Posted inଜାତୀୟ

‘ମୁଁ ଭିକ ମାଗିବି ନାହିଁ’, ଯାହା ଦଣ୍ଡ ଦେବାର ଅଛି ଦିଅ: ୟାସିନ ମଲିକ

ନୂଆଦିଲ୍ଲୀ,୨୫ ।୫: କଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକଙ୍କ ସଜା ଉପରେ ବୁଧବାର ଶୁଣାଣି ହେବ । ଏନଆଇଏର ବିଶେଷ କୋର୍ଟରେ ଏହାର ସଜା ସ୍ଥିର କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଏହି ମାମଲାର ଶୁଣାଣି ସମୟରେ ୟାସିନ ମଲିକ କହିଥିଲେ, ମୁଁ ଆପଣଙ୍କ ନିକଟରେ କିଛି ଭିକ ମାଗିବି ନାହିଁ, ଆପଣଙ୍କୁ ଯାହା ଠିକ୍ ଲାଗୁଛି ସେହି ଦଣ୍ଡ ମୋତେ ଦିଅନ୍ତୁ, ସେଥିପାଇଁ ମୁଁ ରାଜି ।’
ସୂଚନାଯୋଗ୍ୟ, ଯେଉଁ ଧାରାରେ ୟାସିନ ମଲିକଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି ସେଥିରେ ଅତିକମରେ ଆଜିବନ ଜେଲ ଯିବାର ବ୍ୟବସ୍ଥା ରହିଛି । ୟାସିନ କହିଛନ୍ତି ବୁରହାନ ୱାନିଙ୍କୁ ମାରିବା ପରେ ମୁଁ ସବୁବେଳେ ଜେଲରେ ରହୁଥିଲି । ହେଲେ ମୋ ବିରାଧରେ ଏମିତି ଅଭିଯୋଗ କିପରି ହେଉଛି । ଏହାପରେ କୋର୍ଟ କହିଥିଲେ ଏବେ ତାହା ଆଲୋଚନା କରିବାର ସମୟ ନୁହେଁ । ମୁଁ ଆପଣଙ୍କୁ କୌଣସି ଭିକ ମାଗୁ ନାହିଁ ବୋଲି ୟାସିନ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଜେଡିୟୁର ଷ୍ଟାର ପ୍ରଚାରକ ତାଲିକାରେ ନାହାନ୍ତି ପ୍ରଶାନ୍ତ-ପବନ

ନୂଆଦିଲ୍ଲୀ,୨୧।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଜନତା ଦଳ ୟୁନାଇଟେଡ(ଜେଡିୟୁ) ତା’ର ଷ୍ଟାର ପ୍ରଚାରକଙ୍କ ଏକ ତାଲିକା ଜାରି କରିଛି। ଏଥିରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ...

କୋର୍ଟରୁ ପୁଣି ଚିଦାମ୍ବରମଙ୍କୁ ଝଟ୍‌କା: ୧୧ଯାଏଁ ରହିବେ ଜେଲରେ

ନୂଆଦିଲ୍ଲୀ,୨୭।୧୧: ଦିନକୁ ଦିନ ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପି.ଚିଦାମ୍ବରମଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ବୁଧବାର କୋର୍ଟ ପକ୍ଷରୁ ତାଙ୍କୁ ପୁଣି ଆଉ ଏକ...

ବାଇକ୍‌ରେ ପକାଇ ପାରିବେ ନାହଁ ୫ ଲିଟରରୁ ଅଧିକ ତେଲ

ନୂଆଦିଲ୍ଲୀ, ୧୧।୮: ମିଜୋରାମ ସରକାର ମଙ୍ଗଳବାର ପ୍ରତି ଯାନ ପାଇଁ ଇନ୍ଧନ ପରିମାଣ ସ୍ଥିର କରିଛନ୍ତି। ବର୍ତ୍ତମାନ ମିଜୋରମରେ ସ୍କୁଟର ପ୍ରତି ୩ ଲିଟର, ଅନ୍ୟ...

‘ମୁଁ ସବୁବେଳେ ଭାଜପା ସହ ରହିଛି, ଯଦି…’: ଟିଏମସି ବିଧାୟକ ମୁକୁଲ ରାୟ

କୋଲକାତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ତ୍ରୁଣମୂଳ କଂଗ୍ରେସର ବିଧାୟକ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୁକୁଲ ରାୟ କହିଛନ୍ତି, ମୁଁ ସବୁବେଳେ ଭାରତୀୟ ଜନତା...

‘ସିଂହ ଭଳି ଆତ୍ମସମର୍ପଣ କରିଛି, ତାକୁ ନେଇ ଆମେ ଗର୍ବ କରୁ’, ଅମୃତପାଲ ସିଂଙ୍କ ମାଆ

ଚଣ୍ଡିଗଡ଼,୨୩।୪: ‘ଓ୍ବାରିସ ପଞ୍ଜାବ ଦେ’ର ମୁଖ୍ୟ ଅମୃତପାଲ ସିଂଙ୍କୁ ରବିବାର ପଞ୍ଜାବର ମୋଗା ଜିଲାରେ ରୋଡେ ଗାଁରୁ ଗିରଫ କରାଯାଇଛି। ଖଲିସ୍ତାନ ସମର୍ଥକ ଅମୃତପାଲ ପ୍ରାୟ...

ଆଦାନୀ ପ୍ରସଙ୍ଗରେ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କଲେ ଶାହା, କହିଲେ ବିରୋଧୀ କେବଳ ହୋହଲ୍ଲା କରୁଛନ୍ତି…

ନୂଆଦିଲ୍ଲୀ,୧୪।୨ : ଆଦାନୀ ପ୍ରସଙ୍ଗରେ ଭାଜପା ସରକାରଙ୍କ ବିରୋଧରେ ବିରୋଧୀଦଳଙ୍କ ପକ୍ଷରୁ ବହୁ ଅଭିଯୋଗ କରାଯାଉଛି। ଏହି ପ୍ରସଙ୍ଗରେ ଦେଶର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରଥମ...

ରୁଷିଆ-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ଆରମ୍ଭ ହେବ ଭାରତ-ରୁଷିଆ ବିମାନ ସେବା

ନୂଆଦିଲ୍ଲୀ,୬ ।୫: ରୁଷିଆ ସରକାରଙ୍କ ଦ୍ୱାରା ପରିଚାଳିତ ଏରୋଫ୍ଲୋଟ ଶୁକ୍ରବାରଠାରୁ ରୁଷିଆ-ଭାରତ ମଧ୍ୟରେ ପୁଣିଥରେ ବିମାନ ସେବା ଆରମ୍ଭ କରିବ । ଏରୋଫ୍ଲୋଟ କମ୍ପାନୀ ତା’ର...

ବାଂଲାଦେଶରେ ପଢୁଥିବା ଦାବିନ୍ଦର ଝିଅଙ୍କ ପଢାଖର୍ଚ୍ଚ ବହନ କରୁଛି ଆଇଏସ୍‌ଆଇ!

ନୂଆଦିଲ୍ଲୀ,୨୦।୧: ଜମ୍ମୁ-କଶ୍ମୀରରେ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀଙ୍କ ସହ ଧରାପଡିଥିବା ଡିଏସ୍‌ପି ଦାବିନ୍ଦର ସିଂଙ୍କ ଉପରେ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି(ଏନ୍‌ଆଇଏ) କଡା ନଜର ରଖିଛି। ଏନ୍‌ଆଇଏ ଏବେ...

Advertisement
Archives

Model This Week