ଜାତୀୟ

୨ ଆତଙ୍କବାଦୀ ନିହତ

ଶ୍ରୀନଗର,୧୨।୧୧: ଦକ୍ଷିଣ କଶ୍ମୀରର କୁଲଗାମର ଚାୱାଲଗାମ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛନ୍ତି। ଏଥିରେ ଦୁଇ ଆତଙ୍କବାଦୀ ନିହତ ହୋଇଛି। ନିହତ ଆତଙ୍କବାଦୀଙ୍କ ନିକଟରୁ ସୁରକ୍ଷା ବାହିନୀ ବହୁ ପରିମାଣର ଗୁଳି ଓ ଏକେ୪୭ ରାଇଫଲ ଜବତ…

ବିଧାନସଭା ପରିଚାଳନା କରିବେ ୨୦୦ ସ୍କୁଲ ପିଲା

ଜୟପୁର,୧୨।୧୧: ନଭେମ୍ବର ୧୪ରେ ଶିଶୁ ଦିବସ ଅବସରରେ ଶିଶୁଙ୍କୁ ରାଜସ୍ଥାନ ସରକାରଙ୍କ ଭେଟି ଦେଇଛନ୍ତି । ଏନେଇ ରାଜ୍ୟର ବିଭିନ୍ନ ବିଦ୍ୟାଳୟର ୨୦୦ ପିଲାଙ୍କୁ ଚୟନ କରାଯାଇଛି। ଏହି ପିଲାମାନେ ବିଧାନସଭାର ସଦସ୍ୟ ହେବା ସହ ସ୍ବତନ୍ତ୍ର ଅଧିବେଶନରେ ଭାଗ ନେଇ…

ନିଜକୁ ଗୁଳି ମାରିଲେ ବିଧାୟକଙ୍କ ପୁଅ: ସୁଇସାଇଡ୍‌ ନୋଟ୍‌ରେ ଲେଖିଲେ…

ଭୋପାଳ,୧୨।୧୧:ମଧ୍ୟପ୍ରଦେଶର ଜବଲପୁରରେ ଏକ ଅଭାବନୀୟ ଘଟଣା ଘଟିଛି। କଂଗ୍ରେସ ବିଧାୟକ ସଞ୍ଜୟ ଯାଦବଙ୍କ ୧୭ ବର୍ଷୀୟ ପୁଅ ବିଭବ ନିଜକୁ ଗୁଳି ମାରି ଆତ୍ମହତ୍ୟା କରିଛନ୍ତି। ଏହାପୂର୍ବରୁ ଏକ ସୁଇସାଇଡ୍‌ ନୋଟ୍‌ ଲେଖି ୫ ଜଣଙ୍କୁ ପଠାଇଥିଲେ। ସୂଚନାଯୋଗ୍ୟ, ବିଭବ ଯୁକ୍ତ…

୨୬୭ ଦିନ ପରେ ଆଜି ସବୁଠୁ କମ୍‌ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ,୧୨।୧୦: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନେ ବଢିଲେ ଦିନେ କମୁଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ କରୋନା ସଂକ୍ରମଣ ୧୨,୫୧୬ଟି ମାମଲା ସାମ୍ନାକୁ ଆସିଥିବାବେଳେ ୫୦୧ ଜଣଙ୍କର ମୃତ୍ୟୁ ହୋଇଛି। ନୂତନ…

କେନ୍ଦ୍ରୀୟ ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୨।୧୧: ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ଦୁଇଟି କେନ୍ଦ୍ରୀୟ ଯୋଜନାର ଶୁଭାରମ୍ଭ ଶୁକ୍ରବାର ହେବ। ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବାହ୍ନ ୧୧ଟାରେ ଭର୍ଚୁଆଲରେ ଲଞ୍ଚ କରିବେ । ଏହି ଯୋଜନାର ଶୁଭାରମ୍ଭ ସମୟରେ ଅର୍ଥମନ୍ତ୍ରୀ ନିମାଳା ସୀତାରମଣ ଉପସ୍ଥିତ ରହିବେ। ଶୁଭାରମ୍ଭ…

କାନପୁର ପରେ ଏବେ ଲକ୍ଷ୍ନୌରେ ପହଞ୍ଚିଲା ଜିକା

ଲକ୍ଷ୍ନୌ,୧୨ ।୧୧: କରୋନା ପରେ ଏବେ ଚିନ୍ତା ବଢାଇଲାଣି ଜିକା ଭାଇରସ । ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଗୁରୁବାର ୨ ଜଣ ଜିକା ଭାଇରସ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଲକ୍ଷ୍ନୌରେ ଜିକା ଭାଇରସ ଦେଖା ଦେବା ଫଳରେ ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରେ…

ଆଗାମୀ ଦୁଇଦିନ ମଧ୍ୟରେ ଗ୍ୟାସ ଚାମ୍ବର ପାଲଟିବ ରାଜଧାନୀ, ନିଶ୍ୱାସ ନେବାରେ ହେବ ଅସୁବିଧା

ନୂଆଦିଲ୍ଲୀ,୧୨ ।୧୧: ବେଳକୁ ବେଳ ଖରାପ ହୋଇଚାଲିଛି ରାଜଧାନୀ ଦିଲ୍ଲୀର ବାୟୁ ମଣ୍ଡଳ । ଆଗାମୀ ଦୁଇଦିନ ମଧ୍ୟରେ ଏହା ଗ୍ୟାସ ଚାମ୍ବର ପାଲଟିଯିବ ବୋଲି ବିଶେଷଜ୍ଞମାନେ ଅନୁମାନ ଲଗାଇଛନ୍ତି । ଏଠାରେ ପ୍ରଦୂଷଣର ସ୍ତର ବେଳକୁ ବେଳ ବଢିବାରେ ଲାଗିଛି…

କ୍ରୁଜ ଡ୍ରଗ୍ସ ମାମାଲା: ନୱାବଙ୍କ ଚିଠା ଖୋଲିବେ ଅରାଫତ

ମୁ୍‌ମ୍ବାଇ,୧୨ ।୧୧: କ୍ରୁଜ ଡ୍ରଗ୍ସ ମାମଲା ବେଳକୁ ବେଳ ନୂଆ ମୋଡ ନେଉଛି । ଏବେ ମହାରାଷ୍ଟ୍ରର ଭାରତୀୟ ଜନତା ପାର୍ଟି(ଭାଜପା) ନେତା ହାଜି ଅରାଫତ ଶେଖ ଶୁକ୍ରବାର ଦିନ ୩ଟାରେ ଏହାକୁ ନେଇ ଏକ ଖବରଦାତା ସମ୍ମିଳନୀ ଡାକିଛନ୍ତି ।…

କଙ୍ଗନାଙ୍କ ମନ୍ତବ୍ୟରୁ ଝଡ଼

ନୂଆଦିଲ୍ଲୀ, ୧୨ା୧୧:ବିବାଦୀୟ ମନ୍ତବ୍ୟ ଦେଇ ଅନେକ ସମୟରେ ସମାଲୋଚନାର ଶିକାର ହେଉଥିବା ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ପୁଣି ଏକ ନୂଆ ବିବାଦ ସୃଷ୍ଟି କରିଛନ୍ତି। ୧୯୪୭ ମସିହାରେ ଦେଶ ପାଇଥିବା ସ୍ବାଧୀନତା ପ୍ରକୃତ ସ୍ବାଧୀନତା ନ ଥିଲା, ତାହା ଭିକ୍ଷାରେ…

ମେ ସୁଦ୍ଧା ୫-ଜି ସ୍ପେକ୍ଟ୍ରମ ନିଲାମ

ନୂଆଦିଲ୍ଲୀ,୧୨ା୧୧:ବହୁ ପ୍ରତୀକ୍ଷିତ ୫-ଜି ସ୍ପେକ୍ଟ୍ରମ ନିଲାମ ୨୦୨୨ ଏପ୍ରିଲରୁ ମେ ମାସ ମଧ୍ୟରେ ହୋଇପାରେ। ଗୁରୁବାର କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏଠାରେ ଅନୁଷ୍ଠିତ ଟାଇମ୍ସ ନାଓ ସମିଟ୍‌ ୨୦୨୧ ଅବସରରେ ସେ କହିଛନ୍ତି, ନିଲାମ ପ୍ରକ୍ରିୟା…

ମୁମ୍ବାଇ ସ୍କ୍ରାପ ଗୋଡାଉନରେ ଅଗ୍ନୀକାଣ୍ଡ

ମୁମ୍ବାଇ,୧୨ ।୧୧: ମୁମ୍ବାଇର ମାନଖୁର୍ଦ ସ୍ଥିତ ନ୍ୟୁ ମଣ୍ଡାଲା ଅଞ୍ଚଳରେ ଭୟଙ୍କର ଅଗ୍ନୀକାଣ୍ଡ ଘଟିଛି । ଏହା ମାନଖୁର୍ଦର ସ୍କ୍ରାପ ଗୋଡାଉନରେ ଲାଗିଛି । ଅଗ୍ନୀଶମ ବିଭାଗର ୧୨ ଗାଡି ନିଆଁ ଲିଭା କାମରେ ଲାଗିଛନ୍ତି । ଏହି ଅଗ୍ନିକାଣ୍ଡରେ ବହୁ…

ଶାହଙ୍କ ଦୁଇ ଦିନିଆ ୟୁପି ଗସ୍ତ, ଦେବେ ବିଜୟର ମନ୍ତ୍ର

ନୂଆଦିଲ୍ଲୀ,୧୨ ।୧୧: ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଶୁକ୍ରବାରଠାରୁ ଦୁଇ ଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ଯାଉଛନ୍ତି । ଏହି ସମୟରେ ସେ କିଛି କାର୍ଯ୍ୟକ୍ରମରେ ସମ୍ବୋଧନ ଦେବେ ଏହାସହ ବାରାଣସୀରେ ଏକ ମହତ୍ୱପୂର୍ଣ୍ଣ ସଙ୍ଗଠନାତ୍ମକ ବୈଠକ କରିବେ । ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri