ଜାତୀୟ

ଆଇପିଏଲ୍‌ ମିଡିଆ ରାଇଟ୍ସ , ୨୦୨୩ ରୁ ୨୦୨୭ ପ୍ରର୍ଯ୍ୟନ୍ତ ପ୍ରସାରଣ ଅଧିକାର, ଦୌଡ଼ରେ ବଡ଼ କମ୍ପାନୀ…

କୋଲକାତା, ୫।୪ : ବର୍ତ୍ତମାନ ଭାରତରେ କ୍ରିକେଟର ଆଇପିଏଲ ଉତ୍ସବ ଚାଲିଛି। ଏହି ସମୟରେ, କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ମଧ୍ୟ ଆଇପିଏଲ ମିଡିଆ ରାଇଟ୍ସ ସମ୍ପର୍କରେ ଟେଣ୍ଡର ଜାରି କରିଛି। ଆଇପିଏଲରୁ ବିସିସିଆଇର ରୋଜଗାରରେ ମିଡିଆ ଅଧିକାରର ସବୁଠାରୁ…

ପ୍ରତି ବୁଧବାର ସାଇକେଲରେ ଅଫିସ ଯିବେ ସରକାରୀ କର୍ମଚାରୀ…

କାଭରତ୍ତି, ୫।୪ : ଦ୍ରୁତଗତିରେ ବାୟୁ ଗୁଣବତ୍ତା ସମଗ୍ର ବିଶ୍ୱରେ ଖରାପ ହେଉଥିବାରୁ ଏହା ଚିନ୍ତାର କାରଣ ପାଲଟିଛି। ଭାରତରେ ଅବସ୍ଥା ଅଧିକ ଖରାପ ହେବାରେ ଲାଗିଛି। ବାୟୁ ପ୍ରଦୂଷଣକୁ ହ୍ରାସ କରିବା ପାଇଁ ପାଣିପାଗ ବିଜ୍ଞାନୀ ଏବଂ ପରିବେଶବିତ୍‌ ମାନେ…

ପେଟ୍ରୋଲ-ଡିଜେଲ ଦାମ୍‌ କାହିଁକି ବଢୁଛି ୮୦ ପଇସା, ୧୫ ଦିନରେ ବଢ଼ିଲାଣି ୯ ଟଙ୍କା ୨୦…

ନୂଆଦିଲ୍ଲୀ, ୫।୪ : ଭାରତରେ ପେଟ୍ରୋଲ-ଡିଜେଲ ଦାମ୍‌ ମାର୍ଚ୍ଚ ୨୨ଠାରୁ ଏପ୍ରିଲ୍‌ ୫ ମଧ୍ୟରେ ଗତ ୧୫ ଦିନ ମଧ୍ୟରେ ୧୩ ଥର ଦାମ୍‌ ବୃଦ୍ଧି ପାଇ ମୋଟ ୯ ଟଙ୍କା ୨୦ ପଇସା ବଢ଼ିଛି। ଏହି ସମୟ ମଧ୍ୟରେ ସର୍ବାଧିକ…

୨୨ ୟୁଟ୍ୟୁବ୍‌ ଚ୍ୟାନେଲ ଉପରେ ପ୍ରତିବନ୍ଧକ…

ନୂଆଦିଲ୍ଲୀ, ୫।୪ : ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୨୨ ୟୁଟ୍ୟୁବ୍‌ ଚ୍ୟାନେଲ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ନିର୍ଦ୍ଦେଶ ମିଳିବା ପରେ ତତ୍କାଳ ଏସବୁ ଚ୍ୟାନେଳଗୁଡ଼ିକୁ ବ୍ଲକ୍‌ କରି ଦିଆଯାଇଛି। ସେଥିମଧ୍ୟରେ ୪ ପାକିସ୍ତାନୀ ୟୁଟ୍ୟୁବ୍‌ ଚ୍ୟାନେଲ ରହିଛି।…

ଆଶିଷଙ୍କ ଜାମିନ ମାମଲା, ରାୟ ସଂରକ୍ଷିତ ରଖିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୫।୪ : ଲଖୀମପୁର ଖେରୀ ମାମଲାରେ ଆଶିଷ ମିଶ୍ରଙ୍କ ଜାମିନ ନେଇ ସୁପ୍ରିମ୍‌କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ତାଙ୍କ ଜାମିନ ଖାରଜ ପାଇଁ କରାଯାଇଥିବା ଆବେଦନର ବିଚାର ସୁପ୍ରିମକୋର୍ଟର ସ୍ବତନ୍ତ୍ର ଖଣ୍ଡପୀଠ ମଙ୍ଗଳବାର ଏଭଳି କରିଛନ୍ତି। ପ୍ରଧାନ ବିଚାରପତି ଏନ୍‌.ଭି…

ସଞ୍ଜୟ ରାଉତଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ସିଲ୍‌

ମୁମ୍ବାଇ,୫ ।୪: ଶିବସେନା ନେତା ସଞ୍ଜୟ ରାଉତ ଏବେ ଅଡୁଆରେ । ମଙ୍ଗଳବାର ଏକ ଘୋଟାଲା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବଡ କାର୍ଯ୍ୟନୁଷ୍ଠାନ ନେଇଛନ୍ତି । ପତ୍ରା ଚାଲ ଭୂମି ଘୋଟାଲା ମାମଲାରେ ଇଡି ପିଏମଏଲଏ ଯାଞ୍ଚରେ ରାଉତଙ୍କର ଆଲିବାଗରେ ଥିବା…

ହିନ୍ଦୁ ଉତ୍ତରାଧିକାରୀ ଆଇନରେ ପାତରଅନ୍ତର ନେଇ ସରକାରଙ୍କୁ ଚେତାଇଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୫।୪ : ଦେଶରେ ମହିଳାମାନଙ୍କ ପ୍ରତି ଭେଦଭାବ କରୁଥିବା ହିନ୍ଦୁ ଉତ୍ତରାଧିକାର ଆଇନର ଧାରାକୁ ଚ୍ୟାଲେଞ୍ଜ କରି ଏକ ଆବେଦନ ଉପରେ ଉତ୍ତର ଦାଖଲ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଆଉ ଚାରି ସପ୍ତାହ ସମୟ ଦେଇଛନ୍ତି। ସୁପ୍ରିମକୋର୍ଟ ଚେତାବନୀ…

ସ୍ବତନ୍ତ୍ର ପୋଲିସ ଟାସ୍କଫୋର୍ସ ଗଠନ କରିବାକୁ ନିର୍ଦ୍ଦେଶ ଦେଲେ ଭଗଓ୍ବନ୍ତ

ଚଣ୍ଡୀଗଡ,୫।୪: ଆଣ୍ଟି-ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ମଙ୍ଗଳବାର ଏକ ସ୍ବତନ୍ତ୍ର ପୋଲିସ ଟାସ୍କଫୋର୍ସ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସଂଗଠିତ ଅପରାଧକୁ ଦୂର କରିବା ହେଉଛି ପଞ୍ଜାବର ସରକାରର ପ୍ରାଥମିକତା। ଅପରାଧର ମୁକାବିଲା ପାଇଁ…

ଫୋନରୁ ମିଳିଲା ଜାକିର ନାଇକଙ୍କ ଭିଡିଓ

ଗୋରଖପୁର,୫।୪: ଗୋରଖନାଥ ମନ୍ଦିରରେ ଦୁଇ କନଷ୍ଟେବଳଙ୍କୁ ଆକ୍ରମଣ କରିବା ପାଇଁ ଆଇଆଇଟି ଗ୍ରାଜୁଏଟ୍‌ ଅହମ୍ମଦ ଆବାସିଙ୍କୁ ଗିରଫ କରାଯିବା ପରେ କୋର୍ଟ ପୋଲିସକୁ ତାଙ୍କୁ ଏକ ସପ୍ତାହ ଲାଗି ରିମାଣ୍ଡରେ ନେବାକୁ ଅନୁମତି ଦେଇଛି। ତେବେ ରାଜ୍ୟ ଗୃହ ବିଭାଗ ପକ୍ଷରୁ…

ପଞ୍ଜାବର ସ୍ବତନ୍ତ୍ର ମୁଖ୍ୟ ଶାସନ ସଚିବ ହେଲେ କେଜ୍ରିଓ୍ବାଲଙ୍କ ସାଙ୍ଗ

ଚଣ୍ଡୀଗଡ଼,୫।୪: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ସ୍ବତନ୍ତ୍ର ମୁଖ୍ୟ ଶାସନ ସଚିବ ଭାବେ ଗୌରବ ଯାଦବଙ୍କୁ ନିଯୁକ୍ତି କରାଯାଇଛି। ସେ ପଞ୍ଜାବ ପୋଲିସର ଏଡିଜିପି ଭାବେ ମଧ୍ୟ ଦାୟିତ୍ୱ ତୁଳାଇବେ। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଗୌରବଙ୍କ ପୁରୁଣା ସମ୍ପର୍କ ରହିଛି।…

ଭାଜପା ଏମ୍‌ପିଙ୍କ ମୁଣ୍ଡରେ ସ୍ବତନ୍ତ୍ର ଟୋପି

ନୂଆଦିଲ୍ଲୀ,୫।୪: ଦିଲ୍ଲୀର ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରରେ ମଙ୍ଗଳବାର ଭାଜପା ସଂସଦୀୟ ଦଳର ଏକ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ବହୁ ଭାଜପା ଏମ୍‌ପି ମୁଣ୍ଡରେ ସାଫ୍ରନ ରଙ୍ଗର ଏକ ଟୋପି ପିନ୍ଧିଥିବାର ନଜର ଆସିଥିଲେ। ଟୋପି, ଏକ କିଟ ଏବଂ…

ହନୁମାନ ଚାଳିସା-ଆଜାନ ବିବାଦ ମଧ୍ୟରେ ପ୍ରସ୍ତାବ ଦେଲେ ବିଲିୟନେୟାର ଭାଜପା ନେତା

ମୁମ୍ବାଇ,୫।୪: ମସ୍‌ଜିଦରେ ବାଜୁଥିବା ଆଜାନ ଏବଂ ହନୁମାନ ଚାଳିସା ବିବାଦ ଧିରେ ଧିରେ ବୃଦ୍ଧି ପାଉଛି। ଜନସାଧାରଣ ଅଞ୍ଚଳରେ ହନୁମାନ ଚାଳିସା ଲଗାଇବା ପାଇଁ ଲାଉଡ୍‌ ସ୍ପିକର ଦାନ କରିବାକୁ ପ୍ରସ୍ତାବ ଦେଇଛନ୍ତି ମହାରାଷ୍ଟ୍ରର ଜଣେ ଭାଜପା ନେତା। “ଯାହାକୁ ବି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?