Posted inଜାତୀୟ

ଫୋନରୁ ମିଳିଲା ଜାକିର ନାଇକଙ୍କ ଭିଡିଓ

ଗୋରଖପୁର,୫।୪: ଗୋରଖନାଥ ମନ୍ଦିରରେ ଦୁଇ କନଷ୍ଟେବଳଙ୍କୁ ଆକ୍ରମଣ କରିବା ପାଇଁ ଆଇଆଇଟି ଗ୍ରାଜୁଏଟ୍‌ ଅହମ୍ମଦ ଆବାସିଙ୍କୁ ଗିରଫ କରାଯିବା ପରେ କୋର୍ଟ ପୋଲିସକୁ ତାଙ୍କୁ ଏକ ସପ୍ତାହ ଲାଗି ରିମାଣ୍ଡରେ ନେବାକୁ ଅନୁମତି ଦେଇଛି।

ତେବେ ରାଜ୍ୟ ଗୃହ ବିଭାଗ ପକ୍ଷରୁ କୁହାଯାଇଛି, ଉପଲବ୍ଧ ଥିବା ପ୍ରମାଣ ଆଧାରରେ ଏହି ଘଟଣାକୁ ଆତଙ୍କବାଦୀ ଆକ୍ରମଣ କୁହାଯାଇପାରେ। ଅଭିଯୁକ୍ତଙ୍କ ମୋବାଇଲ ଏବଂ ଲାପଟପ୍‌ର ଯାଞ୍ଚ ଚାଲିଛି। ମିଳିଥିବା ସୂଚନା ମୁତାବକ, ତାଙ୍କ ଫୋନରୁ ବିବାଦୀୟ ଇସ୍ଲାମିକ୍‌ ପ୍ରଚାରକ ଜାକିର ନାଇକଙ୍କ ଭିଡିଓ ମିଳିଛି। ଆତଙ୍କବାଦୀ କାର୍ଯ୍ୟରେ ଅର୍ଥ ଯୋଗାଣ, ଘୃଣା ମନ୍ତବ୍ୟ, ଦୁଇ ସମ୍ପ୍ରାଦୟର ମଧ୍ୟରେ ଘୃଣା ସୃଷ୍ଟି କରିବା ଭଳି ସଂଗିନ ଅପରାଧରେ ନାଇକଙ୍କୁ ଭାରତୀୟ ଅଧିକାରୀ ଓ୍ବାଣ୍ଟେଡ୍‌ ଘୋଷଣା କରିଛନ୍ତି।

ଗୋରଖନାଥ ମନ୍ଦିରରେ ଆତଙ୍କବାଦୀ ଆକ୍ରମଣ ହେବାକୁ ଯାଉଥିବା ନେଇ ଉତ୍ତରପ୍ରଦେଶ ପୋଲିସକୁ ସୂଚନା ଦେଇଥିଲା ଗୁଇନ୍ଦା ଏଜେନ୍ସି। ଏଥିସହିତ ଏହି ଆକ୍ରମଣରେ ସମୃକ୍ତ ଥିବା ୧୬ ଜଣଙ୍କ ପ୍ରୋଫାଇଲ ଗୁଇନ୍ଦା ଏଜେନ୍ସି ଶେୟାର କରିଥିଲେ। ସେଥି ମଧ୍ୟରେ ଆଇଆଇଟି ଗ୍ରାଜୁଏଟ୍‌ ଆବାସିଙ୍କ ପ୍ରୋଫାଇଲ ମଧ୍ୟ ରହିଥିଲା ବୋଲି ପୋଲିସ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨ ଛାତ୍ରଙ୍କ ଆକାଉଣ୍ଟକୁ ଆସିଲା ୯୬୦ କୋଟି…

ପାଟନା,୧୬।୯: ବିହାରରେ ୨ ଛାତ୍ରଙ୍କ ଆକାଉଣ୍ଟକୁ ୯୬୦ କୋଟି ଟଙ୍କା ଆସିଛି। ଏହାକୁ ନେଇ ବ୍ୟାଙ୍କ କର୍ମଚାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଖବର ପ୍ରଚାରିତ ହେବା ପରେ...

ରାଜ୍ୟ ସଭାର ୧୬ ଆସନ ପାଇଁ ଆଜି ଭୋଟ ଗ୍ରହଣ

ନୂଆଦିଲ୍ଲୀ,୧୦ ।୬: କିଣା ବିକା ବା ଘୋଡା ବେପାର ଭଳି ଅଭିଯୋଗ ମଧ୍ୟରେ ଶୁକ୍ରବାର ୧୬ ରାଜ୍ୟ ସଭା ଆସନ ପାଇଁ ହେବାକୁ ଯାଉଛି ନିର୍ବାଚନ...

ଜମ୍ମୁ-କଶ୍ମୀରର ଅନନ୍ତନାଗରେ ୧୨,୧୨୫ ଫୁଟ ଉଚ୍ଚରେ ଉଡିଲା ତ୍ରିରଙ୍ଗା

ଅନନ୍ତନାଗ,୧୫।୮: ସମଗ୍ର ଦେଶରେ ରବିବାର ୭୫ତମ ସ୍ବାଧୀନତା ଦିବସ ପାଳନ କରାଯାଉଛି। ଏହି କ୍ରମରେ ଜମ୍ମୁ-କଶ୍ମୀରରେ ୧୨,୧୨୫ ଫୁଟ ଉଚ୍ଚରେ ଉଡିଛି ତ୍ରିରଙ୍ଗା। ଭାରତୀୟ ଯବାନମାନେ...

ଅଧା ରାତିରେ ଆସାମ ପହଞ୍ଚିଲେ ଶାହା

ଗୁଆହାଟୀ,୨୬ ।୧୨: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଦୁଇ ଦିନିଆ ଆସାମ ଗସ୍ତରେ ଶୁକ୍ରବାର ବିଳମ୍ବିତ ରାତ୍ରିରେ ଗୁଆହାଟୀ ପହଞ୍ଚିଛନ୍ତି । ଶାହାଙ୍କୁ ସ୍ୱାଗତ କରିବାକୁ ନିଜେ...

ଲଗାତାର ୫ ଦିନ ଧରି ଦୈନିକ ସଂକ୍ରମଣ ୮ ହଜାର ତଳେ…

ନୂଆଦିଲ୍ଲୀ, ୧୬।୧୨: ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟାରେ ସାମାନ୍ୟ ବ୍ରେକ୍‌ ଲାଗିଛି। ଲଗାତାର ୫ ଦିନ ଧରି...

ମାନବ କମ୍ପ୍ୟୁଟର ଶକୁନ୍ତଳା ଦେବୀ: ୪ ବର୍ଷରେ କରିଥିଲେ କଠିନ ଗଣିତର ସମାଧାନ

ନୂଆଦିଲ୍ଲୀ,୪।୧୧: ମାନବ କମ୍ପ୍ୟୁଟର ଶକୁନ୍ତଳା ଦେବୀ ୧୯୨୯ ନଭେମ୍ବର ୪ରେ ମହୀଶୂରରେ ଜନ୍ମଗ୍ରହଣ କରିଥିଲେ। ୪ ବର୍ଷ ବୟସରେ ସେ କଠିନ ଗଣିତର ସମାଧାନ ଆରମ୍ଭ...

ଉଦ୍ୟୋଗପତି ରାହୁଲ ବଜାଜ୍‌ଙ୍କ ପରଲୋକ…

ପୁଣେ, ୧୨।୨ : ଖ୍ୟାତି ସମ୍ପନ୍ନ ଉଦ୍ୟୋଗପତି ତଥା ବଜାଜ୍‌ ଗ୍ରୁପ୍‌ର ପୂର୍ବତନ ଅଧ୍ୟକ୍ଷ ରାହୁଲ ବଜାଜ୍‌ଙ୍କ ପରଲୋକ ଘଟିଛି। ଶନିବାର ପୁଣେଠାରେ ସେ ଶେଷ...

ବୁର୍ଖାପିନ୍ଧା ଛାତ୍ରୀଙ୍କୁ କଲେଜରେ ପ୍ରବେଶ ଅନୁମତି ମିଳିଲାନି

ମୋରଦାବାଦ,୧୯।୧: ଉତ୍ତରପ୍ରଦେଶର ମୋରଦାବାଦସ୍ଥିତ ଏକ କଲେଜରେ ବୁର୍ଖା ପିନ୍ଧି ଆସିଥିବା କେତେଜଣ ଛାତ୍ରୀଙ୍କୁ ପ୍ରବେଶ ଅନୁମତି ଦିଆ ନ ଯିବାରୁ ଏହାକୁ ନେଇ ଗୁରୁବାର ପୁଣିଥରେ...

Advertisement
Archives

Model This Week