ଗର୍ଭବତୀଙ୍କୁ ହସ୍ପିଟାଲରେ ପହଞ୍ଚାଇବାକୁ ଆଣ୍ଠୁଏ ବରଫରେ ଚାଲିଲେ ୫ କିଲୋମିଟର
ଉରି,୬ ।୧: ଉତ୍ତର କଶ୍ମୀରର ବାରମୂଳା ଜିଲାରେ ବୋନିୟାର ଉଡି ଅଞ୍ଚଳରେ ତୁଷାରପାତରେ ଫସି ରହିଥିବା ଜଣେ ଗର୍ଭବତୀଙ୍କୁ ହସ୍ପିଟାଲରେ ପହଞ୍ଚାଇବାକୁ କଡା କସରତ କରିବାକୁ ପଡିଛି । ସ୍ଥାନୀୟ ଲୋକେ ଆଣ୍ଠୁଏ ବରଫରେ ପ୍ରାୟ ୫ କିଲୋମିଟର ଚାଲି ଗର୍ଭବତୀଙ୍କୁ…
ପ୍ରଧାନମନ୍ତ୍ରୀଙ୍କୁ ଅନ୍ୟ ବାଟ ବାଛିବାକୁ କହିଥିଲୁ
ଚଣ୍ଡିଗଡ଼,୫।୧: ଢ଼ିଲା ସୁରକ୍ଷା ବ୍ୟବସ୍ଥା ଯୋଗୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର ପଞ୍ଜାବର ଏକ ଫ୍ଲାଏଓଭରରେ ୨୦ ମିନିିଟ୍ ଧରି ଫଶି ରହିଥିଲା। ଏହି ଘଟଣା ଉପରେ ସନ୍ଧ୍ୟାରେ ସ୍ପଷ୍ଟି କରଣ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଚରନଜିତ ସିଂ ଚନ୍ନି। “ବିକ୍ଷୋଭ ସ୍ଥଳଠାରୁ…
ଦେଶରେ ପ୍ରଥମ ଜୀବନ ନେଲା ଓମିକ୍ରନ
ନୂଆଦିଲ୍ଲୀ,୫।୧: କରୋନା ଭାଇରସର ଓମିକ୍ରନ ଭାରିଆଣ୍ଟ ଦେଶରେ ପ୍ରଥମ ଜୀବନ ନେଇଛି। ରାଜସ୍ଥାନର ଉଦୟପୁରରେ ଓମିକ୍ରନ ଷ୍ଟ୍ରେନ କାରଣରୁ ଜଣେ ୭୨ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବୁଧବାର ସ୍ପଷ୍ଟ କରିଛି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ। ଖବରଦାତା ସମ୍ମିଳନୀରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର…
ପ୍ରଧାନମନ୍ତ୍ରୀ କେତେବେଳେ କେଉଁ ରାସ୍ତାରେ ଯିବେ, ତାହାର ସୂଚନା ଦେଲା କିଏ
ଚଣ୍ଡିଗଡ଼,୫।୧: ସୁରକ୍ଷା ବ୍ୟବସ୍ଥାରେ ବଡ଼ ଧରଣର ଢ଼ିଲା କାରଣରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଞ୍ଜାବର ଫିରୋଜପୁର ରାଲିକୁ ବାତିଲ କରି ଦିଆଯାଇଛି। ଏହି ଘଟଣାକୁ କେନ୍ଦ୍ର କରି କଂଗ୍ରେସ ଉପରେ ବର୍ଷିଛନ୍ତି ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ସ୍ମ୍ରିତି ଇରାନୀ।…
ବିଦ୍ୟୁତ୍ ଆଘାତରେ ହାତୀ ମୃତ୍ୟୁ, ନୋଟିସ୍ ଜାରି କଲେ ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ, ୫।୧ : ଦେଶରେ ବିଦ୍ୟୁତ୍ ଆଘାତ ଯୋଗୁ ହାତୀ ମୃତ୍ୟୁ ଘଟଣା ନେଇ ସୁପ୍ରିମ୍କୋର୍ଟଙ୍କ ପକ୍ଷରୁ ଏକ ଜନସ୍ବାର୍ଥ ମାମଲାର ବିଚାର କରାଯାଇ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି ହୋଇଛି। ପ୍ରଧାନ ବିଚାରପତି ଏନ୍.ଭି.ରମନା, ବିଚାରପତି ସୂର୍ଯ୍ୟକାନ୍ତ ଏବଂ ହିମା…
ହୋମ ଆଇସୋଲେସନ୍ ପାଇଁ ଆସିଲା ନୂଆ ଗାଇଡ୍ଲାଇନ୍
ନୂଆଦିଲ୍ଲୀ,୬।୧: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। କେନ୍ଦ୍ର ସରକାର ହୋମ ଆଇସୋଲେସନ ପାଇଁ ସଂଶୋଧିତ ଗାଇଡଲାଇନ ଜାରି କରିଛନ୍ତି। ପୂର୍ବରୁ କରୋନା ଆକ୍ରାନ୍ତଙ୍କୁ ୧୦ରୁ ୧୫ ଦିନ ହୋମ ଆଇସୋଲେସନର ରହିବାର ନିୟମ ଥିଲା। କିନ୍ତୁ ଏବେ ଏହାକୁ…
ଅଫିସରଙ୍କୁ ପ୍ରଧାନମନ୍ତ୍ରୀ କହିଲେ, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ କହିବ, ମୁଁ ବଞ୍ଚିକି ଫେରିଛି
ଚଣ୍ଡିଗଡ,୫।୧: ପଞ୍ଜାବର ଫିରୋଜପୁରରେ ରାଲି କରିବାକୁ ଆସୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା କ୍ଷେତ୍ରରେ ଏକ ବଡ଼ ଧରଣର ଢିଲା ଦେଖିବାକୁ ମିଳିଛି। ଏହି ଘଟଣା ପରେ ଭଟିଣ୍ଡା ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ଉପସ୍ଥିତ ଅଫିସରଙ୍କୁ କହିଥିଲେ, ଆପଣଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ…
ବସ୍କୁ ପିଟିଲା ଗ୍ୟାସ୍ ବୋଝେଇ ଟ୍ରକ୍: ଚାଲିଗଲା ୧୫ ଜୀବନ
ରାଞ୍ଚି,୬।୧: ଝାଡଖଣ୍ଡର ପାକୁର ଜିଲାରେ ବୁଧବାର ସକାଳେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏକ ବସ ଏବଂ ଟ୍ରକ ମଧ୍ୟରେ ମୁହାଁମୁହଁି ଧକ୍କାରେ ୧୫ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଥିବା ଜଣାଯାଇଛି। ଅମରପଡା…
କଂଗ୍ରେସ ନେଲା ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ,୫।୧: ଦେଶରେ କରୋନା ସଂକ୍ରମଣର ଗତି ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଓମିକ୍ରନ ରୋଗୀଙ୍କ ସଂଖ୍ୟା ମଧ୍ୟ ପ୍ରାୟ ଦୁଇ ହଜାରକୁ ବୃଦ୍ଧି ପାଇଛି। ସପ୍ତାହରେ ୬ ଗୁଣ ସଂକ୍ରମଣ ମାମଲା ବଢିଛି। ବିପଦକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟର ସରକାର…
ସିଡିଏସ୍ ବିପିନ୍ ରାଓ୍ବତଙ୍କ ହେଲିକପ୍ଟର ଦୁର୍ଘଟଣା କିପରି ହେଲା ? ରିପୋର୍ଟ ରାଜନାଥଙ୍କୁ ପ୍ରଦାନ…
ନୂଆଦିଲ୍ଲୀ, ୫।୧ : ଦେଶର ପ୍ରଥମ ସିଡିଏସ୍ ବିପିନ୍ ରାଓ୍ବତଙ୍କ ହେଲିକପ୍ଟର ଦୁର୍ଘଟଣା ରିପୋର୍ଟ ସମ୍ପର୍କରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କୁ ଅବଗତ କରାଯାଇଛି। ୮ ଡିସେମ୍ବର ୨୦୨୧ ରେ ରାୱତଙ୍କ ହେଲିକପ୍ଟର କିପରି ଦୁର୍ଘଟଣାଗ୍ରସ୍ତ ହେଲା? ଏହି ପ୍ରଶ୍ନର ଉତ୍ତର ସେନାର…
ପ୍ରଧାନମନ୍ତ୍ରୀଙ୍କ ରାଲି ବାତିଲ, ରିପୋର୍ଟ ମଗାଇଲେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ…
ଚଣ୍ଡିଗଡ଼, ୫।୧ : ପଞ୍ଜାବର ଫିରୋଜପୁରରେ ବୁଧବାର ହେବାକୁ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିକୁ ବାତିଲ କରାଯାଇଛି। ପ୍ରଧାନମନ୍ତ୍ରୀ ଦିଲ୍ଲୀ ଫେରିଛନ୍ତି। ଏହି ମାମଲାରେ କେନ୍ଦ୍ରୀୟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପଞ୍ଜାବ ସରକାରଙ୍କଠାରୁ ରିପୋର୍ଟ ମାଗିଛି। କୃଷି ଆଇନ ରଦ୍ଦ ହେବା…
ସର୍ବନିମ୍ନ ଇପିଏଫ୍ ପେନସନ ୯,୦୦୦ କରିବାକୁ ଯୋଜନା…
ନୂଆଦିଲ୍ଲୀ, ୫।୧ : କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ (ଇପିଏଫଓ) ଏହାର ଧାରକମାନଙ୍କ ପାଇଁ ଖୁବ୍ ଶୀଘ୍ର ଖୁସି ଖବର ନେଇ ଆସିବାର ଆଶା ରହିଛି। ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ଆଗାମୀ ଦିନରେ ଇପିଏଫ୍ ହିତାଧିକାରୀଙ୍କ ସର୍ବନିମ୍ନ ପେନସନରେ…
Archives


