ଜେଲ୍ରୁ ମୁକୁଳିବେ କଏଦୀ, କମିଟି ଗଠନ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ…
ନୂଆଦିଲ୍ଲୀ,୨୭।୨ : ଉତ୍ତରପ୍ରଦେଶର ଜେଲରେ ରହୁଥିବା କଏଦୀମାନଙ୍କ ପାଇଁ ଖୁସି ଖବର ଆସିଛି। ଯେଉଁମାନେ ୧୪ ବର୍ଷ କାରାଦଣ୍ଡ ପୂରଣ କରିଛନ୍ତି କିମ୍ବା ଯେଉଁମାନଙ୍କର ବୟସ ୬୦ ବର୍ଷ କିମ୍ବା ତା’ଠାରୁ ଅଧିକ ସେମାନଙ୍କୁ ମୁକୁଳାଇବା ଲାଗି ସୁପ୍ରିମ୍କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ…
ଜେପି ନଡ୍ଡାଙ୍କ ଟୁଇଟର୍ ଆକାଉଣ୍ଟ ହ୍ୟାକ୍
ନୂଆଦିଲ୍ଲୀ,୨୭।୨: ଭାଜପା ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ଟୁଇଟର୍ ଆକାଉଣ୍ଟ ରବିବାର ହ୍ୟାକ ହୋଇଛି। ଆକାଉଣ୍ଟ ହ୍ୟାକ୍ କରିବା ପରେ ହ୍ୟାକର୍ ‘ସରି’ ଲେଖିଛନ୍ତି। ଏହା ସହ ତାଙ୍କ ଟୁଇଟର ଆକାଉଣ୍ଟରୁ ଗୋଟିଏ ପରେ ଗୋଟିଏ ରୁଷିଆ ଏବଂ ୟୁକ୍ରେନକୁ ଦାନ…
ଅପରେଶନ୍ ଗଙ୍ଗା, ପୁଣି ଏୟାର ଲିଫ୍ଟ ହେଲେ ୨୫୦ ଭାରତୀୟ…
ନୂଆଦିଲ୍ଲୀ,୨୭।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ପ୍ରବଳ ଯୁଦ୍ଧ ଜାରି ରହିଛି। ଏପରିସ୍ଥଳେ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଏୟାର ଲିଫ୍ଟ କରିବା ଲାଗି ଅପରେଶନ୍ ଗଙ୍ଗା ଆରମ୍ଭ କରାଯାଇଛି। ୨୫୦ ଜଣ ଭାରତୀୟ ନାଗରିକଙ୍କୁ ନେଇ ଏୟାର ଇଣ୍ଡିଆର…
କରୋନାର ଚତୁର୍ଥ ଲହର ଜୁନ୍ ୨୨ରୁ ଆରମ୍ଭ !…
ନୂଆଦିଲ୍ଲୀ,୨୭।୨ : ଦେଶରେ କରୋନା ମହାମାରୀର ତୃତୀୟ ଲହର ବର୍ତ୍ତମାନ ସୁଦ୍ଧା ଶେଷ ହୋଇନାହିଁ। ତେବେ ବିଶେଷଜ୍ଞ ଏବେ ଚତୁର୍ଥ ଲହରର ପୂର୍ବାନୁମାନ କରିଛନ୍ତି। ଗବେଷକମାନେ କହିଛନ୍ତି ଯେ ଦେଶରେ ଚତୁର୍ଥ ଲହର ଜୁନ ୨୨ ରୁ ଆରମ୍ଭ ହେବ। ଅନୁସନ୍ଧାନ…
ଦୈନିକ ସଂକ୍ରମଣ ୧୧ ହଜାର ତଳେ…
ନୂଆଦିଲ୍ଲୀ, ୨୭।୨ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟାରେ ବ୍ରେକ୍ ଲାଗିଛି। ଦୈନିକ ସଂକ୍ରମଣ ୧୧ହଜାର ତଳେ ରହିଛି। ଦୈନିକ ସଂକ୍ରମଣ ୧୦ ହଜାର୨୭୩ ରେ ପହଞ୍ଚିଛି।…
ଉତ୍ତର ପ୍ରଦେଶ ବିଧାନସଭା ପାଇଁ ପଞ୍ଚମ ପର୍ଯ୍ୟାୟ ମତଦାନ ଆରମ୍ଭ: ୬୧ ଆସନ ପାଇଁ ହେଉଛି ମତଦାନ
ଲକ୍ଷ୍ନୌ,୨୭ ।୨: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ଭୋଟ ଗ୍ରହଣ ରବିବାର ସକାଳୁ ଆରମ୍ଭ ହୋଇ ଯାଇଛି । ସକାଳ ପ୍ରାୟ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ କରାଯାଇଛି । ପଞ୍ଚମ ପର୍ଯ୍ୟାୟରେ ୧୨ ଜିଲାର ୬୧ ଆସନ…
ଦିଲ୍ଲୀ ପହଞ୍ଚିଲା ୟୁକ୍ରେନରୁ ଆସିଥିବା ଏୟାର ଇଣ୍ଡିଆର ଦ୍ୱିତୀୟ ବିମାନ, ଯାତ୍ରୀଙ୍କୁ ସ୍ୱାଗତ କଲେ ସିନ୍ଧିଆ
ନୂଆଦିଲ୍ଲୀ,୨୭ ।୨: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଭିତରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା କାର୍ଯ୍ୟ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ରହିଛି । ରବିବାର ଭୋର ପ୍ରାୟ ୨ଟା ୪୫ରେ ରୋମାନିଆର ବୁକାରେଷ୍ଟରୁ ବାହାରି ଏୟାର ଇଣ୍ଡିଆର ଦ୍ୱିତୀୟ ବିମାନ ନୂଆଦିଲ୍ଲୀରେ…
୨୧୯ ଏୟାର ଲିଫ୍ଟ ଭାରତୀୟଙ୍କୁ ସ୍ବାଗତ…
ମୁମ୍ବାଇ, ୨୬।୨ : ରୋମାନିଆର ବୁକାରେଷ୍ଟରୁ ଏୟାରଲିଫ୍ଟ କରାଯାଇଥିବା ୨୧୯ ଭାରତୀୟ ଶନିବାର ସୁରକ୍ଷିତ ଭାରତ ପହଞ୍ଚିଛନ୍ତି। ମୁମ୍ବାଇର ବିମାନବନ୍ଦରରେ ପହଞ୍ଚିବା ପରେ ଏହି ଭାରତୀୟଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ପୀୟୁଷ ଗୋଏଲ୍ ସେମାନଙ୍କ ସହିତ…
ରବିବାର ପଞ୍ଚମ ପର୍ଯ୍ୟାୟ ନିର୍ବାଚନ, ୬୧ ଆସନ ପାଇଁ ୬୯୩ ପ୍ରାର୍ଥୀ..
ଲକ୍ଷ୍ନୌ, ୨୬।୨ : ଉତ୍ତରପ୍ରଦେଶରେ ପଞ୍ଚମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ରବିବାର ହେବାକୁ ଯାଉଛି। ରାଜ୍ୟର ୧୨ ଜିଲାର ୬୧ ବିଧାନସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ। ଭୋଟର ଏହି ପର୍ଯ୍ୟାୟରେ ୬୯୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ। ପ୍ରୟାଗରାଜ, ଅଯୋଦ୍ଧା,…
କଂଗ୍ରେସ ପାଣ୍ଡବ-ଭାଜପା କୌରବ, କହିଲେ ରାହୁଲ…
ଦ୍ୱାରକା, ୨୬।୨ : ଗୁଜରାଟର ଦ୍ୱାରକାଠାରେ କଂଗ୍ରେସ ପକ୍ଷରୁ ଆୟୋଜିିତ ଚିନ୍ତନ ଶିବିରରେ ରାହୁଲ ଗାନ୍ଧୀ ଯୋଗଦେଇ ଭାଜପା ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ, ଭାଜପା ଜାଣିଶୁଣି କଂଗ୍ରେସକର୍ମୀଙ୍କୁ ନିଜ ଆଡ଼କୁ କରିବାରେ ଲାଗିଛି। ତେବେ ସତ୍ୟଯୁଦ୍ଧରେ କଂଗ୍ରେସ ପାଣ୍ଡବ…
ସୁପର୍ଟେକ୍ ଟୁଇନ୍ ଟାଓ୍ବାର ଧ୍ୱଂସ ପାଇଁ ଲାଗିବ କେତେ ବିସ୍ଫୋରକ, ବିଚାରବିମର୍ଷ ଆରମ୍ଭ…
ନୋଏଡା, ୨୬।୨ : ଦିଲ୍ଲୀ ଏନସିଆର୍ର ନୋଏଡାର ସେକ୍ଟର ୯୩-ଏ’ଠାରେ ଥିବା ସୁପର୍ଟେକ୍ ଟୁଇନ୍ ଟାଓ୍ବାର ଧ୍ୱଂସ ପାଇଁ ବିଚାର ବିମର୍ଷ ଜାରି ରହିଛି। ଏଥିପାଇଁ କେତେ ପରିମାଣର ବିସ୍ଫୋରକ ଲାଗିବ ତାହାର ହିସାବ ଲାଗି ଦକ୍ଷିଣ ଆଫ୍ରିକାରୁ ସ୍ବତନ୍ତ୍ର ଇଞ୍ଜିନିୟର…
କୋବ୍ରା ଓ୍ବାରିୟର୍ସ ଅଭ୍ୟାସରେ ଯୋଗ ଦେବନି ଭାରତୀୟ ବାୟୁସେନା…
ନୂଆଦିଲ୍ଲୀ, ୨୬।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ରକ୍ତାକ୍ତ ଯୁଦ୍ଧ ମଧ୍ୟରେ ଭାରତ ବ୍ରିଟେନରେ ହେବାକୁ ଥିବା କୋବ୍ରା ୱାରିୟର୍ସ ଅଭ୍ୟାସ ୨୦୨୨ରେ ଅଂଶଗ୍ରହଣ ନକରିବାକୁ ନିଷ୍ପତ୍ତି ନେଇଛି। ବ୍ରିଟେନରେ ଆୟୋଜିତ ହେବାକୁ ଥିବା କୋବ୍ରା ୱାରିୟର୍ସ ସାମରିକ…
Archives


