ଜାତୀୟ

କୃଷି ଆଇନ ପ୍ରତ୍ୟାହାର ଲାଗି ବସିବ କ୍ୟାବିନେଟ ବୈଠକ

ନୂଆଦିଲ୍ଲୀ, ୨୩।୧୧: କୃଷି ଆଇନ ପ୍ରତ୍ୟାହାର ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ଶୁକ୍ରବାର ଘୋଷଣା କରିଥିଲେ। ବୁଧବାର ପ୍ରଧାନମନ୍ତ୍ରୀଙ୍କ ବାସଭବନରେ କ୍ୟାବିନେଟ ବୈଠକ ବସି ଆଇନ ପ୍ରତ୍ୟାହାର ନିଷ୍ପତ୍ତିକୁ ମଞ୍ଜୁରୀ ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ସହ ପରାମର୍ଶ…

ଖଲିସ୍ତାନୀ ଆତଙ୍କବାଦୀ କହିବା କଙ୍ଗନାଙ୍କୁ ମହଙ୍ଗା ପଡ଼ିଲା

ମୁମ୍ବାଇ,୨୩।୧୧: ସୋସିଆଲ ମିଡିଆରେ ଶିଖ ସମ୍ପ୍ରଦାୟର ଧାର୍ମିକ ଭାବନାକୁ ଆଘାତ ଦେବା ଅଭିଯୋଗରେ ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାନାଓ୍ବତଙ୍କ ବିରୋଧରେ ମଙ୍ଗଳବାର ମାମଲା ରୁଜୁ ହୋଇଛି। ଅମରଜିତ ସିଂ ସାନ୍ଧୁ କରିଥିବା ଅଭିଯୋଗକୁ ଆଧାର କରି ଆଇପିସି ଦଫା ୨୯୫ଏ (ଜାଣିଶୁଣି…

୧୦୦ ଛୁଇଁଲା ଟମାଟୋ ଦର

ନୂଆଦିଲ୍ଲୀ,୨୩।୧୧: ସାଧାରଣତଃ ଶୀତ ଦିନେ ଟମାଟୋ କିଲୋ ପିଛା ୨୦ ଟଙ୍କାରେ ବିକ୍ରି ହୁଏ। କିନ୍ତୁ ଦକ୍ଷିଣାଞ୍ଚଳରେ ଥିବା ୩ ରାଜ୍ୟ (ଆନ୍ଧ୍ର ପ୍ରଦେଶ, କର୍ନାଟକ ଓ ତାମିଲନାଡୁ)ରେ ପ୍ରବଳ ବର୍ଷା ଏବଂ ବନ୍ୟା କାରଣରୁ ଏହି ପରିବା ଚାଷ ବାଧାପ୍ରାପ୍ତ…

ଏସ୍‌ପି-ଆର୍‌ଏଲ୍‌ଡି ମଧ୍ୟରେ ଖୁବ ଶୀଘ୍ର ହେବ ଆସନ ଭାଗବଣ୍ଟା

ଲକ୍ଷ୍ନୌ,୨୩।୧୧: ୨୦୨୨ରେ ହେବାକୁ ଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିରୋଧୀ ସମାଜବାଦୀ ପାର୍ଟି (ଏସ୍‌ପି) ଏବଂ ରାଷ୍ଟ୍ରୀୟ ଲୋକ ଦଳ (ଆର୍‌ଏଲ୍‌ଡି) ମଧ୍ୟରେ ମେଣ୍ଟ କରିବାକୁ ସହମତି ହୋଇଛି। ଆର୍‌ଏଲ୍‌ଡି ଅଧ୍ୟକ୍ଷ ଜୟନ୍ତ ଚୌଧରୀ ମଙ୍ଗଳବାର ଏହି ସୂଚନା…

ପୂର୍ବତନ ପୋଲିସ କମିଶନରଙ୍କ ଘରେ ଲାଗିଲା ନୋଟିସ

ମୁମ୍ବାଇ,୨୩।୧୧: ବେଆଇନ ଅର୍ଥ ଆଦାୟ ମାମଲାରେ ସ୍ଥାନୀୟ ଅଦାଲତ ମଙ୍ଗଳବାର ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କୁ ପଳାତକ ଘୋଷଣା କରିଛନ୍ତି। ଏପରି କି କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଜୁହୁ ସ୍ଥିତି ପରମବୀର ସିଂଙ୍କ ବାସଭବନ ବାହାରେ ଏକ ନୋଟିସ…

ଚାଲିବ ୧୮୦ଟି ‘ଭାରତ ଗୌରବ’ ଟ୍ରେନ

ନୂଆଦିଲ୍ଲୀ,୨୩ ।୧୧: ମଙ୍ଗଳବାର ରେଲୱେ ପକ୍ଷରୁ ୧୮୦ଟି ‘ଭାରତ ଗୌରବ’ ଟ୍ରେନ୍ ଚାଲିବା ନେଇ ଘୋଷଣା କରାଯାଇଛି । ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଏହା ଘରୋଇ କମ୍ପାନୀ ଓ ଆଇଆରସିଟିସି ଦ୍ୱାରା ଚଳାଯିବ । ଏହାଦ୍ୱାରା ଦେଶର ପର୍ଯ୍ୟଟନକୁ…

ମନୀଷଙ୍କ ପୁସ୍ତକ ବମ୍‌

ନୂଆଦିଲ୍ଲୀ,୨୩।୧୧: ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ଉପରେ କାର୍ଯ୍ୟାନୁଷ୍ଠାନ ନ କରିବାରୁ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମନୀଷ ତିଓ୍ବାରି ମନମୋହନ ସିଂ ସରକାରଙ୍କ ଉପରେ ଆକ୍ରମଣ କରିଛନ୍ତି। ମନୀଷ ତିୱାରୀ ତାଙ୍କ ପୁସ୍ତକରେ…

ନିର୍ବାଚନ ଲଢିିବେ ପି.ଭି. ସିନ୍ଧୁ !

ନୂଆଦିଲ୍ଲୀ,୨୩।୧୧: ଅଲିମ୍ପିକ୍ସ ପଦକ ବିଜେତା ପି.ଭି. ସିନ୍ଧୁ ନିିର୍ବାଚନ ଲଢିିବେ। ଡିସେମ୍ବର ୧୭ ତାରିଖରେ ସ୍ପେନରେ ହେବାକୁ ଥିବା ବିଶ୍ୱ ଚାମ୍ପିୟନଶିପରେ ବିଡବ୍ଲ୍ୟୁଏଫ୍‌ ଆଥଲେଟ କମିଶନର ନିର୍ବାଚନ ଲଢିବେ। ଡିଫେଣ୍ଡିଂ ବିଶ୍ୱ ଚାମ୍ପିୟନ ସିନ୍ଧୁ ବର୍ତ୍ତମାନ ଇଣ୍ଡୋନେସିଆ ଓପନ ସୁପର-୧୦୦୦ ଟୁର୍ଣ୍ଣାମେଣ୍ଟରେ…

ସତ ହେବ ସ୍ୱପ୍ନ: ରବି କିଶନ

ନୂଆଦିଲ୍ଲୀ,୨୩ ।୧୧: ଉତ୍ତର ପ୍ରଦେଶର ଗୋରଖପୁରରେ ଏକ ସମ୍ମିଳନୀରେ ଯୋଗଦେଇ ଭାରତୀୟ ଜନତା ପାର୍ଟି(ଭାଜପା)ର ଏମ୍‌ପି ରବି କିଶନ କହିଛନ୍ତି ଉତ୍ତର ପ୍ରଦେଶରେ ଏବେ ବହୁ ଭାଷାରେ ଚଳଚ୍ଚିତ୍ର ଶୁଟିଂ ଚାଲିଛି । ଭୋଜପୁରୀ ଭାଷାରେ କିଛି ଚଳଚ୍ଚିତ୍ର ବି ଶୁଟିଂ…

ବିବାଦୀୟ ବ୍ୟଙ୍ଗଚିତ୍ରକୁ ଲଳିତକଳା ଏକାଡେମୀ ପକ୍ଷରୁ ପୁରସ୍କୃତ ନିଷ୍ପତ୍ତି,ନୋଟିସ୍‌ ଜାରି କଲେ ହାଇକୋର୍ଟ…

ନୂଆଦିଲ୍ଲୀ,୨୩।୧୧: ଏକ ବିବାଦୀୟ ବ୍ୟଙ୍ଗଚିତ୍ରକୁ ଲଳିତକଳା ଏକାଡେମୀ ପକ୍ଷରୁ ପୁରସ୍କୃତ କରିବାକୁ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ବିରୋଧରେ କେରଳ ହାଇକୋର୍ଟରେ ଏକ ଆବେଦନ ଦାଖଲ କରାଯାଇଛି। ଏହାକୁ ଭିତ୍ତି କରି ହାଇକୋର୍ଟଙ୍କ ପକ୍ଷରୁ ନୋଟିସ୍‌ ଜାରି ହୋଇଛି। ବିଚାରପତି ଏନ୍‌.ନାଗରେଶଙ୍କ ନେତୃତ୍ୱରେ…

କଂଗ୍ରେସର ଅଳିଆକୁ ନେବାକୁ ଚାହୁଁନାହିଁ ଏଏପି: କେଜରିୱାଲ

ଅମୃତସର,୨୩ ।୧୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଏଏପି)ର ମୁଖ୍ୟ ଅରବିନ୍ଦ କେଜରିୱାଲ ଏବେ ପଞ୍ଜାବ ବିଧାନସଭାରେ ନିଜ ଦଳକୁ ଶକ୍ତ କରିବାରେ ଲାଗି ପଡିଛନ୍ତି । ମଙ୍ଗଳବାର ପଞ୍ଜାବରେ ପହଞ୍ଚି ସେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ଅମୃତସରରେ…

ନିରପେକ୍ଷ ନିର୍ବାଚନ ପାଇଁ କେଉଁ ପଦକ୍ଷେପ ଗ୍ରହଣ କରାଯାଇଛି, ତ୍ରିପୁରା ସରକାରଙ୍କୁ ସୁପ୍ରିମ୍‌କୋର୍ଟଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ,୨୩।୧୧: ନଭେମ୍ବର ୨୫ରେ ହେବାକୁ ଥିବା ନଗରପାଳିକା ମତଦାନ ପୂର୍ବରୁ ତ୍ରିପୁରାରେ ହିଂସା ତଥା ର୍ନିବାଚନ ପ୍ରଚାର ଉପରେ ପ୍ରତିବନ୍ଧକ ଲଗାଯାଇଥିବା ନେଇ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଭାଜପା-ଟିଏମସି ବିବାଦ ମଧ୍ୟରେ ସୁପ୍ରିମକୋର୍ଟ ତ୍ରିପୁରା ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଯେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri