ଜାତୀୟ

ମହାକାଶରୁ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧର ଗୁପ୍ତଚରୀ, ପୁଟିନ୍‌ଙ୍କ ଯୋଜନାର ହେଉଛି ପର୍ଦ୍ଦାଫାଶ୍‌…

ନ୍ୟୁୟର୍କ/ମସ୍କୋ/କ୍ୱିଭ୍‌, ୨୮।୪ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧର ଗୁପ୍ତଚରୀ ମହକାଶରୁ କରାଯାଉଛି। ସାଟେଲାଇଟ୍‌ ଦ୍ୱାରା ଫଟୋ ଏବଂ ଭିଡ଼ିଓ ରେକର୍ଡିଂ କରାଯାଉଛି। ରୁଷିଆ ୟୁକ୍ରେନ୍‌ ଯୁଦ୍ଧରେ ସାଟେଲାଇଟ କ୍ୟାମେରା ପାଲଟିଛି ତୃତୀୟ ନୟନ। ଫଳରେ ରୁଷିଆ…

ପଞ୍ଜାବ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କୁ ଆତଙ୍କବାଦୀଙ୍କ ଧମକ

ଚଣ୍ଡିଗଡ଼,୨୮ ।୪: ଆତଙ୍କବାଦୀମାନେ ପଞ୍ଜାବର ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ କିଛି ରେଲୱେ ଷ୍ଟେଶନକୁ ଉଡାଇ ଦେବାକୁ ଧମକ ଦେଇଥିବା ଜଣାପଡିଛି । ରାଜ୍ୟର କପୁରତାଲା ଷ୍ଟେଶନର ଡିଆରଏମଙ୍କୁ ମିଳିଥିବା ଚିଠିରେ ସୁଲ୍ଲତାନପୁର ଲୋଧି, ଲୋହିୟାଂ ଖାସ, ଫିରୋଜପୁର ଉାବନି, ଫଗୱାଡା, ଅମୃତସର…

ମନ୍ତ୍ରୀଙ୍କୁ ମୋଦିଙ୍କ ନିର୍ଦ୍ଦେଶ: ବଜେଟର ହେଉ ପୂର୍ଣ୍ଣ ବ୍ୟବହାର, ଟିମ ଭଳି କାମ କର, ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚୁ ଯୋଜନା

ନୂଆଦିଲ୍ଲୀ,୨୮ ।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମନ୍ତ୍ରୀମାନଙ୍କ ମଧ୍ୟରେ ଟିମ୍ ବା ଦଳୀୟ ଭାବନାର ବୃଦ୍ଧି ଉପରେ ଗୁରୁତ୍ୱ ଦେଇଛନ୍ତି । ସେ ସମସ୍ତ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କି ସେମାନେ ଏକ ଟିମ୍ ଭଳି କାର୍ଯ୍ୟ କରନ୍ତୁ ।…

ଓଡ଼ିଶାର ୨୫୦ ସ୍ଥାନରେ ଉପଲବ୍ଧ ହେବ ୪ଜି ସେବା

ନୂଆଦିଲ୍ଲୀ,୨୮ା୪: ଦେଶର ମାଓବାଦୀ ଅଧ୍ୟୁଷିତ ଅଞ୍ଚଳଗୁଡ଼ିକରେ ଟେଲି ଯୋଗାଯୋଗ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ କେନ୍ଦ୍ର ସରକାର ବୁଧବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ୨,୩୪୩ଟି ସ୍ଥାନରେ ୨ଜି ନେଟଓ୍ବର୍କକୁ ୪ଜିରେ ପରିଣତ କରିବା ଲାଗି ୧,୮୮୪.୫୯ କୋଟି ଟଙ୍କା ଖର୍ଚ୍ଚ…

୧୭ରୁ ଷ୍ଟକ୍‌ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ହେବ ଏଲ୍‌ଆଇସି

ନୂଆଦିଲ୍ଲୀ,୨୮ା୪: ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ପ୍ରାରମ୍ଭିକ ସର୍ବସାଧାରଣ ଅଫର(ଆଇପିଓ) ଆସନ୍ତା ୪ତାରିଖରୁ ଖୋଲିବ। ଏହା ମେ ୯ ତାରିଖରେ ବନ୍ଦ ହେବ। ଜନସାଧାରଣଙ୍କ ପାଇଁ ପ୍ରାରମ୍ଭିକ ଏହାର ଶେୟାର ମୂଲ୍ୟ ୯୦୨ ରୁ ୯୪୯ ଟଙ୍କା ରଖାଯିବା ସହ…

ଦିଲ୍ଲୀ ଜାତୀୟ ରାଜଧାନୀ ହୋଇଥିବାରୁ ନିୟନ୍ତ୍ରଣ ଆବଶ୍ୟକ: କେନ୍ଦ୍ର

ନୂଆଦିଲ୍ଲୀ,୨୮ା୪: ଦିଲ୍ଲୀର ନିର୍ବାଚିତ ସରକାରଙ୍କ ନିଷ୍ପତ୍ତିଗୁଡ଼ିକୁ କାର୍ଯ୍ୟକାରୀ କରାଇବାକୁ ନ ଦେବା ପାଇଁ ଉପରାଜ୍ୟପାଳ (ଏଲ୍‌ଜି)ଙ୍କୁ କେନ୍ଦ୍ର ବ୍ୟବହାର କରୁଥିବା ଅଭିଯୋଗ ଆଣି ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି ପ୍ରସଙ୍ଗରେ କେନ୍ଦ୍ର ବୁଧବାର ନିଜ…

ଏନ୍‌ପିଆରରେ ଜନ୍ମ, ମୃତ୍ୟୁ ଓ ପ୍ରବାସର ଅପଡେଟ ଜରୁରୀ

ନୂଆଦିଲ୍ଲୀ,୨୮ ।୪: ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ୨୦୨୦-୨୧ ବର୍ଷର ରିପୋର୍ଟ ଅନୁଯାୟୀ, ଜନ୍ମ, ମୃତ୍ୟୁ ଓ ପ୍ରବାସ କାରଣରୁ ହେଉଥିବା ପରିବର୍ତ୍ତନକୁ ସାମିଲ କରିବା ପାଇଁ ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟର(ଏପନ୍‌ପିଆର୍‌)କୁ ପୁଣିଥରେ ଅପଡେଟ କରିବାର ଆବଶ୍ୟକତା ରହିଛି । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ…

କେନ୍ଦ୍ର ପାଖରେ ୧୦.୬୯ ଲକ୍ଷ ଯୌନ ଅପରାଧୀଙ୍କ ତଥ୍ୟ

ନୂଆଦିଲ୍ଲୀ, ୨୮ା୪: ଦେଶରେ ଯୌନ ଅପରାଧ କରିଥିବା ୧୦.୬୯ ଜଣଙ୍କ ବାବଦରେ ବିସ୍ତୃତ ତଥ୍ୟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପାଖରେ ରହିଛି। ନୂଆ ଅପରାଧକୁ ଟ୍ରାକ୍‌ କରିବା ନିମନ୍ତେ ସେମାନଙ୍କ ପ୍ରୋଫାଇଲ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାଗୁଡ଼ିକ ପାଖରେ ଉପଲବ୍ଧ ଥିବା ମନ୍ତ୍ରଣାଳୟ ପକ୍ଷରୁ…

ବିରୋଧୀଙ୍କ ମୁଣ୍ଡରେ ‘ତେଲ’ ଅଠା

ନୂଆଦିଲ୍ଲୀ,୨୮ା୪ : ସାରା ଦେଶରେ ପେଟ୍ରୋଲ ଓ ଡିଜେଲର ଅହେତୁକ ଦର ବୃଦ୍ଧିକୁ ନେଇ ବିରୋଧୀ ଦଳଗୁଡ଼ିକ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରୁଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଉଦ୍ୟମ କରିଛନ୍ତି। ବିରୋଧୀ…

ପୁଲୱାମା ଏନକାଉଣ୍ଟରରେ ସୁରକ୍ଷାକର୍ମୀଙ୍କୁ ସଫଳତା, ଆଉ ଜଣେ ଆତଙ୍କବାଦୀ ମୃତ ୨ ଏକେ ୪୭ ଜବତ

ପୁଲୱାମା,୨୮ ।୪: ଜମ୍ମୁ-କଶ୍ମୀର ପୁଲୱାମାର ମିତ୍ରିଗାମ ଅଞ୍ଚଳରେ ବୁଧବାର ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା । ଏଥିରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା । ହେଲେ ଗୁରୁବାର ପୁଣିଥରେ ପୋଲିସ ପକ୍ଷରୁ ସୂଚନା ମିଳିଛି କି…

କୋଭିଡ-୧୯ ଭ୍ୟାକ୍ସିନର ଦ୍ୱିତୀୟ ଓ ବୁଷ୍ଟର ଡୋଜ ମଧ୍ୟରେ ଅନ୍ତର ୯ ମାସରୁ ୬ ମାସ କରିପାରନ୍ତି ସରକାର

ନୂଆଦିଲ୍ଲୀ,୨୮ ।୪: କେନ୍ଦ୍ର ସରକାର କୋଭିଡ-୧୯ ଭ୍ୟାକ୍ସିନର ଦ୍ୱିତୀୟ ଡୋଜ ଓ ବୁଷ୍ଟର ଡୋଜ ମଧ୍ୟରେ ଅନ୍ତର ୯ ମାସରୁ କମାଇ ୬ ମାସ କରିପାରନ୍ତି । ଅଧିକାରୀଙ୍କ ସୂତ୍ରରୁ ବୁଧବାର ମିଳିଥିବା ସୂଚନାରୁ ଏହା ଜଣାପଡିଛି । ଏମାନେ କହିଛନ୍ତି…

ମେ ୪ରୁ ଏଲ୍‌ଆଇସିର ଆଇପିଓ ବିକ୍ରି ଘୋଷଣା

ମୁମ୍ବାଇ,୨୭।: ବୀମା କମ୍ପାନୀ ଏଲଆଇସି ବୁଧବାର ଆଇପିଓ ବିକ୍ରି ଘୋଷଣା କରିଛି। ଏହି ଆଇପିଓ ଶେୟାର ଧାରକ ହେବା ନିମନ୍ତେ ଆସନ୍ତା ମେ ୪ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ନିମନ୍ତେ ସୁଯୋଗ ମିଳିବ। ଏଲଆଇସି ୩.୦ରେ ଲୋକଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?