Posted inଜାତୀୟ

ୟୁପିରେ ପ୍ରିୟଙ୍କା ଗାନ୍ଧୀ କାହିଁକି ଲଢୁ ନାହାନ୍ତି ନିର୍ବାଚନ

ନୂଆଦିଲ୍ଲୀ,୧୨ ।୨: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ଏବେ ସେଠାରେ ରାଜନୀତି ହୋଇଛି ସରଗରମ । ପ୍ରଚାର ଯୋରସୋରରେ ହେଉଥିବା ବେଳେ ଶାସକ ଓ ବିରୋଧିଙ୍କ ମଧ୍ୟରେ ଟଣାଭିଡା ଲାଗି ରହିଛି । ଇତିମଧ୍ୟରେ ଅନେକଙ୍କ ମନରେ ପ୍ରଶ୍ନ ଉଠୁଛିକି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉତ୍ତର ପ୍ରଦେଶରେ କାହିଁକି ନିର୍ବାଚନ ଲଢୁ ନାହାନ୍ତି । ନିକଟରେ ଏକ ସାକ୍ଷତ୍‌କାରରେ ଏହାର ଉତ୍ତର ଦେଇଛନ୍ତି ପ୍ରିୟଙ୍କା । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାବଦଙ୍କ ଭଳି ପ୍ରାର୍ଥି ଏଥର ମଇଦାନରେ ରହିଛନ୍ତି । ସବୁ ପାଇଁ ସମୟ ଥାଏ । ମୋର ଯେତିକି ରାଜନୈତିକ ଅନୁଭବ ରହିଛି ମୁଁ ଭାବୁଛି ଏବେ ନିର୍ବାଚନ ଲଢିବାର ସମୟ ଆସିନାହିଁ । ଅର୍ଥାତ୍ କଂଗ୍ରେସକୁ ମଜଭୁତ କରିବାକୁ ଏବେବି ପ୍ରିୟଙ୍କା ଚେଷ୍ଟା ଜାରି ରଖିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କେନାଲ ପାଣି ବନ୍ଦ ଘୋଷଣା, ଚାଷୀଙ୍କୁ ଫସଲ ରକ୍ଷା ଚିନ୍ତା

ବରଗଡ଼/ଭେଡ଼େନ,୨୭।୪(ପ୍ରେମାନନ୍ଦ ଖମାରୀ/ହୃଷୀକେଶ ଖମାରୀ): ବରଗଡ଼ ମୁଖ୍ୟ କେନାଲ ସେଚାଞ୍ଚଳ ଚାଷୀଙ୍କ ଜୀବନ ରେଖା। ହୀରାକୁଦ ଜଳଭଣ୍ଡାରରୁ ବାହାରିଥିବା ଏହି କେନାଲ ଉପରେ କେବଳ ବରଗଡ଼ ନୁହେଁ, ପଡ଼ୋଶୀ…

୧୭୮ ଯାତ୍ରୀଙ୍କୁ ନେଇ ଭୋପାଳ ଯାଉଥିବା ଏୟାର ଇଣ୍ଡିଆ ବିମାନର ଏମର୍ଜେନ୍ସି ଲ୍ୟାଣ୍ଡିଂ

ମୁମ୍ବାଇ,୨୭।୪: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରୁ ଭୋପାଳ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନକୁ ରବିବାର (୨୬ ଏପ୍ରିଲ) ଏକ ଯାନ୍ତ୍ରିକ ତ୍ରୁଟି ଯୋଗୁ ରାଜା ଭୋଜ…

ଚକୋଲେଟ କଥା ଛାଡନ୍ତୁ, ଏବେ ଆଇକ୍ରିମ ବି ହେବ ମହଙ୍ଗା, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୭।୪: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଶେଷ ହୋଇଯାଇପାରେ, କିନ୍ତୁ ଦୁଇ ରାଷ୍ଟ୍ର ମଧ୍ୟରେ ଉତ୍ତେଜନା ଜାରି ରହିଥିବାରୁ ପୁଣି ଶତ୍ରୁତା ସୃଷ୍ଟି ହେବାର ଭୟ…

ବାଇକକୁ ଧକ୍କା ଦେଲା ପିକଅପ, ଦୁର୍ଘଟଣାରେ ଚାଲିଗଲା ମାମୁ-ଭଣଜାଙ୍କ ଜୀବନ

ଭବାନୀପାଟଣା/ଜୁନାଗଡ଼,୨୭।୪(ଉତ୍ତମ କୁମାର ଦାଶ/ଅଂଶୁମାନ ଯୋଶୀ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ବୁଡିପଦର ଛକରୁ ସୋମବାର ସକାଳୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଅଜଣା ପିକଅପ…

ବରଗଡ଼ରେ ବିକାଶ ବାଟବଣା, ଖରାଦିନେ ରାସ୍ତାରେ ବହୁଛି ଡ୍ରେନ୍‌ ପାଣି

ବରଗଡ଼,୨୭।୪(ପ୍ରେମାନନ୍ଦ ଖମାରୀ) : ବରଗଡ଼ ସହରକୁ ବିକଶିତ କରିବା ଲକ୍ଷ୍ୟ ନେଇ ପର୍ଯ୍ୟାୟକ୍ରମେ ଜବରଦଖଲ ଉଚ୍ଛେଦ କରାଯାଉଛି। ଏହି କ୍ରମରେ କେଉଁଠି ରାସ୍ତା ପ୍ରଶସ୍ତୀକରଣ ତ ଆଉ…

ଜନଗଣନାରେ ନିୟୋଜିତ ୨ଜଣଙ୍କ ମୃତ୍ୟୁ

ବେତନଟୀ/ସୁନ୍ଦରଗଡ଼,୨୭।୪(ଧରଣୀଧର ମହାନ୍ତି/ଜୟନାରାୟଣ ମେଣ୍ଡୁଳି): ଜନଗଣନା କାର୍ଯ୍ୟରେ ନିୟୋଜିତ ହୋଇଥିବା ୨ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ୍‌ ଅଧୀନ ପୁରିନ୍ଦା କଖାରୁଆ ବୈଦନାଥ ଉଚ୍ଚ…

ମରାମତି ନାଁରେ ଖୋଳିଦେଲେ ରାସ୍ତା, ଲୋକେ ହନ୍ତସନ୍ତ

ପଦ୍ମପୁର,୨୭।୪(ପ୍ରଦୀପ୍ତ ଦାଶ): ପ୍ରତି ଓ୍ବାର୍ଡ ଓ ଘରକୁ ପାଣି ପାଇପ ବିଛାଇବା ପାଇଁ ଠିକାଦାର ରାସ୍ତାକୁ ଭାଙ୍ଗି ଦେଉଛନ୍ତି। କିନ୍ତୁ କାମ ସାରିବା ପରେ ଏହି ରାସ୍ତା…

ହର୍ମୁଜ ଖୋଲିବାକୁ ପ୍ରସ୍ତୁତ ଇରାନ, ଆମେରିକାକୁ ବଦଳରେ ପଠାଇଲା ଏମିତି ପ୍ରସ୍ତାବ, ଜାଣନ୍ତୁ…

ତେହରାନ,୨୭।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଏକ ନୂତନ କୂଟନୈତିକ ବିକାଶ ଦେଖାଦେଇଛି। ଇରାନ ଆମେରିକାକୁ ଶାନ୍ତି ଚୁକ୍ତି ପାଇଁ ଏକ ନୂତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri