ଜାତୀୟ

୬୦ ବର୍ଷ ପରେ ପୂର୍ବତନ ଭାରତୀୟ ଅଧିନାୟକଙ୍କ ମୁଣ୍ଡରୁ ବାହାରିଲା ଟାଇଟାନିୟମ ପ୍ଲେଟ

ମୁମ୍ବାଇ,୭।୪: ପୂର୍ବତନ ଭାରତୀୟ ଅଧିନାୟକ ନରି କଣ୍ଟ୍ରାକ୍ଟରଙ୍କ ମୁଣ୍ଡରୁ ଏକ ଲୁହା ପ୍ଲେଟ୍‌ ବାହାର କରାଯାଇଛି। ୧୯୬୨ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଚାରଲି ଗ୍ରିଫିଥ୍‌ଙ୍କ ଏକ ବାଉନ୍ସର ତାଙ୍କ ମୁଣ୍ଡରେ ବାଜିଥିଲା। ଏଥିଯୋଗୁ ଅସ୍ତ୍ରୋପଚାର କରାଯାଇ ତାଙ୍କ ମୁଣ୍ଡରେ ଟାଇଟନିୟମ ପ୍ଲେଟ୍‌ ଲଗାଯାଇଥିଲା।…

ପାର୍ଲାମେଣ୍ଟ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ…

ନୂଆଦିଲ୍ଲୀ, ୭।୪ : ପାର୍ଲାମେଣ୍ଟର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ନିଦ୍ଧାରିତ କାର୍ଯ୍ୟ ସମୟର ଗୋଟିଏ ଦିନ ପୂର୍ବରୁ ଗୁରୁବାର ଶେଷ ହୋଇଛି। କଶ୍ମୀରୀ ପଣ୍ଡିତଙ୍କ ପ୍ରସଙ୍ଗ ଗୁରୁବାର ରାଜ୍ୟ ସଭାରେ ଆଲୋଚିତ ହୋଇଥିଲା। ଭାଜପା ନେତା ସୁଶୀଲ ମୋଦି କହିଥିଲେ…

ଶସ୍ତା ସ୍ବାସ୍ଥ୍ୟ ସେବା ଯୋଗାଇଦେବାକୁ ସରକାର ପ୍ରତିଶ୍ରୁତିବଦ୍ଧ…

ନୂଆଦିଲ୍ଲୀ, ୭।୪ : ବିଶ୍ୱ ସ୍ବାସ୍ଥ୍ୟ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଟୁଇଟ କରି ଦେଶବାସୀଙ୍କୁ ସ୍ବାସ୍ଥ୍ୟ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ଦେଶର ପ୍ରତ୍ୟେକ ନାଗରିକଙ୍କ ପାଇଁ ଗୁଣାତ୍ମକ ତଥା ଶସ୍ତା ସୁଲଭ…

ସଚିବଙ୍କୁ ୧୬ ସୂତ୍ରୀ ଯୋଜନା ନିର୍ଦ୍ଦେଶ…

ନୂଆଦିଲ୍ଲୀ, ୭।୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୬ ସୂତ୍ରୀ ଯୋଜନା ନିର୍ଦ୍ଦେଶନାମା ବିଷୟରେ ସମସ୍ତ ସଚିବଙ୍କୁ କ୍ୟାବିନେଟ ସଚିବ ରାଜୀବ ଗୌବା ଏକ ଚିଠି ଲେଖିଛନ୍ତି। ଏପ୍ରିଲ ୨ରେ ସଚିବମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ ପରେ ଏହି ଚିଠି ଲେଖାଯାଇଛି।…

ପରୀକ୍ଷାରେ ‘ଖେଲ ହବେ’ ଲେଖିଲେ କାର୍ଯ୍ୟାନୁଷ୍ଠାନ

କୋଲକାତା,୭।୪: ପଶ୍ଚିମବଙ୍ଗ ବୋର୍ଡ ୧୦ମ ଶ୍ରେଣୀ ପରୀକ୍ଷାରେ କିଛି ଛାତ୍ରୀଛାତ୍ର ତାଙ୍କ ଉତ୍ତର ଖାତାରେ ଲୋକପ୍ରିୟ ରାଜନୈତିକ ସ୍ଲୋଗାନ ‘ଖେଲ ହବେ’ ଲେଖିଥିବା ଘଟଣା ସାମ୍ନାକୁ ଆସିଛି। ଗତ ମାସରେ ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ପାଇଁ ପଶ୍ଚିମବଙ୍ଗ ମାଧ୍ୟମିକ ଶିକ୍ଷା ବୋର୍ଡ…

ପୁଣି ବଢ଼ିଲା ସିଏନ୍‌ଜି ଦର, ୬ ଦିନରେ ୩ ଥର…

ନୂଆଦିଲ୍ଲୀ,୭।୪: ଦୈନିକ ବଢ଼ିବାରେ ଲାଗିଲାଣି ସିଏନ୍‌ଜି ଦର। ବୁଧବାର ଭଳି ଗୁରୁବାର ଦିଲ୍ଲୀରେ ସିଏନ୍‌ଜିର କେଜି ପିଛା ଦାମ ୨.୫ ଟଙ୍କା ମହଙ୍ଗା ହୋଇଛି। ଚଳିତ ମାସରେ ସିଏନ୍‌ଜି ଦାମ ୩ ଥର ବଢ଼ିଛିି। ଗତ ୬ ଦିନ ମଧ୍ୟରେ କେଜି…

ଚାଇନା ହ୍ୟାକରଙ୍କ ଟାର୍ଗେଟରେ ଭାରତୀୟ ପାଓ୍ବାର ଗ୍ରୀଡ୍‌…

ନୂଆଦିଲ୍ଲୀ, ୭।୪ : ଭାରତୀୟ ପାଓ୍ବାର ଗ୍ରୀଡ୍‌କୁ ଚାଇନା ହ୍ୟାକର ଟାର୍ଗେଟ କରିଛନ୍ତି। ଏସମ୍ପର୍କରେ ଏକ ରିପୋର୍ଟ ପ୍ରକାଶିତ ହୋଇଛି। ଦେଶର ୭ଟି ପାଓ୍ବାର ଗ୍ରୀଡ୍‌ ଉପରେ ଚାଇନା ହ୍ୟାକରମାନେ ତୀକ୍ଷ୍‌ଣ ନଜର ରଖିଛନ୍ତି। ଏସବୁ ଗ୍ରୀଡ୍‌ ଗୁଡ଼ିକ ଭାରତ ଚାଇନା…

ସକ୍ରିୟ ମାମଲା ୧୨ ହଜାର ତଳେ …

ନୂଆଦିଲ୍ଲୀ, ୭।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା କମିବାରେ ଲାଗିଛି। ଦୈନିକ ସଂକ୍ରମଣ ହଜାରେ ୩୩ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୪୩ ରହିଛି। ଅପରପକ୍ଷରେ…

ମରାଠି ଭାଷାରେ ଲେଖାଯିବ ଦୋକାନର ସାଇନ ବୋର୍ଡ!

ମୁମ୍ବାଇ,୭ ।୪: ମହାରାଷ୍ଟ୍ର ନବନିର୍ମାଣ ସେନା(ଏମଏନଏସ)ର ମସଜିଦରୁ ଲାଉଡ ସ୍ପିକର ହଟାଇବା ଖଟଣା ମଧ୍ୟରେ ବୃହନମୁମ୍ବାଇ ନଗରପାଳିକା(ବିଏମସି) ଆଉ ଏକ ନିଷ୍ପତ୍ତି ନେଇଛି, ଯାହା ରାଜନୈତିକ ଝଡ ଉଠାଇପାରେ ବୋଲି ଅନୁମାନ କରାଯାଉଛି । ବିଏମସି ସହରରେ ଥିବା ଦୋକାନ ଗୁଡିକର…

ଶିକ୍ଷକଙ୍କୁ ମାଡ ମାରିବା ଅଭିଯୋଗରେ ୨ ଛାତ୍ରୀଙ୍କ ନାଁରେ ମାମଲା ରୁଜୁ

ଜମ୍ମୁ,୭ ।୪: ଜମ୍ମୁ-କଶ୍ମୀର ଖଦୁରିୟାନ ପଞ୍ଚାୟତ ଦ୍ରାମନ ମିଡିଲ ସ୍କୁଲରେ ଶିକ୍ଷକଙ୍କୁ ପିଟିବଳର ଅଭିଯୋଗରେ ୨ ଛାତ୍ରୀଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ଶିକ୍ଷକ ଜଣକ ହେଲେ ନିସାର ଅହମ୍ମଦ । ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ସୂଚନାଯୋଗ୍ୟ,…

ଏଲ୍‌ଓସିରେ କଡ଼ା ସୁରକ୍ଷା, ୧୨୦ରୁ ଅଧିକ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ବସିଛନ୍ତି ସୁଯୋଗ ଉଣ୍ଡି…

ଶ୍ରୀନଗର, ୭।୪ : ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖା ଏଲ୍‌ଓସିରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟ ନିକଟରେ ଥିବା ଲଞ୍ଚପ୍ୟାଡ୍‌ରେ ଭାରତରେ ଅନୁପ୍ରବେଶ ପାଇଁ ୧୨୦ରୁ ଅଧିକ ଆତଙ୍କବାଦୀ ସୁଯୋଗ ଉଣ୍ଡି ବସିଛନ୍ତି।…

ସେନାରେ ହୋଇପାରେ ଚୁକ୍ତିଭିତ୍ତିକ ନିଯୁକ୍ତି

ନୂଆଦିଲ୍ଲୀ,୭ା୪: ଭାରତୀୟ ସେନାରେ ଖୁବ୍‌ଶୀଘ୍ର ଚୁକ୍ତିଭିତ୍ତିକ ନିଯୁକ୍ତି ଦିଆଯାଇପାରେ। ‘ଟୁର୍‌ ଅଫ୍‌ ଡ୍ୟୁଟି’ ନାମକ ଏକ ନୂଆ ଧାରାରେ ସଶସ୍ତ୍ର ବଳରେ ଯବାନଙ୍କୁ ନିଯୁକ୍ତି ଦିଆଯିବା ନେଇ ରିପୋର୍ଟ ପ୍ରକାଶ ପାଇଛି। ଯୁବପିଢ଼ିଙ୍କୁ ସେନାରେ ଠିକା ନିଯୁକ୍ତି ଦେଇ ରାଜକୋଷର ବୋଝ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?