକ୍ରବାର କହିଛନ୍ତି। ଶିକ୍ଷାନୁଷ୍ଠାନରେ ଧର୍ମୀୟ ପୋଷାକ ନ ପିନ୍ଧିବାକୁ କର୍ନାଟକ ହାଇକୋର୍ଟ ତାଙ୍କ ଅନ୍ତରୀଣ ରାୟରେ କହିଥିଲେ। ହାଇକୋର୍ଟଙ୍କ…

ଜିନ୍ଦଲ, ହିଣ୍ଡାଲ୍‌କୋକୁ ମିଳିଲା ଓଡ଼ିଶାର ୨ କୋଲ୍‌ ବ୍ଲକ୍‌

ନୂଆଦିଲ୍ଲୀ,୧୨ା୨: ବ୍ୟବସାୟିକ ବ୍ୟବହାର ପାଇଁ କୋଲ୍‌ ବ୍ଲକ୍‌ ନିଲାମିର ଦ୍ୱିତୀୟ ଓ ତୃତୀୟ ଦିନରେ ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାଓ୍ବାରକୁ ଓଡ଼ିଶାର ଉତ୍କଳ-ସି କୋଇଲା ଖଣି ମିଳିଥିବାବେଳେ ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ୍‌ ମୀନାକ୍ଷୀ ଖଣି ପାଇଁ ସର୍ବୋଚ୍ଚ ବିଡିଂ କରିଛି। ସେହିପରି ବିଏସ୍‌…

ବିଶାଖାପାଟଣା ସ୍ଥାନାନ୍ତର ହୋଇପାରେ ଆନ୍ଧ୍ରପ୍ରଦେଶ ରାଜଧାନୀ

ନୂଆଦିଲ୍ଲୀ,୧୧।୨: ତେଲୁଗୁ ନୂଆବର୍ଷ ଉଗାଡ଼ି ସମୟରେ କିମ୍ବା ଏହା ପରେ ଆନ୍ଧ୍ରପ୍ରଦେଶ ରାଜଧାନୀ ଅମରାବତୀରୁ ବିଶାଖାପାଟଣା ସ୍ଥାନାନ୍ତର ହୋଇପାରେ। ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌. ଜଗନମୋହନ ରାଜଧାନୀ ସ୍ଥାନାନ୍ତର ପାଇଁ ଏକ ପ୍ରକାର ମନ ସ୍ଥିର କରିଥିବା ଜଣାପଡ଼ିଛି। ସେ ୩ ରାଜଧାନୀ ପରିବର୍ତ୍ତେ…

ଯବାନଙ୍କ ଉପରକୁ ଗ୍ରେନେଡ୍‌ ଫିଙ୍ଗିଲେ ଆତଙ୍କବାଦୀ: ଜଣେ ଶହୀଦ, ୪ ଆହତ

ବାନ୍ଦିପୋରା,୧୧।୨: ଉତ୍ତର କାଶ୍ମୀରର ବାନ୍ଦିପୋରାରେ ଆତଙ୍କବାଦୀଙ୍କ ଆକ୍ରମଣରେ ଶୁକ୍ରବାର ଜଣେ ଏସ୍‌ପିଓର ଯବାନ ଶହୀଦ ହୋଇଛନ୍ତି। ଏଥିସହ ୪ ଜଣ ଯବାନ ଆହତ ହେବାର ଖବର ମିଳିଛି। ତେବେ ଆତଙ୍କବାଦୀଙ୍କ ଗ୍ରେନେଡ୍‌ ସାହାର୍ଯ୍ୟରେ ସୁରକ୍ଷାକର୍ମୀଙ୍କ ଗାଡ଼ି ଉପରକୁ ଆକ୍ରମଣ କରିଥିଲେ। ଏହାପରେ…

ପରିବାରବାଦକୁ ନେଇ ବିରୋଧିଙ୍କୁ ଟାର୍ଗେଟ କଲେ ମୋଦି

କାସଗଞ୍ଜ,୧୧ ।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର କାସଗଞ୍ଜର ପଟିୟାଲିରେ ଏକ ନିର୍ବାଚନ ସଭାକୁ ସମ୍ବୋଧିତ କରିଛନ୍ତି । ସେ କହିଛନ୍ତି ଆଜି ପଣ୍ଡିତ ଦିନଦୟାଲଙ୍କ ପୂଣ୍ଣ୍ୟତିଥି । ପଣ୍ଡିତ ଦିନଦୟାଲଙ୍କ ସାରା ଜୀବନ ଦେଶ ସେବାରେ ସମର୍ପିତ ହୋଇଥିଲା ।…

ଯୋଗୀଙ୍କ ନିଷ୍ପତ୍ତି: ସୁର ସାମ୍ରାଜ୍ଞୀଙ୍କ ନାଁରେ ହେବ ସ୍ବତନ୍ତ୍ର ଛକ

ଲକ୍ଷ୍ନୌ,୧୧।୨: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରଚାରକୁ ଜୋରଦାର କରାଯାଇଛି। ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ବିଭିନ୍ନ ଦଳ ନାନାପ୍ରକାରର ଯୋଜନାମାନ ଘୋଷଣା କରୁଛନ୍ତି। ଏହିକ୍ରମରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ମଧ୍ୟ ପଛରେ ନାହାନ୍ତି। ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ…

ଜବରଦଖଲ ଉଚ୍ଛେଦ ବେଳେ ମାଜିଷ୍ଟ୍ରେଟଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ

ପାଟଣା,୧୧।୨: ଜବରଦଖଲ ଉଚ୍ଛେଦ ପାଇଁ ପୋଲିସ ଫୋର୍ସ ସହ ଯାଇଥିବା ମାଜିଷ୍ଟ୍ରେଟଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ଏପରି ଏକ ଅଭାବନୀୟ ଘଟଣା ବିହାରର ପାଟଣା ନଗରନିଗମ ଅଧୀନ ଖାଜେକଲା ଥାନା ଅଞ୍ଚଳରେ ଘଟିଛି। ଏହାର ଭିଡିଓ ଭାଇରାଲ ହୋଇଛି। ମିଳିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?