Posted inଜାତୀୟ

ରକ୍ତପାତ ପରେ ବି ସମାଧାନ ନାହିଁ, ଲୋକ ସଭାରେ ଜୟଶଙ୍କରଙ୍କ ଉତ୍ତର…

ନୂଆଦିଲ୍ଲୀ, ୬।୪ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ନେଇ ବହିର୍ବ୍ୟାପାରମନ୍ତ୍ରୀ ଏସ୍‌.ଜୟଶଙ୍କର ବୁଧବାର ଲୋକ ସଭାରେ ଉତ୍ତର ରଖିଛନ୍ତି। ସେ କହିଛନ୍ତି ଯେ, ଭାରତ ୟୁକ୍ରେନ୍‌ରେ ଜାରି ରହିଥିବା ଯୁଦ୍ଧକୁ ବିରୋଧ କରୁଛି। ଏଠାରେ ରକ୍ତପାତ ପରେ ବି ସମାଧାନ ହୋଇ ପାରୁନି। ବହୁ ନିରୀହ ଲୋକଙ୍କ ଜୀବନ ଅଯଥାରେ ଯାଇଛି।

ତେବେ ଯେକୌଣସି ସମସ୍ୟାର ସମାଧାନ ଆଲୋଚନା ଏବଂ କୂଟନୈତିକସ୍ତରରେ କରାଯାଇ ପାରିବ ବୋଲି ସେ କହିଛନ୍ତି। ଏହି ଯୁଦ୍ଧ ବିଶ୍ୱ ତଥା ଜାତୀୟ ଅର୍ଥନୀତିକୁ ପ୍ରଭାବିତ କରିବାର ଆଶଙ୍କା ରହିଛି। ଜାତୀୟସ୍ତରରେ ଦେଶ ପାଇଁ ଉପଯୋଗୀ ପଦକ୍ଷେପ ଗ୍ରହଣ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାଜତ ମୃତ୍ୟୁ ମାମଲାରେ ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମକୋର୍ଟ …

ନୂଆଦିଲ୍ଲୀ,୮।୧୧: ହାଜତ ମୃତ୍ୟୁ ମାମଲାରେ ସିବିଆଇ ଯାଞ୍ଚ ପାଇଁ ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବାକୁ ମନା କରି ଦେଇଛନ୍ତି। ଏହି ମାମଲାରେ ଉତ୍ତରପ୍ରଦେଶର...

ବନ୍ଦ ଘରୁ ମିଳିଲା ୫ ମୃତଦେହ, ଅଚେତ ଅବସ୍ଥାରେ ୨ ବର୍ଷର ଶିଶୁ ଉଦ୍ଧାର

ବେଙ୍ଗାଲୁରୁ,୧୯ା୯: ବେଙ୍ଗାଲୁରୁର ବ୍ୟାଦରହଲ୍ଲୀ ଥାନା ଅଞ୍ଚଳରେ ଏକ ଘରୁ ଗୋଟିଏ ପରିବାରର ୫ ଜଣଙ୍କ ମୃତଦେହ ଜବତ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ୯ ମାସର...

ସମସ୍ତଙ୍କ ପାଇଁ ସହଜ ଆଇନ ସେବା ଗୁରୁତ୍ୱପୂର୍ଣ୍ଣ…

ନୂଆଦିଲ୍ଲୀ, ୩୦।୭ : ଆମ ଦେଶର ଲୋକଙ୍କ ପାଇଁ ନ୍ୟା୦ୟ ପାଇବା ଆଜି ମଧ୍ୟ ଏକ ବଡ଼ ଆହ୍ବାନ। ଆଇନସେବାରେ ସମାନତା, ଉତ୍ତରଦାୟିତ୍ୱ ଏବଂ ଆଇନ...

ଫ୍ରାନ୍ସରେ ମୋଦିଙ୍କ ଉପସ୍ଥିତିରେ ଲଞ୍ଚ ହୋଇପାରେ ୟୂପିଆଇ

ନୂଆଦିଲ୍ଲୀ,୧୩।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଦୁଇ ଦିନିଆ ଫ୍ରାନ୍ସ ଗସ୍ତରେ ଗୁରୁବାର ସକାଳୁ ବାହାରି ଯାଇଛନ୍ତି। ସେଠାରେ ସେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କୁ...

‘ଆମେ ଆପଣଙ୍କ ଜନ୍ମଦିନକୁ ମନେ ରଖିଛୁ’ ମୋଦିଙ୍କ ସହ ସାକ୍ଷାତ୍ ସମୟରେ କହିଲେ ପୁଟିନ

ନୂଆଦିଲ୍ଲୀ/ସମରକନ୍ଦ,୧୭ ।୯: ଉଜବେକିସ୍ତାନର ସମରକନ୍ଦରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କର ସାକ୍ଷାତ ହୋଇଥିଲା । ଏହି ସମୟରେ ପୁଟିନ...

ସର୍ବବୃହତ୍‌ କ୍ରିକେଟ ଷ୍ଟାଡିୟମ୍‌ ଲୋକାର୍ପିତ

ଅହମଦାବାଦ,୨୪।୨: ପୃଥିବୀର ସର୍ବବୃହତ୍‌ କ୍ରିକେଟ ଷ୍ଟାଡିୟମ୍‌ ଲୋକାର୍ପିତ ହୋଇଛି। ଗୁଜରାଟର ମୋଟେରା ଷ୍ଟାଡିୟମ୍‌କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୁଧବାର ଲୋକାର୍ପଣ କରିଛନ୍ତି। ଏହି ଅବସରରେ ସ୍ବରାଷ୍ଟ୍ରମନ୍ତ୍ରୀ...

ସାଲାଇନ୍‌ ଗର୍ଗଲ ଆର୍‌ଟି-ପିସିଆର୍‌ ଟେଷ୍ଟ୍‌କୁ ଆଇସିଏମ୍‌ଆର୍‌ ମଞ୍ଜୁରୀ…

ନୂଆଦିଲ୍ଲୀ,୨୯।୫: କରୋନା ମହାମାରୀ ସଂକ୍ରମଣ ନେଇ ଦେଶରେ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ କରୋନା ଟେଷ୍ଟ୍‌ ସଂଖ୍ୟା ବୃଦ୍ଧି କରିବା ଲାଗି ଆଇସିଏମ୍‌ଆର୍‌ ପକ୍ଷରୁ ବଡ଼ ନିଷ୍ପତ୍ତି...

ଜଷ୍ଟିସ୍‌ ମୁରଲୀଧରଙ୍କ ବଦଳି ପ୍ରସଙ୍ଗ: ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲା ଅନ୍ତର୍ଜାତୀୟ ବାର୍‌ ସଂସ୍ଥା

ନୂଆଦିଲ୍ଲୀ,୧୩।୩(ପି.ଟି.): ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ଏସ୍‌. ମୁରଲୀଧରଙ୍କୁ ରାତିଆଧିଆ ପଞ୍ଜାବ ଓ ହରିୟାଣା ହାଇକୋର୍ଟକୁ ବଦଳି କରାଯାଇଥିବାରୁ ଏହାକୁ ନେଇ ଓକିଲମାନଙ୍କ ଏକ ଅନ୍ତର୍ଜାତୀୟ...

Advertisement
Archives

Model This Week