Posted inଜାତୀୟ

ପାରସ୍ପରିକ ମତଭେଦ ଭୁଲି ଦଳକୁ ସୁଦୃଢ଼ କରିବା ଆବଶ୍ୟକ: ସୋନିଆ

ନୂଆଦିଲ୍ଲୀ,୬।୪: ନିକଟରେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁର ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଏବେ ଦଳରେ ମନ୍ଥନ ଚାଲିଛି। ବର୍ତ୍ତମାନ ଦଳ ନିଜର ଅସ୍ତିତ୍ୱ ହରାଉଥିବାରୁ ନେତୃତ୍ୱ ପରିବର୍ତ୍ତନ ପାଇଁ ଦାବି ଉଠିଛି। ଇତିମଧ୍ୟରେ ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ ମଙ୍ଗଳବାର କଂଗ୍ରେସ ୱାର୍କିଂ କମିଟିର ଏକ ବୈଠକ ଆୟୋଜିତ ହୋଇଥିଲା। ଏହି ବୈଠକରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଦଳକୁ ମଜଭୁତ କରିବା ଲାଗି ନେତାଙ୍କୁ ଆହ୍ବାନ କରିଛନ୍ତି। ପାରସ୍ପରିକ ମତଭେଦ ଭୁଲି ଦଳକୁ ସୁଦୃଢ଼ କରିବାର ଆବଶ୍ୟକତା ରହିଛି ବୋଲି ସୋନିଆ ଗାନ୍ଧୀ କହିଛନ୍ତି। ଏତଦ୍‌ ବ୍ୟତୀତ ସେ କହିଛନ୍ତି, ଆଗାମୀ ରାସ୍ତା ଆହୁରି କଠିନ ଓ ଆହ୍ବାନପୂର୍ଣ୍ଣ। ଏହା ଆମର ଉତ୍ସର୍ଗୀକୃତ ଏବଂ ପ୍ରତିବଦ୍ଧତାର ପରୀକ୍ଷା। ଆମର ବ୍ୟାପକ ସଂଗଠନର ପ୍ରତ୍ୟେକ ସ୍ତରରେ ଏକତା ଏକାନ୍ତ ଆବଶ୍ୟକ। ଏହାକୁ ସୁନିଶ୍ଚିତ କରିବା ପାଇଁ ଯାହା ଆବଶ୍ୟକ ତାହା କରିବାକୁ ମୁଁ ପ୍ରତିଶ୍ରୁତିବଦ୍ଧ। ଦଳ ପୁଣିଥରେ ସୁଦୃଢ଼ ହେବା କେବଳ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଏହା ଆମର ଗଣତନ୍ତ୍ର ଏବଂ ସମାଜ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ସୋନିଆ ଗାନ୍ଧୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଘଙ୍କ ଗତିବିଧି ଉପରେ ନଜର ରଖିବ ଏଆଇ କ୍ୟାମେରା

ନାଗପୁର,୧୯।୯: ବାଘର ଗତିବଧି ସମ୍ପର୍କରେ ତ୍ୱରିତ ସୂଚନା ଦେବା ଲାଗି ଏକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) କ୍ୟାମେରା ବିକଶିତ ହୋଇଛି। ଏହି ଟେକ୍ନୋଲଜିକୁ ଟ୍ରାଏଲ୍‌ଗାର୍ଡ ଏଆଇ...

ନିର୍ଦ୍ଦିଷ୍ଟ ଅଭିଯୋଗ ନ ଥିଲେ ଏଡିଟର ଇନ୍‌ ଚିଫ୍‌ଙ୍କ ବିରୋଧରେ ମାନହାନି ହେବନି

ନୂଆଦିଲ୍ଲୀ, ୨।୧୧: ନିର୍ଦ୍ଦିିଷ୍ଟ ଏବଂ ପର୍ଯ୍ୟାପ୍ତ ଅଭିଯୋଗ ନ ଥିଲେ କୌଣସି ଗଣମାଧ୍ୟମ ସଂସ୍ଥାର ମୁଖ୍ୟ ସମ୍ପାଦକ(ଏଡିଟର ଇନ୍‌ ଚିଫ୍‌)ଙ୍କ ବିରୋଧରେ ମାନହାନି ମାମଲା ରୁଜୁ...

କର୍ନାଟକରେ ୩ ଦିନ ପାଇଁ ସ୍କୁଲ, କଲେଜ ବନ୍ଦ

ଉଡୁପି(କର୍ନାଟକ),୮।୨: ହିଜାବ ପ୍ରସଙ୍ଗକୁ ନେଇ କର୍ନାଟକର ଉଡୁପି ଜିଲାରେ ମଙ୍ଗଳବାର ଛାତ୍ରୀଛାତ୍ର ଆନ୍ଦୋଳନକୁ ଓହ୍ଲାଇଥିଲେ। ଏହାକୁ ଦୃଷ୍ଟିରେ ରଖି ୩ ଦିନ ପାଇଁ ରାଜ୍ୟର ସମସ୍ତ...

ଦେଶର ସବୁଠାରୁ ଦାମୀ ଓକିଲଙ୍କ ମଧ୍ୟରୁ ଜଣେ ହରିଶ ସାଲଭେ ୬୮ ବର୍ଷ ବୟସରେ କଲେ ବିବାହ

ନୂଆଦିଲ୍ଲୀ,୪।୯: ଦେଶର ଅନ୍ୟତମ ଦାମୀ ଆଇନଜୀବୀ ତଥା ଭାରତର ପୂର୍ବତନ ସଲିସିଟର ଜେନେରାଲ ହରିଶ ସାଲଭେ ତୃତୀୟ ଥର ପାଇଁ ଘୋଡା ଚଢିଛନ୍ତି। ସେ ରବିବାର...

ବିମାନ ଦୁର୍ଘଟଣାର ସାକ୍ଷୀ ‘ବ୍ଲାକ ‌ବକ୍ସ’

ନୂଆଦିଲ୍ଲୀ, ୯।୮: ବର୍ଷା ବିତ୍ପାତ ମଧ୍ୟରେ ଗତ ଶୁକ୍ରବାର କେରଳ ଦେଖିଛି ବିମାନ ଦୁର୍ଘଟଣାର ଭୟାବହ ଦୃଶ୍ୟ। କୋଝିକୋଡ୍‌ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏୟାର ଇଣ୍ଡିଆ...

ଇଦ୍‌ ଶୁଭେଚ୍ଛା ଜଣାଇ ଟ୍ରୋଲ୍‌ ହେଲେ ମମତା

କୋଲକାତା, ୫।୬: ‘ଜୟ ଶ୍ରୀରାମ’ ନାରାକୁ ନେଇ ପଶ୍ଚିମବଙ୍ଗ ରାଜନୀତି ବେଶ ଉଷ୍ମ ହେବାରେ ଲାଗିଛି। ଗୋଟିଏ ପଟେ ‘ଜୟ ଶ୍ରୀରାମ’ ନାରା ଶୁଣିବା ମାତ୍ରେ...

ଭାଜପା ସରକାରକୁ ଆସିଲେ ଜୋତା ଚାଟିବ ପୋଲିସ

କୋଲକତା,୨୫।୧୧: ଆସନ୍ତା ବର୍ଷ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ଭାରତୀୟ ଜନତା ପାର୍ଟି ଏବଂ ଶାସକ ଦଳ ତୃଣମୂଳ କଂଗ୍ରେସ ମଧ୍ୟରେ ଆରୋପପ୍ରତ୍ୟାରୋପ...

ଅଖିଲେଶଙ୍କ ସହ ମେଣ୍ଟ କରିବେ ନାହିଁ ଚନ୍ଦ୍ରଶେଖର

ଲକ୍ଷ୍ନୌ,୧୫।୧: ଅଖିଲେଶଙ୍କ ସମାଜବାଦୀ ପାର୍ଟି ଏବଂ ଚନ୍ଦ୍ରଶେଖର ଆଜାଦଙ୍କ ଭୀମ ଆର୍ମି ମଧ୍ୟରେ ହେବାକୁ ଥିବା ମେଣ୍ଟରେ ଶେଷ ମୁହୁର୍ତ୍ତରେ ଫାଟ ଦେଖାଦେଇଛି। ଖବରଦାତା ସମ୍ମିଳନୀରେ...

Advertisement
Archives

Model This Week