ଜାତୀୟ

ଗୁଆହାଟି-ବିକାନେର ଏକ୍ସପ୍ରେସ୍ ଲାଇନଚ୍ୟୁତ: ୩ ମୃତ ଅନେକ ଆହତ

କୋଲକାତା,୧୩ ।୧: ପଶ୍ଚିମବଙ୍ଗ ଜଲପାଇଗୁଡି ମ୍ୟାନଗୁଡିରେ ଗୁଆହାଟି-ବିକାନେର ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଛି । ଏଥିରେ ଏପର୍ଯ୍ୟନ୍ତ ମିଳିଥିବା ଖବର ଅନୁଯାୟୀ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଆହତଙ୍କ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ମିଳିଥିବା…

‘୨୦ ପର୍ଯ୍ୟନ୍ତ ଦିନକୁ ଜଣେ ଲେଖାଏ ମନ୍ତ୍ରୀ, ବିଧାୟକ ଇସ୍ତଫା ଦେବେ’

ଲକ୍ଷ୍ନୌ,୧୩।୧: “ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଜଣେ ଲେଖାଏ ମନ୍ତ୍ରୀ ଓ ଜଣେ ଭାଜପା ବିଧାୟକ ଇସ୍ତଫା ଦେବେ”। ଏଭଳି କହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଟିମ୍‌ରୁ ଗୁରୁବାର ଇସ୍ତଫା ଦେଇଥିବା ପୂର୍ବତନ ମନ୍ତ୍ରୀ ଧରମ ସିଂ…

ଅଧାରୁ ବନ୍ଦ ହେଲା କଂଗ୍ରେସର ପଦଯାତ୍ରା

ବେଙ୍ଗାଲୁରୁ,୧୩।୧: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କର୍ନାଟକରେ ଚାଲିଥିବା କଂଗ୍ରେସ ପଦଯାତ୍ରାକୁ ଗୁରୁବାର ଅଧାରୁ ବନ୍ଦ କରି ଦିଆଯାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଫୋନ କରି ଦଳୀୟ କର୍ମକର୍ତ୍ତାଙ୍କୁ ପଦଯାତ୍ରା ବନ୍ଦ କରିବାକୁ କହିଥିଲେ। ପରେ ପଦଯାତ୍ରାକୁ ବନ୍ଦ କରି…

୩ କୋଟି କିଶୋର ନେଲେଣି କରୋନା ଭ୍ୟାକ୍ସିନର ପ୍ରଥମ ଡୋଜ

ନୂଆଦିଲ୍ଲୀ,୧୩ ।୧: ଦେଶରେ କରୋନା ଟିକାକରଣ ଦ୍ରୁତ ଗତିରେ ଚାଲିଛି । ୧୫ରୁ ୧୮ ବର୍ଷ କିଶୋରମାନେ ଭ୍ୟାକ୍ସିନ ନେବାକୁ ଖୁବ୍ ଆଗ୍ରହ ପ୍ରକାଶ କରୁଥିବା ଦେଖିବାକୁ ମିଳିଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବିୟ କହିଛନ୍ତି, ଏପର୍ଯ୍ୟନ୍ତ ଦେଶରେ ୩…

ଟିକା ନେବା ପରେ ମୁକ ବ୍ୟକ୍ତି କହିଲେ କଥା

ରାଞ୍ଚି,୧୩ା୧: ଭାରତୀୟ ଟିକାର ଆଉ ଏକ ଚମତ୍କାରିତା ଦେଖିବାକୁ ମିଳିଛି। ଟିକା ନେବା ପରେ ଜଣେ ବ୍ୟକ୍ତିଙ୍କ କଥା କହିବା ଶକ୍ତି ଫେରିଛି। ୫ ବର୍ଷ ହେଲା କଥା କହି ପାରୁ ନ ଥିବା ବ୍ୟକ୍ତି ଜଣକ କୋଭିଶିଲ୍ଡ ଟିକା ନେବା…

ଶିଶୁଙ୍କ କଷ୍ଟଡି ମାମଲାର ବିଚାରରେ ମାତା-ପିତାଙ୍କ ଅଧିକାର ଅପ୍ରାସଙ୍ଗିକ, ସୁପ୍ରିମ୍‌କୋର୍ଟଙ୍କ ରାୟ…

ନୂଆଦିଲ୍ଲୀ, ୧୩।୧ : ସୁପ୍ରିମକୋର୍ଟ କହିଛନ୍ତି ଯେ ଯେତେବେଳେ ଶିଶୁର ରକ୍ଷଣାବେକ୍ଷଣ ବା କଷ୍ଟଡି ପ୍ରସଙ୍ଗରେ ବିଚାର କରାଯାଇଥାଏ ସେତେବେଳେ ମାତା-ପିତାଙ୍କ ଅଧିକାର ସମ୍ପର୍କରେ କହିବା ଅପ୍ରାସଙ୍ଗିକ। ବିଚାରପତି ଅଜୟ ରସ୍ତୋଗି ଏବଂ ଅଭୟ ଏସ. ଓକାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ…

ଆସାମ ରାଜ୍ୟପାଳ କରୋନା ପଜିଟିଭ୍‌

ଗୌହାଟୀ,୧୩।୧: ଦେଶରେ କରୋନା ସଂକ୍ରମଣ ବଢିଚାଲିଛି। ଅନେକ ନେତା, ଅଭିନେତା ମଧ୍ୟ ସଂକ୍ରମଣ ହୋଉଛନ୍ତି। ଆସାମ ରାଜ୍ୟପାଳ ଜଗଦୀଶ ମୁଖୀ କରୋନା ପଜିଟିଭ୍‌ ହୋଇଛନ୍ତି। ରାଜ୍ୟପାଳ ବୁଧବାର କୋଭିଡ୍‌ ପରୀକ୍ଷା କରାଇଥିଲେ। ତେବେ ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିବା ପରେ ସେ…

ଉତ୍ତରପ୍ରଦେଶ ନିର୍ବାଚନ, ୧୨୫ ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କଲା କଂଗ୍ରେସ, ୫୦ ପ୍ରତିଶତ ମହିଳାଙ୍କୁ ଟିକଟ …

ନୂଆଦିଲ୍ଲୀ,୧୩।୧: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଦଳର ୧୨୫ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ପ୍ରଥମ ତାଲିକାରେ ୫୦ ପ୍ରତିଶତ ମହିଳାଙ୍କୁ ଟିକଟ ଦିଆଯାଇଛି। ମହିଳାମାନଙ୍କ ନାମ ଘୋଷଣା କରି…

ସହଯୋଗୀଙ୍କ ସହ ଭାଜପାର ଆସନ ବୁଝାମଣା ଫର୍ମୂଲା…

ନୂଆଦିଲ୍ଲୀ, ୧୩।୧ : ଆଗକୁ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ। ଏହାକୁ ଦୃଷ୍ଟିରେ ରଖି ଭାଜପା ଏହାର ସହଯୋଗୀଙ୍କ ସହିତ ଆସନ ବୁଝାମଣା ଫର୍ମୂଲା ସ୍ଥିର କରିଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆପନା ଦଳକୁ ୧୪ ଏବଂ ନିଶାଦ ପାର୍ଟିକୁ ୧୭…

କୁଲଗାମ୍‌ ଏନ୍‌କାଉଣ୍ଟର, ପାକିସ୍ତାନୀ ଆତଙ୍କବାଦୀ ବାବର ନିହତ, ଜଣେ ସୁରକ୍ଷାକର୍ମୀ ଶହୀଦ୍‌ …

ଶ୍ରୀନଗର, ୧୩।୧ : ଜମ୍ମୁ-କଶ୍ମୀରର କୁଲଗାମ୍‌ରେ ବୁଧବାର-ଗୁରୁବାର ବିଳମ୍ବିତ ରାତିରେ ମିଳିତ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଜଣେ ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଛନ୍ତି। ତାଙ୍କୁ ବାବର ଭାବେ ଚିହ୍ନଟ କରାଯାଇଛି। ସେ ୨୦୧୮ ଠାରୁ ଜମ୍ମୁ-କଶ୍ମୀରର ଶୋପିଆନ ଏବଂ କୁଲଗାମରେ ସକ୍ରିୟ ଥିଲେ।…

ଦେଶରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ଟପିଲା…

ନୂଆଦିଲ୍ଲୀ, ୧୩।୧: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ବଢ଼ିବାରେ ଲାଗିଛି। ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତି ଦିନ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୬୨୦ ଜଣ…

ସ୍ଥିତି ଅଣାୟତ୍ତ, ଦୈନିକ ସଂକ୍ରମଣ ୨୭ ପ୍ରତିଶତ ବୃଦ୍ଧି …

ନୂଆଦିଲ୍ଲୀ, ୧୩।୧ : ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି। ଫଳରେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣରେ ୨୭ ପ୍ରତିଶତ ବୃଦ୍ଧି ଘଟିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri