ନୌସେନାକୁ ସଫଳତା, ପାକିସ୍ତାନ ବାଟେ ଆସୁଥିବା ୨୦୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ…
ନୂଆଦିଲ୍ଲୀ, ୧୨।୨ : ଚୋରା ଡଗ୍ସ୍ କାରବାର ରୋକିବାରେ ଭାରତୀୟ ନୌସେନାକୁ ବଡ଼ ଧରଣର ସଫଳତା ମିଳିଛି। ଆରବ ସାଗରରେ ପାକିସ୍ତାନ ବାଟେ ଆସୁଥିବା ୨୦୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ ହୋଇଛି। ଏହା ମୁମ୍ବାଇ ଅବା ଗୁଜରାଟକୁ ଯାଇଥାନ୍ତା ବୋଲି…
ମିଥ୍ୟା ବଳାତ୍କାର ମାମଲାର ଯାଞ୍ଚ୍ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ…
ଭୋପାଳ, ୧୨।୨ : ମିଥ୍ୟା ବଳାତ୍କାର ମାମଲାରେ ମଧ୍ୟପ୍ରଦେଶ ହାଇକୋର୍ଟ ଯାଞ୍ଚ୍ ନିର୍ଦ୍ଦେଶ ଦେଇଛନ୍ତି। ସିହୋର ଜିଲାର ଏସ୍ପିଙ୍କୁ ଘଟଣାର ଉଚିତ ତଦନ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ବିଚାରପତି ସଞ୍ଜୟ ଦ୍ୱିବେଦୀଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ମାମଲାରେ ଅଭିଯୋଗ କରିଥିବା…
ଚଳିତ ସିଜିନର ପ୍ରଥମ ଆମ୍ବ : ଝୁଡିର ଦାମ ୩୧ ହଜାର ଟଙ୍କା
ପୁଣେ,୧୨ ।୨: ଆମ୍ବକୁ ଭଲ ପାଉଥିବା ଲୋକେ ଏହାକୁ ଯେ କୌଣସି ଦାମରେ କିଣି ପାରନ୍ତି । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପୁଣେ ବଜାରରେ ପୁଣେର ଏକ ମଣ୍ଡିକୁ ଚଳିତ ସିଜନର ପ୍ରଥମ ଆମ୍ବ ଶୁକ୍ରବାର ପହଞ୍ଚିଥିଲା…
ଦୋଷୀ ସାବ୍ୟସ୍ତ ହେବା ପରେ ଆପୋଷ ବୁଝାମଣା ଉପରେ ଭରସା କରି ହେବ ନାହିଁ: ଶୀର୍ଷକୋର୍ଟ…
ନୂଆଦିଲ୍ଲୀ, ୧୨।୨ : ଭାରତୀୟ ଦଣ୍ଡବିଧି ସଂହିତା ୩୫୪ ଅନ୍ତର୍ଗତ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ କରାଯାଉଥିବା ଆପୋଷ ବୁଝାମଣା ଉପରେ ଭରସା କରି ହେବ ନାହିଁ ବୋଲି ସୁପ୍ରିମ୍କୋର୍ଟ କହିଛନ୍ତି। ଦୋଷୀ ସାବ୍ୟସ୍ତ ହେବା ପରେ ସମ୍ପୃକ୍ତ…
ଫିଲ୍ମ ହଲ୍ରେ ୫୦ ପ୍ରତିଶତ କ୍ଷମତା, ମାତ୍ର ବିବାହରେ କେବଳ ୫୦ ଅତିଥି କାହିଁକି ? ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିବାହମଣ୍ଡପ ମାଲିକ ସଂଘ…
ମୁମ୍ବାଇ, ୧୨।୨ : ମହାରାଷ୍ଟ୍ରରେ କରୋନା ମହାମାରୀ ସଂକ୍ରମଣରେ ଧୀରେଧୀରେ ସୁଧାର ଆସୁଛି। ଏପରିସ୍ଥଳେ ସରକାରଙ୍କ ପକ୍ଷରୁ କଟକଣାକୁ କୋହଳ କରାଯାଉଛି। ସରକାରଙ୍କ ନୂଆ କଟକଣା ଅନୁସାରେ ରାଜ୍ୟର ସମସ୍ତ ଫିଲ୍ମ ହଲ୍ ୫୦ ପ୍ରତିଶତ କ୍ଷମତାରେ ଚାଲିପାରିବ। ସେହିପରି ଭିଡ଼ରୁ…
ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର
ଡେରାଡୁନ,୧୨ ।୨: କର୍ନାଟକର ଉଡୁପି ଜିଲାରେ ହିଜାବ ବିବାଦ ପରେ ଏବେ ଉତ୍ତରାଖଣ୍ଡରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ବୟାନ ସାମ୍ନାକୁ ଆସିଛି । ଧାମି କହିଛନ୍ତି ଆମେ ସରକାର ଗଢିଲେ ଶପଥ ଗ୍ରହଣ କରୁକରୁ ‘ୟୁନିଫର୍ମ ସିଭିଲ କୋଡ’ର ଡ୍ରାପ୍ଟ…
ଅପରାଧିଙ୍କ ସହ ରହିଛି ସମାଜବାଦି ପାର୍ଟି: ଅନୁରାଗ ଠାକୁର
ନୂଆଦଲ୍ଲୀ,୧୨ ।୨: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ ହୋଇଛି । ଏହାର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଫେବୃୟାରୀ ୧୪ରେ କରାଯିବ । ଶନିବାର ହେଉଛି ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାରର ଶେଷ ଦିବସ । ଏହି…
ହିଜାବକୁ ନେଇ ବିଦେଶୀ ରାଷ୍ଟ୍ରର ହସ୍ତକ୍ଷେପକୁ ସହ୍ୟ କରାଯିବ ନାହିଁ…
ନୂଆଦିଲ୍ଲୀ, ୧୨।୨ : ଭାରତର କର୍ନାଟକରେ ହିଜାବକୁ ନେଇ ବିବାଦ ମୁଣ୍ଡ ଟେକିଛି। ଏସମ୍ପର୍କରେ ପାକିସ୍ତାନ, ଆମେରିକା ସମେତ ଅନ୍ୟ କେତେକ ବିଦେଶୀ ରାଷ୍ଟ୍ର ଭାରତ ବିରୋଧୀ ମନ୍ତବ୍ୟ ପ୍ରଦାନ କରିଛନ୍ତି। ପରେ ଏହାକୁ ନେଇ ଭାରତୀୟ ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁହଁ…
ଭାଜପା କ୍ଷମତାକୁ ଆସିଲେ ପ୍ରଥମେ ଅଣାଯିବ ସମାନ ନାଗରିକ ସଂହିତା,କହିଲେ ମୁଖ୍ୟମନ୍ତ୍ରୀ…
ଡେରାଡୁନ୍, ୧୨।୨ : ଉତ୍ତରାଖଣ୍ଡ ବିଧାନସଭା ପ୍ରଚାରରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଶନିବାର କହିଛନ୍ତି ଯେ, ଭାଜପା କ୍ଷମତାକୁ ଆସିଲେ ପ୍ରଥମେ ସମାନ ନାଗରିକ ସଂହିତା ଆଇନ(ୟୁନିଫର୍ମ ସିଭିଲ୍ କୋଡ୍) ଅଣାଯିବ। ଏହା ଦ୍ୱାରା ସମସ୍ତ ଲୋକଙ୍କ ପାଇଁ…
ପ୍ରଥମେ ପ୍ରତିଶ୍ରୁତି ପରେ ଦୁର୍ନୀତି କରିଥାଏ କଂଗ୍ରେସ, କହିଲେ ପ୍ରଧାନମନ୍ତ୍ରୀ…
ଡେରାଡୁନ୍, ୧୨।୨ : କଂଗ୍ରେସ ପ୍ରଥମେ ବଡ଼ ବଡ଼ ପ୍ରତିଶ୍ରୁତି ଦେଇ ପରେ ଦୁର୍ନୀତି କରିଥାଏ। ଉତ୍ତର।ଖଣ୍ଡ ବିଧାନସଭା ପ୍ରଚାରରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଏଭଳି କହିଛନ୍ତି। ସେ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି ଯେ, ନିର୍ବାଚନୀ ପ୍ରଚାରରେ…
ଉଦ୍ୟୋଗପତି ରାହୁଲ ବଜାଜ୍ଙ୍କ ପରଲୋକ…
ପୁଣେ, ୧୨।୨ : ଖ୍ୟାତି ସମ୍ପନ୍ନ ଉଦ୍ୟୋଗପତି ତଥା ବଜାଜ୍ ଗ୍ରୁପ୍ର ପୂର୍ବତନ ଅଧ୍ୟକ୍ଷ ରାହୁଲ ବଜାଜ୍ଙ୍କ ପରଲୋକ ଘଟିଛି। ଶନିବାର ପୁଣେଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା। ୧୯୩୮ ଜୁନ୍…
ଲୋକାଲ ଟ୍ରେନ୍ରେ ଫିଲ୍ମ-ଟିଭି ଶୋ ଦେଖିପାରିବେ ଯାତ୍ରୀ…
ମୁମ୍ବାଇ, ୧୨।୨ : ଏଣିକି ମୁମ୍ବାଇର ଲୋକାଲ ଟ୍ରେନରେ ଯାତ୍ରା କରିବା ସମୟରେ ଯାତ୍ରୀ ଫିଲ୍ମ ଏବଂ ଟିଭି ଶୋ ଦେଖିପାରିବେ। ଭାରତୀୟ ରେଳ ଅଧିକାରୀ କହିଛନ୍ତି ଯେ କେନ୍ଦ୍ରୀୟ ରେଳବାଇ ଏବଂ ସୁଗାରବକ୍ସ ନେଟୱାର୍କ ସ୍ଥାନୀୟ ଟ୍ରେନରେ ‘କଣ୍ଟେଣ୍ଟ ଅନ…
Archives


