ଜାତୀୟ

ସହଦେବଙ୍କ ମୁହଁରେ ହସ

ରାୟପୁର,୨୯।୧୨: ଦୁର୍ଘଟଣାରେ ଗୁରୁତର ହୋଇଥିଲେ ‘ବଚପନ୍‌ କା ପ୍ୟାର୍‌’ ଗାଇ ଲୋକପ୍ରିୟ ହୋଇଥିବା କୁନି ଗାୟକ ସହଦେବ ଦିର୍‌ଦୋ। ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ତାଙ୍କର ଚିକିତ୍ସା କରାଯାଉଥିବା ବେଳେ ଏବେ ସେ ହୋସ୍‌କୁ ଫେରିଛନ୍ତି। ଧିରେ ଧିରେ ତାଙ୍କ ସ୍ବାସ୍ଥ୍ୟରେ ସୁଧାର…

୩୫୧ ପ୍ରତିରକ୍ଷା ଉପକରଣ ଆମଦାନୀ ଉପରେ ଲାଗିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୨୯।୧୨: ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଏକ ବଡ ନିଷ୍ପତ୍ତି ନିଆଯାଇଛି। ୩୫୧ ପ୍ରତିରକ୍ଷା ଉପକରଣ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହି ଉପକରଣଗୁଡ଼ିକରେ ଅନେକ ଉପତନ୍ତ୍ର ଏବଂ ପ୍ରତିରକ୍ଷା ଉତ୍ପାଦନର ଉପାଦାନ ଅନ୍ତର୍ଭୁକ୍ତ। ଆସନ୍ତା ବର୍ଷ ଡିସେମ୍ବରରୁ ଏହି ସମୟସୀମା…

ବିପିଏଲ କାର୍ଡଧାରୀଙ୍କ ପାଇଁ ଶସ୍ତା ହେବ ପେଟ୍ରୋଲ

ରାଞ୍ଚି,୨୯।୧୨: ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବୁଧବାର ରାଜ୍ୟର ବିପିଏଲ କାର୍ଡଧାରୀମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ବିପିଏଲ କାର୍ଡଧାରୀଙ୍କ ପାଇଁ ପେଟ୍ରୋଲ ଦର ହ୍ରାସ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ନୂତନ ନିଷ୍ପତ୍ତି ଅନୁଯାୟୀ ଏହାର ମୂଲ୍ୟ ୨୫…

ପ୍ରଧାନମନ୍ତ୍ରୀଙ୍କ ୟୁଏଇ-କୁଏତ ଗସ୍ତ ବାତିଲ…

ନୂଆଦିଲ୍ଲୀ, ୨୯।୧୨: କରୋନା ମହାମାରୀର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୟୁଏଇ ଏବଂ କୁଏତ ଗସ୍ତକୁ ବାତିଲ କରାଯାଇଛି। ୨୦୨୨ ଜାନୁୟାରୀ ୬ରେ ଏହି ପ୍ରସ୍ତାବିତ ଗସ୍ତ କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଥିଲା। ମାତ୍ର ଓମିକ୍ରନ୍‌…

ଏହି ରାଜ୍ୟରେ ପେଟ୍ରୋଲ-ଡିଜେଲ ହେବ ୨୫ ଟଙ୍କା ଶସ୍ତା, ତେବେ ଏଭଳି ସର୍ତ୍ତ…

ରାଞ୍ଚି, ୨୯।୧୨: ଝାଡ଼ଖଣ୍ଡରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ସରକାର ପକ୍ଷରୁ ପେଟ୍ରୋଲ-ଡିଜେଲ ୨୫ ଟଙ୍କା ଶସ୍ତା ହେବା ନେଇ ଘୋଷଣା କରାଯାଇଛି। ତେବେ ଏଥିପାଇଁ ସର୍ତ୍ତ ରହିଛି। ୨୦୨୨ ଜାନୁୟାରୀ ୨୬ରୁ ରାଜ୍ୟରେ ବିପିଏଲ୍‌ କାର୍ଡ ଧାରକଙ୍କୁ ଏହି ସୁବିଧା ଯୋଗାଇ…

ଟିକା ଭୟରେ ଗଛରେ ଚଢ଼ିଲେ…

ପୁଡୁଚେରୀ, ୨୯।୧୨: ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ସରକାରଙ୍କ ପକ୍ଷରୁ ଟିକାକରଣ ଅଭିଯାନ ଜାରି ରହିଛି। ତେବେ ବିଭିନ୍ନ କାରଣରୁ କେତେକ ଲୋକେ ଟିକା ନେବାକୁ ଭୟ କରୁଛନ୍ତି। ଟିକା…

ବାଡ଼ ଡେଇଁଲେ କ୍ରୀଡ଼ାମନ୍ତ୍ରୀ, ଧରିଲେ ପଦ୍ମ…

ନୂଆଦିଲ୍ଲୀ, ୨୯।୧୨: ମଣିପୁରର କ୍ରୀଡ଼ା ତଥା ଯୁବ ବ୍ୟାପାର ମନ୍ତ୍ରୀ ଲେଟ୍‌ପାଓ ହାଓକିପ୍‌ ନ୍ୟାଶନାଲ ପିପୁଲ୍ସ୍‌ ପାର୍ଟି(ଏନ୍‌ପିପି)ର ବାଡ଼ ଡେଇଁଛନ୍ତି। ରାଜଧାନୀ ଦିଲ୍ଲୀରେ ସେ ଭାଜପାରେ ଯୋଗ ଦେଇଛନ୍ତି। ଉତ୍ତରପୂର୍ବାଞ୍ଚଳ ଏବଂ ମଣିପୁରର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ…

ଭୟଙ୍କର ଦୁର୍ଘଟଣାରେ ସହଦେବ ଗୁରୁତର

ରାୟପୁର, ୨୯।୧୨: ‘ବଚ୍‌ପନ୍‌ କା ପ୍ୟାର୍‌’ ଗୀତ ଗାଇ ଲୋକପ୍ରିୟ ହୋଇଥିବା ସହଦେବ ଦିର୍‌ଦୋ ଏକ ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି। ମଙ୍ଗଳବାର ଅପରାହ୍ନରେ ଘଟିଥିବା ଏହି ଦୁର୍ଘଟଣାରେ ତାଙ୍କୁ ବହୁତ ଆଘାତ ଲାଗିଛି। ଚିକିତ୍ସା ଲାଗି ତାଙ୍କୁ ଛତିଶଗଡ଼ର ଜିଲା ଡାକ୍ତରଖାନାରେ…

ସନ୍ଧ୍ୟାରେ ମନ୍ତ୍ରୀ ପରିଷଦ ବୈଠକ ଡାକିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୨୯।୧୨: ଦେଶରେ କରୋନା ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରନ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଯାହା ଏବେ ଚିନ୍ତା ବଢାଇଛି। ତେବେ ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ନରେନ୍ଦ୍ର ମୋଦି ସନ୍ଧ୍ୟାରେ  ମନ୍ତ୍ରୀ ପରିଷଦ ବୈଠକ କରିବେ…

ରାଜ୍ୟରେ ଆରମ୍ଭ ହେଲାଣି ତୃତୀୟ ଲହର, ମୁଖ୍ୟମନ୍ତ୍ରୀଙ୍କ ସତର୍କ ସୂଚନା…

ପାଟନା, ୨୯।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ ସଂକ୍ରମଣ ଅଣାୟତ୍ତ ମୁହାଁ ହେବାରେ ଲାଗିଛି। ସମଗ୍ର ଦେଶରେ ଏହା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ବିଶେଷଜ୍ଞଙ୍କମାନଙ୍କ ଅନୁସାରେ ଏହା ତୃତୀୟ ଲହର ସୃଷ୍ଟି କରିବ । ଏପରିସ୍ଥଳେ…

ରିଲାଏନ୍ସ ଇଣ୍ଡଷ୍ଟ୍ରିର ଉତ୍ତରାଧିକାରୀ ହେବେ କିଏ, ମୁକେଶ ଅମ୍ବାନୀ ଦେଲେ ସଙ୍କେତ

ନୂଆଦିଲ୍ଲୀ,୨୯।୧୨: ଏସିଆର ସବୁଠାରୁ ଧନୀ ବ୍ୟକ୍ତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ ମୁକେଶ ଅମ୍ବାନୀ ନିଜର ଉତ୍ତରାଧିକାରକୁ ନେଇ ଏକ ମନ୍ତବ୍ୟ ଦେଇଛନ୍ତି। ରିଲାଏନ୍ସ ପ୍ରତିଷ୍ଠା କରିଥିବା ଧୀରଭାଇ ଅମ୍ବାନୀଙ୍କ ଜନ୍ମଦିନରେ ଆୟୋଜିତ ଏକ ସମାରୋହରେ ଯୋଗ ଦେଇ ସେ କହିଛନ୍ତି,…

‘ଆମକୁ ଭୋଟ ଦିଅ, ଆମେ ମଦ ଦେବୁ’

ହାଇଦ୍ରାବାଦ୍‌,୨୯।୧୨: ଭାରତୀୟ ଜନତା ପାର୍ଟିର ଜଣେ ନେତା ଏକ ଅଜବ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଆନ୍ଧ୍ରପ୍ରଦେଶ ଭାଜପା ସଭାପତି ସୋମୁ ଭେରାଜୁ କହିଛନ୍ତି, ଭାଜପାକୁ ଭୋଟ ଦିଅ, ଯଦି ତାଙ୍କ ଦଳର ସରକାର ଗଠନ ହୁଏ, ତେବେ କ୍ୱାର୍ଟର ବୋତଲ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri