Posted inଜାତୀୟ

ପୁଣି ଜୀବନ ନେଲା ଯମୁନା ଏକ୍ସପ୍ରେସ୍ ୱେ: ୩ ମହିଳା ଓ ଶିଶୁ ସମେତ ୭ ମୃତ

ମଥୁରା,୭ ।୫: ଯମୁନା ଏକ୍ସପ୍ରେସ ୱେରେ ଶନିବାର ସକାଳୁ ଏକ ବଡ ସଡ଼କ ଦୁର୍ଘଟଣା ହୋଇଛି । ମଥୁରା ନିକଟରେ ଏକ କାର ଆଉ ଏକ ଅଜଣା ଗାଡିକୁ ଧକ୍କା ଦେଇଥିବା ସୂଚନା ମିଳିଛି । ଏହା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ୭ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୩ ପୁରୁଷ, ୩ ମହିଳା ଓ ଜଣେ ଶିଶୁ ରହିଛନ୍ତି । ଏହି ଦୁର୍ଘଟଣାରେ ୨ ଜଣ ଆହତ ହୋଇଥିବା ପୋଲିସ ସୂଚନା ଦେଇଛି ।
ପୋଲିସର ସୂଚନା ଅନୁଯାୟୀ, ଏହି ଦର୍ଘଟଣା ନୌହଝିଲ ଅଞ୍ଚଳରେ ମାଇଲଷ୍ଟୋନ ୧୮ରେ ହୋଇଛି । ତେବେ କାର୍‌ରେ ଯାଉଥିବା ଲୋକେଏକ ବିବାହ ଉତ୍ସବରେ ଯୋଗଦେବାକୁ ନଏଡା ଯାଉଥିଲେ । ଘଟଣାର ଆହତ ହୋଇଥିବା ଜଣେ ପୁରୁଷ ଓ ଜଣେ ଶିଶୁଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

୫ ଘଣ୍ଟା ଏନ୍‌କାଉଣ୍ଟର:୨ ନିହତ

ଚଣ୍ଡିଗଡ଼,୨୧ା୭: ପଞ୍ଜାବ ଗାୟକ ସିଦ୍ଧୁ ମୂସଓ୍ବୋଲାଙ୍କ ହତ୍ୟା ଅଭିଯୁକ୍ତ ତଥା ୨ ଶୁଟର ବୁଧବାର ପୋଲିସ ଏନ୍‌କାଉଣ୍ଟରରେ ନିହତ ହୋଇଛନ୍ତି। ମୃତ ଗ୍ୟାଙ୍ଗଷ୍ଟର ହେଲେ ଜଗ୍‌ରୂପ...

ପିଟରଙ୍କୁ ଜାମିନ, ହେଲେ ଏବେ ମୁକୁଳିବେନି

ମୁମ୍ବାଇ,୭-୨(ପି.ଟି.):ବହୁଚର୍ଚ୍ଚିତ ଶିନା ବୋରା ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିବା ପୂର୍ବତନ ମିଡିଆ ବାରୋନ୍‌ ପିଟର ମୁଖାର୍ଜୀଆଙ୍କୁ ଆଶ୍ୱସ୍ତି ମିଳିଛି। ଏହି ହତ୍ୟାକାଣ୍ଡରେ ପିଟରଙ୍କ...

ଥାନାରେ ଅଶ୍ଳୀଳ ଡ୍ୟାନ୍ସ ଘଟଣା: ଯାଞ୍ଚ ପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ଲକ୍ଷ୍ନୌ,୨୬।୮: ଉତ୍ତରପ୍ରଦେଶ ମିର୍ଜାପୁର ଜିଲାର ଏକ ଥାନାରେ ଅଶ୍ଳୀଳ ଡ୍ୟାନ୍ସ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ମିର୍ଜାପୁର ଏସ୍‌ପି ଅବଧେଶ ପାଣ୍ଡେ ସର୍କଲ ଅଫିସରଙ୍କୁ ଏହି...

ପଞ୍ଜାବ ପରେ ଏଏପି ଟାର୍ଗେଟରେ ଆଉ ଦୁଇ ରାଜ୍ୟ

ନୂଆଦିଲ୍ଲୀ,୧୧।୩: ପଞ୍ଜାବରେ ବିପୁଳ ବିଜୟ ପରେ ଅରବିନ୍ଦ କେଜରିଓ୍ବାଲଙ୍କ ଆମ ଆଦାମି ପାର୍ଟି (ଏଏପି)ର ଟାର୍ଗେଟରେ ଦୁଇଟି ରାଜ୍ୟ ଗୁଜରାଟ ଏବଂ ହିମାଚଳପ୍ରଦେଶ ରହିଥିବା ଦଳୀୟ...

ଭାଜପାରେ ସାମିଲ ହେବା ଖବରକୁ ନେଇ ମୁହଁ ଖୋଲିଲେ ଗୁଲାମ ନବୀ ଆଜାଦ୍‌

ନୂଆଦିଲ୍ଲୀ,୧୨।୨: କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କ ରାଜ୍ୟ ସଭା କାର୍ଯ୍ୟକାଳ ଶେଷ ହୋଇଛି। ବିଦାୟ ଦିନ ଆଜାଦଙ୍କ ପାଇଁ ଭାବପ୍ରବଣ ହୋଇପଡିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ଅଧ୍ୟକ୍ଷ ନିର୍ବାଚନ ମତଦାତା ସୂଚୀ ନେଇ ୫ ଏମ୍‌ପିଙ୍କୁ ମଧୁସୂଦନଙ୍କ ଚିଠି…

ନୂଆଦିଲ୍ଲୀ, ୧୦।୯ : ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ଚର୍ଚ୍ଚା ଚାଲିଛି। ଏହି ନିର୍ବାଚନର ନିରପେକ୍ଷତା ଉପରେ...

ମୁଣ୍ଡ ନୁଆଁଇଲେ ମମତା

ନୂଆଦିଲ୍ଲୀ,୧୬ା୬(ପି.ଟି.): ପଶ୍ଚିମବଙ୍ଗରେ ଜୁନିୟର ଡାକ୍ତରମାନଙ୍କ ଆନ୍ଦୋଳନ ଶନିବାର ପଞ୍ଚମ ଦିନରେ ପହଞ୍ଚତ୍ଛି। ଏହାକୁ ନେଇ ଲାଗିରହିଥିବା ଅଚଳାବସ୍ଥା ଦୂର ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସେମାନଙ୍କୁ...

ଲଦାଖରେ ଚାଇନାର ନୂଆ ଏୟାରବେସ୍‌

ନୂଆଦିଲ୍ଲୀ, ୧୯।୭: ପୂର୍ବ ଲଦାଖରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ଗତବର୍ଷଠାରୁ ମୁହାଁମୁହିଁ ସ୍ଥିତି ଲାଗି ରହିଛି। ବେଜିଂ ଏବେ ସୀମାରେ ଭିତ୍ତିଭୂମି ବଢ଼ାଇବା...

Advertisement
Archives

Model This Week