Posted inଜାତୀୟ

ଏଲ୍‌ଏସିରେ ଚାଇନା ସୈନ୍ୟଙ୍କ ଉପରେ ନଜର ରଖିବ ଏୟାର ସର୍ଭେଲାନ୍ସ୍‌ ସିଷ୍ଟମ…

ଇଟାନଗର,୧୯।୧୦: ଅରୁଣାଚଳପ୍ରଦେଶକୁ ଲାଗିି ରହିଥିବା ଏଲ୍‌ଏସିରେ ଚାଇନା ସୈନ୍ୟଙ୍କ ଉପରେ ନଜର ରଖିବା ପାଇଁ ଏୟାର ସର୍ଭେଲାନ୍ସ୍‌ ସିଷ୍ଟମ ପ୍ରସ୍ତୁତ କରାଯାଇଛି। ଏନେଇ ଆଭିଏଶନ ବ୍ରିିଗେଡ ଗଠନ କରାଯାଇଛି। ବ୍ରିଗେଡରେ ଡ୍ରୋନ୍‌କୁ ସାମିଲ କରାଯାଇଛି। ଆକାଶ ମାର୍ଗରୁ ଡ୍ରୋନ୍‌ ଦ୍ୱାରା ସୀମାରେ ଚାଇନା ସୈନ୍ୟଙ୍କ ଗତିବିଧି ଉପରେ ସତର୍କ ଦୃଷ୍ଟି ରଖାଯିବ।

ବ୍ରିଗେଡ୍‌ରେ ଇସ୍ରାଏଲର ହେରୋନ ଡ୍ରୋନ୍‌, ହେଲିକପ୍ଟର ଆଦିକୁ ସାମିଲ କରାଯାଇଛି। ଆବଶ୍ୟକ ସ୍ଥଳେ ଆକ୍ରମଣାତ୍ମକ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ଯୋଜନା ପ୍ରସ୍ତୁତ କରାଯାଇଛି। ଚାଇନା ଏବଂ ଅରୁଣାଚଳ ପ୍ରଦେଶ ମଧ୍ୟରେ ଦୀର୍ଘ ୧୨୦୦ କିଲୋମିଟରର ଏଲ୍‌ଏସି ରହିଛି। ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ଦୀର୍ଘ ୧୮ ମାସ ଧରି ଉତ୍ତେଜନା ଜାରି ରହିଛି। ତେବେ ଭାରତୀୟ ସେନା ପକ୍ଷରୁ ଯେକୌଣସି ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି ଶେଷ ହୋଇଛି।

ସମୁଦ୍ର ପତ୍ତନଠାରୁ ୩୦ହଜାର ଫୁଟ ଉଚ୍ଚତାରେ ଏଲ୍‌ଏସି ଉପରେ ଡ୍ରୋନ୍‌ ୨୪ରୁ ୩୦ ଘଣ୍ଟା ଆକାଶ ମାର୍ଗରୁ ନଜର ରଖିବ। ହେରୋନ ଡ୍ରୋନ୍‌ ଭୂପୃଷ୍ଠରୁ ୨୦ରୁ୨୫ କିଲୋମିଟର ଉପରେ ଉଡ଼ି ସୀମା ପାର୍‌ ଗତିବିଧି ଉପରେ ଦୃଷ୍ଟି ରଖିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ରାଜରେ ୧ ଲକ୍ଷ କୃଷକ କରିଛନ୍ତି ଆତ୍ମହତ୍ୟା, ପ୍ରିୟଙ୍କା କହିଲେ କଂଗ୍ରେସ ସରକାର ଗଢିଲେ…

ନୂଆଦିଲ୍ଲୀ,୧୨।୪: କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କୃଷକ ପ୍ରସଙ୍ଗରେ ଭାଜପାକୁ ଟାର୍ଗେଟ କରିଛନ୍ତି। ଶୁକ୍ରବାର ପ୍ରିୟଙ୍କା କହିଛନ୍ତି ଯେ ଭାଜପା ନେତୃତ୍ୱାଧୀନ ଏନଡିଏ...

ସିସୋଡିଆଙ୍କୁ ପୁଣି ଲାଗିଲା ଝଟ୍‌କା

ନୂଆଦିଲ୍ଲୀ,୧୨।୪: ମନୀଷ ସିସୋଡିଆଙ୍କୁ କୋର୍ଟ ଏକ ବଡ ଝଟ୍‌କା ଦେଇଛନ୍ତି। ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଁ ଆବେଦନ କରିଥିଲେ, ଯାହାର ଶୁଣାଣି ସ୍ଥଗିତ...

ଏତେ ବଡ଼ ନିମନ୍ତ୍ରଣ କାର୍ଡ, ଯାହାକୁ ନେବା ପାଇଁ ଆବଶ୍ୟକ ପଡ଼ିଲା ଟ୍ରକ୍‌, ଏଥିରେ ଲେଖାଅଛି ଏମିତି…

ପୁଣେ,୧୨ା୪: ବର୍ତ୍ତମାନ ବିବାହ ଋତୁ ସାଙ୍ଗକୁ ଲୋକ ସଭା ନିର୍ବାଚନର ପରିବେଶ ବେଶ୍‌ ପ୍ରାଧାନ୍ୟ ବିସ୍ତାର କରିଛି। ସବୁ ସ୍ଥାନରେ ନିର୍ବାଚନ ପ୍ରଚାର ଏବଂ ରାଲି...

ରାମେଶ୍ୱରମ କାଫେ ବ୍ଲାଷ୍ଟ ମାମଲାରେ ଏନଆଇଏର ଆକ୍ସନ, ୨ ଆତଙ୍କବାଦୀ ଗିରଫ

ବେଙ୍ଗାଲୁରୁ, ୧୨।୪: ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଶୁକ୍ରବାର (ଏପ୍ରିଲ ୧୨) ପଶ୍ଚିମବଙ୍ଗର କୋଲକାତାରୁ ରାମେଶ୍ୱରମ କାଫେ ବିସ୍ଫୋରଣ ମାମଲାରେ ଦୁଇଜଣ ପଳାତକ ଅଭିଯୁକ୍ତଙ୍କୁ ଗିରଫ...

‘ଜମ୍ମୁ କଶ୍ମୀରକୁ ମିଳିବ ରାଜ୍ୟ ମାନ୍ୟତା, ଖୁବଶୀଘ୍ର ହେବ ବିଧାନସଭା ନିର୍ବାଚନ ‘: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୨।୪: ‘ଜମ୍ମୁ କଶ୍ମୀର ଖୁବଶୀଘ୍ର ଫେରି ପାଇବ ରାଜ୍ୟ ମାନ୍ୟତା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଏହି ଘୋଷଣା କରିଛନ୍ତି। ତେବେ ରାଜ୍ୟ ମାନ୍ୟତା ମିଳିବା...

ପରୀକ୍ଷାରେ ସମାନ ମାର୍କ ରଖିଲେ ଯାଆଁଳା ଭଉଣୀ

ନୂଆଦିଲ୍ଲୀ,୧୨।୪: ଦୁଇ ଜାଅଁଳା ଭଉଣୀ ପରୀକ୍ଷାରେ ରଖିଅଲେ ସମାନ ମାର୍କ। କର୍ଣ୍ଣାଟକର ହାସନରୁ ଯାଆଁଳା ଭଉଣୀ ଚୁକି ଏବଂ ଇବାନୀ ଚନ୍ଦ୍ର କେ.ଭି ହୁଏତ ମାତ୍ର...

ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରହିବ: ମୋଦି

ନୂଆଦିଲ୍ଲୀ,୧୨ା୪: ଇଡି ସମେତ ଅନୁସନ୍ଧାନକାରୀ ସଂସ୍ଥାଗୁଡ଼ିକର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀଙ୍କୁ ଉପଯୁକ୍ତ ଉତ୍ତର ଦେଇଛନ୍ତି। ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ...

୧୭ହଜାର ଫୁଟ ଉପରୁ ଆଣ୍ଟି ଟ୍ୟାଙ୍କ ଗାଇଡେଡ ମିଶାଇଲରୁ ଫାୟରିଂ, ସିକ୍କିମରେ ଚାଇନାକୁ ଦମ ଦେଖାଇଲେ ସେନା

ଗୁଆହାଟି,୧୨।୪: ଗୁରୁବାର ସେନାର ତ୍ରିଶକ୍ତି କୋରର ଏକ ପ୍ରଶିକ୍ଷଣ ଅଭ୍ୟାସ ସମୟରେ ସିକ୍କିମରେ ୧୭,୦୦୦ ଫୁଟ ଉଚ୍ଚରେ ଆଣ୍ଟି-ଟ୍ୟାଙ୍କ ଗାଇଡ ମିଶାଇଲ (ଏଟିଜିଏମ) ଗୁଳି ଚଳାଇଥିଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri