ଜାତୀୟ

ବଦଳିଲା କୋଭିଡ ସଂକ୍ରମିତଙ୍କ ଡିସଚାର୍ଜ ପଲିସି

ନୂଆଦିଲ୍ଲୀ,୧୩ ।୧: କେନ୍ଦ୍ର ସରକାର କୋଭିଡ ସଂକ୍ରମିତଙ୍କ ଡିସଚାର୍ଜ ପଲିସିରେ ପରିବର୍ତ୍ତନ କରିଛନ୍ତି । ନୂଆ ନିର୍ଦ୍ଦେଶ ଅନୁଯାୟୀ, କରୋନାର ସାମାନ୍ୟ ଓ ମଧ୍ୟମ ଲକ୍ଷଣ ଥିବା ରୋଗୀଙ୍କର ରିପୋର୍ଟ ପଜିଟିଭ ଆସିବା କରେ ଅତିକମ୍‌ରେ ସାତ ଦିନ କିମ୍ବା ଲଗାତାର…

ପୁଣି ସୁପ୍ରିମକୋର୍ଟ ଗଲା ଓଡ଼ିଶା

ନୂଆଦିଲ୍ଲୀ,୧୩।୧ : କୋରାପୁଟ ଜିଲାର କୋଟିଆ ଅଞ୍ଚଳ ସୀମା ବିବାଦକୁ ନେଇ ଓଡ଼ିଶା ସରକାର ବୁଧବାର ପୁଣିଥରେ ଆନ୍ଧ୍ର ସରକାରଙ୍କ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆନ୍ଧ୍ର ସହ ଦୀର୍ଘବର୍ଷ ଧରି ଲାଗିରହିଥିବା ଆନ୍ତଃରାଜ୍ୟ ସୀମା ବିବାଦର ସମାଧାନ ନିମନ୍ତେ କୋଟିଆ…

କରୋନା ତୃତୀୟ ଲହର: ଦେଶରେ ପ୍ରଥମଥର ୨୪ ଘଣ୍ଟାରେ ୨ ଲକ୍ଷ ଅତିକ୍ରମ କଲା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୧୩ ।୧: କରୋନାର ତୃତୀୟ ଲହର ଦେଶରେ ତାଣ୍ଡବ ରଚୁଥିବା ସମୟରେ ପ୍ରଥମଥର ଲାଗି ଗତ ୨୪ ଘଣ୍ଟାରେ ଗୁରୁବାର ୧୨ଟା ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୨,୪୫,୫୨୫ ଥିବା ଜଣାପଡିଛି । ଏହାସହ ୩୭୯ଜଣଙ୍କ ମୃତ୍ୟୁ ହୋଇଛି । ଏହି ସମୟରେ…

ଇସ୍ରୋର ହେବନାହିଁ ଘରୋଇକରଣ: ଏସ୍ ସୋମନାଥ

ଥିରୁଭାନନ୍ତପୁରମ(କେରଳ),୧୩ ।୧: ଭାରତୀୟ ମହାକାଶ ଓ ଅନୁସନ୍ଧାନ ସଙ୍ଗଠନ(ଇସ୍ରୋ)ର ମୁଖ୍ୟ ଭାବେ ରକେଟ ବୈଜ୍ଞାନିକ ଏସ୍ ସୋମନାଥଙ୍କୁ ନିଯୁକ୍ତି ମିଳିଛି । ଏସ୍ ସୋମନାଥଙ୍କର ଏଝଖଠ ଗଳ-ଓଓଓ ଲଞ୍ଚର ବିକାଶରେ ଗରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏବେ ସେ ଇସ୍ରୋର ବରିଷ୍ଠ…

କୋଭିଡ୍‌ ମୁକ୍ତ ଗାଁ ପ୍ରତିଯୋଗିତା, ବିଜେତାଙ୍କୁ ୫୦ ଲକ୍ଷ

ପୁଣେ,୧୨।୧: କୋଭିଡ୍‌-୧୯ ସଂକ୍ରମିତଙ୍କ ସଂଖ୍ୟା ପୂରା ଦେଶରେ ହୁ ହୁ ହୋଇ ବୃଦ୍ଧ ପାଉଥିବା ବେଳେ ସଂକ୍ରମଣକୁ ରୋକିବା ପାଇଁ ଏକ ଅଭିନବ ପ୍ରୟାସ କରିଛି ମହାରାଷ୍ଟ୍ରର ପୁଣେ ଜିଲା ପ୍ରଶାସନ। ଜିଲାରେ ‘କୋଭିଡ୍‌ ମୁକ୍ତ ଗାଁ’ ପ୍ରତିଯୋଗିତା ଘୋଷଣା କରାଯାଇଛି।…

ମହିଳାଙ୍କୁ ଅସଦାଚରଣ ପାଇଁ ଉଲଗ୍ନ କରି ଚଲାଇଲେ

ହାସନ (କର୍ନାଟକ),୧୨।୧: ଯୁବତୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଉଲଗ୍ନ କରି ଚଲାଇଛନ୍ତି ସ୍ଥାନୀୟ ଲୋକେ। ଏଭଳି ଘଟଣା ଘଟିଛି କର୍ନାଟକର ହାସାନ ଜିଲା ମହାରାଜା ପାର୍କରେ। ପୋଲିସ ଅନୁଯାୟୀ, ନିର୍ଯାତନାର ସମ୍ମୁଖୀନ ହୋଇଥିବା…

ଇସ୍ରୋକୁ ମିଳିଲା ନୂଆ ମୁଖ୍ୟ

ନୂଆଦିଲ୍ଲୀ,୧୨।୧: ଭାରତୀୟ ଏରୋସ୍ପେସ୍‌ ଇଞ୍ଜିନିୟର ଓ ରକେଟ ସାଇଣ୍ଟିଷ୍ଟ ଡ. ଏସ୍‌ ସୋମନାଥଙ୍କୁ ଭାରତୀୟ ମହାକାଶ ରିସର୍ଚ୍ଚ ସଂଗଠନ (ଇସ୍ରୋ)ର ନୂଆ ଚେୟାରମ୍ୟାନ ଭାବେ ନିଯୁକ୍ତ କରାଯାଇଛି। ଆଗାମୀ ୩ ବର୍ଷ ପାଇଁ ସେ ଏହି ପଦବୀରେ ରହିବେ। ସେ କେ.…

ବିଚ୍ଛେଦର ୭୪ ବର୍ଷ ପରେ ଏକାଠି ହେଲେ ଦୁଇ ଭାଇ

ନୂଆଦିଲ୍ଲୀ,୧୨।୧: ୧୯୪୭ରେ ଭାରତ-ପାକିସ୍ତାନ ବିଭାଜନ ବେଳେ ପରସ୍ପରଠୁ ବିଚ୍ଛେଦ ହୋଇଯାଇଥିଲେ ଦୁଇ ଭାଇ। ବିଚ୍ଛେଦ ହେବାର ୭୪ ବର୍ଷ ପରେ ଦୁଇ ଭାଇ ପରସ୍ପରକୁ ଭେଟିଛନ୍ତି ପଞ୍ଜାବର କରତାରପୁର ଗୁରୁଦ୍ୱାରା ଦରବାର ଶାହିବରେ। ସୂଚନାନୁସାରେ, ୧୯୪୭ରେ ଦେଶର ବିଭାଜନ ବେଳେ ମହମ୍ମଦ…

ପ୍ରିୟଙ୍କା ଗାନ୍ଧୀଙ୍କ ଜନ୍ମଦିନରେ ଭାବପ୍ରବଣ ହେଲେ ସ୍ବାମୀ

ନୂଆଦିଲ୍ଲୀ,୧୨ା୧: ଆଜି ହେଉଛି କଂଗ୍ରେସ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀଙ୍କ ଜନ୍ମଦିନ। ପ୍ରିୟଙ୍କା ୧୨ ଜାନୁୟାରୀ ୧୯୭୨ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ଏହି ଅବସରରେ ସ୍ବାମୀ ରବର୍ଟ ଭଦ୍ରା ଭାବପ୍ରବଣ ହୋଇଛନ୍ତି। ପ୍ରିୟଙ୍କାଙ୍କୁ ଜନ୍ମଦିନର ସବୁଠୁ ସୁନ୍ଦର ଶୁଭେଚ୍ଛା ଜଣାଇଛନ୍ତି ରବର୍ଟ। ସୋସିଆଲ…

ଦଳ ଛାଡ଼ିବାର ଦିନକ ପରେ ଓ୍ବାରେଣ୍ଟ ଜାରି

ନୂଆଦିଲ୍ଲୀ,୧୨।୧: ଯୋଗୀ ଆଦିତ୍ୟନାଥଙ୍କ ସରକାରରୁ ଇସ୍ତଫା ଦେବାର ଦିନକ ପରେ ଓବିସି ନେତା ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ବିରୋଧରେ ଜାରି ହୋଇଛି ଓ୍ବାରେଣ୍ଟ। ୨୦୧୪ରେ ହିନ୍ଦୁ ଦେବାବେଦୀଙ୍କ ଉପରେ ବିବାଦୀୟ ବୟାନ ଦେବା ମାମଲାରେ ତାଙ୍କୁ ବୁଧବାର କୋର୍ଟରେ ହାଜର ହେବାକୁ…

ଘର ତିଆରି ପାଇଁ ଟଙ୍କା ମାଗିବା ମଧ୍ୟ ଯୌତୁକ, ସୁପ୍ରିମ୍‌କୋର୍ଟଙ୍କ ରାୟ…

ନୂଆଦିଲ୍ଲୀ, ୧୨।୧ : ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ କହିଛନ୍ତି ଯେ ଘର ତିଆରି ପାଇଁ ଶାଶୁଘରରୁ ଟଙ୍କା ମାଗିବାକୁ ମଧ୍ୟ ଯୌତୁକ ଭାବେ ବିବେଚନା କରାଯିବ। ସୁପ୍ରିମକୋର୍ଟ ଏହାକୁ ଅପରାଧ ବୋଲି କହିଛନ୍ତି। ଏଥିସହିତ କୋର୍ଟ ଏକ ମାମଲାରେ ଦୋଷୀ…

ଯୋଗୀଙ୍କ ଟିମ୍‌ ଛାଡ଼ିଲେ ଆଉ ଜଣେ ମନ୍ତ୍ରୀ

ନୂଆଦିଲ୍ଲୀ,୧୨।୧: ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟ୍‌ ଛାଡ଼ିଛନ୍ତି ଆଉ ଜଣେ ମନ୍ତ୍ରୀ ଦାରା ସିଂ ଚୌହ୍ବାନ। ଦୁଇ ଦିନରେ ଭାଜପା ଛାଡ଼ିବାରେ ଦାରା ସିଂ ହେଉଛନ୍ତି ଦ୍ୱିତୀୟ ଓବିସି ନେତା। ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଲାଗି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri