ଜାତୀୟ

ପିକେଙ୍କୁ ନେଇ କଂଗ୍ରେସର ଘର କଳି ତେଜିଲା, ଜି-୨୩ ଅସନ୍ତୁଷ୍ଟ..

ନୂଆଦିଲ୍ଲୀ, ୨୧।୪ : ଅଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ରଣନୀତିଜ୍ଞ ପ୍ରଶାନ୍ତ କିଶୋର(ପିକେ)ଙ୍କ ପକ୍ଷରୁ ରୋଡମ୍ୟାପ ଭାବରେ ଦିଆଯାଇଥିବା ପ୍ରସ୍ତାବ ଉପରେ କଂଗ୍ରେସରେ ଘର କଳି ତେଜିବାରେ ଲାଗିଛି। ଜି -୨୩ଙ୍କ ସହିତ ଏନେଇ କୌଣସି ପରାମର୍ଶ କରାଯାଇ ନଥିବାରୁ…

ପୁରୋହିତ, ବରିଷ୍ଠ ସନ୍ଥଙ୍କ ପାଇଁ ଯୋଗୀଙ୍କ ନୂଆ ଯୋଜନା

ଲକ୍ଷ୍ନୌ,୨୧ ।୪: ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ପୁରୋହିତ ଓ ବରିଷ୍ଠ ସନ୍ଥଙ୍କ ଲାଭକୁ ନେଇ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ‘ପୁରୋହିତ କଲ୍ୟାଣ ବୋର୍ଡ’ ଗଠନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ…

ପ୍ରଥମଥର ସୂର୍ଯ୍ୟାସ୍ତ ପରେ ଲାଲକିଲାରେ ହେବ ମୋଦିଙ୍କ ସମ୍ବୋଧନ

ନୂଆଦିଲ୍ଲୀ,୨୧ ।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ରାତି ପ୍ରାୟ ୯ଟା ୧୫ରେ ନୂଆଦିଲ୍ଲୀର ଲାଲ କିଲାରେ ଗୁରୁ ତେଗ ବାହାଦୂରଙ୍କ ୪୦୦ତମ ପ୍ରକାଶ ପର୍ବ ସମାରୋହରେ ସାମିଲ ହେବେ । ଏହି ଅବସରରେ ମୋଦି ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରିବେ…

‘ଭାଜପା ଅଫିସ୍‌ ଉପରେ ବୁଲଡୋଜର ଚଳାଯାଉ’

ନୂଆଦିଲ୍ଲୀ,୨୧।୪: ଦିଲ୍ଲୀରେ ସାମ୍ପ୍ରଦାୟିକ ହିଂସାକାଣ୍ଡ ଘଟିଥିବା ଜାହାଙ୍ଗିରପୁରୀରୁ ଜବରଦଖଲ ଉଚ୍ଛେଦ ସମ୍ପର୍କରେ ଉତ୍ତର ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେଶନ ପକ୍ଷରୁ ଘୋଷଣା କରାଯାଇଥିଲା। କିନ୍ତୁ ସୁପ୍ରିମକୋର୍ଟ ଏହା ଉପରେ ରୋକ ଲଗାଇଛନ୍ତି। ଏନେଇ ରାଜନୀତି ସରଗରମ ହୋଇଛି। ଏହି ଘଟଣାରେ ବିଭିନ୍ନ ଦଳ…

ଆଜି ଆସୁଛନ୍ତି ବୋରିସ୍‌ ଜନ୍‌ସନ

ନୂଆଦିଲ୍ଲୀ,୨୧ା୪: ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ ଗୁରୁବାର ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ପ୍ରସ୍ତାବିତ ମୁକ୍ତ ବାଣିଜ୍ୟ ଚୁକ୍ତି, ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସହଭାଗିତାକୁ ମଜଭୁତ କରିବା ଏବଂ ପ୍ରତିରକ୍ଷା ସମ୍ବନ୍ଧକୁ ସୁଦୃଢ଼ କରିବାରେ ବୋରିସ୍‌ଙ୍କ ଗସ୍ତ ସହାୟକ ହେବ ବୋଲି…

ସାମ୍ପ୍ରଦାୟିକ ହିଂସାକୁ ନେଇ ମୋଦି ସରକାରଙ୍କ ଉପରେ ବର୍ଷିଲେ ଥରୁର

ନୂଆଦିଲ୍ଲୀ,୨୧ ।୪: କିଛି ରାଜ୍ୟରେ ହୋଇଥିବା ହିଂସାକୁ ନେଇ ବରିଷ୍ଠ କଂଗ୍ରେସ ନେତା ଶଶି ଥରୁରୁ କେନ୍ଦ୍ରର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ସରକାରଙ୍କ କାମ ହେଲା ରାଷ୍ଟ୍ର ନିର୍ମାଣ କରିବା, ଏହାକୁ ଭାଙ୍ଗିବା ନୁହେଁ ।…

ଟେଡ୍ରୋସ୍‌ଙ୍କୁ ‘ତୁଲସୀ ଭାଇ’ କହିଲେ ମୋଦି

ନୂଆଦିଲ୍ଲୀ, ୨୧ା୪: ଗୁଜରାଟର ଗାନ୍ଧୀନଗରରେ ୩ ଦିନିଆ ଗୋବ୍ଲାଲ ଆୟୁଷ ଇନ୍‌ଭେଷ୍ଟମେଣ୍ଟ ଆଣ୍ଡ ଇନୋଭେଶନ ସମିଟ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ବୋଧନ ଦେଉଥିବାବେଳେ ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ ଟେଡ୍ରୋସ୍‌ ଘେବ୍ରେୟସ୍‌ଙ୍କୁ ‘ତୁଲସୀ ଭାଇ’ ଡାକିଥିଲେ। ଏହି ଅବସରରେ ମୋଦି କହିଥିଲେ, ଟେଡ୍ରୋସ୍‌ ତାଙ୍କର…

ଆର୍‌ ଭାଲ୍ୟୁ ୧ ଟପିଲା

ନୂଆଦିଲ୍ଲୀ, ୨୧ା୪: କୋଭିଡ୍‌ ଭାରିଆଣ୍ଟ ଓମିକ୍ରନ୍‌ ସଂକ୍ରମଣ ପରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା କମିଥିଲାବେଳେ ଏବେ ପୁଣି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଚିନ୍ତା ବଢ଼ାଇଛି। ୩ ମାସରେ ପ୍ରଥମ ଥର ପାଇଁ ରିପ୍ରଡକ୍ସନ ନମ୍ବର (ଆର୍‌) ଭାଲ୍ୟୁ ୧ ଟପିଛି। ସଂକ୍ରମଣ…

ଖୁବ୍‌ଶୀଘ୍ର ଆୟୁଷ ଭିଜା

ଗାନ୍ଧୀନଗର, ୨୧ା୪: ପାରମ୍ପରିକ ଔଷଧ ଏବଂ ଆୟୁଷ ଉତ୍ପାଦଗୁଡ଼ିକ ମାଧ୍ୟମରେ ଚିକିତ୍ସା ପଦ୍ଧତିକୁ ବିଶ୍ୱସ୍ତରରେ ପହଞ୍ଚାଇବା ନିମନ୍ତେ କେନ୍ଦ୍ର ସରକାର ଆୟୁଷ ଭିଜା ଆଣିବେ। ଏହା ଦ୍ୱାରା ପାରମ୍ପରିକ ଚିକିତ୍ସା ପଦ୍ଧତିର ଲାଭ ଉଠାଇବା ବିଦେଶୀ ନାଗରିକଙ୍କ ପାଇଁ ସହଜ ହେବ…

ଶାହାଙ୍କ ଘରେ ବୁଲ୍‌ଡୋଜର ଚଢ଼ାଅ:ଏଏପି

ନୂଆଦିଲ୍ଲୀ,୨୧ା୪: ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ ସତ୍ତ୍ୱେ ଉତ୍ତର ଦିଲ୍ଲୀ ମହାନଗର ନିଗମ (ଏନ୍‌ଡିଏମ୍‌ସି) ପକ୍ଷରୁ ଜାହାଙ୍ଗୀରପୁରୀରେ ଜବରଦଖଲ ଉଚ୍ଛେଦକୁ ନେଇ ବିବାଦ ସୃଷ୍ଟି ହୋଇଛି। ଦିଲ୍ଲୀରେ କ୍ଷମତାସୀନ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ବୁଲ୍‌ଡୋର ରାଜନୀତିକୁ ସମାଲୋଚନା କରିଛି। ବୁଲ୍‌ଡୋଜର ଚଢ଼ାଇ ସ୍ବରାଷ୍ଟ୍ରମନ୍ତ୍ରୀ…

୮ ମାସ ଧରି ନାବାଳିକାଙ୍କୁ ବଳାତ୍କାର କରିଛନ୍ତି ୮୦ ଜଣ

ଅମରାବତୀ,୨୧।୪: ଆନ୍ଧ୍ର ପ୍ରଦେଶର ଗଣ୍ଟୁରରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଜଣେ ୧୩ ବର୍ଷର ନାବାଳିକା ସହ ୮୦ ଜଣ ଗଣବଳାତ୍କାର କରିଛନ୍ତି। ଦୀର୍ଘ ୮ ମାସ ଧରି ଅଭିଯୁକ୍ତମାନେ ନାବାଳିକାଙ୍କୁ ଶୋଷଣ କରିଆସୁଥିଲେ। ଗୁଣ୍ଟୁର ପୋଲିସ ମଙ୍ଗଳବାର ନାବାଳିକାଙ୍କୁ…

ଲାଉଡ୍‌ସ୍ପିକର ଉପରେ ଜାତୀୟ ନୀତି ଆଣୁ କେନ୍ଦ୍ର

ମୁମ୍ବାଇ, ୨୧ା୪: ଲାଉଡ୍‌ସ୍ପିକର ବ୍ୟବହାର ଉପରେ କେନ୍ଦ୍ର ସରକାର ଏକ ଜାତୀୟ ନୀତି ଆଣି ତାହାକୁ ପ୍ରଥମେ ଭାଜପା ଶାସିତ ରାଜ୍ୟଗୁଡ଼ିକରେ ଲାଗୁ କରନ୍ତୁ ବୋଲି ଶିବସେନା ଏମ୍‌ପି ସଞ୍ଜୟ ରାଉତ ବୁଧବାର ଦାବି କରିଛନ୍ତି। ମହାରାଷ୍ଟ୍ରର ମସ୍‌ଜିଦ୍‌ଗୁଡ଼ିକରୁ ଲାଉଡସ୍ପିକର ହଟାଇବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri