Posted inଜାତୀୟ

ମହଙ୍ଗା ମାଡ: ପୁଣି ବଢିଲା ଘରୋଇ ରୋଷେଇ ଗ୍ୟାସ ସିଲିଣ୍ଡର ଦାମ

ନୂଆଦିଲ୍ଲୀ,୭ ।୫: ପୁଣିଥରେ ରୋଷେଇ ଘରେ ହୋଇଛି ମଡଙ୍ଗା ମାଡ। ଘରୋଇ ଏଲପିଜି ସିଲିଣ୍ଡରର ଦାମ ୫୦ ଟଙ୍କା ବୃଦ୍ଧି ହୋଇଛି। ୧୪.୨ କିଲୋ ଘରୋଇ ରୋଷେଇ ଗ୍ୟାସର ଦାମ ୫୦ଟଙ୍କା ବୃଦ୍ଧି ହେବା ଫଳରେ ଏବେ ଗୋଟିଏ ସିଲିଣ୍ଡରର ଦାମ ୯୯୯.୫୦ଟଙ୍କା ହୋଇଛି। ବର୍ଦ୍ଧିତ ଦାମ ଶନିବାରଠାରୁ ସାରା ଦେଶରେ ଲାଗୁ କରାଯାଇଛି।
ସୂଚନାଯୋଗ୍ୟ, ଏହା ପୂବରୁ ମାର୍ଚ୍ଚ ୨୨ରେ ଘରୋଇ ରୋଷଇ ଗ୍ୟାସ ସିଲିଣ୍ଡରର ଦାମ ୫୦ ଟଙ୍କା ବୃଦ୍ଧି କରାଯାଇଥିଲା। ଏହାପରେ ରାଜଧାନୀ ଦିଲ୍ଲୀରେ ୧୪.୨ କିଲୋ ସିଲିଣ୍ଡରର ଦାମ ୯୪୯.୫୦ ହୋଇଥିଲା। ଏବେ ପୁଣିଥରେ ଦାମ ବଢିଯିବାରୁ ଏବେ ଦିଲ୍ଲୀରେ ଏହି ସିଲିଣ୍ଡରର ଦାମ ୯୯୯.୫୦ ଟଙ୍କାରେ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟାଚ୍ୟୁ ଅଫ୍ ୟୁନିଟି ପର୍ଯ୍ୟନ୍ତ ଚାଲିବ ୮ଟ୍ରେନ୍‌

ନୂଆଦିଲ୍ଲୀ,୧୭ ।୧: ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଆକାଶଛୁଆଁ ପ୍ରତିମା ଷ୍ଟାଚ୍ୟୁ ଅଫ୍ ୟୁନିଟି ଦେଖିବା ଏବେ ସହଜ ହେବ । ଗୁଜରାଟର କେବଡିୟା ଗାଁକୁ...

ହାଥରସ ମାମଲାକୁ ନେଇ ଟୁଇଟ୍ କରି ବର୍ଷିଲେ ରାହୁଲ

ନୂଆଦିଲ୍ଲୀ,୧୧ ।୧୦: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ହାଥରସ ଘଟଣାକୁ ନେଇ ରବିବାର ଏକ ଟୁଇଟ୍ କରିଛନ୍ତି । ଉକ୍ତ ଟୁଇଟ୍‌ରେ ସେ କହିଛନ୍ତି...

ଦଣ୍ଡାଦେଶ ଆସିବା ଯାଏ ହଟଓ୍ବାର ଜେଲ୍‌ରେ ରହିବେ ଲାଲୁ

ରାଞ୍ଚି,୧୫।୨: ଗୋଖାଦ୍ୟ ଦୁର୍ନୀତି ମାମଲା ସହ ଜଡିତ ଡୋରାଣ୍ଡା ଟ୍ରେଜେରୀରୁ ୧୩୯.୩୫କୋଟି ଟଙ୍କା ବେଆଇନ ଭାବେ ପ୍ରତ୍ୟାହାର କରାଯିବା ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା...

କାମ ନ ଥାଇ ଘରୁ ବାହାରିଲେ ଜରିମାନା ୧୦ ହଜାର…

ମୁମ୍ବାଇ,୨୨।୪: ଦେଶରେ କରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଛି। ସ୍ଥିତି ଧୀରେଧୀରେ ଅଣାୟତ୍ତ ହେବା ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ବଢିଛାଲିଛି। ମହାରାଷ୍ଟ୍ରରେ କରୋନା ସ୍ଥିତି...

ବଠିଣ୍ଡା ମିଲିଟ୍ରି ଷ୍ଟେଶନରେ ଆଉ ଜଣେ ଯବାନ ମୃତ: ସେନା କହିଲା ଆକ୍ସିଡେଣ୍ଟ

ଜୟପୁର,୧୩।୪: ବଠିଣ୍ଡା ମିଲିଟ୍ରି ଷ୍ଟେଶନରେ ଆଉ ଜଣେ ଯବାନଙ୍କର ଗୁଳି ବାଜି ମୃତ୍ୟୁ ହୋଇଛି। ଭାରତୀୟ ସେନା ପକ୍ଷରୁ ଏହାକୁ ଏକ ଆକ୍ସିଡେଣ୍ଟ ବୋଲି କୁହାଯାଇଛି।...

ବିହାରରେ ଲାଗି ରହିଛି ପୋଷ୍ଟର ଓ୍ବାର

ପାଟନା,୪।୧: ବିହାରରେ ଚଳିତ ବର୍ଷ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ। ଏହାକୁ ନେଇ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ...

ଦେଶର ଆର୍ଥିକ ସ୍ଥିତିକୁ ନେଇ ମୋଦି ସରକାରଙ୍କୁ ଘେରିବ କଂଗ୍ରେସ

ନୂଆଦିଲ୍ଲୀ,୧୬।୧୧: କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ ଶନିବାର ତାଙ୍କ ବାସଭବନରେ ଏକ ବୈଠକର ଆୟୋଜନ କରାଯାଇଛି। ଆସନ୍ତା ୩୦ରେ କଂଗ୍ରେସ ମୋଦି ସରକାରଙ୍କୁ...

ନିର୍ଭୟା ମାମଲା: ଖାରଜ ହେଲା ପବନଙ୍କ ଆବେଦନ

ନୂଆଦିଲ୍ଲୀ,୨୦।୧: ନିର୍ଭୟା ଗଣବଳାତ୍କାର ମାମଲାର ଅନ୍ୟତମ ଦୋଷୀ ପବନ ଗୁପ୍ତାଙ୍କ ଆଦେନର ଶୁଣାଣି ସୋମବାର ସୁପ୍ରିମକୋର୍ଟରେ କରାଯାଇଛି। ଏଥିରେ ତାଙ୍କ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି।...

Advertisement
Archives

Model This Week