ନିଆରା ଶ୍ରଦ୍ଧାଞ୍ଜଳି: ୧୫ ଦିନ ପର୍ଯ୍ୟନ୍ତ ସବୁ ଟ୍ରାଫିକ୍ ସିଗ୍ନାଲ୍ରେ ବାଜିବ ଲତା ମଙ୍ଗେସକରଙ୍କ ଗୀତ
କୋଲକତା,୬।୨: ସୂରସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ପରଲୋକକୁ ନେଇ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି। କେନ୍ଦ୍ର ସରକାର ଦୁଇ ଦିନିଆ ଜାତୀୟ ଶୋକ ଘୋଷଣା କରିଛନ୍ତି, ଦେଶର ଅନେକ ରାଜ୍ୟ ସରକାର ନିଜ ନିଜ ରାଜ୍ୟରେ ଶୋକ ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗର…
ସିଦ୍ଧୁଙ୍କ ପାଦ ଛୁଇଁଲେ ଚନ୍ନି
ନୂଆଦିଲ୍ଲୀ,୬।୨: ପଞ୍ଜାବ ବିଧାନସଭା ନିର୍ବାଚନ ଲାଗି ଚରନଜିତ ସିଂ ଚନ୍ନିଙ୍କୁ ଶାସକ କଂଗ୍ରେସ ତା’ର ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିଛି। ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁ ଏଥିଲାଗି ପ୍ରବଳ ଦାବିଦାର ଥିଲେ। ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିବା ପରେ…
ସୂରସାମ୍ରାଜ୍ଞୀଙ୍କୁ ଶେଷ ବିଦାୟ ଦେବାକୁ ଶିବାଜୀ ପାର୍କ ପହଞ୍ଚିଲେ ମୋଦି
ମୁମ୍ବାଇ,୬।୨: ମହାନ ଗାୟିକା ଲତା ମଙ୍ଗେଶକର ଆଉ ନାହାଁନ୍ତି। ୯୨ ବର୍ଷ ବୟସରେ ଦୁନିଆରୁ ବିଦାୟ ଦେଇଥିଲେ। ଏବେ ସୂରସାମ୍ରାଜ୍ଞୀଙ୍କର ଶେଷ ଯାତ୍ରା ଆରମ୍ଭ ହୋଇଛି। ପ୍ରତାପ କୁଞ୍ଜରେ ଅବସ୍ଥିତ ଘରୁ ଲତା ମଙ୍ଗେସକରଙ୍କ ପାର୍ଥତ୍ବ ଶରୀର ଶିବାଜୀ ପାର୍କରେ ପହଞ୍ଚିଛି,…
ପ୍ରଚାର ବେଳେ ପ୍ରିୟଙ୍କାଙ୍କ କାର୍କୁ ଘେରିଲେ ଭାଜପା କର୍ମୀ
ନୂଆଦିଲ୍ଲୀ,୬।୨: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ୪ ଦିନ ବାକି ଥିବା ବେଳେ ଶାସକ ଭାଜପା ସହ ବିରୋଧୀ ସମାଜବାଦୀ ପାର୍ଟି ଓ କଂଗ୍ରେସ ପକ୍ଷରୁ ଜୋରଦାର ପ୍ରଚାର ଜାରି ରହିଛି। ଅଲିଗଡ଼ଠାରେ ପ୍ରଚାର ବେଳେ କଂଗ୍ରେସ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା…
ହ୍ବାଟସ୍ଆପ୍ରେ ସାଇବର ଠକେଇ, ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସତର୍କ ସୂଚନା ଜାରି…
ନୂଆଦିଲ୍ଲୀ, ୬।୨ : ଇଣ୍ଟରନେଟ ଯୁଗରେ ହ୍ବାଟସ୍ଆପ୍ର ବ୍ୟବହାର ସଭିଏଁ କରୁଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ସାରା ବିଶ୍ୱରେ ହ୍ବାଟସ୍ ଆପ୍ର ୨ ବିଲିୟନରୁ ଅଧିକ ଉପଭୋକ୍ତା ଅଛନ୍ତି। ବର୍ତ୍ତମାନ ସାଇବର ଠକମାନେ ଏହାକୁ ଟାର୍ଗେଟ କରିବା ଆରମ୍ଭ କରିଛି। ଯଦି…
ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ନକ୍ଭୀ ଅଜମେର ଦରଘାରେ ଚାଦର ଚଢ଼ାଇଲେ…
ଅଜମେର, ୬।୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ କେନ୍ଦ୍ରୀୟ ଅଳ୍ପ ସଂଖ୍ୟକ ମନ୍ତ୍ରୀ ମୁକ୍ତାର ଅବ୍ବାସ ନକ୍ଭୀ ଆଜମେରର ସୁଫି ସନ୍ଥ ଖ୍ବାଜା ମୋଇନୁଦ୍ଦିନ୍ ଚିସ୍ତିଙ୍କ ଦରଘାରେ ଚାଦର ଚଢ଼ାଇଛନ୍ତି। ଏହି ଅବସରରେ ନକ୍ଭୀ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ସମ୍ପର୍କରେ ଉଲ୍ଲେଖ…
ପଞ୍ଜାବରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଉପରୁ ପରଦା ଉଠାଇଲା କଂଗ୍ରେସ
ଚଣ୍ଡିଗଡ, ୬।୨: ଶେଷରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପଞ୍ଜାବରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିଛନ୍ତି। ଚରଣଜିତ ସିଂ ଚନ୍ନି କଂଗ୍ରେସର ମୁଖ୍ୟମନ୍ତ୍ରୀ ହେବେ ବୋଲି ସେ ସୂଚନା ଦେଇଛନ୍ତି। ରାହୁଲ କହିଛନ୍ତି, ଚନ୍ନି ଗରିବ ଘରର। ତାଙ୍କ ମଧ୍ୟରେ…
ଅନ୍ୟ ଧର୍ମ ପ୍ରତି ସହିଷ୍ଣୁତା ଦେଶରେ ସୃଷ୍ଟି କରିଛି ଭିନ୍ନତାରେ ଏକତା…
ମାଡ୍ରାସ୍, ୬।୨ : ଦେଶରେ ଅନ୍ୟ ଧର୍ମ ପ୍ରତି ଜନସାଧାରଣଙ୍କ ମଧ୍ୟରେ ଦେଖାଦେଉଥିବା ସହିଷ୍ଣୁତା ଆଚରଣ ଯୋଗୁ ଭିନ୍ନତାରେ ଏକତା ସୃଷ୍ଟି ହୋଇପାରିଛି। ଏଭଳି ମନୋଭାବ ପ୍ରତି ନାଗରିକଙ୍କ କ୍ଷେତ୍ରରେ ପ୍ରଦର୍ଶିତ ହେବା ଉଚିତ। ଏକ ମାମଲାର ବିଚାର କରି ମାଡ୍ରାସ୍…
ମହାଯାତ୍ରା ଆରମ୍ଭ…
ମୁମ୍ବାଇ, ୬।୨ : ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କର ଅନ୍ତିମ ସଂସ୍କାର ପାଇଁ ମହାଯାତ୍ରା ଆରମ୍ଭ ହୋଇଛି। ଲତାଙ୍କ ପାର୍ଥିବ ଶରୀର ଉପରେ ତ୍ରିରଙ୍ଗା ରଖାଯାଇ ଶିବାଜୀ ପାର୍କ ଅଭିମୁଖେ ନିଆଯାଉଛି। ପ୍ରଭୁକୁଞ୍ଜ ଆପାର୍ଟମେଣ୍ଟର ଫାଷ୍ଟ୍ ଫ୍ଲୋର୍ରୁ ଲତାଙ୍କୁ ସେନା ଯବାନ…
କ୍ଷେତ ବୁଲି ଚଣା ଖାଇଲେ ପ୍ରଧାନମନ୍ତ୍ରୀ ମୋଦି
ହାଇଦ୍ରାବାଦ,୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ହାଇଦ୍ରାବାଦ ଗସ୍ତରେ ଥିଲେ। ସେ ଅଇସିଆର୍ଆଇଏସ୍ଏଟ(ICRISAT)ର ୫୦ତମ ବାର୍ଷିକ ଉତ୍ସବ ଯୋଗଦେବାକୁ ଆସିଥିଲେ। ହାଇଦ୍ରାବାଦର ଅନ୍ତର୍ଜାତୀୟ କ୍ରପ୍ସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ କ୍ୟାମ୍ପସ ପରିଦର୍ଶନ କରି ଚାଷ ଜମିରୁ କିଛି ଚଣା…
ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟାରେ ବ୍ରେକ୍…
ନୂଆଦିଲ୍ଲୀ, ୬।୨ : ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାରେ ସାମାନ୍ୟ ବ୍ରେକ୍ ଲାଗିଛି। ଗତ ୨୪ ଘଣ୍ଟାରେ ୧ ଲକ୍ଷ ୭ ହଜାର ୪୭୪ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ…
ଜରା ଆଖୋଁ ମେ ଭରଲୋ ପାନି…
ମୁମ୍ବାଇ, ୬।୨ : ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କର ୯୨ ବର୍ଷରେ ପରଲୋକ ଘଟିଛି। ସରସ୍ବତୀ ପୂଜାର ଗୋଟିଏ ଦିନ ପରେ ସ୍ବର ସାମ୍ରାଜ୍ଞୀ ଅଜଣା ରାଇଜକୁ ବାହୁଡ଼ି ଯାଇଛନ୍ତି। ମୁମ୍ବାଇ ସ୍ଥିତ ବ୍ରିଜ୍ କ୍ୟାଣ୍ଡି ହସ୍ପିଟାଲରେ ୨୮ ଦିନ ଧରି…
Archives


