ଜାତୀୟ

ବ୍ଲାଉଜ ପାଇଁ ମହିଳାଙ୍କ ଆତ୍ମହତ୍ୟା

ହାଇଦ୍ରାବାଦ୍‌,୬।୧୨: ବ୍ଲାଉଜ ପାଇଁ ସ୍ବାମୀଙ୍କ ସହ ଝଗଡ଼ା ପରେ ଜଣେ ମହିଳା ଆତ୍ମହତ୍ୟା କରିଛନ୍ତି। ରବିବାର ଏଭଳି ଘଟଣା ଘଟିଛି ହାଇଦ୍ରାବାଦ୍‌ରେ। ମୃତକ ହେଲେ ୩୫ ବର୍ଷୀୟା ବିଜୟଲକ୍ଷ୍ମୀ। ତାଙ୍କ ସ୍ବାମୀ ଜଣେ ଦରଜି। ହେଲେ ତାଙ୍କ ପସନ୍ଦର ବ୍ଲାଉଜ ସିଲେଇ…

ବିମାନବନ୍ଦରରେ ଜ୍ୟାକଲିନଙ୍କୁ ଅଟକାଇଲେ ଅଧିକାରୀ

ମୁମ୍ବାଇ,୫।୧୨: ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଣ୍ଡିଜଙ୍କୁ ରବିବାର ମୁମ୍ବାଇ ବିମାନ ବନ୍ଦରରେ ଇମିଗ୍ରେଶନ ଅଧିକାରୀ ରୋକି ଦେଇଛନ୍ତି। ସୁକେଶ ଚନ୍ଦ୍ରଶେଖରଙ୍କ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କ ପାଇଁ ଲୁକ୍‌ ଆଉଟ୍‌ ସର୍କୁଲାର ଜାରି କରିଛି। ଏଣୁ ତାଙ୍କୁ ଭାରତ ଛାଡ଼ିବାକୁ…

ବିହାରରେ ୫ ଆଫ୍ରିକା ଫେରନ୍ତା କୋଭିଡ୍‌ ସଂକ୍ରମିତ

ପାଟନା,୫।୧୨: ବିହାରର ଗୋପାଳଗଞ୍ଜ ଜିଲାରେ ରବିବାର ୫ ଜଣଙ୍କଠାରେ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛି। ସେମାନେ ଓମିକ୍ରନ୍‌ ସଂକ୍ରମିତ ଆଫ୍ରିକୀୟ ଦେଶରୁ ଆସିଛନ୍ତି। ନମୁନା ସଂଗ୍ରହ କରି ଜିନୋମ୍‌ ସିକ୍ୱେନ୍ସିଂ ପାଇଁ ପଠାଯାଇଛି। କିଛିଦିନ ତଳେ ଗୋପାଳଗଞ୍ଜରେ ପହଞ୍ଚି ଥିବା ଏହି…

ଟଙ୍କା ସହ କ୍ୟାବିନେଟ୍‌ ସିଟ ଯାଚୁଛନ୍ତି ଭାଜପା ନେତା

ଚଣ୍ଡିଗଡ଼,୫।୧୨: ଆସନ୍ତା ବର୍ଷ ଆରମ୍ଭରୁ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ପୂର୍ବରୁ ମୋତେ ଦଳରେ ସାମିଲ କରିବା ପାଇଁ ଜେଣ ଭାଜପା ନେତା ଟଙ୍କା ସହ କେନ୍ଦ୍ର କ୍ୟାବିନେଟ୍‌ରେ ସ୍ଥାନ ଯାଚିଛନ୍ତି। ଏଭଳି ଅଭିଯୋଗ ଆଣିଛନ୍ତି ପଞ୍ଜାବର ଆମ ଆଦମୀ ପାର୍ଟି…

ମହାରାଷ୍ଟ୍ରରୁ ଏକାଥରକେ ଚିହ୍ନଟ ହେଲେ ୭ ଓମିକ୍ରନ ଆକ୍ରାନ୍ତ

ନୂଆଦିଲ୍ଲୀ,୫।୧୨: ଦେଶରେ କରୋନା ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କର୍ନାଟକ, ଗୁଜରାଟ ଓ ଦିଲ୍ଲୀ ପରେ ଏବେ ଏହି ଭାରିଆଣ୍ଟ ଚିହ୍ନଟ ହୋଇଛି ମହାରାଷ୍ଟ୍ରରେ। ଏହି ରାଜ୍ୟରୁ ରବିବାର ଏକାଥରକେ ୭ ଜଣ ଓମିକ୍ରନ ଆକ୍ରାନ୍ତ…

ରାଗିକି ସଂସଦ ଟିଭିରୁ ଇସ୍ତଫା ଦେଲେ ଶିବସେନା ଏମ୍‌ପି

ନୂଆଦିଲ୍ଲୀ,୫।୧୨: ଶିବସେନା ରାଜ୍ୟ ସଭା ସଦସ୍ୟ ପ୍ରିୟଙ୍କା ଚତୁର୍ବେଦୀ ସଂସଦ ଟିଭିରୁ ଇସ୍ତଫା ଦେଇଛନ୍ତି। ସଂସଦୀୟ ଅଧିବେଶନରୁ ନିଲମ୍ବିତ ହେବା ପରେ ସେ ଏଭଳି ପଦକ୍ଷେପ ନେଇଛନ୍ତି। ତେବେ ସଂସଦ ଟିଭିରେ ଆଙ୍କରିଂ ଛାଡିବା ନେଇ ପ୍ରିୟଙ୍କା ରାଜ୍ୟ ସଭା ଅଧ୍ୟକ୍ଷ…

ଅଟ୍ଟାରୀ ବର୍ଡରରେ ସନ୍ତାନ ଜନ୍ମଦେଲେ ପାକିସ୍ତାନୀ ମହିଳା: ଶିଶୁ ନାଁ ରଖିଲେ…

ଅମୃତସର,୫।୬:ଦେଶକୁ ଫେରିବା ପାଇଁ ଅପେକ୍ଷା କରି ଅଟ୍ଟାରୀ ସୀମାରେ ଜଣେ ପାକିସ୍ତାନୀ ହିନ୍ଦୁ ମହିଳା ଏଠାରେ ଏକ ଶିଶୁ ଜନ୍ମ ଦେଇଛନ୍ତି। ପରେ ସେ ଶିଶୁର ନାମ ‘ବର୍ଡର’ ରଖିଛନ୍ତି। ସୂଚନାଯୋଗ୍ୟ, ଭାରତରେ ଲକଡାଉନ୍‌ ପଡିବା ପୂର୍ବରୁ ୯୯ ଜଣ ପାକିସ୍ତାନୀ…

ରାଜସ୍ଥାନରେ ପୁଣି ଫୁଟିବ ପଦ୍ମ: ଶାହା

ଜୟପୁର,୫।୧୨: କେନ୍ଦ୍ର ସ୍ବରାଷ୍ଟ ମନ୍ତ୍ରୀ ଅମିତ ଶାହା ଦୁଇ ଦିନିଆ ରାଜସ୍ଥାନ ଗସ୍ତରେ ଅଛନ୍ତି। ରବିବାର ସେ ଜୟପୁରରେ ଭାଜପା କର୍ମୀଙ୍କୁ ସମ୍ବୋଧିତ କରିଥିଲେ। ସେ କହିଥିଲେ ଯେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଯେ ୨୦୨୩ ମସିହାରେ ରାଜସ୍ଥାନରେ ପୁଣି…

କେଜ୍ରିୱାଲଙ୍କ ଘର ସମ୍ମୁଖରେ ଧାରଣାରେ ବସିଲେ ସିଦ୍ଧୁ

ନୂଆଦିଲ୍ଲୀ,୫।୧୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘର ସମ୍ମୁଖରେ ରବିବାର ଧାରଣାରେ ବସିଛନ୍ତି କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ । ସ୍ଥାୟୀ ଚାକିରି ଦାବି ନେଇ ଶିକ୍ଷକମାନେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କ ଘର ସମ୍ମୁଖରେ ଧରଣାରେ ବସି ଆନ୍ଦୋଳନ କରୁଛନ୍ତି।…

ଯେସାକୁ ତେସା ରାଜନୀତି କଲେ ସିଦ୍ଧୁ

ନୂଆଦିଲ୍ଲୀ,୫।୧୨: ପଞ୍ଜାବ ରାଜନୀତିରେ ନିଜ ପାଇଁ ବଡ଼ ସମ୍ଭାବନା ଖୋଜୁଥିବା ଅରବିନ୍ଦ କେଜ୍‌ରିୱାଲଙ୍କୁ ରବିବାର ଦିଲ୍ଲୀରେ କଂଗ୍ରେସ ଘେରିଛି। କେଜ୍‌ରିୱାଲ ଯେଉଁ ପ୍ରସଙ୍ଗରେ ପଞ୍ଜାବରେ ନିଜର ସ୍ଥିତି ବଢାଇବାକୁ ଚେଷ୍ଟା କରୁଛନ୍ତି, କଂଗ୍ରେସ ସମାନ ପ୍ରସଙ୍ଗରେ ତାଙ୍କୁ ଟାର୍ଗେଟ କରିଛି। ପଞ୍ଜାବ…

ୟୁପି ରାଜନୀତିଠାରୁ ଦୂରରେ ରାହୁଲ…

ନୂଆଦିଲ୍ଲୀ,୫।୧୨: କେନ୍ଦ୍ରୀୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ରବିବାର ଆମେଠି ଗସ୍ତରେ ଅଛନ୍ତି। ଅପରପକ୍ଷରେ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ମଧ୍ୟ ଉତ୍ତରପ୍ରଦେଶରେ ପହଞ୍ଚିଛନ୍ତି କିନ୍ତୁ ସେ ଆମେଠି ନୁହେଁ, ପ୍ରୟାଗରାଜରେ ରହିବେ। ରାହୁଲ ଗାନ୍ଧୀ ଉତ୍ତରପ୍ରଦେଶ…

ଭୋଟ ନ ଦେଲେ, ବ୍ୟାଙ୍କ୍‌ ଆକାଉଣ୍ଟରୁ କଟିବ ଟଙ୍କା: ନକଲି ଖବର ପ୍ରସାରିତ ପରେ ପୋଲିସର ଦ୍ୱାରସ୍ଥ ହେଲା ନିର୍ବାଚନ କମିଶନ

ନୂଆଦିଲ୍ଲୀ,୫।୧୨: ଭାରତୀୟ ନିର୍ବାଚନ କମିଶନ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲରେ ଏକ ଅଭିଯୋଗ କରିଛନ୍ତି। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲକୁ ଦିଆଯାଇଥିବା ଅଭିଯୋଗରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ କୁହାଯାଇଛି ଯେ, ସୋସିଆଲ ମିଡିଆ ହ୍ବାଟସଆପ୍‌ରେ ଏକ ମିଥ୍ୟା ଖବର ପ୍ରଚାର କରାଯାଉଛି,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri