ରାଜ୍ୟପାଳଙ୍କ ଟୁଇଟର ଆକାଉଣ୍ଟ୍ ହ୍ୟାକ୍…
ଜୟପୁର, ୨୩।୧ : ରବିବାର ସକାଳେ ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ରଙ୍କ ଟୁଇଟର ଆକାଉଣ୍ଟକୁ ହ୍ୟାକ କରାଯାଇଥିଲା। ରବିବାର ସକାଳ ୧୧ଟା ୨୮ରେ ରାଜ୍ୟପାଳଙ୍କ ଟୁଇଟର ହ୍ୟାଣ୍ଡେଲରୁ ଆରବୀୟ ଭାଷାରେ ଏହି ଟୁଇଟ କରାଯାଇଛି। ଏହା ସହିତ ଏକ ଇମୋଟିକନ ମଧ୍ୟ…
୧୪ ଦିନ ମଧ୍ୟରେ ଶୀର୍ଷ ଛୁଇଁବ ସଂକ୍ରମଣ…
ନୂଆଦିଲ୍ଲୀ, ୨୩।୧ : ଦେଶରେ କରୋନାର ତୃତୀୟ ଲହର ଜାରି ରହିଛି। ତୃତୀୟ ଲହର ଆଉ ୧୪ ଦିନ ମଧ୍ୟରେ ଶୀର୍ଷ ଛୁଇଁବାର ଆଶଙ୍କା ରହିଛି ବୋଲି ଆଇଆଇଟି ମାଡ୍ରାସ୍ର ଗବେଷକଙ୍କ ପ୍ରାଥମିକ ବିଶ୍ଳେଷଣରୁ ଏସମ୍ପର୍କରେ ସୂଚନା ମିଳିଛି। ଆସନ୍ତା ୨…
ଓମିକ୍ରନ୍ର ଗୋଷ୍ଠୀ ସଂକ୍ରମଣ ଆରମ୍ଭ, ସର୍ଭେ ରିପୋର୍ଟ…
ନୂଆଦିଲ୍ଲୀ, ୨୩।୧ : ଦେଶରେ ଓମିକ୍ରନ ଭାରିଆଣ୍ଟ୍ର ଗୋଷ୍ଠୀ ସଂକ୍ରମଣ ହେବାର ସଙ୍କେତ ମିଳିିଛି। ଇଣ୍ଡିଆନ୍ ସାର୍ସ-କୋଭ୍-୨ ଜେନୋମିକ୍ସ କନସୋର୍ଟିୟମ୍ (ଇନସାକୋଗ୍) ଏହାର ସର୍ବଶେଷ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ କୋଭିଡ୍-୧୯ର ଓମିକ୍ରନ ଭାରିଆଣ୍ଟ୍ ଦେଶରେ ଗୋଷ୍ଠୀସ୍ତରରେ ବ୍ୟାପିବାରେ ଲାଗିଛି।…
୧୦୦ କଏଦୀ ହେବେ ମୁକ୍ତ…
ଲକ୍ଷ୍ନୌ, ୨୩।୧ : ସାଧାରଣତନ୍ତ୍ର ଦିବସ ଅବସରରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଭଲ ଆଚରଣ, ବୃଦ୍ଧାବସ୍ଥାରେ ପହଞ୍ଚିଥିବା ଏବଂ ଗୁରୁତର ରୋଗରେ ପୀଡିତ ୧୦୦ କଏଦୀଙ୍କୁ ସରକାର ମୁକ୍ତ କରିବେ। ଯେଉଁମାନେ ୧୬…
ଦେଶରେ ୧୬୧.୯୨ କୋଟିରୁ ଅଧିକ ଡୋଜ୍ ଟିକା ଦିଆସରିଲାଣି
ନୂଆଦିଲ୍ଲୀ,୨୩ା୧: ସାରା ଦେଶରେ କରୋନା ଭୂତାଣୁ ରେକର୍ଡ ଭାଙ୍ଗି ଚାଲିଛି। ତେବେ ଭାରତରେ ଟିକାକରଣ ଅଭିଯାନ ମଧ୍ୟ ଜୋର୍ସୋରରେ ଚାଲିଛି। ଏହି ପର୍ଯ୍ୟାୟରେ, ଭାରତରେ ଟିକାକରଣ ଅଭିଯାନ ଗୋଟିଏ ପଟେ ରେକର୍ଡ ସୃଷ୍ଟି କରିଛି। ଭାରତରେ ଟିକାକରଣ ଅଭିଯାନ ୧୬୧.୯୨ କୋଟି…
ପରେଡ୍ରେ ସ୍ଥାନ ପାଇବ ୨୫ ପ୍ରଜ୍ଞାପନ ମେଢ଼
ନୂଆଦିଲ୍ଲୀ,୨୩।୧: ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପରେଡ୍ରେ ବିଭିନ୍ନ ରାଜ୍ୟ ତଥା ବିଭାଗ ଓ ସଶସ୍ତ୍ର ବଳର ୨୫ଟି ପ୍ରଜ୍ଞାପନ ମେଢ଼ ସ୍ଥାନ ପାଇବ। ଏହା ବ୍ୟତୀତ ୧୬ ମାର୍ଚ୍ଚିଂ କଣ୍ଟିଜେଣ୍ଟ ଏବଂ ୧୭ ସାମରିକ ବ୍ୟାଣ୍ଡ୍ ପରେଡରେ…
ଆଜିଠାରୁ ଆରମ୍ଭ ହେବ ସାଧାରଣତନ୍ତ୍ର ଦିବସ ସମାରୋହ
ନୂଆଦିଲ୍ଲୀ, ୨୩ ।୧: ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସକୁ ନେଇ କେନ୍ଦ୍ର ସରକାର ୨ଟି ମହତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି । ଏବେ ସାଧାରଣତନ୍ତ୍ର ଦିବସ ସମାରୋହ ୨୪ ଜାନୁୟାରୀ ପରିବତ୍ତେ ୨୩ ଜାନୁୟାରୀରୁ ପାଳନ କରାଯିବ । ୨୩ ଜାନୁୟାରୀ ନେତାଜି…
ନେତାଜୀ ଜୟନ୍ତିକୁ ଜାତୀୟ ଛୁଟି ଦିବସ ଘୋଷଣା କରିବାକୁ ଦାବି
କୋଲକାତା,୨୩ ।୧: ସାରା ଦେଶ ଆଜି ପାଳନ କରୁଛି ନେତାଜି ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତି । ଚଳିତ ବର୍ଷ ଆଜିର ଦିନରୁ ସାରା ଦେଶରେ ସଧାରଣତନ୍ତ୍ର ଦିବସ ପାଳନ କରାଯିବାକୁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଏପଟେ…
ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଲଢ଼ିବେ ଅଖିଳେଶ
ଲକ୍ଷ୍ନୌ,୨୩।୧: ସମାଜବାଦୀ ପାର୍ଟି (ଏସ୍ପି) ଅଧ୍ୟକ୍ଷ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ମୈନପୁରୀ ଜିଲାର କର୍ହାଲ ଆସନରୁ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଲଢ଼ିବେ। ଉକ୍ତ ଆସନରୁ ଅଖିଳେଶ ପ୍ରାର୍ଥୀ ହେବା ନେଇ କିଛିଦିନ ହେଲା ଚର୍ଚ୍ଚା…
ଇଣ୍ଡିଆ ଗେଟରେ ଲାଗିବ ସୁଭାଷ ବୋଷଙ୍କ ହଲୋଗ୍ରାମ ପ୍ରତିମୂର୍ତ୍ତି
ନୂଆଦିଲ୍ଲୀ,୨୩ ।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତି ଅବସରରେ ଇଣ୍ଡିଆ ଗେଟରେ ନେତାଜୀଙ୍କ ହଲୋଗ୍ରାମ ପ୍ରତିମୂର୍ତ୍ତି ଲୋକାର୍ପଣ କରିବେ । ଏହାସହ ପ୍ରଧାନମନ୍ତ୍ରୀ ବ୍ୟକ୍ତି ଓ ସଂସ୍ଥାକୁ ବିପତ୍ତି ପରିଚାଳନାରେ ସେମାନଙ୍କର…
ଭାରତ ସମେତ ୪୦ ଦେଶରେ ଓମିକ୍ରନ୍ ସବ ଭାରିଏଣ୍ଟର ବିପଦ
ନୂଆଦିଲ୍ଲୀ,୨୩ ।୧: କୋଭିଡ-୧୯ ଭାଇରସର ଓମିକ୍ରନ୍ ଭାରିଏଣ୍ଟରୁ ନିକଟରେ ମିଳିଥିବା ଉପ-ସଂକ୍ରମଣ ଉପରେ ବିଶେଷଜ୍ଞମାନେ ଦୃଷ୍ଟି ରଖିଛନ୍ତି । କାରଣ ଏହାଦ୍ୱାରା ନିର୍ଦ୍ଧାରିତ କରାଯାଇପାରିବ କି ଏହା ଭବିଷ୍ୟତରେ ମହାମାରୀର ପ୍ରସାରକୁ କିପରି ପ୍ରଭାବିତ କରିବ । ଆରମ୍ଭରୁ ଓମିକ୍ରନ୍ ଭାରିଏଣ୍ଟ…
ଉତ୍ତରାଖଣ୍ଡ ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ ୫୩ ପ୍ରାର୍ଥୀଙ୍କ ନାମ ଘୋଷଣା କଲା କଂଗ୍ରେସ
ଡେରାଡୁନ,୨୩ ।୧: ଉତ୍ତରାଖଣ୍ଡ ନିର୍ବାଚନ ଲାଗି କଂଗ୍ରେସ ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀପତ୍ର ଘୋଷଣା କରିଛି । ପ୍ରଥମ ପର୍ଯ୍ୟାୟ ତାଲିକାରେ ୫୩ ଜଣ ପ୍ରାର୍ଥୀ ରହିଛନ୍ତି । ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ବିରୋଧରେ ଭୁବନ ଚନ୍ଦ୍ର…
Archives


