ଜାତୀୟ

ୟୁକ୍ରେନ୍‌ରେ ପାଠପଢ଼ି ଭାରତରେ ଡାକ୍ତର ହେବା ନୁହେଁ ସହଜ, ପାଠପଢ଼ା ଶସ୍ତା-ସ୍ବଦେଶରେ ଚାକିରି ପାଇଁ ହିନସ୍ତା…

ନୂଆଦିଲ୍ଲୀ,୧।୩ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏନେଇ ୟୁକ୍ରେନରେ ଅଧ୍ୟୟନ କରୁଥିବା ୧୮ ହଜାରରୁ ଅଧିକ ଭାରତୀୟ ଛାତ୍ରୀଛାତ୍ରଙ୍କୁ ସୁରକ୍ଷିତ ଭାବେ କିଭଳି ଏୟାର ଲିଫ୍ଟ କରାଯିବ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ପରିସ୍ଥିତି…

ଏୟାର ଲିଫ୍ଟ, ୩ ଦିନରେ ୨୬ ଉଡାଣ ପାଇଁ ଯୋଜନା…

ନୂଆଦିଲ୍ଲୀ,୧।୩ : ୟୁକ୍ରେନ୍‌ରେ ଫଶି ରହିଥିବା ଛାତ୍ରୀଛାତ୍ର ତଥା ଭାରତୀୟଙ୍କୁ ଅପରେଶନ୍‌ ଗଙ୍ଗା ଅନ୍ତର୍ଗତ ସୁରକ୍ଷିତ ସ୍ବଦେଶ ଫେରାଇ ଅଣାଯିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ସ୍ଥିର ହୋଇଛି। ଆଗାମୀ ୩ ଦିନରେ ଭାରତୀୟଙ୍କ ଏୟାର…

କୃଷକ ଆନ୍ଦୋଳନର ୧୭ ମାମଲା ଫେରାଇ ନେବେ ଦିଲ୍ଲୀ ସରକାର…

ନୂଆଦିଲ୍ଲୀ,୧।୩ : ଗତ ବର୍ଷ କୃଷକ ଆନ୍ଦୋଳନ ସମୟରେ ରୁଜୁ ହୋଇଥିବା ୧୭ ମାମଲାକୁ ଦିଲ୍ଲୀ ସରକାର ଫେରାଇ ନେବେ। ଦିଲ୍ଲୀ ପୋଲିସ ପକ୍ଷରୁ ରୁଜୁ ହୋଇଥିବା ଏହି ମାମଲାଗୁଡ଼ିକୁ ଫେରାଇ ନେବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ସରକାର ମଞ୍ଜୁରୀ ଦେଇଛନ୍ତି।…

ଖୁବ୍‌ ଶୀଘ୍ର ଅଣାଯିବ ଛାତ୍ରଙ୍କ ମୃତଦେହ: କର୍ନାଟକ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ,୧।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧରେ ସାଧାରଣ ଲୋକ ବହୁ ପ୍ରଭାବିତ ହେଉଛନ୍ତି। ଯୁଦ୍ଧ ଯୋଗୁ ୨ଦେଶର ସୈନ୍ୟମାନେ ନିହତ ହୋଇଥିବା ବେଳେ ୟୁକ୍ରେନରେ ଅନେକ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି। ଇତିମଧ୍ୟରେ ଖାର୍କ୍ୱିଭରେ ମଙ୍ଗଳବାର ସକାଳେ…

ଭାରତୀୟ ଛାତ୍ରଙ୍କ ମୃତ୍ୟୁ, ସମନ ଜାରି କଲେ ଭାରତ ସରକାର…

ନୂଆଦିଲ୍ଲୀ,୧।୩ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ମହାଯୁଦ୍ଧରେ ଭାରତୀୟ ଛାତ୍ର ନବୀନ ଶେଖରଆପ୍ପା ଜ୍ଞାନଗୌଡ଼ାଙ୍କ ମୃତ୍ୟୁ ଘଟିଛି। ସେ କର୍ନାଟକର ବାସିନ୍ଦା ବୋଲି ତାଙ୍କ ପାସପୋର୍ଟରୁ ଜଣାପଡ଼ିଛି। ଏନେଇ ଭାରତ ସରକାର ୟୁକ୍ରେନ୍‌ ଏବଂ ରୁଷିଆ ରାଷ୍ଟ୍ରଦୂତଙ୍କୁ…

ପ୍ରତ୍ୟେକ ମିନିଟ୍‌ ମୂଲ୍ୟବାନ: ରାହୁଲ

ନୂଆଦିଲ୍ଲୀ,୧।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୬ଷ୍ଠ ଦିନରେ ପହଞ୍ଚିଛି। ରାଜଧାନୀ କ୍ୱିଭ ଦଖଲ ପାଇଁ ରୁଷିଆ ସୈନ୍ୟମାନେ ଲଗାତର ବୋମା ବିସ୍ଫୋରଣ ସହ ଆକ୍ରମଣ ଜାରି ରଖିଛନ୍ତି। ଇତିମଧ୍ୟରେ ମଙ୍ଗଳବାର ଖାର୍କ୍ୱିଭରେ ରୁଷିଆ ସୈନ୍ୟଙ୍କ ଗୁଳିରେ…

ଭାରତୀୟ ଛାତ୍ରଙ୍କ ମୃତ୍ୟୁରେ ଶୋକ ପ୍ରକାଶ କଲେ ଶଶୀ ଥରୁର

ନୂଆଦିଲ୍ଲୀ,୧।୩: ୟୁକ୍ରେନରେ ଦିନକୁ ଦିନ ସ୍ଥିତି ବିଗିଡ଼ିବାରେ ଲାଗିଛି। ତେଣୁ ସେଠାରେ ଫସି ରହିଥିବା ଭାରତୀୟ ଛାତ୍ର ଓ ନାଗରିକଙ୍କୁ ରେସକ୍ୟୁ କରିବା ଲାଗି ଅପରେଶନ୍‌ ଗଙ୍ଗା ଅଭିଯାନକୁ ତ୍ୱରାନିତ୍ୱ କରାଯାଇଛି। ଇତିମଧ୍ୟରେ ମଙ୍ଗଳବାର ସକାଳେ ୟୁକ୍ରେନର ଖାର୍କ୍ୱିଭରେ ରୁଷିଆର ଗୁଳିରେ…

ସିନ୍ଧୁ ଜଳ କମିଶନ ବୈଠକ, ପାକିସ୍ତାନରେ ୧୦ ଜଣିଆ ଭାରତୀୟ ପ୍ରତିନିଧି ଦଳ…

ନୂଆଦିଲ୍ଲୀ,୧।୩ : ସିନ୍ଧୁ ଜଳ କମିଶନର ବାର୍ଷିକ ବୈଠକ, ମାର୍ଚ୍ଚ ୧ ରୁ ୩ ପର୍ଯ୍ୟନ୍ତ ଇସଲାମାବାଦ୍‌ରେ ଅନୁଷ୍ଠିତ ହେଉଛି। ଏହି ଅବସରରେ ୧୦ ଜଣିଆ ଭାରତୀୟ ପ୍ରତିନିଧି ଦଳ ମଙ୍ଗଳବାର ଇସଲାମାବାଦ୍‌ରେ ପହଞ୍ଚିଛନ୍ତି। ଭାରତୀୟ ପ୍ରତିନିଧିମାନେ ଅଟାରୀ ସୀମାରୁ ପାକିସ୍ତାନରେ…

୨ ସପ୍ତାହ ମଧ୍ୟରେ ପଦ ଛାଡ଼ିଲେ ଏୟାର ଇଣ୍ଡିଆ ମୁଖ୍ୟ

ନୂଆଦିଲ୍ଲୀ,୧।୩: ଟାଟା ଏୟାର ଇଣ୍ଡିଆର ମୁଖ୍ୟ କାର୍ଯ୍ୟକାରୀ (ସିଇଓ) ହେବା ପାଇଁ ମନା କରି ଦେଇଛନ୍ତି ତୁର୍କୀର ଇଲ୍କର ଅଇସି। ଏ ନେଇ ଟାଟା ପ୍ରବକ୍ତା ମଙ୍ଗଳବାର ସ୍ପଷ୍ଟ କରିଛନ୍ତି। ଫେବୃୟାରୀ ୧୪ରେ ଟାଟା ସନ୍ସ ବୋର୍ଡ ପକ୍ଷରୁ ଅଇସିଙ୍କୁ ସିଇଓ…

ମହଙ୍ଗା ହେଲା ଏଲପିଜି ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୩: ମାର୍ଚ୍ଚ ପହିଲାରୁ ମହଙ୍ଗା ହେଲା କମର୍ସିଆଲ ଏଲପିଜି ସିଲିଣ୍ଡର ଦର। ତେବେ ସିଲିଣ୍ଡର ମୂଲ୍ୟ ୧୦୫ ଟଙ୍କା ବୃଦ୍ଧି ପାଇଛି । ରାଜଧାନୀ ଦିଲ୍ଲୀରେ ସିଲିଣ୍ଡର ପିଛା ୧୦୫ ଟଙ୍କା ବଢ଼ିଥିବା ବେଳେ କୋଲକାତାରେ ୧୦୮ ଟଙ୍କା ବଢ଼ିଛି ।…

୨୧ ଦିନର ଛୁଟି ସାରି ଜେଲକୁ ଫେରିଲେ ରାମରହିମ

ଗୁରୁଗ୍ରାମ,୧।୩: ଡେରା ସଚା ସୌଦା ମୁଖ୍ୟ ରାମ ରହିମ ୨୧ ଦିନର ଛୁଟି ସାରି ସୋମବାର ଜେଲ୍‌କୁ ଫେରିଛନ୍ତି। କଡ଼ା ସୁରକ୍ଷା ମଧ୍ୟରେ ରାମ ରହିମଙ୍କୁ ଗୁରୁଗ୍ରାମରୁ ରୋହତକର ସୁନାରିଆ ଜେଲ୍‌ ଅଣାଯାଇଥିଲା। ପରିବାର ଲୋକଙ୍କୁ ଭେଟିବା ପାଇଁ ଫେବୃୟାରୀ ୭ତାରିଖରୁ…

ୟୁକ୍ରେନ ସଙ୍କଟ: ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧।୩: ୟୁକ୍ରେନରେ ଫଶିଥିବା ଛାତ୍ରୀଛାତ୍ର ଓ ସାଧାରଣ ନାଗରିକଙ୍କୁ ଫେରାଇ ଆଣିବା ପାଇଁ ଭାରତର ଉଦ୍ୟମ ଜାରି ରହିଛି। ଏହି ଅବସରରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କୁ ଭେଟିଥିଲେ। ସାମ୍ପ୍ରତିକ ପରିସ୍ଥିତି ଏବଂ ସରକାରଙ୍କ ଦ୍ୱାରା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri