ଜାତୀୟ

ବୋହୂଙ୍କୁ ଡରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ପଣଜୀ,୨୮ା୧:ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପ୍ରତାପସିଂ ରାଣେ ପୋରିଏମ୍‌ ଆସନରୁ ପ୍ରାର୍ଥୀ ହୋଇଥାଆନ୍ତେ। କିନ୍ତୁ ଶେଷ ମୁହୂର୍ତ୍ତରେ ସେ ଚଳିତ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତାରୁ ଓହରିଯାଇଛନ୍ତି। କାରଣ ଉକ୍ତ ଆସନରୁ ଭାଜପା ତାଙ୍କ ବୋହୂ ଦିବ୍ୟା ରାଣେଙ୍କୁ…

ସିଦ୍ଧୁଙ୍କ ବିପକ୍ଷରେ ଲଢିବେ ଅବସରପ୍ରାପ୍ତ ଆଇଏଏସ୍‌

ଚଣ୍ଡିଗଡ଼,୨୮ ।୧: ପଞ୍ଜାବ ବିଧାନସଭା ନିର୍ବାଚନର ତାରିଖ ପାଖେଇ ଆସୁଥିବା ବେଳେ ବେଳକୁ ବେଳ ସେଠାକାର ରାଜନୀତି ହେଉଛି ସରଗରମ । ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା) ତା’ର ତୃତୀୟ ପ୍ରାର୍ଥୀ ତାଲିକା ଜାରି କରିଛି । ତୃତୀୟ ତାଲିକାରେ ରହିଛି…

ଲାଞ୍ଚ ପାଇଁ ଫେରାଇଦେଲା ହସ୍ପିଟାଲ, ରାସ୍ତାରେ ମୃତ ସନ୍ତାନକୁ ଜନ୍ମଦେଲେ

ଭୋପାଳ,୨୭।୧: ମଧ୍ୟପ୍ରଦେଶର ଭିନ୍ଦ୍‌ ଜିଲାସ୍ଥିତ ଏକ ସରକାରୀ ହସ୍ପିଟାଲ ଚିକିତ୍ସା କରିବାକୁ ମନା କରି ଫେରାଇ ଦେବାରୁ ମଙ୍ଗଳବାର ଜଣେ ମହିଳା ରାସ୍ତାରେ ମୃତ ସନ୍ତାନ ପ୍ରସବ କରିଛନ୍ତି। ଖବର ଅନୁଯାୟୀ, ଭିନ୍ଦ୍‌ ଜିଲା ରାଜୁପୁରା ଗ୍ରାମର କାଲୋ ବାଈ ୬…

କ୍ଲାସରେ ନମାଜ ପାଇଁ ସସ୍‌ପେଣ୍ଡ ହେଲେ ପ୍ରଧାନଶିକ୍ଷୟିତ୍ରୀ

ବେଙ୍ଗାଲୁରୁ,୨୭।୧: କର୍ନାଟକର କୋଲାର ଜିଲାର ସରକାରୀ ସ୍କୁଲରେ ମୁସଲିମ ଛାତ୍ରୀଛାତ୍ରଙ୍କୁ କ୍ଲାସରେ ନମାଜ ପାଠ କରୁଥିବା ଭିଡିଓ ଭାଇରାଲ ହୋଇଥିଲା। ଏହି ଘଟଣାରେ ନିଲମ୍ବିତ ହୋଇଛନ୍ତି ସ୍କୁଲ ପ୍ରଧାନଶିକ୍ଷୟିତ୍ରୀ। ହିନ୍ଦୁ ସଂଗଠନ ଘଟଣାକୁ ପ୍ରବଳ ବିରୋଧ କରାଯିବା ପରେ ଶିକ୍ଷା ବିଭାଗ…

ଖାନ ସାର୍‌ ଫସିଲେ

ନୂଆଦିଲ୍ଲୀ,୨୭।୧: ରେଲଓ୍ବେ ରିକ୍ରୁଟମେଣ୍ଟ ପରୀକ୍ଷା ଫଳ ବିରୋଧରେ ବିହାର ରାଜଧାନୀ ପାଟଣାରେ ଚାଲିଥିବା ହିଂସାତ୍ମକ ଆନ୍ଦୋଳନରେ ଜଡ଼ିତ ଥିବା ଅଭିଯୋଗରେ ୟୁଟ୍ୟୁବର ଖାନ ସାରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ପ୍ରତିଦ୍ୱନ୍ଦ୍ୱିତାମୂଳକ ପରୀକ୍ଷା ପାଇଁ କ୍ଲାସ ନେଉଥିବା ଖାନ ସାରଙ୍କୁ ଗିରଫ…

ଫେବୃୟାରୀ ୨୮ ପର୍ଯ୍ୟନ୍ତ ବଢ଼ିଲା କୋଭିଡ୍‌ କଟକଣା

ନୂଆଦିଲ୍ଲୀ,୨୭।୧: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ କୋଭିଡ୍‌-୧୯ କଟକଣାକୁ ଗୁରୁବାର ଫେବୃୟାରୀ ୨୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏ ନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସଚିବ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ସଚିବଙ୍କୁ ଚିଠି…

ବୋହୂଙ୍କ ପାଇଁ ନିର୍ବାଚନ ମଇଦାନ ଛାଡ଼ିଲେ କଂଗ୍ରେସ ନେତା

ଗୋଆ,୨୭।୧: ଗୋଆର ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଏକ ଶକ୍ତ ଧକ୍କା ଲାଗିଛି। ବରିଷ୍ଠ କଂଗ୍ରେସ ନେତା ପ୍ରତାପସିନ୍ହ ରାଣେ ନିର୍ବାଚନରୁ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି। ନ ହେଲେ ଆସନ୍ତା ମାସରେ ହେବାକୁ ଥିବା ନିର୍ବାଚନରେ ବୋହୂଙ୍କ ସହ ତାଙ୍କୁ ପ୍ରତିଦ୍ୱନ୍ଦ୍ୱିତା…

ଏସ୍ ଜୟଶଙ୍କର କରୋନା ପଜିଟିଭ

ନୂଆଦିଲ୍ଲୀ,୨୭ ।୧: ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ.ଏସ୍ ଜୟଶଙ୍କର କରୋନାରେ ସଂକ୍ରମିତ ହୋଇଛନ୍ତି । ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଏହା ସହ ନିକଟ ଅତିତରେ ତାଙ୍କ ସମ୍ପର୍କରେ ଯେଉଁମାନେ ଆସିଛନ୍ତି ସେମାନେ ସମସ୍ତେ କରୋନା ଟେଷ୍ଟ କରାଇ…

କାରକୁ ଓଭରଟେକ୍‌ କରିବା ପାଇଁ ଜର୍ନାଲିଷ୍ଟଙ୍କୁ ପିଟି ପିଟି ହତ୍ୟା

ଲକ୍ଷ୍ନୌ,୨୭।୧: କାରକୁ ଓଭରଟେକ୍‌ କରିବା ପାଇଁ ଜଣେ ଜର୍ନାଲିଷ୍ଟଙ୍କୁ ପିଟି ପିଟି ହତ୍ୟା କରାଯାଇଛି। ବୁଧବାର ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ସାହାରାନପୁରରେ। ଏହି ଘଟଣାରେ ସମ୍ପୃକ୍ତ ଦୁଇ ଜଣଙ୍କୁ ଗିରଫ କରିଛି ୟୁପି ପୋଲିସ। “ପୀଡ଼ିତଙ୍କୁ ସୁଧୀର ସାଇନୀ ଭାବେ…

‘ରାଷ୍ଟ୍ରପତିଙ୍କୁ ଇସ୍ତଫା ମାଗିବ କି ଭାଜପା’

ମୁମ୍ବାଇ,୨୭।୧: ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ୨୦୧୭ କର୍ନାଟକ ବିଧାନସଭା ନିର୍ବାଚନରେ ଟିପୁ ସିଲତାନଙ୍କୁ ‘ଐତିହାସିକ ଯୋଦ୍ଧା’ ଏବଂ ‘ସ୍ବାଧୀନତା ସଂଗ୍ରାମୀ’ ବୋଲି କହି ପ୍ରଶଂସା କରିଥିଲେ। ଏଥିଯୋଗୁ ରାଷ୍ଟ୍ରପତିଙ୍କ ଠାରୁ ଭାଜପା ଇସ୍ତଫା ଦାବି କରିବ କି ବୋଲି ପ୍ରଶ୍ନ…

‘ନିଷ୍ପତ୍ତି କଠିନ ଥିଲା’

ପାଣାଜୀ,୨୭।୧: ଗୋଆ ନିର୍ବାଚନ ପାଇଁ ଭାଜପା ନିଜର ପ୍ରାର୍ଥୀ ଘୋଷଣା କରିଛି। ଦଳ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକରଙ୍କ ପୁଅ ଉତ୍କଳଙ୍କ ପାଣାଜୀ ଆସନରୁ ଟିକେଟ ଦେଇନାହିଁ। ପରେ ଉତ୍କଳ ସ୍ବାଧୀନ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତ୍ତି…

ବାପାଙ୍କ ପାଇଁ ଭୋଟ ମାଗୁଛନ୍ତି ୭ ବର୍ଷୀୟା ଝିଅ

ଅଯୋଧ୍ୟା,୨୭।୧: ଗାୟତ୍ରୀ ପାଣ୍ଡେ ଏବେ ଭୋଟ ଦେବାକୁ ଯୋଗ୍ୟ ହୋଇନାହାନ୍ତି। କିନ୍ତୁ ସେ ପ୍ରଚାର କରୁଛନ୍ତି ତାଙ୍କ ବାପା ତଥା ସମାଜବାଦୀ ପାର୍ଟି ପ୍ରାର୍ଥୀ ପଓ୍ବନ ପାଣ୍ଡେଙ୍କ ପାଇଁ। ପ୍ରତ୍ୟେକ ଦିନ ସକାଳୁ ୭ ବର୍ଷୀୟା ଝିଅ ତାଙ୍କ ବାପାଙ୍କ ସହ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri