ଜାତୀୟ

ଭୟୁ ମହାରାଜ ଆତ୍ମହତ୍ୟା ମାମଲା: ଦୋଷୀଙ୍କୁ ୬ ବର୍ଷ ଜେଲ

ଇନ୍ଦୋର,୨୮ ।୧: ମଧ୍ୟପ୍ରଦେଶର ବହୁ ଚର୍ଚ୍ଚିତ ରାଷ୍ଟ୍ର ସନ୍ଥ ଭୟୁ ମହାରାଜଙ୍କ ଆତ୍ମହତ୍ୟା ମାମଲାରେ ଇନ୍ଦୋର କୋର୍ଟ ଶୁକ୍ରବାର ଶୁଣାଣି କରିଛନ୍ତି । କୋର୍ଟ ମୁଖ୍ୟ ସେବାଦାର ବିନାୟକ, ଡ୍ରାଇଭର ଶରଦ ଓ କେୟାରଟେକର ପଲକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।…

ଆତ୍ମହତ୍ୟା କଲେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାତୁଣୀ

ବେଙ୍ଗାଲୁରୁ,୨୮।୧: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ବିଏସ୍‌ ୟେଦିୟୁରପ୍ପାଙ୍କ ନାତୁଣୀ ସୌନ୍ଦର୍ଯ୍ୟା ଆତ୍ମହତ୍ୟା କରିଛନ୍ତି। ଶୁକ୍ରବାର ତାଙ୍କ ବାସଭବନରୁ ମୃତଦେହ ଜବତ କରାଯାଇଛି। ଘଟଣାସ୍ଥଳରୁ ସୁଇସାଇଡ୍‌ ନୋଟ୍‌ ମିଳିନାହିଁ। ୟେଦିୟୁରପ୍ପାଙ୍କ ବଡ ଝିଅ ପଦ୍ମାଙ୍କ ଝିଅ ହେଉଛନ୍ତି…

ଏୟାର ଇଣ୍ଡିଆ ଆଗକୁ ଜାତୀୟ ଏୟାରଲାଇନ୍‌ ହୋଇରହିବ କି? ପ୍ରଶ୍ନର ଉତ୍ତରରେ ଏମିତି କହିଲେ ମନ୍ତ୍ରୀ

ନୂଆଦିଲ୍ଲୀ,୨୮।୧: ଏୟାର ଇଣ୍ଡିଆ ୭୦ ବର୍ଷ ପରେ ଟାଟା ଗ୍ରୁପ୍‌ ପାଖକୁ ଫେରି ଯାଇଛି। ଲୁଣରୁ ଷ୍ଟିଲ ପର୍ଯ୍ୟନ୍ତ ନିର୍ମାଣ କରୁଥିବା କମ୍ପାନୀ ଗତବର୍ଷ ଅକ୍ଟୋବରରେ ଏୟାର ଇଣ୍ଡିଆକୁ ନିଜ ଦଖଲକୁ ନେଇଥିଲା। “ଡିସ୍‌ଇନଭେଷ୍ଟମେଣ୍ଟ ପ୍ରକ୍ରିୟା ଛଡ଼ା ଏୟାର ଇଣ୍ଡିଆ ପାଖରେ…

୧୨ ଭାଜପା ବିଧାୟକଙ୍କ ନିଲମ୍ବନ ଆଦେଶ ରଦ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୮।୧: ମହାରାଷ୍ଟ୍ର ବିଧାନସଭା ବାଚସ୍ପତିଙ୍କୁ ଏକ ବଡ଼ ଝଟ୍‌କା ଦେଇ ସୁପ୍ରିମକୋର୍ଟ ଶୁକ୍ରବାର ୧୨ ଜଣ ଭାଜପା ବିଧାୟକଙ୍କୁ ନିଲମ୍ବନ କରିବା ନିଷ୍ପତ୍ତିକୁ ରଦ୍ଦ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ଜୁଲାଇ ୨୦୨୧ରେ ଅନୁଷ୍ଠିତ ବିଧାନସଭା ଅଧିବେଶନର ଅବଶିଷ୍ଟ ସମୟ ପର୍ଯ୍ୟନ୍ତ ଭାଜପା…

ବିହାର ବନ୍ଦରୁ ଦୂରେଇ ରହିବାକୁ କହିଲେ ଖାନ ସାର୍‌

ପାଟଣା,୨୮।୧: ରେଲଓ୍ବେ ରିକ୍ରୁଟମେଣ୍ଟ ବୋର୍ଡ (ଆରଆରବି)ର ପରୀକ୍ଷା ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗରେ ୨୮ ତାରିଖରେ ବିହାର ବନ୍ଦ ଡାକରା ଦେଇଛି ଅନେକ ଛାତ୍ର ସଂଗଠନ। ହିଂସା ରୂପ ନେଇ ସାରିଥିବା ବିକ୍ଷୋଭରୁ ଦୂରେଇ ରହିବାକୁ ଛାତ୍ରୀଛାତ୍ରଙ୍କୁ ଅନୁରୋଧ କରିଛନ୍ତି ୟ୍ୟୁଟ୍ୟୁବର ଖାନ…

ବିଶ୍ୱକପ୍‌ ଜିତାଇପାରିବେ କି ଦ୍ରାବିଡ-ରୋହିତ ଯୋଡି: ସଚିନ କହିଲେ…

ନୂଆଦିଲ୍ଲୀ,୨୮।୧: ଗତ କିଛି ମାସ ମଧ୍ୟରେ ଭାରତୀୟ କ୍ରିକେଟ ପରିବର୍ତ୍ତନର ଏକ ପର୍ଯ୍ୟାୟ ଦେଇ ଗତି କରୁଛି। କୋଚ ଭାବରେ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହେବା ଏବଂ ବିରାଟ କୋହଲି ଅଧିନାୟକ ପଦରୁ ଇସ୍ତଫା ଦେବା ପରେ ଏଠାରେ ଅନେକ…

କୋଭିଡ୍‌ ସ୍ଥିତିକୁ ନେଇ ଆଜି ବସିବ ସମୀକ୍ଷା ବୈଠକ

ନୂଆଦିଲ୍ଲୀ,୨୮।୧: କୋଭିଡ୍‌ ପରିସ୍ଥିତିକୁ ନେଇ ଦକ୍ଷିଣ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ସହ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମାନସୁଖ ମାଣ୍ଡଭିଆ ଶୁକ୍ରବାର ଏକ ସମୀକ୍ଷା ବୈଠକ କରିବେ। ଅପରାହ୍ନ ୨ଟା ୩୦ରେ ବସିବ ଏହି ବୈଠକ । ଆନ୍ଧ୍ରପ୍ରଦେଶ, କର୍ନାଟକ, କେରଳ,…

୨୪ ଘଣ୍ଟାରେ ୨.୫୧ ଲକ୍ଷ କରୋନା ଆକ୍ରାନ୍ତ ଚିହ୍ନଟ, ୬୨୭ ମୃତ

ନୂଆଦିଲ୍ଲୀ,୨୮।୧: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥମିବାର ନାଁ ନେଉନାହିଁ। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ଲକ୍ଷ ୫୧ ହଜାର ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥିସହ ୬୨୭ଙ୍କ ମୃତ୍ୟୁ ଘଟିଛି।…

‘ଖାନ ସାର୍‌ଙ୍କ ଉପରୁ ମାମଲା ହଟାଅ’

ପାଟଣା,୨୮।୧: ରେଲଓ୍ବେର ରିକ୍ରୁଟମେଣ୍ଟ ପ୍ରକ୍ରିୟା ବିରୋଧରେ ଚାଲିଥିବା ହିଂସାତ୍ମକ ଛାତ୍ର ଆନ୍ଦୋଳନ ସହ ସମ୍ପୃକ୍ତି ଅଭିଯୋଗରେ ବିହାରର ଖାନ ସାରଙ୍କ ସହ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଏହାର ଦୁଇ ଦିନ ପରେ ଜଣାଶୁଣା ଲେକଚରଙ୍କ ଉପରୁ ମାମଲା ହଟାଇବାକୁ…

କେଜରିୱାଲ ଗ୍ୟାରେଣ୍ଟି କାର୍ଡରେ ୧୦ ଲକ୍ଷ ଚାକିରି, ମାଗଣା ବିଜୁଳି, ମହିଳାଙ୍କୁ ମାଗଣା ବସ ସେବା

ଲକ୍ଷ୍ନୌ,୨୮ ।୧: ଉତ୍ତର ପ୍ରଦେଶ ବିଧାନସଭା ଲାଗି ଆମ ଆଦମୀ ପାର୍ଟି(ଏଏପି) ତା’ର ଘୋଷଣା ପତ୍ର ଜାରି କରିଛି । ଏଥିରେ ୧୦ ଲକ୍ଷ ଚାକିରି, ମାଗଣା ବିଜୁଳି ଓ ମହିଳାଙ୍କୁ ମାଗଣା ବସ ସେବା ଯୋଗାଇ ଦିଆଯିବ ବୋଲି ଘୋଷଣା…

ରାହୁଲଙ୍କ ସାମ୍ନାରେ ଚନ୍ନି-ସିଦ୍ଧୁ କୋଳାକୋଳି

ଚଣ୍ଡିଗଡ,୨୮।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପଞ୍ଜାବ ଗସ୍ତ ସମୟରେ ରାଜ୍ୟରେ ଦଳୀୟ ମତଭେଦ ଦୂର ହେବା ପରି ଲାଗୁଛି। ରାହୁଲଙ୍କ ସାମ୍ନାରେ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଏବଂ ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁ ପରସ୍ପର ଆଲିଙ୍ଗନ…

ଚରିତ୍ର ସଂହାର କରିବାରୁ କଂଗ୍ରେସରୁ ଇସ୍ତଫା ଦେଲେ ଫାରହା ନଇମ

ବଡାଉନ,୨୮ ।୧: କଂଗ୍ରେସର କଳି ଏବେ ପ୍ରାୟ ସବୁ ରାଜ୍ୟରେ ଦେଖିବାକୁ ମିଳିଲାଣି । ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ପ୍ରାର୍ଥୀପତ୍ର ଘୋଷଣା କରାଯାଇଥିବା ବେଳେ ଏବେ ଶେଖୁପୁର ବିଧାନସଭା ଆସନରୁ କଂଗ୍ରେସର ପ୍ରାର୍ଥି ଥିବା ଫରହା ନଇମ ଗୁରୁବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri