୭୦ ମିନିଟ୍ରେ ୨୧ଟି ସ୍ଥାନରେ ହୋଇଥିଲା ବିସ୍ଫୋରଣ
ଅହମଦାବାଦ,୧୮।୨: ୨୦୦୮ରେ ଗୁଜରାଟର ଅହମଦାବାଦରେ ହୋଇଥିଲା ସିରିଏଲ ବିସ୍ଫୋରଣ। ମାତ୍ର ୭୦ ମିନିଟ୍ରେ ୨୧ଟି ସ୍ଥାନରେ ଭୟଙ୍କର ବିସ୍ଫୋରଣ ଘଟି ୫୬ଜଣ ପ୍ରାଣ ହରାଇଥିବା ବେଳେ ୨୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ଗୁରୁବାର ଏହି ମାମଲାର ରାୟ ପ୍ରକାଶ ପାଇଛି।…
ପୁଣି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ବରୁଣ ଗାନ୍ଧୀ
ନୂଆଦିଲ୍ଲୀ,୧୮।୨: ପ୍ରାୟ ସମୟରେ ନିଜ ଦଳ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଚର୍ଚ୍ଚାରେ ରହୁଥିବା ଭାଜପା ଏମ୍ପି ବରୁଣ ଗାନ୍ଧୀ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଶୁକ୍ରବାର ବରୁଣ ବ୍ୟାଙ୍କ ଦୁର୍ନୀତି ଏବଂ ଆର୍ଥିକ ଅପରାଧିଙ୍କୁ ନେଇ କେନ୍ଦ୍ର…
ତୃତୀୟ ପର୍ଯ୍ୟାୟ ଭୋଟ ପାଇଁ ଆଜି ଶେଷ ପ୍ରଚାର
ଲକ୍ଷ୍ନୌ,୧୮।୨: ଉତ୍ତରପ୍ରଦେଶ ବିଧାନସଭାର ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର ଶେଷ ପର୍ଯ୍ୟାୟରେ। ଏନେଇ ପ୍ରମୁଖ ଦଳ ନିର୍ବାଚନୀ ପ୍ରଚାରକୁ ଜୋରଦାର କରିଛନ୍ତି। ତେବେ ୨୦ରେ ତୃତୀୟ ପର୍ଯ୍ୟାୟ ଭୋଟ ଥିବାରୁ ଆଜି ସନ୍ଧ୍ୟା ୬ଟା ସୁଦ୍ଧା ପ୍ରଚାର ଶେଷ ହେବ।…
ଝିଅ ଅନ୍ୟ ଜାତିରେ ବିବାହ କରିବାରୁ ପରିବାରରେ ୩ ଜଣଙ୍କୁ ହତ୍ୟା
ଚେନ୍ନାଇ,୧୮।୨: ଅନୁସୂଚିତ ଜନଜାତିର ଯୁବକଙ୍କୁ ଝିଅ ବିବାହ କରିବାରୁ ୨ ଝିଅ ଓ ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟା କରିଛନ୍ତି ଜଣେ ବ୍ୟକ୍ତି। ଏଭଳି ଘଟଣା ଘଟିଛି ତାମିଲନାଡୁର ନାଗାପାଟିନମ ଜିଲାରେ। ମୃତକଙ୍କ ମଧ୍ୟରେ ଜଣେ ନାବାଳିକା ରହିଥିବା ପୋଲିସ…
ପରଲୋକରେ ଗୀତିକାର ରାଜନାରାୟଣ ବିସାରିଆ
ନୂଆଦିଲ୍ଲୀ,୧୮।୨: ବରିଷ୍ଠ ହିନ୍ଦୀ କବି, ଗୀତିକାର, ନାଟ୍ୟକାର ତଥା ପ୍ରସାରଣକାରୀ ରାଜନାରାୟଣ ବିସାରିଆଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା। ହୃଦଘାତ ଯୋଗୁ ଗତ କିଛି ଦିନରୁ ତାଙ୍କୁ ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।…
ମୁଁ ବିଶ୍ୱର ସବୁଠୁ ଭଲ ଆତଙ୍କବାଦୀ: କେଜ୍ରିଓ୍ବାଲ୍
ନୂଆଦିଲ୍ଲୀ,୧୮।୨: ଆମ ଆଦମୀ ପାର୍ଟି(ଏଏପି) ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ କୁମାର ବିଶ୍ୱାସଙ୍କ ଅଭିଯୋଗ ଉପରେ ମୁହଁ ଖୋଲିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, କୁମାର ବିଶ୍ୱାସ ଜଣେ ହାସ୍ୟ କବି, ସେ କିଛି କହିପାରିବେ, ଯାହାକୁ ମୋଦୀଜୀ…
ମୋଷ୍ଟ ଓ୍ବାଣ୍ଟେଡ ଡନ୍ ଦାଉଦ ଇବ୍ରାହିମ୍ଙ୍କ ଭାଇ ଇକ୍ବାଲ ଗିରଫ
ମୁମ୍ବାଇ,୧୮।୨: ମୋଷ୍ଟ ଓ୍ବାଣ୍ଟେଡ ଡନ୍ ଦାଉଦ୍ ଇବ୍ରାହିମ୍ଙ୍କ ଭାଇ ଇକ୍ବାଲ କାସକରଙ୍କୁ ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗିରଫ କରିଛି। ମନି ଲଣ୍ଡରିଂ ମାମଲାରେ ମହାରାଷ୍ଟ୍ରର ଥାଣେ ଜେଲ୍ରୁ ଦାଉଦଙ୍କ ଭାଇ ଇକ୍ବାଲ କାସକରଙ୍କୁ ଇଡି ଗିରଫ କରିଥିବା ଜଣାପଡ଼ିଛି। ତାଙ୍କୁ ଏକ…
ଅହମ୍ମଦାବାଦ ସିରିଏଲ ବୋମା ବିସ୍ଫୋରଣ ମାମଲା: ୩୮ ଜଣଙ୍କୁ ଫାଶୀ ଦଣ୍ଡାଦେଶ
ଅହମ୍ମଦାବାଦ,୧୮।୨: ଗୁଜରାଟର ଅହମ୍ମଦାବାଦରେ ୨୦୦୮ ସିରିଏଲ ବୋମା ବିସ୍ଫୋରଣ ମାମଲାରେ ଦୋଷୀମାନଙ୍କୁ ଦଣ୍ଡିତ କରାଯାଇଛି। ଏହି ମାମଲାରେ ଶୁକ୍ରବାର ଅହମ୍ମଦାବାଦର ସ୍ବତନ୍ତ୍ର କୋର୍ଟ ୪୯ଜଣଙ୍କ ମଧ୍ୟରୁ ୩୮ ଜଣଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ଅବଶିଷ୍ଟ ୧୧ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଛି। ଏହାସହ…
ଦିଲ୍ଲୀରେ ସ୍ଲିପର ସେଲ ଆକ୍ଟିଭ: ଫ୍ଲାଟରୁ ମିଳିଲା ୩ କେଜି ବିସ୍ଫୋରକ
ନୂଆଦିଲ୍ଲୀ,୧୮।୨: ଦିଲ୍ଲୀର ଓଲ୍ଡ ସୀମାପୁରୀ ଅଞ୍ଚଳର ଏକ ଫ୍ଲାଟରୁ ୩ କେଜି ଇମ୍ପ୍ରୋଭାଇଜଡ୍ ଏକ୍ସପ୍ଲୋସିଭ ଡିଭାଇସ (ଆଇଇଡି) ଭର୍ତ୍ତି ବ୍ୟାଗ ମିଳିଛି। ବିସ୍ଫୋରକକୁ ଡିଫ୍ୟୁଜ କରାଯାଇ ଥିବା ବେଳେ ଘରର ମାଲିକ ଓ ଡିଲରଙ୍କୁ ପଚରାଉଚରା କରୁଛି ଦିଲ୍ଲୀ ପୋଲିସ। ସ୍ପେଶାଲ…
ହିମାଚଳରେ ଖୋଲିଲା ପ୍ରଥମରୁ ଅଷ୍ଟମ ଶ୍ରେଣୀ ସ୍କୁଲ: ଖୁସି ବ୍ୟକ୍ତ କଲେ ଛାତ୍ରୀଛାତ୍ର
ଶିମଲା,୧୮।୨: ହିମାଚଳ ପ୍ରଦେଶରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଖୋଲିଛି। ପୂର୍ବରୁ ରାଜ୍ୟରେ ନବମରୁ ଦ୍ୱାଦଶ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଖୋଲିଥିଲା। ଦୀର୍ଘ ଦିନ ପରେ ଗୁରୁବାର ସ୍କୁଲ ଖୋଲିବା ନେଇ ଛାତ୍ରୀଛାତ୍ରମାନେ ଖୁସି…
ଗର୍ଭାବସ୍ଥାର ୩୫ ସପ୍ତାହରେ ମହିଳାଙ୍କୁ ମିଳିଲା ଗର୍ଭପାତ ଅନୁମତି
କୋଲକତା,୧୮।୨: କଲିକତା ହାଇକୋର୍ଟ ଏକ ଗୁରୁତ୍ତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଏକ ମାମଲାରେ ଗର୍ଭାବସ୍ଥାର ୩୫ ସପ୍ତାହ ଚାଲିଥିବାବେଳେ ମହିଳାଙ୍କୁ ଗର୍ଭପାତ କରିବାକୁ ଅନୁମତି ମିଳିଛି। ଏକ ମେଡିକାଲ ବୋର୍ଡ ଗର୍ଭସ୍ଥ ଶିଶୁର ତ୍ରୁଟି ଚିହ୍ନଟ କରିଥିଲା, ଯାହା ଆଧାରରେ କୋର୍ଟ ଏହି…
ଜୟପୁରରେ ଭୂକମ୍ପ ଝଟ୍କା ଅନୁଭୂତ
ଜୟପୁର,୧୮।୨: ରାଜସ୍ଥାନର ରାଜଧାନୀ ଜୟପୁରରେ ଶୁକ୍ରବାର ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୮ରେ ରେକର୍ଡ କରାଯାଇଛି। ସୂଚନାଯୋଗ୍ୟ, ଶୁକ୍ରବାର ସକାଳେ ୮ଟା୧ ମିନିଟ୍ରେ ଜୟପୁରର ସିକର ଓ ଫତେହପୁରରେ ମୃଦୁ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି।…
Archives


