Posted inଜାତୀୟ

ପୁଣି ଜୀବନ ନେଲା ଯମୁନା ଏକ୍ସପ୍ରେସ୍ ୱେ: ୩ ମହିଳା ଓ ଶିଶୁ ସମେତ ୭ ମୃତ

ମଥୁରା,୭ ।୫: ଯମୁନା ଏକ୍ସପ୍ରେସ ୱେରେ ଶନିବାର ସକାଳୁ ଏକ ବଡ ସଡ଼କ ଦୁର୍ଘଟଣା ହୋଇଛି । ମଥୁରା ନିକଟରେ ଏକ କାର ଆଉ ଏକ ଅଜଣା ଗାଡିକୁ ଧକ୍କା ଦେଇଥିବା ସୂଚନା ମିଳିଛି । ଏହା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ୭ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୩ ପୁରୁଷ, ୩ ମହିଳା ଓ ଜଣେ ଶିଶୁ ରହିଛନ୍ତି । ଏହି ଦୁର୍ଘଟଣାରେ ୨ ଜଣ ଆହତ ହୋଇଥିବା ପୋଲିସ ସୂଚନା ଦେଇଛି ।
ପୋଲିସର ସୂଚନା ଅନୁଯାୟୀ, ଏହି ଦର୍ଘଟଣା ନୌହଝିଲ ଅଞ୍ଚଳରେ ମାଇଲଷ୍ଟୋନ ୧୮ରେ ହୋଇଛି । ତେବେ କାର୍‌ରେ ଯାଉଥିବା ଲୋକେଏକ ବିବାହ ଉତ୍ସବରେ ଯୋଗଦେବାକୁ ନଏଡା ଯାଉଥିଲେ । ଘଟଣାର ଆହତ ହୋଇଥିବା ଜଣେ ପୁରୁଷ ଓ ଜଣେ ଶିଶୁଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ସମର୍ଥକ ଓଲି ପୁଣି ହେବେ ନେପାଳର ପ୍ରଧାନମନ୍ତ୍ରୀ: ଜାଣନ୍ତୁ ଭାରତ ଉପରେ କ’ଣ ପଡ଼ିବ ପ୍ରଭାବ

ଚାଇନା ସମର୍ଥକ ଓଲି ପୁଣି ହେବେ ନେପାଳର ପ୍ରଧାନମନ୍ତ୍ରୀ: ଜାଣନ୍ତୁ ଭାରତ ଉପରେ କ’ଣ ଉପରେ ପ୍ରଭାବ ନୂଆଦିଲ୍ଲୀ,୧୫।୭:ନେପାଳରେ ପୁଣିଥରେ କେପି ଶର୍ମା ଓଲିଙ୍କ ସରକାର...

ରାମ ଜନ୍ମଭୂମିର ସୁରକ୍ଷା ଆକଳନ କରିବେ ଏନ୍‌ଏସ୍‌ଜି ଟିମ୍‌

ଅଯୋଧ୍ୟା,୧୫ା୭: ଅଯୋଧ୍ୟାରେ ଜାତୀୟ ସୁରକ୍ଷା ଗାର୍ଡ (ଏନ୍‌ଏସ୍‌ଜି) ହବ୍‌ ନିର୍ମାଣ ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ ହେଉଛନ୍ତି। ଏହା ପରେ ଏନ୍‌ଏସ୍‌ଜି କଣ୍ଟିଜେଣ୍ଟ ସ୍ଥାୟୀ ଭାବରେ...

ଗ୍ରାହକଙ୍କୁ ବଡ଼ ଝଟ୍‌କା ଦେଲା ଏସ୍‌ବିଆଇ

ନୂଆଦିଲ୍ଲୀ,୧୫।୭: ଦେଶର ବୃହତ୍ତମ ସରକାରୀ ବ୍ୟାଙ୍କ ଏସବିଆଇ ଗ୍ରାହକଙ୍କୁ ଏକ ବଡ଼ ଝଟକା ଦେଇଛି। ବିଭିନ୍ନ ଋଣକୁ ମହଙ୍ଗା କରିବାକୁ ସରକାରୀ ବ୍ୟାଙ୍କ ଘୋଷଣା କରିଛି।...

କିଏ ହେବେ କଂଗ୍ରେସର ଉପନେତା: ଘୋଷଣା ହେଲା ନାଁ

ନୂଆଦିଲ୍ଲୀ,୧୪ା୭?:କଂଗ୍ରେସ ଏମ୍‌ପି ଗୌରବ ଗୋଗୋଇ ଲୋକ ସଭାରେ ଦଳର ଉପନେତା ହେବାକୁ ଯାଉଛନ୍ତି। ଦଳର ଏହି ନିଷ୍ପତ୍ତି ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ ଜଣାଇ...

X ରେ ରେକର୍ଡ କଲେ ମୋଦି, ୧୦୦ ମିଳିୟନ ଫଲୋୟର୍ସ

ନୂଆଦିଲ୍ଲୀ,୧୪।୭: ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (ପୂର୍ବ ଟୁଇଟର) ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର (ଜୁଲାଇ ୧୪)ରେ ୧୦୦ ମିଳିୟନ ଅର୍ଥାତ୍‌ ୧୦ କୋଟି...

ହସ୍ପିଟାଲରେ ଗୁଳିକାଣ୍ଡ, ରୋଗୀଙ୍କୁ ଗୁଳି କଲେ ୧୮ ବର୍ଷର ଯୁବକ

ନୂଆଦିଲ୍ଲୀ,୧୪।୭: ଉତ୍ତର-ପୂର୍ବ ଦିଲ୍ଲୀର ଜିଟିବି ହସ୍ପିଟାଲରେ ଜଣେ ଯୁବକ ଗୁଳି ଚଳାଇଛନ୍ତି। ଖଜୁରୀ ଖାସ ଶ୍ରୀରାମ ନଗର ବାସିନ୍ଦା ରିଜାୟୁଦ୍ଦିନ (୩୨) ପେଟ ସଂକ୍ରମଣରେ ପୀଡିତ...

ପୁଅ ବାହାଘରରେ କାନ୍ଦିଲେ ମୁକେଶ ଅମ୍ବାନୀ

ବିଶିଷ୍ଟ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତଙ୍କ ସହ ରାଧିକା ମର୍ଚ୍ଚାଣ୍ଟଙ୍କ ବାହାଘର ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଉଭୟଙ୍କ ବିବାହ ଜୁଲାଇ ୧୨ରେ...

ରାଧିକା-ଅନନ୍ତଙ୍କ ବିବାହ ସମୟରେ କେଉଁଠି ଥିଲେ ରାହୁଲ? ଭାଇରାଲ ଭିଡିଓରେ ଖୋଲିଲା ବଡ ଗୁମର!

ନୂଆଦିଲ୍ଲୀ,୧୪।୭: କଂଗ୍ରେସ ଏମପି ତଥା ବିରୋଧୀଦଳ ନେତା ରାହୁଲ ଗାନ୍ଧୀଙ୍କ ଏକ ଭିଡିଓ ଇଣ୍ଟରନେଟରେ ଖୁବ ଶୀଘ୍ର ଭାଇରାଲ ହେଉଛି। ଏହି ଭିଡିଓରେ ରାହୁଲ ଗାନ୍ଧୀ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri