ଜାତୀୟ

ଭାରତରେ ଏକ୍ସଇ ଭାରିଆଣ୍ଟ

ନୂଆଦିଲ୍ଲୀ,୪ା୫ (ଆଇଏଏନ୍‌ଏସ୍‌): ଭାରତରେ ଏକ୍ସଇ କୋଭିଡ୍‌ ଭାରିଆଣ୍ଟର ପ୍ରଥମ ମାମଲା ଚିହ୍ନଟ ହୋଇଛି। ଭାରତୀୟ ସାର୍ସ-ସିଓଭି୨ ଜିନୋମିକ୍ସ ସିକ୍ୱେନ୍ସିଂ କନସୋର୍ଟିୟମ (ଆଇଏନ୍‌ଏସ୍‌ଏସିଓଜି) ପକ୍ଷରୁ ପ୍ରକାଶିତ ସଦ୍ୟ ବୁଲେଟିନ୍‌ରେ ଏହା ସ୍ପଷ୍ଟ କରାଯାଇଛି। ଏହା ଉପରେ ଅଧିକ ଅନୁଧ୍ୟାନ କରାଯାଉଛି। ଗତ ୨୫…

ରାଜ୍‌ ଠାକ୍‌ରେଙ୍କ ନାଁରେ ଏନ୍‌ବିଡବ୍ଲ୍ୟୁ

ମୁମ୍ବାଇ,୪ା୫: ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍‌ଏନ୍‌ଏସ୍‌) ଅଧ୍ୟକ୍ଷ ରାଜ୍‌ ଠାକ୍‌ରେଙ୍କ ବିରୋଧରେ ଏକ ୧୪ ବର୍ଷର ପୁରୁଣା ମାମଲାରେ ଜାମିନ ବିହୀନ ଗିରଫ ପରଓ୍ବାନା (ଏନ୍‌ବିଡବ୍ଲ୍ୟୁ) ଜାରି କରାଯାଇଛି। ସାଙ୍ଗଲି ଜିଲାର ଏକ କୋର୍ଟ ତାଙ୍କୁ ଗିରଫ କରି ଅଦାଲତରେ ହାଜର…

୮ ସ୍ଥାନ ତଳକୁ ଖସିଲା ଭାରତ

ନୂଆଦିଲ୍ଲୀ,୪ା୫: ଓ୍ବାଲର୍‌ଡ ପ୍ରେସ୍‌ ଫ୍ରିଡମ୍‌ ଇଣ୍ଡେକ୍ସ ୨୦୨୨ରେ ଭାରତ ୮ ପାଦ ତଳକୁ ଖସିଛି। ଗତବର୍ଷ ଦେଶ ୧୪୨ତମ ସ୍ଥାନରେ ରହିଥିବାବେଳେ ଚଳିତ ବର୍ଷ ୧୫୦ତମ ସ୍ଥାନରେ ରହି ବିଶ୍ୱରେ ୪୧ ସ୍କୋର ରଖିଛି। ମେ’ ୩ରେ ବିଶ୍ୱ ପ୍ରେସ୍‌ ସ୍ବାଧୀନତା…

ବୁଡ଼ାଜାହାଜ ପ୍ରକଳ୍ପରୁ ଓହରିଲା ଫ୍ରାନ୍ସ

ନୂଆଦିଲ୍ଲୀ,୪।୫ (ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫ୍ରାନ୍ସ ଗସ୍ତର ଦିନକ ପୂର୍ବରୁ ସେଠାର ନାଭାଲ ଗ୍ରୁପ୍‌ ଭାରତ ସହ ବୁଡାଜାହାଜ ପ୍ରକଳ୍ପ (ପି-୭୫ଆଇ) ବୁଝାମଣାରୁ ଓହରିଯାଇଛି। ପ୍ରସ୍ତାବ ପାଇଁ ଅନୁରୋଧ (ଆର୍‌ଏଫ୍‌ପି)ରେ ଏୟାର ଇଣ୍ଡିପେଣ୍ଡେଣ୍ଟ ପ୍ରପଲ୍‌ଶନ (ଏଆଇପି) ସିଷ୍ଟମକୁ ନେଇ ଭାରତର…

ରାଜ୍‌ ଠାକ୍‌ରେଙ୍କ ବିରୋଧରେ ମାମଲା

ମୁମ୍ବାଇ,୩।୫:ଔରଙ୍ଗାବାଦରେ ରବିବାର ଅନୁଷ୍ଠିତ ରାଲିରେ ଉତ୍ତେଜକ ଭାଷଣ ଦେବା ଅଭିଯୋଗରେ ମହାରାଷ୍ଟ୍ର ନବନିର୍ମାଣ ସେନା(ଏମ୍‌ଏନ୍‌ଏସ୍‌) ଅଧ୍ୟକ୍ଷ ରାଜ୍‌ ଠାକ୍‌ରେଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ରାଲିର ଆୟୋଜନ କରିଥିବା ୩ଜଣଙ୍କ ନାଁ ମଧ୍ୟ ଏତଲାରେ ରହିଛି। ଦଙ୍ଗା ସୃଷ୍ଟି ଉଦ୍ଦେଶ୍ୟରେ ରାଜ୍‌…

୨୮ବର୍ଷ ପରେ ମା’ଙ୍କ ସହ ରାତ୍ରିଯାପନ କରିବେ ଯୋଗୀ

ଡେରାଡୁନ,୩।୫: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଉତ୍ତରାଖଣ୍ଡର ପୁଅ ଯୋଗୀ ଆଦିତ୍ୟନାଥ ଗତ ୫ବର୍ଷ ପରେ ମଙ୍ଗଳବାର ତାଙ୍କ ପୈତୃକ ଗାଁରେ ପହଞ୍ଚିଛନ୍ତି। ଗାଁରେ ପହଞ୍ଚିବା ପରେ ଯୋଗୀ ଆଦିତ୍ୟନାଥ ମା’ ସାବିତ୍ରୀ ଦେବୀଙ୍କୁ ଭେଟିଛନ୍ତି। ଏଥିସହ ପରିବାରର ଅନ୍ୟ ସଦସ୍ୟଙ୍କୁ ମଧ୍ୟ…

ଆରମ୍ଭ ହେଲା ଚାରିଧାମ ଯାତ୍ରା

ଡେରାଡୁନ,୩।୫: ସାରା ଦେଶରେ ମଙ୍ଗଳବାର ଅକ୍ଷୟ ତୃତୀୟା ପର୍ବ ପାଳନ କରାଯାଉଛି। ଏହି ଶୁଭ ଅବସରରେ ଉତ୍ତରାଖଣ୍ଡରେ ମଙ୍ଗଳବାରରୁ ଚାରିଧାମ ଯାତ୍ରା ଆରମ୍ଭ ହୋଇଛି। କରୋନା ଯୋଗୁ ଗତ ୨ ବର୍ଷ ହେଲା ଚାରିଧାମ ଯାତ୍ରା ବାଧାପ୍ରାପ୍ତ ହୋଇଥିଲା। ହେଲେ ଚଳିତ…

ଗୁଜରାଟ କଂଗ୍ରେସକୁ ବଡ଼ ଝଟ୍‌କା

ଅହମଦାବାଦ,୩।୫: ଗୁଜରାଟରେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଏକ ବଡ଼ ଝଟ୍‌କା ଲାଗିଛି। ମଙ୍ଗଳବାର କଂଗ୍ରେସ ବିଧାୟକ ଅଶ୍ୱିନ କୋତଓ୍ବାଲ ଦଳ ଛାଡି ଭାଜପାର ହାତ ଧରିଛନ୍ତି। ଏହି ସମୟରେ କୋତଓ୍ବାଲ କହିଛନ୍ତି, କଂଗ୍ରେସରୁ ୩ଥର ବିଧାୟକ ଭାବେ ନିର୍ବାଚିତ ହୋଇଛି,…

କ’ଣ ଚାଇନାର ରାଷ୍ଟ୍ରଦୂତଙ୍କ ସହ ନାଇଟ୍‌ କ୍ଲବ୍‌ରେ ଥିଲେ ରାହୁଲ? ପ୍ରଶ୍ନ ଉଠାଇଲେ ଭାଜପା ନେତା

ନୂଆଦିଲ୍ଲୀ,୩।୫: କାଠମାଣ୍ଡୁର ଏକ ନାଇଟ୍‌ କ୍ଲବରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ପାର୍ଟି କରୁଥିବାର ଏକ ଭିଡିଓ ଭାଇରାଲ ହେଉଛି। ଏହାକୁ ନେଇ ଭାଜପା-କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। ଭିଡିଓକୁ ନେଇ ଭାଜପା ରାହୁଲଙ୍କୁ ଟାର୍ଗେଟ କରୁଥିବା ବେଳେ ସେଥିରେ ନଜର…

ଭାଜପାର ମୁହଁତୋଡ ଜବାବ ଦେଲା କଂଗ୍ରେସ: ପ୍ରକାଶ ଜାଭଡେକରଙ୍କ ସାମ୍ପେନ୍‌ ଫଟୋ ଶେୟାର କରି ପଚାରିଲା…

ନୂଆଦିଲ୍ଲୀ,୩।୫: ରାହୁଲ ଗାନ୍ଧୀଙ୍କ ପବ୍‌ର ଏକ ଭିଡିଓ ଭାଇରାଲ ହେବା ପରେ ଏବେ ଭାଜପା ଓ କଂଗ୍ରେସ ମୁହାଁମୁହିଁ ହେବା ସହ ଦୁହିଁଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଯାହାକୁ ନେଇ ଭାଜପା କଂଗ୍ରେସକୁ ଟାର୍ଗେଟ କରିଛି। ଆଉ ଏହାର ଜବାବ…

ସାମ୍ପ୍ରଦାୟିକ ହିଂସା ପରେ ୧୦ଥାନା ଅଞ୍ଚଳରେ କର୍ଫ୍ୟୁ: ଭାଜପା ବିଧାୟକଙ୍କ ଘର ଆଗରେ ଦୁର୍ବୃତ୍ତ ଜାଳିଦେଲେ ବାଇକ୍‌

ଯୋଧପୁର,୩।୫: ଗତ କିଛି ଦିନରୁ ଦେଶରେ ସାମ୍ପ୍ରଦାୟିକ ହିଂସା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜସ୍ଥାନ ମଧ୍ୟ ବାଦ୍‌ ପଡ଼ିନି। ରାଜସ୍ଥାନର ଯୋଧପୁରରେ ସୋମବାର ବିଳମ୍ବିତ ରାତିରେ ପତାକା ଓ ଲାଉଡସ୍ପିକରକୁ ନେଇ ହୋଇଥିବା ବିବାଦ ଥମିବାର ନା ନେଉନି। ମଙ୍ଗଳବାର…

ବିବାହରେ ଯୋଗ ଦେବା ଅପରାଧ ତ ନୁହେଁ: ସୁରଜେୱାଲା

ନୂଆଦିଲ୍ଲୀ,୩ ।୫: ନିଜର ଜଣ ବନ୍ଧୁଙ୍କ ବିବାହରେ ଯୋଗ ଦେବାକୁ ନେପାଳ ଯାଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏବେ ଏହାର ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ସେ ଏକ ପବ୍‌ରେ ନଜର ଆସିଛନ୍ତି । ଏହି ଭିଡିଓକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?