ଛାତ୍ରୀନିବାସ ଲାଗି ଦାନ କଲେ ଯୌତୁକ ଟଙ୍କା
ଜୟପୁର,୨୫।୧୧: ଶିଶୁ କନ୍ୟାଙ୍କ ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ରାଜସ୍ଥାନର ଜଣେ କନ୍ୟା ଯୌତୁକ ବାବଦକୁ ଦିଆଯିବାକୁ ଥିବା ଟଙ୍କାରେ ଝିଅମାନଙ୍କ ଲାଗି ଏକ ହଷ୍ଟେଲ ନିର୍ମାଣ କରିବାକୁ ଅନୁରୋଧ କରି ଚର୍ଚ୍ଚାକୁ ଆସିଛନ୍ତି। କିଶୋର ସିଂ କାନୋଦଙ୍କ ଝିଅ...
ଚଳନ୍ତା କାରରେ ବଳାତ୍କାର
ମଥୁରା,୨୫।୧୧: ଚଳନ୍ତା କାରରେ ୨୧ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରାଯାଇଛି। ମଙ୍ଗଳବାର ସବ୍-ଇନ୍ସପେକ୍ଟର ପରୀକ୍ଷା ଦେବା ପାଇଁ ପୀଡ଼ିତା ଆଗ୍ରା ଯାଇଥିଲେ। ସେଠାରୁ ଫେରିବା ବାଟରେ ପୀଡ଼ିତାଙ୍କୁ କାରରେ ବଳାତ୍କାର କରାଯାଇଛି ବୋଲି ଏସ୍ପି ଶ୍ରୀଶ ଚନ୍ଦ୍ରା କହିଛନ୍ତି। ବଳାତ୍କାର...
ସନ୍ତାନ ଜନ୍ମ ଦେବା, ନ ଦେବା ମହିଳାଙ୍କର ବ୍ୟକ୍ତିଗତ ଅଧିକାର…
ବେଙ୍ଗାଲୁରୁ,୨୫।୧୧: ଏକ ମାମଲାର ବିଚାର କରି କର୍ନାଟକ ହାଇକୋର୍ଟ କହିଛନ୍ତି ଯେ, ସନ୍ତାନଙ୍କୁ ଜନ୍ମ ଦେବା ଅବା ନ ଦେବା ମହିଳାଙ୍କର ବ୍ୟକ୍ତିଗତ ମୌଳିକ ଅଧିକାର। ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୨୧ ଅନ୍ତର୍ଗତ ଏହି ଅଧିକାରରେ ହସ୍ତକ୍ଷେପ କରାଯାଇ ପାରିବ...
ମାୟାବତୀଙ୍କୁ ପୁଣି ଝଟ୍କା
ଲକ୍ଷ୍ନୌ,୨୫।୧୧: ୟୁପି ବିଧାନସଭା ନିର୍ବାଚନ ପୂର୍ବରୁ ମାୟାବତୀଙ୍କ ଦଳ ବିଏସପିକୁ ବଡ଼ ଝଟ୍କା ଲାଗିଛି। ବନ୍ଦନା ସିଂଙ୍କ ପରେ ଆଉ ଜଣେ ବିଏସପି ବିଧାୟକ ଦଳ ଛାଡିଛନ୍ତି। ଆଜମଗଡ଼ର ମୁବାରକପୁରର ବିଏସପି ବିଧାୟକ ଶାହା ଆଲାମ ଦଳ ଛାଡିଛନ୍ତି। ସେ...
ଶକ୍ତି ମିଲ୍ ଗଣ ବଳାତ୍କାର ମାମଲା, ଦୋଷୀଙ୍କ ଫାଶୀଦଣ୍ଡ ଆଜୀବନ କାରାଦଣ୍ଡରେ ପରିବର୍ତ୍ତିତ…
ମୁମ୍ବାଇ,୨୫।୧୧: ଶକ୍ତି ମିଲ୍ସ ପରିସରରେ ୨୨ ବର୍ଷ ବୟସ୍କା ମହିଳା ଫଟୋ ଜର୍ନାଲିଷ୍ଟଙ୍କ ଗଣବଳାତ୍କାରର ଘଟଣାରେ ତିନିଜଣ ଦୋଷୀଙ୍କୁ ଦିଆଯାଇଥିବା ପାଶୀଦଣ୍ଡକୁ ବମ୍ବେ ହାଇକୋର୍ଟ ଆଜୀବନ କାରାଦଣ୍ଡରେ ପରିବର୍ତ୍ତିତ କରିଛନ୍ତି। ସେମାନଙ୍କ ଦ୍ୱାରା କରାଯାଇଥିବା ଅପରାଧର ଅନୁତାପ ପାଇଁ ସେମାନେ...
ସ୍ବାମୀଙ୍କୁ ସ୍ତ୍ରୀଙ୍କ ଧମକ: ‘ଦାଢ଼ି ନ କାଟିଲେ ଛାଡପତ୍ର ଦେବି’
ଲକ୍ଷ୍ନୌ,୨୫।୧୧: ଉତ୍ତର ପ୍ରଦେଶର ଆଲିଗଡରେ ଏକ ରୋଚକ ଘଟଣା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତିଙ୍କ ଦାଢିକୁ ସ୍ତ୍ରୀ ଏତେ ଚିଡିଯାଇଛନ୍ତି ଯେ ସେ ତାଙ୍କୁ ଦାଢି ନ କାଟିଲେ ଛାଡପତ୍ର ଦେବାକୁ ଧମକ ଦେଇଛନ୍ତି। ବାଧ୍ୟ ହୋଇ ବ୍ୟକ୍ତି ଜଣଙ୍କ...
ଜେୱର ଅନ୍ତର୍ଜାତୀୟ ବିମାନବନ୍ଦରର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
ଜେୱର,୨୫ ।୧୧: ଉତ୍ତର ପ୍ରଦେଶ ଗୌତମ ବୁଦ୍ଧ ନଗରର ଜେୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରର ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ମୋଦି ଦେଶବାସୀଙ୍କୁ ଶଉଭେଚ୍ଛା ଜଣାଇଛନ୍ତି । ଶିଳାନ୍ୟାସ କାର୍ଯ୍ୟକ୍ରମରେ ମାଦିଙ୍କ ସହ...
ପାକିସ୍ତାନରୁ ଆସିଥିଲା ଗମ୍ଭୀରଙ୍କୁ ହତ୍ୟା ଧମକ ଇ-ମେଲ୍
ନୂଆଦିଲ୍ଲୀ,୨୫।୧୧:ପୂର୍ବ ଦିଲ୍ଲୀ ନିର୍ବାଚନମଣ୍ଡଳୀର ଭାଜପା ଏମ୍ପି ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ ଦିଆଯାଇଛି। ଥରେ ନୁହେଁ, ଦୁଇ ଥର ଇମେଲ୍ ଯୋଗେ ଏହି ହତ୍ୟା ଧମକ ଦିଆଯାଇଛି। ଯେଉଁ ମେଲ୍ରୁ ଗମ୍ଭୀରକୁ ହତ୍ୟା ଧମକ ଆସିଥିଲା,...
ଶିବରାତ୍ରୀ-ମହାପୁରୁଷଙ୍କ ଜୟନ୍ତୀରେ ମାଂସ ଦୋକାନ ବନ୍ଦ…
ଲକ୍ଷ୍ନୌ,୨୫।୧୧: ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ଆଉ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ମହାପୁରୁଷଙ୍କ ଜୟନ୍ତୀ ଏବଂ ଶିବରାତ୍ରୀରେ ମାଂସ ଦୋକାନ ବନ୍ଦ ରହିବ। ଏ ସମ୍ପର୍କରେ ଏକ ନିର୍ଦ୍ଦେଶ ମଧ୍ୟ ଜାରି କରାଯାଇଛି। ସିନ୍ଧି ସମାଜର...
ହ୍ବାଟସ୍ ଆପ୍ରେ ରାଷ୍ଟ୍ରପତିଙ୍କ ସୁରକ୍ଷା ତଥ୍ୟ ଲିକ୍…
ନୂଆଦିଲ୍ଲୀ,୨୫।୧୧: ଦୁଇ ଦିନିଆ ଗସ୍ତରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ କାନପୁରରେ ଅଛନ୍ତି। ବୁଧବାର ଏହି ସହରରେ ତାଙ୍କର ଦ୍ୱିତୀୟ ଦିନ। କିନ୍ତୁ ରାଷ୍ଟ୍ରପତିଙ୍କ ସୁରକ୍ଷାକୁ ନେଇ ଏକ ବଡ ତ୍ରୁଟି ହୋଇଛି। ରାଷ୍ଟ୍ରପତିଙ୍କ ସୁରକ୍ଷା ସମ୍ପର୍କିତ ତଥ୍ୟ ହ୍ବାଟସ୍...
ଲିଙ୍ଗ ଅନୁପାତରେ ପ୍ରଥମ ଥର ପାଇଁ ମହିଳା ଆଗରେ…
ନୂଆଦିଲ୍ଲୀ,୨୫।୧୧: ଭାରତର ଜନସଂଖ୍ୟାରେ ପ୍ରଥମ ଥର ପାଇଁ ଲିଙ୍ଗ ଅନୁପାତରେ ମହିଳା ଆଗରେ ରହିଛନ୍ତି। ଦେଶରେ ୧୦୦୦ ଜଣ ପୁରୁଷ ପ୍ରତି ମହିଳାଙ୍କ ସଂଖ୍ୟା ୧୦୨୦କୁ ବୃଦ୍ଧି ପାଇଛି। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି।...
ଦୋଷୀ ନେତାଙ୍କୁ ନିର୍ବାଚନ ଲଢ଼ିବାରୁ ରୋକିବାକୁ ପ୍ରସ୍ତୁତ କି? କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ…
ନୂଆଦିଲ୍ଲୀ,୨୫।୧୧: ଦୋଷୀ ସାବ୍ୟସ୍ତ ହୋଇଥିବା ନେତାମାନଙ୍କୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନ କରିବାକୁ ସୁପ୍ରିମକୋର୍ଟ ସିଧାସଳଖ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଏହା ସହିତ ସୁପ୍ରିମକୋର୍ଟ ରାଜ୍ୟମାନଙ୍କୁ କହିଛନ୍ତି ଯେ, ସମ୍ପ୍ରତି କାର୍ଯ୍ୟ କରୁଥିବା ଏମ୍ପି ବିଧାୟକ ତଥା ପୂର୍ବତନ ଏମ୍ପି-ବିଧାୟକଙ୍କ...
Archives


