Posted inଜାତୀୟ

ଆମେରିକାର ୧୦୦ ନାଗରିକଙ୍କ ପାଖରେ ୧୨୦ ଅସ୍ତ୍ରଶସ୍ତ୍ର, ଭାରତରେ ଶହେରୁ ୫ ଜଣଙ୍କ ପାଖରେ ବନ୍ଧୁକ…

ନୂଆଦିଲ୍ଲୀ/ଓ୍ବାଶିଂଟନ, ୨୫।୫ : ଆମେରିକାର ଟେକ୍ସାସରେ ଘଟିଥିବା ଗୁଳିକାଣ୍ଡ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି। ଏକ ରିପୋର୍ଟ ଅନୁସାରେ ଆମେରିକାର ୩୩ କୋଟି ଜନସଂଖ୍ୟାଙ୍କ ପାଖରେ ୩୯ କୋଟି କୋଟି ଅସ୍ତ୍ରଶସ୍ତ୍ର ରହିଛି। ଦେଶର ପ୍ରତ୍ୟେକ ୧୦୦ନାଗରିକଙ୍କ ପାଖରେ ୧୨୦.୫ ଅସ୍ତ୍ର ଅଛି ।

ଫଳରେ ଆମେରିକାରେ ଏବେ ଗୁଳିକାଣ୍ଡ ସାଧାରଣ ଘଟଣା ହୋଇଗଲାଣି। ଆମେରିକାରେ ବନ୍ଧୁକ ରଖିବା ପାଇଁ ଆଇନଗତ ଆଧାର ସମ୍ବିଧାନର ଦ୍ୱିତୀୟ ସଂଶୋଧନରେ ଅନ୍ତର୍ଭୁକ୍ତ ହୋଇଛି। ଦି ଗନ କଣ୍ଟ୍ରୋଲ ଆକ୍ଟ ୧୯୬୮ ଅନୁଯାୟୀ, ରାଇଫଲ କିମ୍ବା କୌଣସି ଛୋଟ ଅସ୍ତ୍ର କିଣିବା ପାଇଁ ଜଣେ ବ୍ୟକ୍ତିଙ୍କୁ ଅତି କମରେ ୧୮ ବର୍ଷ ବୟସ ହୋଇଥିବା ଆବଶ୍ୟକ। ବନ୍ଧୁକ ଭଳି ଅନ୍ୟ ଅସ୍ତ୍ରଶସ୍ତ୍ର କିଣିବା ପାଇଁ, ବ୍ୟକ୍ତିଙ୍କୁ ୨୧ ବର୍ଷ ହେବା ଜରୁରୀ।

୨୨ କୋଟି ଜନସଂଖ୍ୟା ବିଶିଷ୍ଟରେ ପାକିସ୍ତାନରେ ଲୋକଙ୍କ ପାଖରେ ୪ କୋଟି ୩୯ ଲକ୍ଷରୁ ଅଧିକ ବନ୍ଧୁକ ଅଛି। ଅର୍ଥାତ୍‌ ପ୍ରତି ଶହେ ଜଣରେ ୨୨.୩୦ ଜଣଙ୍କ ପାଖରେ ବନ୍ଧକ ରହିଛି। ପାକିସ୍ତାନ ଏହି ତାଲିକାରେ ୨୨ ତମ ସ୍ଥାନରେ ରହିଛି।

ପାଖରେ ଅସ୍ତ୍ରଶାସ୍ତ୍ର ରଖିବା ତାଲିକାରେ ଭାରତ ୧୨୦ ତମ ସ୍ଥାନରେ ରହିଛି। ଭାରତର ୧୪୦ କୋଟି ଜନସଂଖ୍ୟାଙ୍କ ପାଖରେ ୭ କୋଟି ୧୧ ଲକ୍ଷରୁ ଅଧିକ ବନ୍ଧୁକ ରହିଛି। ଦେଶର ପ୍ରତ୍ୟେକ ୧୦୦ ଲୋକଙ୍କ ମଧ୍ୟରୁ କେବଳ ୫.୩୦ ଲୋକଙ୍କ ପାଖରେ ବନ୍ଧୁକ କିମ୍ବା କୌଣସି ଆଧୁନିକ ଅସ୍ତ୍ର ଅଛି।

ଏହି ତାଲିକାରେ ଆଫଗାନିସ୍ତାନ ୬୩ ତମ ସ୍ଥାନରେ ରହିଛି। ଏଠାରେ ପ୍ରତ୍ୟେକ ୧୦୦ ସାଧାରଣ ନାଗରିକଙ୍କ ମଧ୍ୟରୁ ୧୨.୫ ଲୋକଙ୍କ ପାଖରେ ବନ୍ଧୁକ ଅଛି। ଦେଶର ଚାରି କୋଟି ଜନସଂଖ୍ୟାଙ୍କ ପାଖରେ ୪୦ ଲକ୍ଷରୁ ଅଧିକ ଅସ୍ତ୍ରଶସ୍ତ୍ର ରହିଛି। ୧

୪୪ କୋଟି ଜନସଂଖ୍ୟା ବିଶିଷ୍ଟ ଚାଇନାରେ ପ୍ରତି ୧୦୦ ନାଗରିକଙ୍କ ପାଇଁ ୩.୬୦ ବନ୍ଧୁକ ଅଛି। ଏଠାରେ ସାଧାରଣ ଲୋକଙ୍କ ପାଖରେ ସମୁଦାୟ ୪ କୋଟି ୯୭ ଲକ୍ଷ ଅସ୍ତ୍ରଶସ୍ତ୍ର ଅଛି।

ଏହି ତାଲିକାରେ ଶ୍ରୀଲଙ୍କା୧୬୯ ତମ, ମ୍ୟାନ୍‌ମାର ୧୭୯ ତମ, ନେପାଳ ୧୮୪ ତମ, ଭୁଟାନ ୧୯୬ ତମ ଏବଂ ବାଂଲାଦେଶ ୨୧୨ତମ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Rule Change From 1st August: ପହିଲାରୁ ବଦଳିବ ଏହି ୫ ବଡ଼ ନିୟମ! LPG, ବ୍ୟାଙ୍କ ଠାରୁ ନେଇ ଟ୍ରେନ୍ ଟିକେଟ୍ ପର୍ଯ୍ୟନ୍ତ ପଡିବ ପ୍ରଭାବ, ଜାଣନ୍ତୁ…

ନୂଆଦିଲ୍ଲୀ, ୨୮।୭: ଜୁଲାଇ ମାସ ଶେଷ ହେବାକୁ ଯାଉଛି, ଏବଂ ଚାରି ଦିନ ପରେ ଅର୍ଥାତ୍ ଅଗଷ୍ଟ ମାସ ଆରମ୍ଭ ହେବା ସହ ଅନେକ ବଡ଼ ପରିବର୍ତ୍ତନ…

ସରକାରଙ୍କୁ ପୁଣି ବଡ଼ ଆନ୍ଦୋଳନର ଧମକ ଦେଲେ ଅଭିଜିତ ଦିପ୍‌କେ, କହିଲେ ସର୍ତ୍ତ ନ ରଖିଲେ…

ନୂଆଦିଲ୍‌ଲୀ,୨୮।୭: କକରୋଚ ଜନତା ପାର୍ଟି (CJP) ର ସଂସ୍ଥାପକ ଅଭିଜିତ୍ ଦୀପକେ ପୁଣି ଥରେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ପୋଲିସ ପକ୍ଷରୁ…

ଭଦ୍ରକରେ ବୁଧବାର ସମସ୍ତ ସ୍କୁଲ-ଅଙ୍ଗନବାଡ଼ି ଛୁଟି

ଭଦ୍ରକ,୨୮।୭: ପ୍ରବଳ ବର୍ଷା ଏବଂ ଖରାପ ପାଗକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଆସନ୍ତାକାଲି ଅର୍ଥାତ ବୁଧବାର ଜିଲାର…

ଛାତ୍ର ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ଗିରଫ ଛାତ୍ରଙ୍କୁ ମୁକ୍ତ କର…

ନୂଆଦିଲ୍‌ଲୀ,୨୮।୭: ମଙ୍ଗଳବାର, ସୁପ୍ରିମକୋର୍ଟ ଛାତ୍ର ପ୍ରଦର୍ଶନରେ ସାମିଲ ଥିବା ପ୍ରତିବାଦକାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ବିଭିନ୍ନ ଆବେଦନର ଶୁଣାଣି ସମୟରେ, କୋର୍ଟ କହିଛନ୍ତି ଯେ ଦିଲ୍ଲୀର…

ସଂସଦରେ ପ୍ରିୟଙ୍କାଙ୍କୁ କଟାକ୍ଷ କଲେ ରିଜିଜୁ; ‘ରାହୁଲଙ୍କ ଭାଷଣ ଚୋରି କରିଦେଲେ…

ନୂଆଦିଲ୍ଲୀ,୨୮।୭: ମଙ୍ଗଳବାର ଲୋକ ସଭାରେ ପେପର ଲିକ ବିରୋଧୀ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ କଂଗ୍ରେସ ଦଳ ପକ୍ଷରୁ ଭାଷଣ ଦେଇଥିଲେ।…

ସରକାରଙ୍କ ବଡ଼ ଘୋଷଣା ରାକ୍ଷୀ ପୂର୍ଣ୍ଣିମାଠାରୁ ପ୍ରତି ମାସରେ ମହିଳାଙ୍କ ଖାତାକୁ ଆସିବ ୨୫୦୦ଟଙ୍କା

ନୂଆଦିଲ୍ଲୀ,୨୮।୭: ରକ୍ଷା ବନ୍ଧନ ପୂର୍ବରୁ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କ୍ୟାବିନେଟ ନିଷ୍ପତ୍ତି ମାଧ୍ୟମରେ ଦିଲ୍ଲୀର ଭଉଣୀମାନଙ୍କୁ…

କଙ୍ଗନାଙ୍କ ବିବାଦୀୟ ବୟାନର ଜବାବ ରଖିଲା CJP

ନୂଆଦିଲ୍ଲୀ,୨୮।୭: ଭାଜପା ଏମପି କଙ୍ଗନା ରାଣାୱତଙ୍କ Gen-Z ସମ୍ପର୍କରେ ମନ୍ତବ୍ୟକୁ ନେଇ ବିବାଦ ଦେଖାଦେଇଛି; ସେ Gen-Zକୁ ‘ଜେନେରେଶନ ଗଟର’ ବୋଲି କହିଥିଲେ। ‘କକ୍ରୋଚ ଜନତା ପାର୍ଟି’ର…

ଅଧିନାୟକ ବଦଳରେ ଅଧିନାୟକ… ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ମୁମ୍ବାଇ ଇଣ୍ଡିଆନ୍ସକୁ ସବୁଠାରୁ ବଡ଼ ପ୍ରସ୍ତାବ ଦେଇଛି ଦିଲ୍ଲୀ କ୍ୟାପିଟାଲ୍ସ

ନୂଆଦିଲ୍ଲୀ,୨୮।୭: ପାଞ୍ଚଥରର IPL ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଆଗାମୀ ସିଜିନ ପୂର୍ବରୁ ସେମାନଙ୍କର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ Trade କରିବାକୁ ମନସ୍ଥ କରିସାରିଛି। ଅନେକ ଦଳ ହାର୍ଦ୍ଦିକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri