ଶସ୍ତା ହେବ ମଦ
ନୂଆଦିଲ୍ଲୀ,୨୯ା୧: ଭାରତୀୟ ବଜାରରେ ବ୍ରିଟେନର ହ୍ବିସ୍କି ଏବଂ ଓ୍ବାଇନ୍ର ମୂଲ୍ୟ ବହୁତ କମ୍ ହୋଇପାରେ। ଏକ ମୁକ୍ତ ବାଣିଜ୍ୟ ଚୁକ୍ତି (FTA) ଉପରେ ଭାରତ-ବ୍ରିଟେନରେ ଆଲୋଚନା ଚାଲିଛି। ଏହି କ୍ରମରେ ବ୍ରିଟେନରୁ ଆମଦାନୀ ହେଉଥିବା ମଦ୍ୟପାନୀୟ ଉପରେ ଶୁଳ୍କ ହ୍ରାସ କରିବାକୁ…
ଫେବୃୟାରୀ ୧୦ରୁ ମାର୍ଚ୍ଚ ୭ ପର୍ଯ୍ୟନ୍ତ ଏକ୍ଜିଟ୍ ପୋଲ୍ ଉପରେ ରୋକ…
ନୂଆଦିଲ୍ଲୀ, ୨୯।୧ : ଆଗକୁ ୫ ଟି ରାଜ୍ୟରେ ବିଧାନସଭା ନିର୍ବାଚେନ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଫେବୃୟାରୀ ୧୦ରୁ ମାର୍ଚ୍ଚ ୭ ପର୍ଯ୍ୟନ୍ତ ଏକ୍ଜିଟ୍ ପୋଲ୍ ଉପରେ ରୋକ ଘୋଷଣା କରାଯାଇଛି। ଏହାର…
ପରିବାର ଶାନ୍ତି ପାଇଁ ଚିକିତ୍ସା ନ କରିବା ଜୀବନସାଥୀଙ୍କ ପ୍ରତି କ୍ରୁରତା, ଛାଡ଼ପତ୍ର ନିଷ୍ପତ୍ତିକୁ କାଏମ୍ ରଖିଲେ ହାଇକୋର୍ଟ…
ଥିରୁଭାନନ୍ତପୁରମ୍, ୨୯।୧ : ଶାରୀରିକ ସମସ୍ୟାର ଚିକିତ୍ସା ନ କରିବା ମଧ୍ୟ ଜୀବନସାଥୀଙ୍କ ପ୍ରତି କ୍ରୁରତା। ଏହା ଦ୍ୱାରା ପରିବାରର ଶାନ୍ତି ବ୍ୟହତ ହୋଇଥାଏ ବୋଲି କେରଳ ହାଇକୋର୍ଟ କହିଛନ୍ତି। ଦାମ୍ପତ୍ୟ ଜୀବନରେ ସନ୍ତୁଳନ ଏଭଳି ଘଟଣା ଦ୍ୱାରା ବିଗିଡ଼ି ଯାଇଥାଏ।…
ଘର ଘର ବୁଲି ପ୍ରଚାରରେ ବଢ଼ିଲା ଭିଡ଼, ପ୍ରଚାର ବନ୍ଦ…
ଲକ୍ଷ୍ନୌ, ୨୯।୧ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଘର ଘର ବୁଲି ପ୍ରଚାର କରୁଥିଲେ। ତେବେ ପ୍ରଚାରର ଭିଡ଼ ବଢ଼ିବାରୁ ଅଧାରୁ ଏହାକୁ ବନ୍ଦ କରି ଦିଆଯାଇଛି। ସହାରନ୍ପୁରର ଦେଓବନ୍ଦଠାରେ ଘର ଘର ବୁଲି…
ଫେବୃୟାରୀ ୧ରୁ ବଦଳିଯିବ ବ୍ୟାଙ୍କ ସହ ଜଡ଼ିତ ଏସବୁ ବଡ଼ ନିୟମ; ଏବେଠୁ ଜାଣି ନିଅନ୍ତୁ…
ନୂଆଦିଲ୍ଲୀ,୨୯।୧: ନୂଆ ବର୍ଷ ୨୦୨୨ର ପ୍ରଥମ ମାସ ଅର୍ଥାତ ଜାନୁୟାରୀ ଶେଷ ହେବାକୁ ଯାଉଛି। ଫେବୃୟାରୀ ପହିଲାରୁ ଅନେକ ପରିବର୍ତ୍ତନ ହେବାକୁ ଯାଉଛି । ଫେବୃୟାରୀ ୧ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଉପସ୍ଥାପନ କରିବେ । ବଜେଟ…
ଅନନ୍ତନାଗରେ ଆତଙ୍କବାଦୀ ଆକ୍ରମଣ, ଜଣେ ଯବାନ ଶହୀଦ୍…
ଶ୍ରୀନଗର, ୨୯।୧ : ଜମ୍ମୁ-କଶ୍ମୀରର ଅନନ୍ତନାଗରେ ଆତଙ୍କବାଦୀ ଆକ୍ରମଣରେ ଜଣେ ଯବାନ ଶହୀଦ୍ ହୋଇଛନ୍ତି। ସ୍ଥାନୀୟ ହାସନପୋରା ବିଜ୍ବେହାରା ଅଞ୍ଚଳରେ ହୋଇଥିବା ଏହି ଆକ୍ରମଣରେ ପୋଲିସ ହେଡ୍ କନଷ୍ଟେବଳ ଅଲ୍ଲୀ ମହମ୍ମଦ ମାଗରେ ଚିକିତ୍ସାଧୀନ ଅବସ୍ଥାରେ ଶହୀଦ୍ ହୋଇଥିବା କଶ୍ମୀର ଜୋନ୍…
ଧ୍ୱଜାବତରଣରେ ୧୦୦୦ ଡ୍ରୋନ୍ ଦ୍ୱାରା ଏୟାର ଶୋ’, ହଟିଲା ମହାତ୍ମାଙ୍କ ପସନ୍ଦ…
ନୂଆଦିଲ୍ଲୀ, ୨୯।୧ : ଶନିବାର ବିଜୟ ଚୌକଠାରେ ସାଧାରଣତନ୍ତ୍ର ଦିବସର ଧ୍ୱଜାବତରଣ (ବିଟିଙ୍ଗ ରିଟ୍ରିଟ ) ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମହାତ୍ମା ଗାନ୍ଧୀଙ୍କ ପ୍ରିୟ ଭଜନ ଆବାଇଡ୍ ଓ୍ବିଥ୍ ମି (ମୋ ସହିତ ରୁହ)ର ଧୁନ୍କୁ ଚଳିତ ଥର ଉତ୍ସବରୁ ହଟାଇ…
ପାରୋଲରେ ଯାଇଥିବା କଏଦୀଙ୍କୁ ଆତ୍ମସମର୍ପଣ ପାଇଁ ବାଧ୍ୟ କରନାହିଁ…
ନୂଆଦିଲ୍ଲୀ, ୨୯।୧ : କରୋନା ମହାମାରୀ ସଙ୍କଟ ସମୟରେ ପାରୋଲରେ ଘରକୁ ଯାଇଥିବା କଏଦୀଙ୍କୁ ଶୀଘ୍ର ଆତ୍ମସମର୍ପଣ ପାଇଁ ବାଧ୍ୟ କରନାହିଁ ବୋଲି ସୁପ୍ରିମ୍କୋର୍ଟ କେରଳ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ କଏଦୀଙ୍କୁ ଘରକୁ…
କାର୍ ଚଳାଇ ଭର୍ଚୁଆଲ ଶୁଣାଣିରେ ଯୋଗଦେବା ନେଇ ଆପତ୍ତି…
ନୂଆଦିଲ୍ଲୀ, ୨୯।୧ : କାର୍ ଚଳାଉଥିବା ସମୟରେ ଭର୍ଚୁଆଲ ଶୁଣାଣିରେ ଯୋଗଦେଇଥିବା ଜଣେ ଆଇନଜୀବୀଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି। ଆଇନଜୀବୀ ଜଣକ ଏଭଳି କରିଥିବା ଅଭିଯୋଗ ମିଳିବା ପରେ କୋର୍ଟ ଆପତ୍ତି ପ୍ରକାଶ କରିଛନ୍ତି। ବିଚାରପତି ମୁକ୍ତା…
ପଞ୍ଜାବବାସୀଙ୍କୁ ୧୦ ବଡ ଗ୍ୟାରେଣ୍ଟି ଦେଲେ କେଜରିୱାଲ
ଚଣ୍ଡିଗଡ଼,୨୯ ।୧: ପଞ୍ଜାବ ବିଧାନସଭା ନିର୍ବାଚନ ଲାଗି ସବୁ ଦଳ ଏବେ ପ୍ରଚାର ମଇଦାନକୁ ଓହ୍ଲାଇ ସାରିଲେଣି । ଶନିବାର ଆମ ଆଦମୀ ପାର୍ଟି(ଏଏପି) ମୁଖ୍ୟ ଅରବିନ୍ଦ କେଜରିୱାଲ ବି ଭୋଟ ହାତେଇବାକୁ ପଞ୍ଜାବବାସୀଙ୍କୁ ୧୦ ବଡ ଗ୍ୟାରେଣ୍ଟି ଦେଇଛନ୍ତି ।…
ନିର୍ବାସନ ଏକ ସାଧାରଣ ଦଣ୍ଡାଦେଶ ନୁହେଁ, ଗୁରୁତର ଅପରାଧ କ୍ଷେତ୍ରରେ ଏହାର ଉପଯୋଗ ହେବା ଆବଶ୍ୟକ…
ନୂଆଦିଲ୍ଲୀ, ୨୯।୧ : ନିର୍ବାସନ ଦଣ୍ଡାଦେଶ ଏକ ସାଧାରଣ ଦଣ୍ଡାଦେଶ ନୁହେଁ। ଗୁରୁତର ଅପରାଧ କ୍ଷେତ୍ରରେ ଏହାର ଉପଯୋଗ ହେବା ଆବଶ୍ୟକ ବୋଲି ସୁପ୍ରିମ୍କୋର୍ଟ କହିଛନ୍ତି। ଭାରତୀୟ ନାଗରିକଙ୍କର ଦେଶରେ ଯେକୌଣସି ସ୍ଥାନକୁ ଯିବା ଆସିବାର ଅଧିକାର ରହିଛି। ଏପରିସ୍ଥଳେ ନିର୍ବାସନ…
ଜୟନ୍ତ ଚୌଧୁରୀଙ୍କୁ ପରାମର୍ଶ ଦେଲେ ଶାହ
ଲକ୍ଷ୍ନୌ,୨୯ ।୧: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨କୁ ନେଇ ଶନିବାର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମୁଜାଫରନଗରରେ ଦଳର ପ୍ରଚାରରେ ଅଛନ୍ତି । ସେଠାରେ ସେ କହିଛନ୍ତି ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ଲାଗି ସମାଜବାଦୀ ପାର୍ଟି(ସପା) ଓ ରାଷ୍ଟ୍ରୀୟ…
Archives


