ଜାତୀୟ

ଟିକା ନେଇ ନ ଥିଲେ ସାବଧାନ: ମୁମ୍ବାଇରେ ୯୬ ପ୍ରତିଶତ ସଂକ୍ରମିତ ଟିକା ନ ନେଇ ଅକ୍ସିଜେନ ସପୋର୍ଟରେ

ମୁମ୍ବାଇ,୮ ।୧: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରୁ ଏକ ଚମକାଇବା ଭଳି ଖବର ମିଳିଛି । ବୃହନମୁମ୍ବାଇ ମହାନଗର ନିଗମ(ବିଏମ୍‌ସି)ର ଏକ ଡାଟାରୁ ସୂଚନା ମିଳିଛି କି ମୁମ୍ବାଇର ହସ୍ପିଟାଲରେ ଅକ୍ସିଜେନ ସପୋର୍ଟରେ ୯୬…

ଅପରାହ୍ନରେ ୫ ରାଜ୍ୟର ନିର୍ବାଚନ ତାରିଖ ଘୋଷଣା

ନୂଆଦିଲ୍ଲୀ,୮।୧: ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ତାରିଖ ଆଜି ଅପରାହ୍ନ ୩ଟା ୩୦ରେ ଘୋଷଣା କରାଯିବ। ତେବେ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିବେ ବୋଲି ସୂଚନା ରହିଛି। ଉତ୍ତରପ୍ରଦେଶ, ଗୋଆ, ପଞ୍ଜାବ, ମଣିପୁର ଏବଂ ଉତ୍ତରାଖଣ୍ଡରେ ନିର୍ବାଚନ…

ଚନ୍ନିଙ୍କ ପାଲଟା ଆକ୍ରମଣ: କିଛି ପଥର ବାଜିନାହିଁ, ଗୁଳି ବି ଚାଲିନାହିଁ…

ଚଣ୍ଡିଗଡ଼, ୮।୧: ପଞ୍ଜାବର ଫିରୋଜପୁରରେ ରାଲି କରିବାକୁ ଆସୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା କ୍ଷେତ୍ରରେ ଢିଲା ପ୍ରସଙ୍ଗକୁ ନେଇ ରାଜନୀତି ସରଗରମ ରହିଛି। ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ସିଧାସଳଖ ଭାବେ ପାଲଟା ଆକ୍ରମଣ କରି କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ…

୧୦ ଲକ୍ଷରେ ପହଞ୍ଚିପାରେ ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ,୮।୧: ଓମିକ୍ରନ୍‌ ଯୋଗୁ ଦେଶରେ କୋଭିଡ୍‌ର ତୃତୀୟ ଲହର ଆସିଛି। ଏହା ଜାନୁୟାରୀ ଶେଷ ସୁଦ୍ଧା ଶୀର୍ଷ ଛୁଇଁବ ଏବଂ ଦୈନିକ ସଂକ୍ରମଣ ୧୦ ଲକ୍ଷରେ ପହଞ୍ଚତ୍ବ ବୋଲି ଏକ ନୂଆ ମଡେଲ୍‌ ପୂର୍ବାନୁମାନ କରିଛି। ବେଙ୍ଗାଲୁରୁର ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌…

ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ସୋନୁଙ୍କ ବଡ ପଦକ୍ଷେପ

ନୂଆଦିଲ୍ଲୀ: ଅଭିନେତା ସୋନୁ ସୁଦ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ବଡ ପଦକ୍ଷେପ ନେଇଛନ୍ତି। ସେ ପଞ୍ଜାବ ଷ୍ଟେଟ ଆଇକନ ପଦରୁ ନିଜେ ଓହରି ଯାଇଛନ୍ତି। ଏ ସମ୍ପର୍କରେ ମୁଖ୍ୟ ନିର୍ବାଚନ ଅଧିକାରୀ ଡକ୍ଟର ଏସ କରୁଣା ରାଜୁ ସୂଚନା ଦେଇଛନ୍ତି।…

୨୪ ଘଣ୍ଟାରେ ୧ ଲକ୍ଷ ୪୧ ହଜାର ନୂଆ ସଂକ୍ରମିତ

ନୂଆଦିଲ୍ଲୀ,୮।୧: ଦେଶରେ ଉପରମୁହାଁ ହୋଇଛି କରୋନା ମିଟର। ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ଲକ୍ଷ ୪୧ ହଜାର ୩୨୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସଂକ୍ରମଣ ସଂଖ୍ୟା ୨୧ ପ୍ରତିଶତ ବୃଦ୍ଧି ପାଇଛି । ଗତକାଲି ୧ ଲକ୍ଷ ୧୭ ହଜାର…

ଫେବୃୟାରୀରେ ଶୀର୍ଷ ଛୁଇଁବ କରୋନା: ଦୈନିକ ଚିହ୍ନଟ ହେବେ ୮ ଲକ୍ଷରୁ ଊର୍ଦ୍ଧ୍ୱ

କାନପୁର,୮ ।୧: ଦେଶରେ କରୋନା ମହାମାରୀର ତୃତୀୟ ଲହର ଆରମ୍ଭ ହୋଇ ଯାଇଛି । ଆସନ୍ତା ଫେବୃୟାରୀରେ ଏହା ଶୀର୍ଷରେ ପହଞ୍ଚିବ ବୋଲି ବିଶେଷଜ୍ଞମାନେ ଅନୁମାନ କରିଛନ୍ତି । ସେତେବେଳକୁ ଦୈନିକ ସଂକ୍ରମଣ ୮ଲକ୍ଷରୁ ଊର୍ଦ୍ଧ୍ୱ ହେବ ବୋଲି ଅନୁମାନ କରାଯାଇଛି…

ଗଙ୍ଗା ସାଗର ମେଳାରେ କରୋନା ଏଣ୍ଟ୍ରି: ୪ ସାଧୁ ପଜିଟିଭ

କୋଲକାତା,୮ ।୧: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ପଶ୍ଚିମବଙ୍ଗର ଗଙ୍ଗା ସାଗର ମେଳା ଓ ଉତ୍ତର ପ୍ରଦେଶର ପ୍ରୟାଗରାଜ ମାଘମେଳା ଆଉ ଏକ ସମସ୍ୟା ସୃଷ୍ଟ କରିବାକୁ ଯାଉଛି । ଗଙ୍ଗା ସାଗର ମେଳାରେ ୪ ସାଧୁ କରୋନା…

‘ଟେକ୍‌ ଫଗ୍‌’ ଗୁପ୍ତ ଆପ୍‌ ବ୍ୟବହାର କରୁଛି ଭାଜପା’

ନୂଆଦିଲ୍ଲୀ,୮ା୧: ଭାଜପା ଆଇଟି ସେଲ୍‌ ଟେଣ୍ଡ୍‌ସରେ ଜାଲିଆତି କରି କେତେକ ଅଚଳ ହ୍ବାଟ୍ସଆପ୍‌ ଆକାଉଣ୍ଟ ଜରିଆରେ ମେସେଜ ପଠାଉଥିବା ନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଏମ୍‌ପି ଡେରେକ୍‌ ଓ’ବ୍ରାଏନ୍‌ ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି।…

୧୫-୧୮ ବର୍ଷ ବୟସର କିଶୋରଙ୍କୁ ଦିଆଯାଉ କେବଳ କୋଭାକ୍ସିନ: ଭାରତ ବାୟୋଟେକ

ହାଇଦ୍ରାବାଦ,୮ ।୧: ହାଇଦ୍ରାବାଦର ଭ୍ୟାକ୍ସିନ ନିର୍ମାତା କମ୍ପାନୀ ଭାରତ ବାୟୋଟେକ ଶୁକ୍ରବାର କହିଥିଲା କି ଦେଖାଯାଉଛି ୧୫-୧୮ ବର୍ଷ ବୟସର କିଶୋରଙ୍କୁ କୋଭାକ୍ସିନ ବ୍ୟତୀତ କରୋନାର ଅନ୍ୟ ଟିକା ଦିଆଯାଉଛି । ସେଥିପାଇଁ ଭାରତ ବାୟୋଟେକ ହେଲ୍‌ଥ କେୟାର ୱାର୍କର୍ସଙ୍କୁ ଅନୁରୋଧ…

ଲକଡାଉନ୍ ଭୟ, ଘରମୁହାଁ ପ୍ରବାସୀ

ନୂଆଦିଲ୍ଲୀ,୮ ।୧: ଦେଶରେ ବଢି ଚାଲିଛି କରୋନା ସଂକ୍ରମଣ । ବିଶେଷଜ୍ଞଙ୍କ ମତ ଜାନୁୟାରୀ ଶେଷ ସୁଦ୍ଧା ଏହା ଶୀର୍ଷ ଛୁଇଁବ । ଏପଟେ ବେଳକୁ ବେଳ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବି ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି…

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି: ୧୫୦ ଜଣଙ୍କ ନାଁରେ ଏଫ୍‌ଆଇଆର୍‌

ନୂଆଦିଲ୍ଲୀ,୮ ।୧: ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ତ୍ରୁଟିକୁ ନେଇ ପୋଲିସ ଆଇପିସି ଧାରା ୨୮୩ ଅନୁଯାୟୀ ୧୫୦ ଜଣ ଅଜ୍ଞାତ ଲୋକଙ୍କ ବିରୋଧରେ ଏଫ୍‌ଆଇଆର୍ ଦାଖଲ କରିଛି । କୁଲଗଡି ଥାନାରେ ଏହା ଦାଖଲ କରାଯାଇଥିବା ସୂଚନା ମିଳିଛି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri