ଜାତୀୟ

ବୁଚା ନରସଂହାରର ନିନ୍ଦା କଲେ ମୋଦି

ନୂଆଦିଲ୍ଲୀ,୧୨ ।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ସୋମବାର ଭର୍ଚୁଆଲ ବୈଠକ ହୋଇଛି । ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଆଲୋଚନା ମଧ୍ୟରେ ସବୁଠାରୁ ଅଧିକ ଗୁରୁତ୍ୱ ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଉପରେ ରହିଥିଲା ।…

ସ୍କୁଲ ଖୋଲୁ ଖୋଲୁ ଭୟ: ଗାଜିଆବାଦ ପରେ ଏବେ ନୋଏଡାର ଏକ ସ୍କୁଲରେ ୧୩ ବିଦ୍ୟାର୍ଥୀ, ୩ ଶିକ୍ଷକ କରୋନା ସଂକ୍ରମିତ

ନୋଏଡା,୧୨ ।୪: କରୋନା ମହାମାରୀ ଯୋଗୁ ଦୀର୍ଘ ପ୍ରାୟ ୨ ବର୍ଷ ପରେ ସ୍କୁଲ ଖୋଲିଛି । ପିଲାମାନେ ବି ସ୍କୁଲ ଯିବାକୁ ଆଗ୍ରହ ପ୍ରକାଶ କରୁଥିବା ଦେଖାଯାଇଛି । ହେଲେ ଏହାରି ଭିତରେ ପୁଣିଥରେ ଡରାଇଲାଣି କରୋନା ମହାମାରୀ ।…

ରୋପୱେ ଦୁର୍ଘଟଣା: ୨ ଦିନ ହେବ ଫସି ରହିଥିବା ଲୋକଙ୍କ ନିକଟକୁ ଡ୍ରୋନ ସାହାଯ୍ୟରେ ପଠାଯାଉଛି ଖାଦ୍ୟ ସାମଗ୍ରୀ

ଦେବଘର,୧୨ ।୪: ଝାଡଖଣ୍ଡର ଦେବଘର ରୋପୱେରେ ଫସି ରହିଥିବା ଲୋକଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏବେ ପର୍ଯ୍ୟନ୍ତ ୩୭ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆହୁର ୧୧ ଜଣ ଫସି ରହିଛନ୍ତି । ଅକାଶ ଏବଂ ପୃଥିବୀ ମଧ୍ୟରେ…

ଗୋଶାଳାରେ ଲାଗିଲା ନିଆଁ, ୩୮ ଗାଈ ଜୀବନ୍ତ ଦଗ୍ଧ

ଗାଜିଆବାଦ,୧୨ ।୪: ଉତ୍ତର ପ୍ରଦେଶ ଗାଜିଆବାଦ ଜିଲାରେ ଏକ ବଡ ଦୁର୍ଘଟଣା ଘଟିଛି । ଅଳିଆ ଗଦାରେ ଲାଗିଥିବା ନିଆଁ ଗୋଶାଳା ପର୍ଯ୍ୟନ୍ତ ବ୍ୟାପିଯିବାରୁ ଏହି ଦୁର୍ଘଟଣା ଘଟିଛି । ଗୋଶାଳାରେ ଥିବା ୩୮ ଗାଈଙ୍କର ନିଆଁରେ ପୋଡି ହୋଇ ମୃତ୍ୟୁ…

ଥୋମାସ, ଜାଖରଙ୍କୁ କଂଗ୍ରେସ ଶୃଙ୍ଖଳା କମିଟି ନୋଟିସ

ନୂଆଦିଲ୍ଲୀ,୧୨।୪: ଦଳ ବିରୋଧୀ କାର୍ଯ୍ୟ ଲାଗି ଦୁଇ ବରିଷ୍ଠ କଂଗ୍ରେସ ନେତା କେ.ଭି. ଥୋମାସ ଏବଂ ସୁନୀଲ ଜାଖରଙ୍କୁ ଦଳୀୟ ଶୃଙ୍ଖଳା କମିଟି ପକ୍ଷରୁ ସୋମବାର ନୋଟିସ ଜାରି ହୋଇଛି। ଏ.କେ. ଆଣ୍ଟୋନିଙ୍କ ଅଧ୍ୟକ୍ଷତାରେ ଗଠିତ ଏଆଇସିସି ଶୃଙ୍ଖଳା କମିଟି ପଞ୍ଜାବ…

ଚାଷୀଙ୍କ ଭାବାବେଗ ସହ ଖେଳ ନାହିଁ

ନୂଆଦିଲ୍ଲୀ,୧୨।୪: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର୍‌) କେନ୍ଦ୍ର ସରକାରଙ୍କ ଧାନ କିଣା ନୀତିକୁ ଦୃଢ଼ ସମାଲୋଚନା କରିଛନ୍ତି। ତାଙ୍କ ରାଜ୍ୟରୁ ଧାନ କିଣିବେ କି ନାହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ୨୪ ଘଣ୍ଟା ମଧ୍ୟରେ ଜବାବ ଦିଅନ୍ତୁ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିବ ପ୍ରଥମ ଲତା ଦିନାନାଥ ମଙ୍ଗେଶକର ପୁରସ୍କାର

ମୁମ୍ବାଇ,୧୨।୪:ସ୍ବର କୋକିଳା ତଥା ଭାରତ ରତ୍ନ ଲତା ମଙ୍ଗେଶକରଙ୍କ ସ୍ମୃତିରେ ତାଙ୍କ ପରିବାର ଲତା ଦିନାନାଥ ମଙ୍ଗେଶକର ପୁରସ୍କାର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଲତା ମଙ୍ଗେଶକର ଏବଂ ତାଙ୍କ ପିତା ଦିନାନାଥ ମଙ୍ଗେଶକରଙ୍କ ସ୍ମୃତିରେ ଏହି ପୁରସ୍କାର ଦିଆଯିବ। ପ୍ରତିବର୍ଷ…

ୟୁକ୍ରେନ୍‌ରେ ନାଗରିକ ସୁରକ୍ଷାକୁ ଗୁରୁତ୍ୱ

ନୂଆଦିଲ୍ଲୀ,୧୨।୪: ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ ସୋମବାର ୪୭ ଦିନରେ ପହଞ୍ଚତ୍ଥିବାବେଳେ ପ୍ରଥମ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ମଧ୍ୟରେ ଭର୍ଚୁଆଲ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ୟୁକ୍ରେନ୍‌ ଜନସାଧାରଣଙ୍କ ସୁରକ୍ଷା ଏବଂ…

ଫୁସ୍‌ଫୁସ୍‌ରୁ ବାହାରିଲା ଦାନ୍ତ

ମୁମ୍ବାଇ, ୧୨ା୪: ମୁମ୍ବାଇର ଏକ ହସ୍ପିଟାଲରେ ଡାକ୍ତର ଅସ୍ତ୍ରୋପଚାର କରି ଜଣେ ୬ ବର୍ଷୀୟ ବାଳକଙ୍କ ଫୁସ୍‌ଫୁସ୍‌ରୁ ଦାନ୍ତ ବାହାର କରିଛନ୍ତି। ବାଳକ ଜଣକ ଭୁଲ୍‌ରେ ଦାନ୍ତକୁ ଗିଳି ଦେଇଥିଲେ। ପରେ ସେ ଖାଦ୍ୟ ଖାଇବାରେ କଷ୍ଟ ଅନୁଭବ କରିବା ସହ…

ପେନ୍‌ସନ ଅର୍ଥରେ ମନ୍ଦିର ତୋଳିଲେ ମୁସଲମାନ ବ୍ୟକ୍ତି

ଚାମରାଜନଗର,୧୨।୪: କର୍ନାଟକରେ କିଛି ମାସ ହେଲା ସାମ୍ପ୍ରଦାୟିକ ଉତ୍ତେଜନା ଲାଗି ରହିଥିବାବେଳେ ଚାମରାଜନଗର ଜିଲାରେ ଜଣେ ମୁସଲମାନ ନିଜ ପେନ୍‌ସନ ଅର୍ଥରେ ମନ୍ଦିର ନିର୍ମାଣ କରି ରାଜ୍ୟବାସୀଙ୍କ ହୃଦୟ ଜିତିପାରିଛନ୍ତି। ପି. ରହମନ ନାମକ ଏହି ବ୍ୟକ୍ତି ଚିକ୍କାହୋଲ୍‌ ଜଳଭଣ୍ଡାରରେ କାର୍ଯ୍ୟ…

ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ, ୧୨ା୪: ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌ଙ୍କୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍‌ ଯୋଗେ ସେ ଶେହବାଜଙ୍କୁ ଏକ ବାର୍ତ୍ତା ମଧ୍ୟ ଦେଇଛନ୍ତି। ଭାରତ ଆତଙ୍କବାଦ ମୁକ୍ତ ଅଞ୍ଚଳରେ ସ୍ଥିରତା ଓ ଶାନ୍ତି ଚାହେଁ, ଯାହାଦ୍ୱାରା…

ଚମକାଇଲା ଚିନୁକ, ନନଷ୍ଟପ ଉଡିଲା ୭ଘଣ୍ଟା ୩୦ ମିନିଟ, ଅତିକ୍ରମ କଲା ୧୯୧୦ କିଲୋମିଟର

ଚଣ୍ଡିଗଡ଼,୧୨ ।୪: ଭାରତୀୟ ବାୟୁସେନାର ଚିନୁକ ହେଲିକପ୍ଟର ଅସମ୍ଭକୁ ସମ୍ଭବ କରି ଦେଖାଇଛି । ହେଲିକପ୍ଟର ତା’ର କ୍ଷମତାକୁ ପୁଣିଥରେ ପ୍ରମାଣ କରି ଦେଖାଇଛି । ଚିନୁକ ହେଲିକପ୍ଟର ଚଣ୍ଡିଗଡ଼ରୁ ଆସାମର ଜୋରାହଟ ପର୍ଯ୍ୟନ୍ତ ଉଡିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?