ଜାତୀୟ

୧୫ରୁ ବିଦେଶକୁ ନିୟମିତ ଉଡ଼ାଣ

ନୂଆଦିଲ୍ଲୀ,୨୨।୨: ଆସନ୍ତା ମାର୍ଚ୍ଚ ୧୫ରୁ ଆନ୍ତର୍ଜାତିକ ବିମାନ ଉଡାଣ ସେବା ନିୟମିତ ହେବାର ସମ୍ଭାବନା ରହିଛି। ଏନେଇ ବିମାନବନ୍ଦରରେ ଷ୍ଟାଣ୍ଡାର୍ଡ ଅପରେଟିଂ ସିଷ୍ଟମ ପାଳନ କରିବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି। ୨୦୨୦ରେ କୋଭିଡ୍‌ ମହାମାରୀ ବ୍ୟାପିବା ପରଠାରୁ ଆନ୍ତର୍ଜାତିକ ବିମାନ ଉଡାଣରେ…

କମିବ ଗ୍ରୀଷ୍ମକାଳୀନ ଛୁଟି

ରାୟପୁର,୨୨।୨: ଗ୍ରୀଷ୍ମକାଳୀନ ଛୁଟିକୁ ନେଇ ଛତିଶଗଡ଼ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ବର୍ତ୍ତମାନ ଗ୍ରୀଷ୍ମକାଳୀନ ଛୁଟି ୪୬ ଦିନ ପରିବର୍ତ୍ତେ ୩୨ ଦିନ ହେବ। ଅର୍ଥାତ୍‌ ଗ୍ରୀଷ୍ମ ଛୁଟିକୁ ୧୫ ଦିନ କମ୍‌ କରିଦିଆଯାଇଛି। ବର୍ତ୍ତମାନ ଗ୍ରୀଷ୍ମ ଛୁଟି ମେ’…

ୟୁକ୍ରେନରୁ ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବାକୁ ଉଡାଣ ଭରିଲା ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ

ନୂଆଦିଲ୍ଲୀ,୨୨।୨: ୟୁକ୍ରେନ ଓ ରୁଷିଆ ମଧ୍ୟରେ ଲାଗିରହିଥିବା ଉତ୍ତେଜନା ଦିନକୁ ଦିନ ବଢ଼ିବାରେ ଲାଗିଛି। ଯେକୌଣସି ମୁହୂର୍ତ୍ତରେ ଯୁକ୍ରେନ ଉପରେ ରୁଷିଆ ଆକ୍ରମଣ କରିପାରେ ବୋଲି ଆମେରିକା ଦାବି କରିଆସୁଛି। ତେବେ ଯୁଦ୍ଧ ଆଶଙ୍କା ମଧ୍ୟରେ ୟୁକ୍ରେନରେ ଫସିରହିଥିବା ଭାରତୀୟ ନାଗରିକଙ୍କୁ…

ଖାଲକୁ ଖସିଲା ବରଯାତ୍ରୀ ଗାଡି: ଚାଲିଗଲା ୧୧ ଜୀବନ

ଡେରାଡୁନ,୨୨।୨: ଉତ୍ତରାଖଣ୍ଡର ଚମ୍ପାବନରେ ଏକ ଅଭାବନୀୟ ଘଟଣା ଘଟିଛି। ବରାଯାତ୍ରୀଙ୍କୁ ନେଇ ଆସୁଥିବା ଗାଡି ହଠାତ୍‌ ରାସ୍ତା କଡରେ ଥିବା ଖାଲକୁ ଖସିପଡିଛି। ଏଥିରେ ୧୧ ଜଣଙ୍କ ଜୀବନ ଯାଇଥିବା ବେଳେ ଆଉ କିଛି ଲୋକ ଆହତ ହୋଇଛନ୍ତି। ଖବର ପାଇ…

ସ୍ତ୍ରୀଙ୍କ କଥା ସହି ନ ପାରି ନିଜ କାର୍‌ରେ ନିଆଁ ଲଗାଇଦେଲେ ସ୍ବାମୀ

ଭରତପୁର,୨୨।୨: ମଧ୍ୟପ୍ରଦେଶର ଭରତପୁରରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ସ୍ତ୍ରୀଙ୍କ ଗାଳି ସହି ନ ପାରି କାର୍‌ରେ ନିଆଁ ଲଗାଇଦେଇଛନ୍ତି। କାର୍‌ ଜଳୁଥିବା ସମୟରେ ସମୟରେ ସ୍ତ୍ରୀଙ୍କୁ ଭିଡିଓ କଲରେ ଲାଇଭ ଘଟଣା ଦେଖାଇଥିଲେ। ଏହି…

ମହିଳାଙ୍କ ଆଖିରୁ ବାହାରିଲା ୨ ସେମି ଲମ୍ବା ଜୀବନ୍ତ ପୋକ

ନୂଆଦିଲ୍ଲୀ,୨୨।୨: ନିକଟରେ ଆମାଜନ ଜଙ୍ଗଲରୁ ଫେରିଥିବା ଜଣେ ଆମେରିକୀୟ ମହିଳା ମାୟାସିସ ନାମକ ଏକ ଭିନ୍ନ ଧରଣର ଟିସୁ ସଂକ୍ରମଣ ରୋଗରେ ପୀଡ଼ିତ ଥିଲେ। ତାଙ୍କ ଆଖିର ସଫଳ ଅସ୍ତ୍ରୋପଚାର ବେଳେ ୩ ଜୀବନ୍ତ ବଟଫ୍ଲାଇଜ (ପୋକ) ମିଳିଥିବା ଦିଲ୍ଲୀର ବେସରକାରୀ…

ସୋନୁ ସୁଦଙ୍କ ବିରୋଧରେ ମାମଲା ରୁଜୁ

ଚଣ୍ଡିଗଡ଼,୨୨।୨: ସବୁବେଳେ ମହତ୍‌ କାର୍ଯ୍ୟ କରି ଚର୍ଚ୍ଚାରେ ରହୁଥିବା ବଲିଉଡ୍‌ ଅଭିନେତା ସୋନୁ ସୁଦ ଏବେ ରାଜନୈତିକ ପ୍ରସଙ୍ଗକୁ ନେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ତାଙ୍କ ବିରୋଧରେ ପଞ୍ଜାବର ମୋଗାରେ ଏକ ମାମଲା ରୁଜୁ ହୋଇଛି। ସୋନୁ ସୁଦ ତାଙ୍କ ଭଉଣୀ…

୮ ଯାଏ ବେଙ୍ଗାଲୁରୁରେ ଜାରି ରହିବ ୧୪୪ ଧାରା

ବେଙ୍ଗାଲୁରୁ,୨୨।୨: ହିଜାବକୁ ନେଇ ବିବାଦ ଲାଗି ରହିଥିବାରୁ ବେଙ୍ଗାଲୁରୁର ସ୍କୁଲ୍‌ କଲେଜ ନିକଟରେ ଲାଗୁ ହୋଇଥିବା ୧୪୪ ଧାରାକୁ ମାର୍ଚ୍ଚ ୮ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ହିଜାବ ସପକ୍ଷବାଦୀ ଓ ବିରୋଧୀଙ୍କ ମଧ୍ୟରେ ଯେପରି ଅପ୍ରୀତିକର ପରିସ୍ଥିତି ନ ଘଟେ ସେନେଇ…

କମୁଛି ସଂକ୍ରମଣ

ନୂଆଦିଲ୍ଲୀ,୨୨।୨: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମୁଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୩ ହଜାର ୪୦୫ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥିସହ ୨୦୬ ଜଣଙ୍କ ମୃତ୍ୟୁ ଘଟିଛି।…

ହିଜାବ ବିବାଦ ପାଇଁ କର୍ନାଟକ ଛାତ୍ରୀଙ୍କ ଭାଇଙ୍କୁ ମାଡ଼

ବେଙ୍ଗାଲୁରୁ,୨୨।୨: ହିଜାବ କଟକଣା ବିରୋଧରେ କୋର୍ଟରେ ଆବେଦନ କରିଥିବା କର୍ନାଟକ ଉଡୁପି ଜିଲାର କଲେଜ ଛାତ୍ରୀ ହଜରା ଶିଫାଙ୍କ ଭାଇଙ୍କୁ ଦକ୍ଷିଣ ପନ୍ଥୀ ଗୋଷ୍ଠୀ ଆକ୍ରମଣ କରିଛନ୍ତି। ତାଙ୍କର ହିଜାବ ପିନ୍ଧିବାର ନିଷ୍ପତ୍ତି ଯୋଗୁ ଭାଇଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।…

ୟୁକ୍ରେନ ସଙ୍କଟ: ସଂଯମତା ପାଇଁ ଭାରତର ନିବେଦନ

ନୂଆଦିଲ୍ଲୀ,୨୨ ।୨: ରୁଷିଆ-ୟୁକ୍ରେନ୍ ମଧ୍ୟରେ ବୃଦ୍ଧି ପାଉଥିବା ଯୁଦ୍ଧ ଆଶଙ୍କା ମଧ୍ୟରେ ମଙ୍ଗଳବାର ଭାରତୀୟ ସମୟ ସକାଳ ପ୍ରାୟ ୭ଟା ୩୦ରେ ଆୟୋଜିତ ହୋଇଛି ମିଳିତ ଜାତିସଂଘ ସୁରକ୍ଷା ପରିଷଦର ବୈଠକ । ଏଥିରେ ଭାରତର ସ୍ଥାୟୀ ପ୍ରତିନିଧି ଟିଏସ୍ ତିରୁମୂର୍ତ୍ତି…

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ: ପଞ୍ଚମ ପର୍ଯ୍ୟାୟରେ ସବୁଠାରୁ ଅଧିକ ଅପରାଧି ପ୍ରାର୍ଥୀ

ଲକ୍ଷ୍ନୌ,୨୨ ।୨: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ବେଳେ ଚତୁର୍ଥ ପର୍ଯ୍ୟାୟ ମତଦାନ ହେବାକୁ ଆଉ ଗୋଟିଏ ଦିନ ବାକି ରହିଛି । ଏବେ ପଞ୍ଚମ ପର୍ଯ୍ୟାୟ ମତଦାନ ଲାଗି ପ୍ରାର୍ଥୀ ହୋଇଥିବା ବ୍ୟକ୍ତିମାନଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri