ଟନେଲ ତଳେ ଚାପି ହୋଇ ୨ ଶ୍ରମିକଙ୍କ ମୃତ୍ୟୁ
ଭୋପାଳ,୧୪।୨: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳଠାରୁ ୪୫୦ କିମି ଦୂର ସଲିମାନାବାଦ୍ରେ ଶନିବାର ସନ୍ଧ୍ୟାରେ ଏକ ନିର୍ମାଣଧୀନ ଟନେଲ ଭୁଷୁଡ଼ି ପଡ଼ିବାରୁ ୨ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ବେଳେ ଟନେଲ ଭଗ୍ନାଂଶ ତଳେ ୯ ଜଣ ଶ୍ରମିକ ଚାପି ହୋଇଯାଇଥିଲେ। ସେମାନଙ୍କ…
୨୦ ହଜାରରୁ ଅଧିକ ଭାରତୀୟ ଛାତ୍ରୀଛାତ୍ରଙ୍କୁ ସ୍ବଦେଶ ଫେରାଇ ଆଣିବାକୁ ଅନୁରୋଧ…
ନୂଆଦିଲ୍ଲୀ,୧୪ା୨: ରୁଷିଆ ୟୁକ୍ରେନ ମଧ୍ୟରେ ଯୁଦ୍ଧ ସଙ୍କଟ ଘନେଇବାରେ ଲାଗିଛି। ଏହାର ପ୍ରଭାବ ଏବେ ପୃଥିବୀର ଅନ୍ୟ ଦେଶ ଉପରେ ମଧ୍ୟ ପଡ଼ିବା ଆରମ୍ଭ ହୋଇଛି। ପୂର୍ବ ୟୁରୋପରେ ଯୁଦ୍ଧର ବିପଦ ମଧ୍ୟରେ, ୟୁକ୍ରେନରେ ଇଞ୍ଜିନିୟରିଂ ଏବଂ ମେଡ଼ିକାଲ ସହିତ ଅନ୍ୟ…
ଭାଲେଣ୍ଟାଇନ୍ସ୍ ଡେ’ରେ ‘ ବୟଫ୍ରେଣ୍ଡ୍ ଅନ୍ ରେଣ୍ଟ୍’ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ…
ଦରଭଙ୍ଗା,୧୪ା୨: ସୋମବାର ଭାଲେଣ୍ଟାଇନ୍ସ ଡେ’ ଅବସରରେ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଏଥିରେ ଜଣେ ବାଳକ ଏକ ପୋଷ୍ଟର ମାଧ୍ୟମରେ ଏକୁଟିଆ ଯନ୍ତ୍ରଣାକୁ ବହୁତ ଭଲ ଭାବରେ ବର୍ଣ୍ଣନା କରୁଛନ୍ତି। ଏହି ଭାଇରାଲ ଭିଡିଓ ବିହାରର…
‘କଂଗ୍ରେସକୁ ବୁଡ଼ାଇବାକୁ ଆଉ କାହାର ଆବଶ୍ୟକତା ନାହିଁ, ରାହୁଲ-ପ୍ରିୟଙ୍କା ଯଥେଷ୍ଟ’
ଲକ୍ଷ୍ନୌ,୧୪।୨: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୁଣି କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ଏକ ସାକ୍ଷାତକାରରେ ମୁଖ୍ୟମନ୍ତ୍ରୀ ତାଙ୍କ ସରକାରର ପିଠି ଥାପୁଡାଇ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। କଂଗ୍ରେସ ଦଳ ସହ ଜଡିତ ଏକ ପ୍ରଶ୍ନ ଉପରେ ଯୋଗୀ ଆଦିତ୍ୟନାଥ…
ଦୈନିକ ସଂକ୍ରମଣ ୪୦ ହଜାର ତଳେ…
ନୂଆଦିଲ୍ଲୀ, ୧୪।୨ : ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ଏହା ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟା କମିଛି। ଏହି…
ମୃତକ ଲଢୁଛନ୍ତି ନିର୍ବାଚନ
ଆଜମଗଡ଼,୧୪ ।୨: ବର୍ଷ ବର୍ଷ ଧରି ରାଜସ୍ୱ ରେକର୍ଡରେ ମୃତ ଘୋଷିତ ହୋଇଥିବା ଲାଲ ବିହାରୀ ଏବେ ଆଜମଗଡ଼ ଜିଲାର ମୁବାରକପୁର ଆସନରୁ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲଢୁଛନ୍ତି । ସେ ଏହା ପ୍ରମାଣିତ କରିବାକୁ ଚାହୁଁଛନ୍ତି କି ସେ…
ଭାଲେଣ୍ଟାଇନ ଡେ’ରେ ସ୍ୱତନ୍ତ୍ର ଡୁଡଲ କରି ପ୍ରେମର ବାର୍ତ୍ତା ଦେଲା ଗୁଗଲ
ନୂଆଦିଲ୍ଲୀ,୧୪ ।୨: ବିଶେଷ ଦିନମାନଙ୍କରେ ଡୁଡଲ କରି ସଭିଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେଉଥିବା ବିଶ୍ୱର ଅଗ୍ରଣୀ ସର୍ଚ୍ଚ ଇଞ୍ଜିନ ଗୁଗଲ ଏଥର ଭାଲେଣ୍ଟାଇନ ଡେ’ ୨୦୨୨ ଅବସରରେ ବି ସ୍ୱତନ୍ତ୍ର ଡୁଡଲ ତିଆରି କରିଛି । ଡୁଡଲରେ ଏଥର ହାମଷ୍ଟର(ପକ୍ଷୀ)ର ଯୋଡିକୁ…
କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ୧୬୫ ବିଧାନସଭା ଆସନ ପାଇଁ ମତଦାନ ଜାରି…
ଲକ୍ଷ୍ନୌ/ପଣଜୀ/ଡେରାଡୁନ୍,୧୪ା୨: ସୋମବାର ୩ ରାଜ୍ୟର ୧୬୫ ଆସନରେ ମତଦାନ ଆରମ୍ଭ ହୋଇଛି। ସେଥିମଧ୍ୟରେ ଉତ୍ତରପ୍ରଦେଶରେ ଦ୍ୱିତୀୟ ପର୍ଯ୍ୟାୟରେ ୯ ଟି ଜିଲାର ୫୫ ଆସନରେ ଭୋଟିଂ ଜାରି ରହିଛି। ଅପରପକ୍ଷରେ ଗୋଆ ଓ ଉତ୍ତରାଖଣ୍ଡରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମତଦାନ…
ମତଦାନ ପୂର୍ବରୁ ମୋଦିଙ୍କ ଅପିଲ
ନୂଆଦିଲ୍ଲୀ,୧୪ ।୨: ଦେଶର ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେଉଛି । ଉତ୍ତର ପ୍ରଦେଶରେ ୧୦ ଫେବୃୟାରୀରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ ହୋଇଥିବା ବେଳେ ସୋମବାର ଏଠାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ କରାଯାଉଛି । ଏହା ବ୍ୟତୀତ ଗୋଆ…
ନାଗପୁରରୁ ମୁମ୍ବାଇ ବୁଲେଟ୍ ଟ୍ରେନ୍ ୩.୫ ଘଣ୍ଟା ଲାଗିବ
ନାଗପୁର,୧୪।୨: ନାଗପୁରରୁ ମୁମ୍ବାଇ ମଧ୍ୟରେ ବୁଲେଟ ଟ୍ରେନ୍ ଚଳାଚଳ ପାଇଁ ଭାରତୀୟ ରେଲଓ୍ବେ ପ୍ରସ୍ତାବ ରଖିଛି। ସମୃଦ୍ଧି ଏକ୍ସପ୍ରେସ୍ ପ୍ରସ୍ତୁତ ହୋଇଗଲେ ଏହି ଦୁଇ ସହର ମଧ୍ୟରେ ୭୬୬ କିଲୋମିଟର ଦୂରତା ଅତିକ୍ରମ କରିବାକୁ ମାତ୍ର ୩.୫ ଘଣ୍ଟା ସମୟ ଲାଗିବ।…
୪୪% କୋଭିଡ୍ ମୃତ୍ୟୁରେ ପ୍ରଭାବିତ ହୋଇଥିଲା ଫୁସ୍ଫୁସ୍
ମୁମ୍ବାଇ,୧୪।୨: କରୋନା ମହାମାରୀର ତୃତୀୟ ଲହର ବେଳେ ଜାନୁୟାରୀରେ ପ୍ରାଣ ହରାଇଥିବା ରୋଗୀଙ୍କ ମଧ୍ୟରୁ ପ୍ରାୟ ୪୪ ପ୍ରତିଶତଙ୍କ ଫୁସ୍ଫୁସ୍ କ୍ଷତିଗ୍ରସ୍ତ ହୋଇଥିଲା। ସେମାନଙ୍କଠାରେ ଗୁରୁତର ଶ୍ୱାସକ୍ରିୟା ସମସ୍ୟା ଓ ଅନ୍ୟାନ୍ୟ ଜଟିଳତା ଦେଖାଦେଇଥିଲା ବୋଲି ମହାରାଷ୍ଟ୍ର ସରକାରଙ୍କ କୋଭିଡ୍ ମୃତ୍ୟୁ…
ୟୁପିର ୫୫, ଗୋଆର ୪୦ ବିଧାନସଭା ଆସନ ପାଇଁ ଭୋଟିଂ ଆରମ୍ଭ, ଉତ୍ତରାଖଣ୍ଡରେ ସକାଳ ୮ଟାରେ ହେବ ମତଦାନ
ନୂଆଦିଲ୍ଲୀ,୧୪ ।୨: ଉତ୍ତର ପ୍ରଦେଶ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି । ଶାହଜହାଂପୁରରେ ରାଜ୍ୟର ଅର୍ଥମନ୍ତ୍ରୀ ସୁରେଶ ଖାନ୍ନା ମନ୍ଦିରରେ ଦର୍ଶନ କରି ପରେ ମତଦାନ କରିଛନ୍ତି । ସେ କହିଛନ୍ତି ଆମେ ୩୦୦ରୁ ଅଧିକ ଆସନରେ ବିଜୟୀ…
Archives


