୮ ଗୁଣ ବୃଦ୍ଧି ହେଲା ସଡ଼କ ଦୁର୍ଘଟଣାରେ ମୃତ୍ୟୁ କ୍ଷତିପୂରଣ
ନୂଆଦିଲ୍ଲୀ,୨୮।୨: ସଡ଼କ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ରାଶି ୮ ଗୁଣ ବୃଦ୍ଧି କରାଯାଇଛି। ଏପ୍ରିଲ ୧ରୁ ଦୁର୍ଘଟଣାରେ କେହି ପ୍ରାଣ ହରାଇଲେ ତାଙ୍କ ପରିବାର ସଦସ୍ୟଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ମିଳିବ ବୋଲି ସଡ଼କ ପରିବହନ ଓ ଜାତୀୟ…
ଛାତ୍ରଙ୍କ ଆତ୍ମହତ୍ୟା ପରେ ବନ୍ଧା ହେଲେ ପ୍ରଧାନଶିକ୍ଷୟିତ୍ରୀ
ଫରିଦାବାଦ,୨୮।୨: ଗ୍ରେଟର ଫରିଦାବାଦ୍ରେ ଏକ ବେସରକାରୀ ସ୍କୁଲର ୧୬ ବର୍ଷୀୟ ଛାତ୍ରଙ୍କ ଆତ୍ମହତ୍ୟାର ୩ ଦିନ ପରେ ପ୍ରଧାନଶିକ୍ଷୟିତ୍ରୀଙ୍କୁ ଗିରଫ କରାଯାଇଛି। ପୋଲିସକୁ ମିଳିଥିବା ସୁଇସାଇଡ୍ ନୋଟ୍ରେ ନାବାଳକ ତାଙ୍କର ଚରମ ନିଷ୍ପତ୍ତି ଲାଗି ସ୍କୁଲ ଓ ଉଚ୍ଚ ଅଧିକାରୀଙ୍କୁ ଦାୟୀ…
ଗୁଲାମ ନବୀଙ୍କ ପୁତୁରା ଭାଜପାରେ ସାମିଲ
ଜମ୍ମୁ,୨୮।୨: ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କ ପୁତୁରା ମୁବାଶିର ଆଜାଦ ଭାଜପାରେ ସାମିଲ ହୋଇଛନ୍ତି। ତୃଣମୂଳସ୍ତରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶମୂଳକ କାର୍ଯ୍ୟରେ ସେ ପ୍ରଭାବିତ ହୋଇଥିବା କହିଛନ୍ତି। ଗୁଲାମ ନବୀଙ୍କ ସାନଭାଇ ଲିଆକତ୍ ଅଲିଙ୍କ ପୁଅ ମୁବାଶିର।…
ସୀମା ପାର୍ ଷଡ଼ଯନ୍ତ୍ର, ୭ ରାଜ୍ୟ ବାଟେ ଦିଲ୍ଲୀକୁ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ…
ନୂଆଦିଲ୍ଲୀ,୨୮।୨ : ଭାରତର ସୀମା ଆରପାରିରୁ କିଛି ସଂଗଠନ ଗ୍ୟାଙ୍ଗଷ୍ଟରଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବାରେ ନିୟୋଜିତ ଅଛନ୍ତି। ଗୋଇନ୍ଦା ବିଭାଗ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏନେଇ ପ୍ରକାଶ ପାଇଛି। ଏଭଳି ଲୋକଙ୍କ ଉପରେ ନଜର ରଖିବାକୁ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଦିଲ୍ଲୀ-ଏନସିଆର ଏବଂ…
୧୮୭ ବର୍ଷ ପରେ କାଶୀ ବିଶ୍ୱନାଥ ମନ୍ଦିରରେ ଏମିତି ଘଟିଲା: ମୋଦି କଲେ ପ୍ରଶଂସା
ବାରାଣସୀ,୨୮।୨: କାଶୀ ବିଶ୍ୱନାଥ ମନ୍ଦିର ଇତିହାସରେ ଆଉ ଏକ ସୁବର୍ଣ୍ଣ ଅଧ୍ୟାୟ ଯୋଡା ଯାଇଛି। ୧୮୭ ବର୍ଷର ଦୀର୍ଘ ଅପେକ୍ଷା ପରେ ମନ୍ଦିରରେ ସୁନା ଲଗାଯାଇଥିଲା। ମନ୍ଦିରର ଗର୍ଭଗୃହ ଭିତରେ ଥିବା କାନ୍ଥଗୁଡ଼ିକ ୩୦ ଘଣ୍ଟା ମଧ୍ୟରେ ସୁନାରେ ଆବୃତ ହୋଇଛି।…
ଅପରେଶନ୍ ଗଙ୍ଗା, ୟୁକ୍ରେନ୍ର ପଡୋଶୀ ଦେଶ ଯିବେ ୪ କେନ୍ଦ୍ରମନ୍ତ୍ରୀ…
ନୂଆଦିଲ୍ଲୀ,୨୮।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏପରିସ୍ଥଳେ ୟୁକ୍ରେନରେ ଥିବା ଭାରତୀୟଙ୍କୁ ଅପରେଶନ୍ ଗଙ୍ଗା ଅନ୍ତର୍ଗତ ସ୍ବଦେଶ ଫେରାଇ ଅଣାଯାଉଛି। ଏହି କାର୍ଯ୍ୟକୁ ତ୍ୱରାନ୍ବିତ କରିବା ଲାଗି ସୋମବାର ଏକ ଜରୁରୀକାଳୀନ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ଭାବପ୍ରବଣ ହେଲେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ,୨୮।୨: ରୁଷିଆ ଏବଂ ୟୁକ୍ରେନ ଯୁଦ୍ଧ ମଧ୍ୟରେ ଭାରତୀୟ ଛାତ୍ରୀଛାତ୍ରମାନଙ୍କୁ ଉଦ୍ଧାର କରିବା ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ଥରେ କେନ୍ଦ୍ରକୁ ନିବେଦନ କରିଛନ୍ତି। ୟୁକ୍ରେନରେ ଭାରତୀୟ ଛାତୀଛାତ୍ର ଅବସ୍ଥା ଦେଖି ଭାବପ୍ରବଣ ହୋଇପଡିଛନ୍ତି ରାହୁଲ। ସେ ଏକ…
ଯୁଦ୍ଧର ପ୍ରଭାବ: ଭାରତର ଏକ ଲକ୍ଷ କୋଟି ରାଜସ୍ବ କ୍ଷତି ହେବା ଆଶଙ୍କା…
ନୂଆଦିଲ୍ଲୀ,୨୮।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଯୋଗୁ ଭାରତ ଉପରେ ବଡ଼ ଧରଣର ପ୍ରଭାବ ଅନୁଭୁତ ହେବାର ଆଶଙ୍କା ରହିଛି। ଯୁଦ୍ଧ ଯୋଗୁ ଦେଶର ଅର୍ଥନେତିକ ସ୍ଥିତି ବିଗିଡ଼ିବାର ଆଶଙ୍କା ଅଛି। ବିଶେଷଜ୍ଞମାନେ କହିଛନ୍ତି ଯେ ଯୁଦ୍ଧ ଯୋଗୁ…
ଝିଅଙ୍କ ବିବାହ ବୟସ ବଢ଼ାଇବା ଦ୍ୱାରା ମିଳି ନପାରେ ସୁଫଳ: ଆର୍ଆର୍ଏସ୍ ମହିଳା ମୋର୍ଚ୍ଚା…
ନୂଆଦିଲ୍ଲୀ,୨୮।୨ : ଝିଅମାନଙ୍କ ବିବାହର ବୟସ ବଢ଼ାଇବା ଇଚ୍ଛାକୃତ ଫଳାଫଳ ଦେଇ ନ ପାରେ ବୋଲି ଆର୍ଆର୍ଏସ୍ ମହିଳା ମୋର୍ଚ୍ଚା ପକ୍ଷରୁ କୁହାଯାଇଛି। ଆର୍ଆର୍ଏସ୍ର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣ କମିଟିର ବାର୍ଷିକ ବୈଠକ ପୂର୍ବରୁ ସେବିକା ସମିତି ରବିବାର କହିଛନ୍ତି ଯେ…
୯ ହଜାର ତଳେ ଦୈନିକ ସଂକ୍ରମଣ…
ନୂଆଦିଲ୍ଲୀ, ୨୮।୨ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟାରେ ବ୍ରେକ୍ ଲାଗିଛି। ଦୈନିକ ସଂକ୍ରମଣ ୯ ହଜାର ତଳେ ରହିଛି। ଦୈନିକ ସଂକ୍ରମଣ ୮ ହଜାର ୧୩…
ସରକାରଙ୍କୁ ଧନ୍ୟବାଦ ଜଣାଇଲେ ୟୁକ୍ରେନରୁ ଭାରତ ଫେରିଥିବା ଭାରତୀୟ
ନୂଆଦିଲ୍ଲୀ,୨୮ ।୨: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ଫସି ରହିଥିବା ଭାରତୀୟଙ୍କୁ କେନ୍ଦ୍ର ସରକାର ଧିରେ ଧିରେ ଉଦ୍ଧାର କରି ଚାଲିଛନ୍ତି । ସୋମବାର ସକାଳୁ ରୋମାନିଆର ବୁଚାରେଷ୍ଟରେ ଥିବା ଭାରତୀୟଙ୍କୁ ନେଇ ପଞ୍ଚମ ବିମାନ ରାଜଧାନୀ ଦିଲ୍ଲୀରେ ପହଞ୍ଚିଛି । ଏଥିରେ…
ଗୁରୁଗ୍ରାମ ସିଏନଜି ପମ୍ପରେ ୩ ଜଣଙ୍କୁ ହତ୍ୟା
ଗୁରୁଗ୍ରାମ,୨୮ ।୨: ରାଜଧାନୀ ଦିଲ୍ଲୀକୁ ଲାଗି ରହିଥିବା ଗୁରୁଗ୍ରାମର ଏକ ସିଏନଜି ପମ୍ପରେ ୩ ଜଣ ଯୁବକଙ୍କୁ ହତ୍ୟା କରାଯାଇଛି । ରବିବାର ରାତି ପ୍ରାୟ ୩ଟାରେ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସୂଚନା ଦେଇଛି । ଜାତୀୟ ରାଜପଥକୁ ଲାଗି…
Archives


