ଧ୍ୱଜାବତରଣରେ ମହାତ୍ମାଙ୍କ ପସନ୍ଦକୁ ହଟାଗଲା…
ନୂଆଦିଲ୍ଲୀ, ୨୨।୧ : ମହାତ୍ମା ଗାନ୍ଧୀଙ୍କ ପ୍ରିୟ ଭଜନ ଆବାଇଡ୍ ଓ୍ବିଥ୍ ମି (ମୋ ସହିତ ରୁହ)ର ଧୁନ୍କୁ ଚଳିତ ଥର ଧ୍ୱଜାବତରଣ (ବିଟିଙ୍ଗ ରିଟ୍ରିଟ ) ଉତ୍ସବରେ ଆଉ ଶୁଣାଯିବ ନାହିଁ। ମାହାତ୍ମାଙ୍କ ଏହି ଭଜନର ଧୁନ୍କୁ ଅନ୍ତର୍ଭୁକ୍ତ ନକରି…
ତୃତୀୟ ଲହରର ୬୦ ପ୍ରତିଶତ ମୃତକ ନେଇ ନ ଥିଲେ ଟିକା, ସର୍ଭେ ରିପୋର୍ଟ…
ନୂଆଦିଲ୍ଲୀ, ୨୨।୧ : ଦେଶରେ କରୋନା ମହାମାରୀର ତୃତୀୟ ଲହରରେ ୬୦ ପ୍ରତିଶତ ମୃତକ ସମ୍ପୂର୍ଣ୍ଣ ଟିକା ନେଇ ନ ଥିବା ଜଣାପଡ଼ିଛି। ଘରୋଇ ହସ୍ପିଟାଲ ମାକ୍ସ୍ ହେଲଥ୍ କେୟାର ପକ୍ଷରୁ ହୋଇଥିବା ସର୍ଭେ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ମୃତକଙ୍କ…
୩୧ ଜାନୁୟାରୀ ପର୍ଯ୍ୟନ୍ତ ରାଲି-ରୋଡ୍ ଶୋ’ ଉପରେ କଟକଣା…
ନୂଆଦିଲ୍ଲୀ, ୨୨।୧ : ଦେଶରେ କରୋନା ମହାମାରୀ ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ହେବାକୁ ଥିବା ରାଲି ଏବଂ ରୋଡ୍ ଶୋ’ ଉପରେ ରୋକ ଜାନୁୟାରୀ…
ବେଡ୍ ପଡୁଛି ଖାଲି, ତୃତୀୟ ଲହରରେ ହସ୍ପିଟାଲ ଭର୍ତ୍ତିିଙ୍କ ସଂଖ୍ୟା କମ୍…
ନୂଆଦିଲ୍ଲୀ, ୨୨।୧ : ଦେଶରେ କରୋନା ମହାମାରୀର ତୃତୀୟ ଲହର ଜାରି ରହିଛି। ତେବେ ଦ୍ୱିତୀୟ ଲହର ତୁଳନାରେ ତୃତୀୟ ଲହରରେ ବିଭିନ୍ନ ହସ୍ପିଟାଲରେ ବେଡ୍ ଖାଲି ପଡୁଛି ବୋଲି ଏକ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ମାକ୍ସ୍ ହେଲଥ୍ କେୟାର…
୩୦ ଜାନୁୟାରୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍ ବନ୍ଦ…
ଲକ୍ଷ୍ନୌ, ୨୨।୧ : ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶରେ ୩୦ ଜାନୁୟାରୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍ ବନ୍ଦ ରଖିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ତେଣୁ ପୂର୍ବପରି ଅନ୍ଲାଇନ୍ରେ ପାଠପଢ଼ା ଜାରି ରଖିବାକୁ ଅତିରିକ୍ତ ମୁଖ୍ୟ ସଚିବ ଅବିନାଶ…
ନିର୍ବାଚନ ପ୍ରଚାରରେ ଉପହାର ଦେବା ଅବା ପ୍ରତିଶ୍ରୁତି ଲାଞ୍ଚ ସହ ସମାନ, ସୁପ୍ରିମ୍କୋର୍ଟରେ ପିଟିଶନ୍…
ନୂଆଦିଲ୍ଲୀ, ୨୨।୧ : ନିର୍ବାଚନ ପ୍ରଚାରରେ ଲୋକଙ୍କୁ ଉପହାର ଦେବା ଅବା ନାନା ପ୍ରକାର ଲୋଭନୀୟ ପ୍ରତିଶ୍ରତି ଲାଞ୍ଚ ସହିତ ସମାନ। ଏନେଇ ସୁପ୍ରିମ୍କୋର୍ଟରେ ଏକ ପିଟିଶନ୍ ଦାଖଲ କରାଯାଇଛି। ଏହାକୁ ଲାଞ୍ଚ ଭାବେ ଘୋଷଣା କରିବାକୁ ଏଥିରେ ଉଲ୍ଲେଖ କରାଯାଇଛି।…
କେରଳ ଜେଲ୍ରେ କରୋନା ବିସ୍ଫୋରଣ…
ଥିରୁଭାନନ୍ତପୁରମ୍୍, ୨୨।୧ : କେରଳର ଥିରୁଭାନନ୍ତପୁରମ୍ଠାରେ ଥିବା ପୂଜାପୁରା କେନ୍ଦ୍ରୀୟ ଜେଲ୍ରେ କରୋନା ବିସ୍ଫୋରଣ ଘଟିଛି। ଜେଲର ୨୬୨ କଏଦୀଙ୍କ ନମୁନା ରିପୋର୍ଟ କରୋନା ପଜିିଟିଭ୍ ଆସିଛି। ଜେଲର ୯୩୬ କଏଦୀଙ୍କ ନମୁନା ପରୀକ୍ଷା କରାଯାଇଥିଲା। ନମୁନା ରିପୋର୍ଟ ଆସିବା ପରେ…
ଶୋପିଆନ୍ରେ ଏନ୍କାଉଣ୍ଟର, ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା…
ଶ୍ରୀନଗର, ୨୨।୧ : ଜମ୍ମୁ-କଶ୍ମୀରର ଶୋପିଆନ୍ରେ ସର୍ଚ୍ଚ ଅପରେଶନ୍ରେ ମିଳିତ ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିଛି। ଏନ୍କାଉଣ୍ଟରରେ ଜଣେ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି। କାଲବିକ୍ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ମିଳିବା ପରେ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସମଗ୍ର ଅଞ୍ଚଳରେ ଘେରାବନ୍ଦୀ…
ବିବାଦୀୟ ରାୟ, ୨୮ ଦିନର ଶିଶୁକୁ ସ୍ତନ୍ୟପାନ କରାଇବା ଲାଗି ମା’ଙ୍କର ଜାମିନ୍ ଆବେଦନ ନାମଞ୍ଜୁର…
ଗୁରୁଗ୍ରାମ୍, ୨୨।୧ : ସ୍ତନ୍ୟପାନ ଶିଶୁର ଅଧିକାର। ତେବେ ଜଣେ ୨୮ ଦିନର ଶିଶୁଙ୍କୁ ସ୍ତନ୍ୟପାନ କରାଇବା ଲାଗି ଗୁରୁଗ୍ରାମ୍ କୋର୍ଟ ମା’ଙ୍କର ଜାମିନ୍ ଆବେଦନ ନାମଞ୍ଜୁର କରିଛନ୍ତି। ମା’ଙ୍କ ବିରୋଧରେ ଗୁରୁତର ଅପରାଧିକ ମାମଲା ଥିବା ଦର୍ଶାଇ କୋର୍ଟ ଏଭଳି…
ବଦଳିଲା ନିୟମ, ଆକ୍ରାନ୍ତ ହେବାର ୩ ମାସ ପରେ ନେବାକୁ ପଡ଼ିବ ଟିକା…
ନୂଆଦିଲ୍ଲୀ, ୨୨।୧ : ଏବେ ଟିକା ନେବା ନେଇ କେନ୍ଦ୍ର ସରକାର ନିୟମରେ ପରିବର୍ତ୍ତନ କରିଛନ୍ତି। କରୋନାରେ ଆକ୍ରାନ୍ତ ହୋଇଥିବା ଲୋକଙ୍କର ରିପୋର୍ଟ ନେଗେଟିଭ୍ ଆସିବାର ୩ ମାସ ପରେ ଏଣିକି ଟିକା ଦିଆଯିବ। ଏହି ନିୟମ ପ୍ରଥମ, ଦ୍ୱିତୀୟ ଡୋଜ୍…
ଚରଣଜିତ ସିଂ, ହନି ଓ ମନିର କମ୍ବିନେଶନ: ଅକାଳି ଦଳ
ଚଣ୍ଡିଗଡ଼,୨୨ ।୧: ଅକାଳି ଦଳ ଶନିବାର ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ସମ୍ପର୍କିୟଙ୍କ ଘରେ ଇଡିର ରେଡ ସମୟରେ ମିଳିଥିବା କୋଟି କୋଟି ଟଙ୍କାକୁ ନେଇ ଖୁବ୍ ବର୍ଷିଛି । ଅକାଳି ଦଳ ଏକ ଖବରଦାତା ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଚନ୍ନି…
ଗତ ୪ ବର୍ଷ ମଧ୍ୟରେ ସବୁ ପରିବାରକୁ ମିଳିଛି ଶୌଚାଳୟ, ସବୁ ଗାଁରେ ପହଞ୍ଚିଛି ବିଜୁଳି: ମୋଦି
ନୂଆଦିଲ୍ଲୀ,୨୨ ।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ବିଭିନ୍ନ ଜିଲାର ଜିଲାଧିକାରୀଙ୍କ ସହ ଭିଡିଓ କନଫରେନସିଂ ଯୋଗେ କଥା ହୋଇଛନ୍ତି । ଏହି ସମୟରେ ମୋଦି କହିଛନ୍ତି ଗତ ୪ ବର୍ଷ ମଧ୍ୟରେ ପ୍ରାୟ ସମସ୍ତ ଆଶାୟୀ ଜିଲାରେ ଧନ-ଜନ ଖାତା…
Archives


