ମୋଫେଡ ଚାଳକଙ୍କୁ ଦେଖି ଚାଲାଣ କାଟିବା ପରିବର୍ତ୍ତେ ହାତ ଯୋଡି ଦେଲା ପାଲିସ
ଚନ୍ଦୌଲି,୧୩।୯: ଉତ୍ତର ପ୍ରଦେଶରେ ଜଣେ ମୋଫେଡ ଚାଳକଙ୍କୁ ଦେଖି ଟ୍ରାଫିକ୍ ପୋଲିସ ଯାଞ୍ଚ କରି ଚାଲାଣ କାଟିବା ପରିବର୍ତ୍ତେ ହାତ ଯୋଡି ଦେବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ନୂଆ ମୋଟର ଯାନ ନିୟମ ପରେ ଉତ୍ତର ପ୍ରଦେଶରେ ପ୍ରାୟ ପ୍ରତିଦିନ…
ରାଜଧାନୀରେ ପୁଣି ଲାଗୁ ହେବ ଅଡ୍-ଇଭିନ୍ ନମ୍ବର: କେଜରିଓ୍ବାଲ
ନୂଆଦିଲ୍ଲୀ,୧୩।୯: ରାଜଧାନୀ ଦିଲ୍ଲୀରେ ପୁଣିଥରେ ଅଡ୍-ଇଭିନ୍ ନମ୍ବର ଲାଗୁ ହେବ ବୋଲି ଶୁକ୍ରବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସୂଚନା ଦେଇଛନ୍ତି। ଏହା ଆସନ୍ତା ନଭେମ୍ବର ୪-୧୫ ମଧ୍ୟରେ ଲାଗୁ କରାଯିବ। କାରଣ ଏହି ସମୟ ମଧ୍ୟରେ ଦିଲ୍ଲୀର ଆଖପାଖ ରାଜ୍ୟରେ…
ଏଆଇଡିଏମକେ ଦଳର ହୋଡିଂ ପଡି ଯୁବତୀଙ୍କ ମୃତ୍ୟୁ
ଚେନ୍ନାଇ,୧୩।୯:ତାମିଲନାଡୁର ଚେନ୍ନାଇରେ ଏକ ଅଭାବନୀୟ ଘଟଣା ଘଟିଛି। ଏଆଇଡିଏମକେ ଦଳର ଏକ ବିଜ୍ଞାପନ ହୋଡିଂ ଗଳି ପଡିବାରୁ ଜଣେ ୨୩ବର୍ଷୀୟା ଯୁବତୀଙ୍କ ମୃତ୍ୟୁ ଘଟିଛି। ଶୁବାଶ୍ରୀ ନାମକ ଏହି ଯୁବତୀ ଜଣଙ୍କ ଚେନ୍ନାଇର ଏକ ଆଇଟି କମ୍ପାନୀରେ ଇଞ୍ଜିନିୟର ଭାବେ କାମ…
ବିଚ୍ ରାସ୍ତାରେ ଯୁବକଙ୍କୁ ନିସ୍ତୁକ ପିଟିଲେ ଟ୍ରାଫିକ୍ ପୋଲିସ
ଲକ୍ଷ୍ନୌ,୧୩।୯: ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ ବିଭିନ୍ନ ସ୍ଥାନରେ ଏହାର ଦୂରୁପଯୋଗ ହେବାସହ ରାସ୍ତାରେ ଅଜବ ଅଜବ ଘଟଣା ସମ୍ନାକୁ ଆସିଛି। ଶୁକ୍ରବାର ଟ୍ରାଫିକ୍ ନିୟମକୁ ଉଲ୍ଲଂଘନ କରିଥିବା ଜଣେ ଯୁବକଙ୍କୁ ବିଚ୍ ରାସ୍ତାରେ ୨ଜଣ ପୋଲିସ ନିସ୍ତୁକ…
ମୋଦିଙ୍କ ଉପସ୍ଥିତି ଇସ୍ରୋ ପାଇଁ ହେଲା ଅଶୁଭ:କୁମାରସ୍ବାମୀ
ବେଙ୍ଗାଲୁରୁ,୧୩।୯: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍ଡି. କୁମାରସ୍ବାମୀ ଏକ ବିବାଦୀୟ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିକ୍ରମ ଲ୍ୟାଣ୍ଡର ଅବତରଣ ଦେଖିବା ପାଇଁ ଇସ୍ରୋ ସେଣ୍ଟରଠାରେ ଉପସ୍ଥିତ ରହିବା ବୈଜ୍ଞାନିକମାନଙ୍କ ପାଇଁ ଅଶୁଭ ଥିଲା ବୋଲି ସେ କହିଛନ୍ତି। ତାଙ୍କ ଉପସ୍ଥିତି…
ଶିବକୁମାରଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଲା: ଡାକ୍ତରଖାନାରେ ଭର୍ତ୍ତି
ନୂଆଦିଲ୍ଲୀ, ୧୩।୯: ମନିଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା କର୍ନାଟକ କଂଗ୍ରେସର ଟାଣୁଆ ନେତା ଡି.କେ. ଶିବକୁମାରଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଅଚାନକ ତାଙ୍କ ସ୍ବାସ୍ଥ୍ୟ ଖରାପ ହେବାରୁ ରାମମନୋହର ଲୋହିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁବାର ଶିବକୁମାରଙ୍କ ଝିଅ…
ମୋଦି ଧ୍ୟାନରେ ବସିଥିବା ଗୁମ୍ଫାକୁ ଏବେ ଲୋକଙ୍କ ସୁଅ ଛୁଟୁଛି: ଅକ୍ଟୋବର ପର୍ଯ୍ୟନ୍ତ ବୁକିଂ ଶେଷ
ଡେରାଡୁନ୍,୧୩।୯: ୨୦୧୯ ଲୋକ ସଭା ନିର୍ବାଚନ ଶେଷ ପର୍ଯ୍ୟାୟ ଭୋଟ ପାଇଁ ପ୍ରଚାର ଶେଷ ହେବାର ଗୋଟିଏ ଦିନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେଦାରନାଥ ଯାଇ ପୂଜାର୍ଚ୍ଚନା କରି ସେଠାରେ ଥିବା ଏକ ଗୁମ୍ଫାରେ ଧ୍ୟାନରେ ବସିଥିଲେ। ଏହି ଗୁମ୍ଫାକୁ…
ଗଣେଶ ବିସର୍ଜନବେଳେ ଅଘଟଣ:ବୁଡିଲା ଡଙ୍ଗା,୧୧ ମୃତ
ଭୋପାଳ,୧୩।୯: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ଖଟଲାପୁରା ମନ୍ଦିର ଘାଟରେ ଏକ ଅଘଟଣ ଘଟିଛି। ଶୁକ୍ରବାର ଭୋର ପ୍ରାୟ ସାଢେ ଚାରିଟା ସମୟରେ ଏହି ଘଟଣା ଘଟିଛି। ବେଳେ ଡଙ୍ଗା ଓଲଟି ପଡ଼ିବାରୁ ନଈରେ ଭାସିଯାଇ ୧୧ଜଣଙ୍କ ମୃତ୍ୟୁ ଘଟିଛି। ଏବେ ୪ଜଣ…
୩୭୦ ଉଚ୍ଛେଦକୁ ଜେୟୁଏଚ୍ର ସମର୍ଥନ
ନୂଆଦିଲ୍ଲୀ,୧୩-୯: ଅନୁଚ୍ଛେଦ ୩୭୦ ହଟାଯିବା ନିଷ୍ପତ୍ତିକୁ ମୁସ୍ଲିମ ସଙ୍ଗଠନ ଜମିୟତ୍ ଉଲାମା-ଇ-ହିନ୍ଦ୍ (ଜେୟୁଏଚ୍) ସମର୍ଥନ କରିଛି। କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଓ ସେଠାକାର ଲୋକଙ୍କ ସ୍ବାର୍ଥ ଭାରତ ସହିତ ରହିଛି ବୋଲି ନୂଆଦିଲ୍ଲୀରେ ଅନୁଷ୍ଠିତ ଜେୟୁଏଚ୍ର ବାର୍ଷିକ ସାଧାରଣ ବୈଠକରେ…
୩ ଜୈଶ୍ ଆତଙ୍କବାଦୀ ଗିରଫ
ଜମ୍ମୁ,୧୩-୯(ପି.ଟି.):ଏକ କାର୍ଡବୋର୍ଡ ବୋଝେଇ ଟ୍ରକ୍ରେ ବିପୁଳ ଅସ୍ତ୍ରଶସ୍ତ୍ର ନେଇ ଯାଉଥିବାବେଳେ ଜମ୍ମୁ-କଶ୍ମୀରର କଠୁଆ ଜିଲାରେ ଗୁରୁବାର ୩ ଜୈଶ୍ ଆତଙ୍କବାଦୀ ଧରାପଡ଼ିଛନ୍ତି। ସକାଳ ୮ଟାରେ ଜମ୍ମୁ-ପଠାକୋଟ ଜାତୀୟ ରାଜପଥରେ ଯାଞ୍ଚବେଳେ ସେମାନଙ୍କୁ ଗିରଫ କରାଯାଇଛି। ଏହାସହ ଆତଙ୍କବାଦୀଙ୍କ ଏକ ବଡ଼ଧରଣର ଆକ୍ରମଣ…
ୟୁପି ମନ୍ତ୍ରୀଙ୍କ ‘ସୁପ୍ରିମକୋର୍ଟ ଆମର’ ମନ୍ତବ୍ୟକୁ ନିନ୍ଦା
ନୂଆଦିଲ୍ଲୀ,୧୩-୯: ‘ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ହେବ, କାରଣ ସୁପ୍ରିମକୋର୍ଟ ଆମର। ଏ ଦେଶ, ନ୍ୟାୟପାଳିକା ଓ ମନ୍ଦିର ସବୁ ଆମର।’ ୨୦୧୮ ସେପ୍ଟେମ୍ବରରେ ଉତ୍ତରପ୍ରଦେଶର ମନ୍ତ୍ରୀ ମୁକୁଟ ବିହାରୀ ବର୍ମା ଦେଇଥିବା ଏଭଳି ମନ୍ତବ୍ୟକୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ…
ଶିବସେନାକୁ ୧୦୬ ଆସନ ଯାଚିଲା ଭାଜପା
ମୁମ୍ବାଇ,୧୩-୯(ପି.ଟି.): ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଅକ୍ଟୋବର ଶେଷ ଆଡ଼କୁ ହେବାକୁ ଥିବାବେଳେ ଏଥିପାଇଁ ଶାସକ ଭାଜପା ଓ ଶିବସେନା ମଧ୍ୟରେ ଆସନ ବୁଝାମଣା ଲାଗି ଆଲୋଚନା ଆରମ୍ଭ ହୋଇଛି। ଭାଜପା ସହଯୋଗୀ ଦଳକୁ ୧୦୬ଟି ଆସନ ଯାଚିଥିବା…
Archives


