ଜାତୀୟ

କୂଅକୁ ଡେଇଁ ପଡ଼ିଲେ ଦମ୍ପତି, ଆଉ ତା’ ପରେ…

ମୁମ୍ବାଇ,୯ା୧: ମହାରାଷ୍ଟ୍ରର ନାଗପୁରରେ ଏକ ଦମ୍ପତିଙ୍କ ମଧ୍ୟରେ ଝଗଡ଼ା ଲାଗି କୂଅକୁ ଡେଇଁ ପଡ଼ିଥିଲେ। ଫଳରେ ସ୍ବାମୀଙ୍କର ମୃତ୍ୟୁ ଘଟିଥିବାବେଳେ ସ୍ତ୍ରୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପୋଲିସ ସୂଚନାନୁଯାୟୀ, ନାଗପୁରର ବୁଟିବୋରି ଅଞ୍ଚଳରେ ଏକ ପରିବାର ରହୁଥିଲେ। ସକାଳେ ଖାଇବା ପ୍ରସ୍ତୁତ…

୨୨ ବର୍ଷରେ ଜାନୁୟାରୀରେ ସବୁଠାରୁ ଅଧିକ ବର୍ଷା

ନୂଆଦିଲ୍ଲୀ,୯ ।୧: ରାଜଧାନୀ ଦିଲ୍ଲୀରେ ଶନିବାର ହୋଇଥିବା ବର୍ଷାରେ ସେଠାକାର ଏୟାର କ୍ୱାଲିଟିରେ ସାମାନ୍ୟ ସୁଧାର ଆସିଛି । ଏହାସହ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ହୋଇଯାଇଛି । ଦୀର୍ଘ ୨ ମାସ ପରେ ଦିଲ୍ଲୀବାସୀ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି ।…

ପତଞ୍ଜଳିର ଦାବି ହବନ ଯଜ୍ଞଦ୍ୱାରା ନଷ୍ଟ ହେବ ରୋଗ କରୁଥିବା ବ୍ୟାକ୍ଟେରିଆ

ହରିଦ୍ୱାର.୯ ।୧: ହବନ ଯଜ୍ଞଦ୍ୱାରା ନଷ୍ଟ ହେବ ରୋଗ ସୃଷ୍ଟି କରିଥିବା ବ୍ୟାକ୍ଟେରିଆ । ପତଞ୍ଜଳୀ ଅନୁସନ୍ଧାନ ସଂସ୍ଥାନର ବୈଜ୍ଞାନିକମାନେ ଏହା ପ୍ରମାଣ କରିଥିବା ଦାବି କରିଛନ୍ତି । ଏହି ଅଧ୍ୟୟନ ଅନୁଯାୟୀ, ହବନ ଯଜ୍ଞ ବାତାବରଣକୁ ସୁଦ୍ଧ କରିବାକୁ ସୁରକ୍ଷିତ…

ମତଦାନ ସମୟ ଘଣ୍ଟାଏ ବଢ଼ିବ

ନୂଆଦିଲ୍ଲୀ,୯।୧(ପି.ଟି.): କୋଭିଡ୍‌ ସଂକ୍ରମଣ ବଢ଼ୁଥିବା ସତ୍ତ୍ୱେ ନିର୍ଦ୍ଧାରିତ ସମୟରେ ୫ ରାଜ୍ୟରେ ବିଧାନସଭା ନିର୍ବାଚନ କରାଇବା ପାଇଁ ନିର୍ବାଚନ କମିଶନ ନିଷ୍ପତ୍ତି ନେବା ସହ ଶନିବାର ତାରିଖ ଘୋଷଣା କରିଛନ୍ତି। ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଭୋଟଗ୍ରହଣ କେନ୍ଦ୍ରଗୁଡ଼ିକରେ ଗହଳି ହ୍ରାସ ଲାଗି…

ଫେବୃୟାରୀରେ ଶୀର୍ଷ ଛୁଇଁବ ଓମିକ୍ରନ୍‌: ଦୈନିକ ସଂକ୍ରମଣ ୫ ଲକ୍ଷ ଅତିକ୍ରମ କରିବ

ନୂଆଦିଲ୍ଲୀ,୯ ।୧: ଦେଶରେ ଓମିକ୍ରନ୍ ସଂକ୍ରମଣ ଯୋଗୁ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଇଛି । ଗତ ୨୪ ଘଣ୍ଟାରେ ରାଜଧାନୀ ଦିଲ୍ଲୀରେ ୨୦ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ରରେ ୪୧…

ଗୁପ୍ତ ଆପ୍‌ ‘ଟେକ୍‌ ଫଗ୍‌’ ଘୃଣାର କାରଖାନା

ନୂଆଦିଲ୍ଲୀ,୯।୧: ଭାଜପା ଘୃଣାର କାରଖାନା ଖୋଲିଛି। ଗୁପ୍ତ ‘ଟେକ୍‌ ଫଗ୍‌’ ଆପ୍‌ ସେଥିରୁ ଅନ୍ୟତମ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟୁଇଟ କରି ଏହି ଅଭିଯୋଗ କରିଛନ୍ତି। ବୁଲ୍ଲି ବାଈ ଆପ୍‌ରେ ଏକ ନିର୍ଦ୍ଦିଷ୍ଟ ଧର୍ମର ମହିଳାମାନଙ୍କୁ ଟାର୍ଗେଟ କରାଯାଉଛି।…

ବଢ଼ିବ ରେଳ ଟିକେଟ୍‌

ନୂଆଦିଲ୍ଲୀ,୯ା୧: ରେଲଓ୍ବେ ବୋର୍ଡ ଷ୍ଟେଶନ ଡେଭେଲପମେଣ୍ଟ ଫି (ଏସ୍‌ଡିଏଫ୍‌)କୁ ଅନୁମୋଦନ କରିଛି। ଏହା ଅନୁଯାୟୀ, ରେଳ ଷ୍ଟେଶନ ପୁନଃ ନିର୍ମାଣ ଯୋଜନାରେ ବିକଶିତ ହୋଇଥିବା କିମ୍ବା ହେବାକୁ ଥିବା ଷ୍ଟେଶନର ଯାତ୍ରୀଙ୍କୁ ଆଗାମୀ ଦିନରେ ଅଧିକ ଭଡ଼ା ଦେବାକୁ ପଡ଼ିବ। ବିଭିନ୍ନ…

ମହାରାଷ୍ଟ୍ରରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୧୦୦୦ ଅତିକ୍ରମ କଲା

ମୁମ୍ବାଇ,୯ ।୧: ଦେଶରେ ଗୋଟିଏ ପଟେ ବଢି ଚାଲିଛି କରୋନା ସଂକ୍ରମଣ । ଅନ୍ୟପଟେ ଓମିକ୍ରନ୍ ସଂକ୍ରମଣକୁ ବି କାବୁ କରାଯାଇ ପାରୁନାହିଁ । ଅଧିକାଂଶ ସ୍ଥାନରେ ଲୋକେ ଏହାକୁ ହାଲୁକା ଭାବେ ନେଉଥିବାରୁ ସଂକ୍ରମଣ ବଢୁଥିବା କୁହାଯାଉଛି । ଏବେ…

ବିଧାନସଭା ନିର୍ବାଚନ ପୂର୍ବରୁ ପଞ୍ଜାବରେ ଏଏପିକୁ ଝଟକା

ଚଣ୍ଡିଗଡ଼,୯।୧: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ଅନୁଷ୍ଠିତ ଚଣ୍ଡିଗଡ଼ ମେୟର ନିର୍ବାଚନରେ ଭାଜପା ବିଜୟୀ ହୋଇଛି। ଭାଜପାର ମେୟର ପ୍ରାର୍ଥୀ ସରବଜିତ୍‌ କୌର ଆମ୍‌ ଆଦ୍‌ମୀ ପାର୍ଟି ପ୍ରାର୍ତୀ ଅଞ୍ଜୁ କଟ୍ୟାଲଙ୍କଠାରୁ ମାତ୍ର ଗୋଟିଏ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଉଭୟ…

ପାର୍ଲାମେଣ୍ଟରେ କରୋନା ବିସ୍ଫୋରଣ: ୪୦୦ରୁ ଅଧିକ ସଂକ୍ରମିତ

ନୂଆଦିଲ୍ଲୀ,୯ ।୧: ରାଜଧାନୀ ଦିଲ୍ଲୀରେ ତାଣ୍ଡବ ରଚିଛି କରୋନା । ଏହି ସଂକ୍ରମଣ ପାର୍ଲାମେଣ୍ଟ ପର୍ଯ୍ୟନ୍ତ ପହଞ୍ଚିସାରିଲାଣି । ଜାନୁୟାରୀ ୬ ଓ ୭ରେ ପାର୍ଲାମେଣ୍ଟରେ କାମ କରୁଥିବା କର୍ମଚାରୀ, ସୁରକ୍ଷାକର୍ମୀଙ୍କ କରୋନା ଟେଷ୍ଟ କରାଯାଇଥିବା ବେଳେ ଏମାନଙ୍କ ମଧ୍ୟରୁ ୪୦୦ରୁ…

ଅବିବାହିତା ଝିଅଙ୍କ ପ୍ରତି କର୍ତ୍ତବ୍ୟରେ ଅବହେଳା କରିପାରିବେନି ପିତା…

ନୂଆଦିଲ୍ଲୀ, ୮।୧: ଅବିବାହିିତା ଝିଅଙ୍କ ପ୍ରତି ପିତା କର୍ତ୍ତବ୍ୟରେ ଅବହେଳା କରିପାରିବେନି। ଦିଲ୍ଲୀ ହାଇକୋର୍ଟ ଏକ ମାମଲାର ବିଚାର କରି ଏଭଳି ରାୟ ପ୍ରଦାନ କରିଛନ୍ତି। ବିଚାରପତି ବିପିନ ସାଙ୍ଗଭୀ ଏବଂ ଜସମିତ ସିଂଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ…

ଗୋଦାମରେ ଅଗ୍ନିକାଣ୍ଡ କୌଣସି ଦୈବୀ ଘଟଣା ନୁହେଁ, ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ, ୮।୧: ଏକ ମଦ କମ୍ପାନୀର ଗୋଦାମରେ ଅଗ୍ନିକାଣ୍ଡ ଘଟିବା ମାମଲାର ବିଚାର କରି ସୁପ୍ରିମ୍‌ କୋର୍ଟ କହିଛନ୍ତି ଯେ, ଏହା କୌଣସି ଦୈବୀ ଘଟଣା ନୁହେଁ। ଝଡ଼ବର୍ଷା, ବନ୍ୟା, ବଜ୍ରପାତ, ଭୂକମ୍ପ ଆଦି ପ୍ରାକୃତିକ ବାହ୍ୟ ଶକ୍ତି ଦ୍ୱାରା ଗୋଦାମରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri