ଚାଷୀଙ୍କ ବିରୋଧରେ ଲାଗିବ ଏନ୍ଏସ୍ଏ, ମାତ୍ର ଦିଆଯିବନି ଏମ୍ଏସ୍ପି, ପ୍ରିୟଙ୍କାଙ୍କ କଟାକ୍ଷ…
ଲକ୍ଷ୍ନୌ,୧୯।୧୦: କଂଗ୍ରେସ ପକ୍ଷରୁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ଟାର୍ଗେଟ କରାଯାଇଛି। ଏହି ମର୍ମରେ କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଟୁଇଟ୍ କରି କହିଛନ୍ତି ଭାଜପା ସରକାର ଚାଷୀଙ୍କ ବିରୋଧରେ ଏନ୍ଏସ୍ଏ ଲଗାଇବାକୁ ପ୍ରସ୍ତୁତ। ମାତ୍ର...
ଏଲ୍ଏସିରେ ଚାଇନା ସୈନ୍ୟଙ୍କ ଉପରେ ନଜର ରଖିବ ଏୟାର ସର୍ଭେଲାନ୍ସ୍ ସିଷ୍ଟମ…
ଇଟାନଗର,୧୯।୧୦: ଅରୁଣାଚଳପ୍ରଦେଶକୁ ଲାଗିି ରହିଥିବା ଏଲ୍ଏସିରେ ଚାଇନା ସୈନ୍ୟଙ୍କ ଉପରେ ନଜର ରଖିବା ପାଇଁ ଏୟାର ସର୍ଭେଲାନ୍ସ୍ ସିଷ୍ଟମ ପ୍ରସ୍ତୁତ କରାଯାଇଛି। ଏନେଇ ଆଭିଏଶନ ବ୍ରିିଗେଡ ଗଠନ କରାଯାଇଛି। ବ୍ରିଗେଡରେ ଡ୍ରୋନ୍କୁ ସାମିଲ କରାଯାଇଛି। ଆକାଶ ମାର୍ଗରୁ ଡ୍ରୋନ୍ ଦ୍ୱାରା...
ଟାର୍ଗେଟ କିଲିଂ ବିରୋଧରେ ସୁରକ୍ଷାକର୍ମୀଙ୍କ ବହୁସ୍ତରୀୟ ରଣନୀତି…
ଶ୍ରୀନଗର,୧୯।୧୦: ଜମ୍ମୁ-କଶ୍ମୀରରେ ଜାରି ରହିଥିବା ଟାର୍ଗେଟ କିଲିଂ ବିରୋଧରେ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ବହୁସ୍ତରୀୟ ରଣନୀତି ପ୍ରସ୍ତୁତ କରାଯାଇଛି। ଖୋଜି ଖୋଜି ଆତଙ୍କବାଦୀଙ୍କୁ ବାହାର କରିବାକୁ ସୁରକ୍ଷାକର୍ମର ତତ୍ପର ହୋଇ ଉଠିଛନ୍ତି। ସୀମା ପାର ହ୍ୟାଣ୍ଡଲରଙ୍କ ନେଟ୍ଓ୍ବାର୍କ ଭାଙ୍ଗିବା ପାଇଁ...
ତୃତୀୟ ଲହର ଆସିବା ଆଶଙ୍କା କ୍ଷୀଣ !…
ନୂଆଦିଲ୍ଲୀ,୧୯।୧୦: ଦେଶରେ ଧୀରେ ଧୀରେ କରୋନା ମହାମାରୀ ଆତଙ୍କ କମିବାରେ ଲାଗିଛି। ପୂର୍ବରୁ ତୃତୀୟ ଲହର ଆସିବା ନେଇ କୁହାଯାଉଥିଲା। ମାତ୍ର ଦେଶରେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା କମୁଥିବାରୁ ତୃତୀୟ ଲହର ଆଶଙ୍କା ଆସିବାର ଆଶଙ୍କା କ୍ଷୀଣ...
ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ,୧୯।୧୦: ମହାପୁରୁଷ ମହମ୍ମଦଙ୍କ ଜନ୍ମଦିନ ମିଲାଦ୍-ଉନ୍-ନବି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରାଷ୍ଟ୍ରପତି ଟୁଇଟ୍ କରି କହିଛନ୍ତି ଯେ, ମହାପୁରୁଷ ମହମ୍ମଦଙ୍କ ବାଣୀ ସମାଜରେ ସୁଖ ଶାନ୍ତି ଏବଂ ସମୃଦ୍ଧି...
ଭାରତ-ପାକିସ୍ତାନ ମ୍ୟାଚ୍ ବାତିଲ କରିବାକୁ ଦାବି କଲେ ଓଓ୍ବାଇସି
ନୂଆଦିଲ୍ଲୀ,୧୯।୧୦: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ବଢିବାରେ ଲାଗିଛି। ଗତ କିଛିଦିନ ହେବ ଆତଙ୍କବାଦୀମାନେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରୁଛନ୍ତି। ଏସବୁ ଘଟଣା ଭିତରେ ଆସନ୍ତା ୨୪ରେ ଟି-୨୦ ବିଶ୍ୱକପ୍ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବାର ଅଛି।...
ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟାରେ ବ୍ରେକ୍…
ନୂଆଦିଲ୍ଲୀ,୧୯।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ୮ ମାସ ପରେ ଦୈନିକ ସଂକ୍ରମଣ ୧୪ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ...
ଚାଇନା ସୈନ୍ୟଙ୍କ ମୁକାବିଲା ପାଇଁ ବଜ୍ର, ତ୍ରିଶୂଳ
ନୂଆଦିଲ୍ଲୀ, ୧୯।୧୦: ପୂର୍ବ ଲଦାଖର ଗଲଓ୍ବାନ ଉପତ୍ୟକାରେ ଗତବର୍ଷ ଜୁନ୍ରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା, ଯେଉଁଥିରେ ଭାରତର ୨୦ ଯବାନ ଶହୀଦ ହୋଇଥିଲେ। ଏହି ସଂଘର୍ଷରେ ଚାଇନା ସୈନ୍ୟ ଅଣମାରାତ୍ମକ ଅସ୍ତ୍ର ବ୍ୟବହାର...
ଶାହରୁଖ ଖାନ୍ଙ୍କ ପୁଅ ପାଇଁ ସୁପ୍ରିମକୋର୍ଟ ଗଲା ଶିବସେନା
ମୁମ୍ବାଇ,୧୯।୧୦: କ୍ରୁଜ ଡ୍ରଗ୍ସ ପାର୍ଟିରେ ଗିରଫ ହୋଇଥିବା ଅଭିନେତା ଶାହରୁଖ ଖାନଙ୍କ ଆର୍ଯ୍ୟନଙ୍କ ମୌଳିକ ଅଧିକାରର ସୁରକ୍ଷା ଦାବିରେ ଶିବସେନା ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛି। ଏହା ସହିତ ମୁମ୍ବାଇରେ ଏନସିବିର ଭୂମିକା ସମ୍ପର୍କରେ ତଦନ୍ତ ପାଇଁ ଦାବି...
ନିଯୁକ୍ତି ଲକ୍ଷ୍ୟ ୨ଗୁଣ କଲେ ଆଇଟି କମ୍ପାନୀ
ନୂଆଦିଲ୍ଲୀ,୧୯।୧୦: ଟିସିଏସ୍, ଇନ୍ଫୋସିସ, ଓ୍ବିପ୍ରୋ ଏବଂ ଏଚ୍ସିଏଲ୍ ଭଳି ଦେଶର ୪ ପ୍ରମୁଖ ଆଇଟି କମ୍ପାନୀ ଚଳିତ ଆର୍ଥତ୍କ ବର୍ଷ ଲାଗି ସେମାନଙ୍କ ନିଯୁକ୍ତି ପ୍ରଦାନ ଲକ୍ଷ୍ୟକୁ ୨ ଗୁଣ କରିଛନ୍ତି। ଏହି କମ୍ପାନୀଗୁଡ଼ିକ ୧.୬୦ ଲକ୍ଷ ଫ୍ରେସର୍ସଙ୍କୁ ଚାକିରି...
ବିବାଦରେ ଫାବ୍ଇଣ୍ଡିଆ ବିଜ୍ଞାପନ
ନୂଆଦିଲ୍ଲୀ, ୧୯ା୧୦: ପୋଷାକ, ଘର ସାଜସଜ୍ଜା ଏବଂ ଲାଇଫଷ୍ଟାଇଲ ଉତ୍ପାଦ କମ୍ପାନୀ ଫାବ୍ଇଣ୍ଡିଆ ପାର୍ବଣ ଋତୁ ଉପଲକ୍ଷେ ପ୍ରସ୍ତୁତ କରିଥିବା ଏକ ବିଜ୍ଞାପନକୁ ନେଇ ବିବାଦ ସୃଷ୍ଟି ହୋଇଛି। ନୂଆ ଦୀପାବଳି କଲେକ୍ସନକୁ ନେଇ ଫାବ୍ଇଣ୍ଡିଆ ‘ଜଶ୍ନ-ଇ-ରିଓ୍ବାଜ୍’ ନାମରେ କରିଥିବା...
କେରଳ ବନ୍ୟା: ବଢୁଛି ମୃତ୍ୟୁ ସଂଖ୍ୟା
ଥିରୁଭାନନ୍ତପୁରମ,୧୯ ।୧୦: କେରଳରେ ହୋଇଥିବା ଲଗାଣ ବର୍ଷା ଫଳରେ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବା ସହ ଏଠାରେ ବନ୍ୟା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏବେ ଏହି ସଂଖ୍ୟା ୪୧ରେ ପହଞ୍ଚିଥିବା ଜଣାପଡିଛି...
Archives


