Posted inଜାତୀୟ

ସ୍ବାମୀଙ୍କୁ ସ୍ତ୍ରୀଙ୍କ ଧମକ: ‘ଦାଢ଼ି ନ କାଟିଲେ ଛାଡପତ୍ର ଦେବି’

ଲକ୍ଷ୍ନୌ,୨୫।୧୧: ଉତ୍ତର ପ୍ରଦେଶର ଆଲିଗଡରେ ଏକ ରୋଚକ ଘଟଣା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତିଙ୍କ ଦାଢିକୁ ସ୍ତ୍ରୀ ଏତେ ଚିଡିଯାଇଛନ୍ତି ଯେ ସେ ତାଙ୍କୁ ଦାଢି ନ କାଟିଲେ ଛାଡପତ୍ର ଦେବାକୁ ଧମକ ଦେଇଛନ୍ତି। ବାଧ୍ୟ ହୋଇ ବ୍ୟକ୍ତି ଜଣଙ୍କ ଏସଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏପର୍ଯ୍ୟନ୍ତ ଏହି ମାମଲାରେ କୌଣସି ମାମଲା ରୁଜୁ ହୋଇନାହିଁ।
ଅଭିଯୋଗକାରୀ ଜଣଙ୍କ କହିଛନ୍ତି, ଜୁନ୍‌ ୨୦୨୦ରେ ମୋର ବିବାହ ହୋଇଥିଲା। ବିବାହର କିଛି ଦିନ ପରେ ମୋ ସ୍ତ୍ରୀ ମୋତେ ଦାଢ଼ି କାଟିବାକୁ କହିଥିଲେ। କାରଣ ସେ ଜଣେ ମଡେଲ୍‌। ମୁଁ ଏକ ଧାର୍ମିକ ଅନୁଷ୍ଠାନର ଇମାମ। ତେଣୁ ମୁଁ ଦାଢ଼ି କାଟି ପାରିବି ନାହିଁ। ଏହି କାରଣ ଆମ ଦୁଇ ଜଣଙ୍କ ମଧ୍ୟରେ ବାରମ୍ବାର ଝଗଡା ଲାଗୁଛି। ତେଣୁ ମୁଁ ଅଭିଯୋଗ ନେଇ ଏଠାକୁ ଆସିଛି। ମୋର ସମାଧାନ କରନ୍ତୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୋନିଆଙ୍କୁ ଭେଟିଲେ ଷ୍ଟାଲିନ

ନୂଆଦିଲ୍ଲୀ,୧୮ା୬: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ ଶୁକ୍ରବାର ନୂଆଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ସାକ୍ଷାତ କରିଛନ୍ତି। ତାମିଲନାଡୁରେ ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଡିଏମ୍‌କେ-କଂଗ୍ରେସ...

ଜୁଲାଇ ପ୍ରଥମ ସପ୍ତାହରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ଫଡନବିଶ

ମୁମ୍ବାଇ,୩୦ ।୬: ଗଲା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଆସନ । ବୁଧବାର ପର୍ଯ୍ୟନ୍ତ ସେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଥିବା ବେଳେ ଗୁରୁବାର ସକାଳୁ ସେ...

ତଳ ମୁହାଁ କରୋନା ଗ୍ରାଫ୍‌: କମିଲା ନୂଆ ଆକ୍ରାନ୍ତ-ମୃତକଙ୍କ ସଂଖ୍ୟା…

ନୂଆଦିଲ୍ଲୀ,୩୧।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଛି। ନୂଆ ଆକ୍ରାନ୍ତଙ୍କ ସଂଖ୍ୟା...

ଫେବୃୟାରୀ ୧ରେ କେନ୍ଦ୍ର ବଜେଟ: ଅର୍ଥନୈତିକ ସର୍ଭେ ରିପୋର୍ଟ ଜାନୁୟାରୀ ୩୧ରେ

ନୂଆଦିଲ୍ଲୀ,୧୪ା୧୨ (ଆଇଏଏନ୍‌ଏସ୍‌): ୨୦୨୦-୨୧ ଆର୍ଥକ ବର୍ଷ ଲାଗି ଫେବୃୟାରୀ ୧ରେ କେନ୍ଦ୍ର ବଜେଟ ଉପସ୍ଥାପନ ହେବ। ସେହିଭଳି ଅର୍ଥନୈତିକ ସର୍ଭେ ରିପୋର୍ଟ ଜାନୁୟାରୀ ୩୧ରେ ଆଗତ...

ଅଣ୍ଡରଓ୍ବାଲର୍‌ଡ ଡନ୍‌ ଛୋଟା ରାଜନ ଏମ୍ସରେ ଭର୍ତ୍ତି

ନୂଆଦିଲ୍ଲୀ,୨୯।୭: ଅଣ୍ଡରଓ୍ବାଲର୍‌ଡ ଡନ୍‌ ଛୋଟା ରାଜନ ପୁଣି ଥରେ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ତିହାଡ ଜେଲରୁ ଦିଲ୍ଲୀ ଏମ୍ସ ସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବୁଧବାର...

ହସିହସି କହୁଥିବା କଥା ଅପରାଧ ନୁହେଁ, ହାଇକୋର୍ଟ…

ନୂଆଦିଲ୍ଲୀ, ୨୬।୩ : ଦିଲ୍ଲୀ ହାଇକୋର୍ଟ ହେଟ୍‌ ସ୍ପିଚ୍‌ ମାମଲାର ବିଚାର କରି କହିଛନ୍ତି ଯେ, ହସିହସି କହୁଥିବା କଥା ଅପରାଧ ନୁହେଁ। ମାତ୍ର କିଛି...

ଏହି ଦେଶର ମିସ୍‌ ୱାର୍ଲଡ ମୁକୁଟ ପିନ୍ଧିଲେ…

ନୂଆଦିଲ୍ଲୀ: ମିସ୍‌ ୱାର୍ଲଡ ଆମେରିକା -୨୦୨୧ର ମୁକୁଟ ପାଇଁ ଜଣେ ଭାରତୀୟ-ଆମେରିକୀୟ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେ ହେଲେ  ଶ୍ରୀସାଇନି।  ଭାରତରେ ଜନ୍ମ ହୋଇଥିଲେ ମଧ୍ୟ ...

ବିଦ୍ୱେଷ ସୃଷ୍ଟିକାରୀ ଭାଷଣ ମାମଲା, କେନ୍ଦ୍ର ସରକାରଙ୍କୁ ନୋଟିସ୍‌ ଜାରି…

ନୂଆଦିଲ୍ଲୀ, ୧୨।୧ : ହରିଦ୍ୱାର ଏବଂ ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯେଉଁମାନେ ବିଦ୍ୱେଷ ସୃଷ୍ଟିକାରୀ ଭାଷଣ ଦେଇଥିବାର ଅଭିଯୋଗ ହୋଇଛି, ସେମାନଙ୍କ ବିରୋଧରେ ଯାଞ୍ଚ...

Advertisement
Archives

Model This Week