ଜାତୀୟ

ସମାଜବାଦୀ ପାର୍ଟିରେ ଯୋଗଦେଲେ ଯୋଗୀଙ୍କ ମନ୍ତ୍ରୀ

ଲକ୍ଷ୍ନୌ/ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାକୁ ଏକ ବଡ ଝଟକା ଲାଗିଛି। ଯୋଗୀ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ତଥା ପଛୁଆ ଜାତିର ନେତା ସ୍ବାମୀ ପ୍ରସାଦ ମୌର୍ଯ୍ୟ ଦଳରୁ ଇସ୍ତଫା ଦେଇ ସମାଜବାଦୀ ପାର୍ଟି(ଏସ୍‌ପି)ରେ ଯୋଗ ଦେଇଛନ୍ତି। ୨୦୧୭ ବିଧାନସଭା…

ବ୍ୟାଣ୍ଡେଜ ତଳେ ଲୁଚାଇଥିଲେ ୯୦୦ ଗ୍ରାମ ସୁନା

ହାଇଦ୍ରାବାଦ,୧୧।୧: ହାଇଦ୍ରାବାଦ୍‌ କଷ୍ଟମ ଅଧିକାରୀ ଶାରଜାରୁ ଆସିଥିବା ଜଣେ ଯାତ୍ରୀଙ୍କ ନାମରେ ସୁନା ଚୋରାଚାଲାଣ ମାମଲା ରୁଜୁ କରିଛନ୍ତି। ମିଳିଥିବା ସୂଚନା ମୁତାବକ, ଶାରଜାରୁ ୯ ତାରିଖରେ ବିମାନ ଯୋଗେ ଆସିଥିବା ଉକ୍ତ ଯାତ୍ରୀଙ୍କ ପାଖରୁ ୯୭୦ ଗ୍ରାମ ସୁନା ଜବତ…

ପୀଡ଼ିତାଙ୍କୁ ବିବାହ କଲେ ମଧ୍ୟ ବଳାତ୍କାର ଅପରାଧକୁ କ୍ଷମା କରାଯାଇ ପାରିବ ନାହିଁ, ହାଇକୋର୍ଟଙ୍କ ରାୟ…

ନୂଆଦିଲ୍ଲୀ, ୧୧।୧ : ବଳାତ୍କାର ଅଭିଯୋଗରେ ଜଣେ ସରକାରୀ କର୍ମଚାରୀଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ଏଫଆଇଆର୍‌କୁ ଖାରଜ କରିବାକୁ ଦିଲ୍ଲୀ ହାଇକୋର୍ଟ ମନା କରି ଦେଇଛନ୍ତି। ଉଭୟ ପକ୍ଷଙ୍କ ମଧ୍ୟରେ ହୋଇଥିବା ଆପୋଷ ବୁଝାମଣା ଏବଂ ବିବାହ ଚୁକ୍ତିନାମା ଆଧାରରେ ଏଭଳି…

ବିଧାନସଭା ନିର୍ବାଚନ ପୂର୍ବରୁ ୟୁପି ଭାଜପାକୁ ବଡ ଝଟକା

ଲକ୍ଷ୍ନୌ,୧୧ ।୧: ଉତ୍ତର ପ୍ରଦେଶ କ୍ୟାବିନେଟ ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଇସ୍ତଫା ଦେଇଛନ୍ତି । ସେ ସମାଜବାଦୀ ପାର୍ଟିରେ ସାମିଲ ହୋଇପାରନ୍ତି ବୋଲି ଆଲୋଚନା ହେଉଛି । ଆଗକୁ ବିଧାନସଭା ନିର୍ବାଚନ ଥିବା ବେଳେ ମୌର୍ଯ୍ୟଙ୍କ ଇସ୍ତଫା ଭାରତୀୟ ଜନତା…

ବୈବାହିକ ବଳାତ୍କାରକୁ ଅପବାଦ ଶ୍ରେଣୀଭୁକ୍ତ କରିବା ଗାରିମା-ଅଭିବ୍ୟକ୍ତିର ଉଲ୍ଲଂଘନ, ହାଇକୋର୍ଟରେ ପିଟିଶନ ଦାଖଲ…

ନୂଆଦିଲ୍ଲୀ, ୧୧।୧ : ବୈବାହିକ ଜୀବନରେ ବଳାତ୍କାରକୁ ଅପବାଦ ଶ୍ରେଣୀଭୁକ୍ତ କରିବା ମହିଳାଙ୍କ ଗାରିମା, ଅଭିବ୍ୟକ୍ତି, ବ୍ୟକ୍ତିଗତ ତଥା ଯୌନ ସ୍ବତନ୍ତ୍ରତାର ଅଧିକାରର ଉଲ୍ଲଂଘନ ବୋଲି ଦର୍ଶାଇ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିଶନ୍‌ ଦାଖଲ କରାଯାଇଛି। ଆରଆଇଟି ଫାଉଣ୍ଡେଶନ ଏବଂ ଅଲ୍‌…

ଦଳୀୟ ଟିକେଟ୍‌ ପାଇଁ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହତ୍ୟା କଲେ ଏମ୍‌ପି

ଲକ୍ଷ୍ନୌ,୧୧।୧: ସମାଜବାଦୀ ପାର୍ଟି (ସପା) ନେତା ଫିରୋଜ ଅହମ୍ମଦଙ୍କ ହତ୍ୟା ମାମଲାରେ ଏମ୍‌ପି ରିଜଓ୍ବାନ ଜାହୀରଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି ବଲରାମପୁର ପୋଲିସ। ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ଏମ୍‌ପିଙ୍କ ଝିଅ, ଜ୍ୱାଇଁ ଥିବା ପୋଲିସ ପକ୍ଷରୁ କୁହାଯାଇଛି।…

ହାପି ବାର୍ଥ ଡେ ଭାମିକା, ବର୍ଷକର ହେଲେ ବିରୁଷ୍କାଙ୍କ ଝିଅ

ମୁମ୍ବାଇ,୧୧ ।୧: ବଲିଉଡ୍ ନାୟିକା ଅନୁଷ୍କା ଶର୍ମା ଓ ଭାରତୀୟ କ୍ରିକେଟ ଦଳର କ୍ୟାପଟେନ ବିରାଟ କୋହଲିଙ୍କ ଝିଅ ଭାମିକା କୋହଲି ବର୍ଷକର ହୋଇଛନ୍ତି । ୧୧ ଜାନୁୟାରୀ ୨୦୨୧ରେ ଜନ୍ମ ନେଇଥିବା ଭାମିକାଙ୍କ ଜନ୍ମଦିନକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି…

ନିର୍ବାଚନ ଲଢିବେନି ମାୟାବତୀ

ଲକ୍ଷ୍ନୌ,୧୧।୧: ଉତ୍ତରପ୍ରଦେଶର ଆଗାମୀ ବିଧାନସଭା ନିର୍ବାଚନରେ ବିଏସପି ସୁପ୍ରିମୋ ମାୟାବତୀ ଏଥର ନିର୍ବାଚନ ଲଢିବେ ନାହିଁ। ବିଏସପି ସାଧାରଣ ସମ୍ପାଦକ ସତୀଶ ଚନ୍ଦ୍ର ମିଶ୍ର ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ସେ ମଧ୍ୟ ଏଥର ନିର୍ବାଚନ ଲଢୁ ନ ଥିବା ପ୍ରକାଶ…

ଜେଲ୍‌ରେ କରୋନା ବିସ୍ଫୋରଣ, ୬୬ କଏଦୀ-୪୮ କର୍ମଚାରୀ ପଜିଟିଭ୍‌…

ନୂଆଦିଲ୍ଲୀ, ୧୧।୧ : ଦିଲ୍ଲୀର ବିଭିନ୍ନ ଜେଲ୍‌ରେ କରୋନା ମହାମାରୀ ବିସ୍ଫୋରଣ ଘଟିଛି। ଜେଲ୍‌ର ୬୬ କଏଦୀ ଏବଂ ୪୮ କର୍ମଚାରୀଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ସେଥିମଧ୍ୟରେ ଦିଲ୍ଲୀର ତିହାର ଜେଲ୍‌ରେ ୪୨ କଏଦୀ ଏବଂ ୩୪ କର୍ମଚାରୀ…

ଆଇସୋଲେଶନରେ ଥିବା ଲୋକଙ୍କ ପାଇଁ ଯୋଗ କ୍ଲାସ ଘୋଷଣା କଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ,୧୧।୧: ଦିଲ୍ଲୀରେ କୋଭିଡ୍‌ ସଂକ୍ରମଣ ବଢିଚାଲିଛି। ଏ ନେଇ ଦିଲ୍ଲୀ ସରକାରଙ୍କ ପକ୍ଷରୁ କଟକଣା ମଧ୍ୟ ଜାରି କରାଯାଇଛି। ଏହାରି ଭିତରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରଓ୍ବାଲ ଆଇସୋଲେଶନରେ ଥିବା ଲୋକଙ୍କ ପାଇଁ ଯୋଗ କ୍ଲାସ ଘୋଷଣା କରିଛନ୍ତି। ଅନ୍‌ଲାଇନ ଯୋଗେ ଯୋଗ…

ମକର ସଂକ୍ରାନ୍ତିରେ ଗଙ୍ଗା ସ୍ନାନ ବନ୍ଦ…

ନୂଆଦିଲ୍ଲୀ, ୧୧।୧ : ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି। ଫଳରେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। କରୋନା ସଙ୍କଟ ମଧ୍ୟରେ ମକର ସଂକ୍ରାନ୍ତି ୧୪ ଜାନୁୟାରୀରେ ପଡୁଛି। ଏହି…

ଲତା ମଙ୍ଗେସକର ଅସୁସ୍ଥ: ଆଇସିୟୁରେ ଭର୍ତ୍ତି

ମୁମ୍ବାଇ,୧୧ ।୧: ଭାରତ ରତ୍ନ ତଥା ସୁର ସାମ୍ରାଜ୍ଞି ଲତା ମଙ୍ଗେସକର ଅସୁସ୍ଥ ହୋଇ ପଡିଛନ୍ତି । ସେ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ହେଲେ ତାଙ୍କ ନିକଟରେ ହାଲକା ଲକ୍ଷଣ ଥିବା ସୂଚନା ମିଳିଛି । ତାଙ୍କୁ ମୁମ୍ବାଇର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri