ଜାତୀୟ

୨୪ ପରିବାରର କୋଟିଏ ଟଙ୍କା ଚଳୁ

ଭୋପାଳ,୨୬ା୫: ଅତି ଲୋଭ କରି ମଧ୍ୟପ୍ରଦେଶ ସାଗର ଜିଲାର ବୀଣା ଅଞ୍ଚଳର ସବ୍‌-ପୋଷ୍ଟ ଅଫିସ ପୋଷ୍ଟମାଷ୍ଟର ବିଶାଳ ଅହିରଓ୍ବାର ଏବେ ପୋଲିସ ହାଜତରେ। ସେ ୨୪ ଜମାକାରୀଙ୍କ ଏଫ୍‌ଡି (ଫିକ୍ସ ଡିପୋଜିଟ୍‌)କୁ ଆଇପିଏଲ୍‌ ବେଟିଂରେ ଉଡ଼ାଇ ଦେଇଛନ୍ତି। ତାହାର ପରିମାଣ ପ୍ରାୟ…

ପ୍ରଥମ ମହିଳା ଯୁଦ୍ଧବିମାନ ପାଇଲଟ୍‌ ସମ୍ମାନିତ

ନୂଆଦିଲ୍ଲୀ,୨୬।୫: କ୍ୟାପ୍ଟେନ୍‌ ଅଭିଳାଷା ବାରାକ ସ୍ଥଳସେନାର ପ୍ରଥମ ମହିଳା ଯୁଦ୍ଧବିମାନ ଚାଳିକା ହୋଇପାରିଛନ୍ତି। ଆର୍ମିର ଯୁଦ୍ଧ ବିମାନ ଉଡାଣ ପାଇଁ ଥିବା ସ୍ବତନ୍ତ୍ର କୋର୍ସ କରିବା ପରେ ଅଭିଳାଷାଙ୍କୁ ଏହି ସଫଳତା ମିଳିଛି। ନାସିକର କମ୍ବାଟ୍‌ ଆର୍ମି ଆଭିଏଶନ୍‌ ଟ୍ରେନିଂ ସ୍କୁଲରେ…

ଚାରଧାମ ଯାତ୍ରା ସମୟରେ ହୃଦଘାତରେ ଆଉ ୮ ଜଣଙ୍କ ମୃତ୍ୟୁ

ରୁଦ୍ରପ୍ରୟାଗ,୨୬ ।୫: ଦୀର୍ଘ ପ୍ରାୟ ୨ ବର୍ଷ ପରେ ଚଳିତ ବର୍ଷ ଆରମ୍ଭ ହୋଇଥିବା ଚାରଧାମ ଯାତ୍ରାରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଜାରି ରହିଛି । ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ହୃଦଘାତରେ ୮ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ କେବଳ…

୨୧ରୁ ‘ଶ୍ରୀ ରାମାୟଣ ଯାତ୍ରା’ ଟ୍ରେନ୍‌

ଲକ୍ଷ୍ନୌ, ୨୬ା୫: ଜୁନ୍‌ ୨୧ ତାରିଖରେ ଇଣ୍ଡିଆନ୍‌ ରେଲ୍‌ଓ୍ବେ କ୍ୟାଟରିଂ ଆଣ୍ଡ ଟୁରିଜମ୍‌ କର୍ପୋରେଶନ (ଆଇଆର୍‌ସିଟିସି) ଏକ ୧୮ ଦିନିଆ ସ୍ବତନ୍ତ୍ର ଟ୍ରେନ୍‌ ‘ଶ୍ରୀ ରାମାୟଣ ଯାତ୍ରା’ ଆରମ୍ଭ କରିବାକୁ ଯାଉଛି। ଶ୍ରଦ୍ଧାଳୁମାନେ ଶ୍ରୀରାମଙ୍କ ଜୀବନୀ ସହ ଜଡ଼ିତ ସ୍ଥାନଗୁଡ଼ିକୁ ଏହି…

ଆତଙ୍କବାଦୀଙ୍କ ଗୁଳିରେ ଅଭିନେତ୍ରୀ ନିହତ

ଶ୍ରୀନଗର, ୨୬ା୫: ଜମ୍ମୁ-କଶ୍ମୀରର ବୁଦ୍‌ଗାମ ଜିଲାରେ ବୁଧବାର ଆତଙ୍କବାଦୀଙ୍କ ଗୁଳିରେ ଜଣେ ଟେଲିଭିଜନ ଅଭିନେତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତା ହେଲେ ହିଶୋରା ଚଦୋରାର ବାସିନ୍ଦା ଆମ୍ରିନ୍‌ ଭଟ୍ଟ(୩୫)। ଗୁଳି ବାଜି ତାଙ୍କ ୧୦ ବର୍ଷୀୟ ପୁତୁରା ଆହତ ହୋଇଛନ୍ତି। ଉଭୟେ ଘର…

ଶିବରାଜଙ୍କ ଅଭିନବ ପ୍ରୟାସ

ଭୋପାଳ,୨୬ା୫: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ମଙ୍ଗଳବାର ରାଜଧାନୀ ଭୋପାଳରେ ବୁଲି ବୁଲି କଣ୍ଢେଇ, ପୁସ୍ତକ ଆଦି ସଂଗ୍ରହ କରୁଥିବା ଦେଖିବାକୁ ମିଳିଥିଲା। ତାଙ୍କ ସହ ଡାକ୍ତରୀ ଶିକ୍ଷା ମନ୍ତ୍ରୀ ବିଶ୍ୱବ ସାରଙ୍ଗ ଓ ସ୍ଥାନୀୟ ବିଧାୟକ କ୍ରିଷ୍ଣା ଗୌର…

କଂଗ୍ରେସ ଛାଡିବା ସହଜ ନ ଥିଲା: ସିବଲ

ନୂଆଦିଲ୍ଲୀ,୨୫।୫: କଂଗ୍ରେସରୁ ଇସ୍ତଫା ଦେଇ ସମାଜବାଦୀ ପାର୍ଟି ସମର୍ଥନରେ ରାଜ୍ୟ ସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି କପିଲ ସିବଲ। ବୁଧବାର ସେ କହିଛନ୍ତି, ୨୦୨୪ରେ ଆମେ ଏକାଠି ଲୋକଙ୍କ ସ୍ବର ଉତ୍ତୋଳନ କରିବୁ। ଜନସାଧାରଣଙ୍କ ସ୍ବାର୍ଥ ରକ୍ଷା ପାଇଁ…

୩ ଲୋକସଭା, ୭ ବିଧାନସଭା ଉପନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ

ନୂଆଦିଲ୍ଲୀ,୨୫।୫: ଉତ୍ତରପ୍ରଦେଶ ସମେତ ପାଞ୍ଚଟି ରାଜ୍ୟ ତଥା ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ଲୋକସଭା ତଥା ବିଧାନସଭା ଉପ-ନିର୍ବାଚନର ତାରିଖ ଘୋଷଣା କରାଯାଇଛି। ନିର୍ବାଚନ ଆୟୋଗଙ୍କ ଅନୁଯାୟୀ ଉତ୍ତରପ୍ରଦେଶ, ପଞ୍ଜାବ, ତ୍ରିପୁରା, ଆନ୍ଧ୍ରପ୍ରଦେଶ, ଦିଲ୍ଲୀ ଏବଂ ଝାଡଖଣ୍ଡରେ ୩ଟି ଲୋକସଭା ଏବଂ…

ବିବାଦରେ ରାହୁଲଙ୍କ ଲଣ୍ଡନ ଯାତ୍ରା

ନୂଆଦିଲ୍ଲୀ,୨୫।୫: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନିକଟରେ ବ୍ରିଟେନ ଗସ୍ତରେ ଯାଇଛନ୍ତି। ସେ ଲଣ୍ଡନର କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟରେ ଆଇଡିଆ ଫର୍‌ ଇଣ୍ଡିଆ ସମ୍ମିଳନୀରେ ଯୋଗ ଦେଇଛନ୍ତି। ଏହାସହ ସେ ବ୍ରିଟେନ୍‌ ଲେବର ପାର୍ଟି ନେତା ତଥା ଏମ୍‌ପି ଜେରେମି କର୍ବିନଙ୍କୁ ଭେଟିଛନ୍ତି।…

ପୋଲିସ ଉପରକୁ ପଥର ମାଡ଼ କଲେ ୟାସିନଙ୍କ ସମର୍ଥକ

ଶ୍ରୀନଗର,୨୫।୫: ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଜମ୍ମୁ-କଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଦିଲ୍ଲୀର ଏକ କୋର୍ଟ ପକ୍ଷରୁ ତାଙ୍କୁ ଆଜୀବନ କାରାଦଣ୍ଡ ସହ ୧୦ ଲକ୍ଷ ଟଙ୍କା ଜୋରିମନା କରିଛନ୍ତି। ଏହି ରାୟ ଆସିବା…

ୟାସିନ ମଲିକଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୨୫।୫: ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜମ୍ମୁ କଶ୍ମୀର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଦିଲ୍ଲୀ ପଟିଆଲା ହାଉସ କୋର୍ଟ। ଏହାସହ ତାଙ୍କୁ ୧୦ ଲକ୍ଷ ଟଙ୍କା ଜୋରିମନା ମଧ୍ୟ କରାଯାଇଛି।…

ବିଧାନସଭାରେ ଉପମୁଖ୍ୟମନ୍ତ୍ରୀଙ୍କ ଉପରେ ରାଗିଗଲେ ଅଖିଳେଶ

ଲକ୍ଷ୍ନୌ,୨୫।୫: ଉତ୍ତରପ୍ରଦେଶରେ ବିଧାନସଭା ଅଧିବେଶନ ଚାଲିଛି। ବୁଧବାର ଗୃହ ଭିତରେ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ୟୁପି ବିଧାନସଭାରେ ବିରୋଧୀ ଦଳର ନେତା ଥିବା ଅଖିଳେଶ ଭାଜପା ସରକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?