ବିବାହରେ ଯୋଗ ଦେବା ଅପରାଧ ତ ନୁହେଁ: ସୁରଜେୱାଲା
ନୂଆଦିଲ୍ଲୀ,୩ ।୫: ନିଜର ଜଣ ବନ୍ଧୁଙ୍କ ବିବାହରେ ଯୋଗ ଦେବାକୁ ନେପାଳ ଯାଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏବେ ଏହାର ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ସେ ଏକ ପବ୍ରେ ନଜର ଆସିଛନ୍ତି । ଏହି ଭିଡିଓକୁ…
ଗୌତମବୁଦ୍ଧ ନଗରରେ ମେ ୩୧ ପର୍ଯ୍ୟନ୍ତ ୧୪୪
ଲକ୍ଷ୍ନୌ,୩।୫: ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶ ସରକାର ଗୌତମବୁଦ୍ଧ ନଗରରେ ୧୪୪ ଧାରା ଲାଗୁ କରିଛନ୍ତି। କଟକଣା ମେ’ ୧ରୁ ୩୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଦେଶରେ କରୋନାର ଚତୁର୍ଥ ଲହର ସଂକ୍ରମଣ ଆଶଙ୍କା…
ନାଇଟ୍ କ୍ଲବ୍ରେ ରାହୁଲ ଗାନ୍ଧୀ: ଭିଡିଓ ଶେୟାର କରି ଟାର୍ଗେଟ୍ କଲା ଭାଜପା
ନୂଆଦିଲ୍ଲୀ,୩।୫: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଆଜିକାଲି ବ୍ୟକ୍ତିଗତ ଭାବେ ନେପାଳ ଗସ୍ତରେ ଅଛନ୍ତି। ରାହୁଲଙ୍କ ନେପାଳ ଗସ୍ତର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ କାଠମାଣ୍ଡୁର ଏକ ନାଇଟ କ୍ଲବ୍ରେ ପାର୍ଟି କରୁଥିବା…
ନମାଜ ପାଠ ପରେ ସୁରକ୍ଷାକର୍ମୀଙ୍କ ଉପରକୁ ପଥରମାଡ଼
ଶ୍ରୀନଗର,୩।୫: ଇଦ୍-ଉଲ୍-ଫିତର ଅବସରରେ ଜମ୍ମୁ କଶ୍ମୀରର ଅନନ୍ତନାଗରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରାଯାଇଛି। ଏଠାରେ ଏକ ମସଜିଦ ବାହାରେ ସୁରକ୍ଷାକର୍ମୀମାନଙ୍କ ଉପରକୁ ପଥରମାଡ ହୋଇଥିବା ସୂଚନା ମିଳିଛି। ନମାଜ ପାଠ ପରେ ଏହି ପଥରମାଡ କରାଯାଇଛି। ଏବେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ସେଠାରେ…
‘ଇଦ୍-ଉଲ୍-ଫିତର’ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୩।୫: ସମଗ୍ର ଦେଶରେ ଆଜି ଇଦ୍-ଉଲ୍-ଫିତର ପର୍ବ ପାଳନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଅନ୍ୟାନ୍ୟ ବଡ ନେତା ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ…
‘ଦେଶର ସ୍ଥିତି ଏବେ ଠିକ୍ ନାହିଁ’
ନୂଆଦିଲ୍ଲୀ,୩।୫: ଇଦ୍-ଉଲ୍-ଫିତର୍ ଅବସରରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। କୋଲକତାର ରେଡ ରୋଡରେ ଉପସ୍ଥିତ ଲୋକଙ୍କୁ ସମ୍ବୋଧିତ କରି ସେ କହିଛନ୍ତି, ଦେଶର ଅବସ୍ଥା ଭଲ ନାହିଁ।…
ଆତଙ୍କବାଦ ତାଲିମ ନେଉଛନ୍ତି କଶ୍ମୀର ଯୁବକ: ଏନ୍କାଉଣ୍ଟରରେ ଗଲାଣି ୧୭ ଜୀବନ
ନୂଆଦିଲ୍ଲୀ,୩।୫: ଆତଙ୍କବାଦୀ ନିରୋଧୀ ଅଭିଯାନ ବେଳେ ପାକିସ୍ତାନରୁ ତାଲିମ ନେଇ ଫେରିଥିବା ୧୭ ଜଣ କଶ୍ମୀରୀ ଯୁବକ ଏନ୍କାଉଣ୍ଟରେ ନିହତ ହେଲେଣି। ସେମାନଙ୍କ ମଧ୍ୟରୁ କେତେଜଣ ଅସ୍ତ୍ରଶସ୍ତ୍ର ତାଲିମ ନେଇଥିଲେ। ସେମାନେ ଉଚ୍ଚଶିକ୍ଷା ପାଇଁ ପାକିସ୍ତାନ ଯାଇ ସେଠାରୁ ଆତଙ୍କବାଦ ତାଲିମ…
ପୁଣି ବଢୁଛି କରୋନା ସଂକ୍ରମଣ
ନୂଆଦିଲ୍ଲୀ,୩।୫: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ଧୀରେ ଧୀରେ ବଢିବାରେ ଲାଗିଛି। ଗତ କିଛିଦିନ ହେବ ସଂକ୍ରମଣ ହଜାରେ ତଳେ ଥିବାବେଳେ ମଙ୍ଗଳବାର ତାହା ବୃଦ୍ଧି ପାଇଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ…
ସାମନାରେ ଶିବସେନାର ଆକ୍ରମଣ, ରାଜ ଠାକରେଙ୍କ ଏମଏନଏସକୁ କହିଲା ଭାଜପାର ଅନ୍ତବସ୍ତ୍ର
ମୁମ୍ବାଇ,୩ ।୫: ଶିବସେନା ଏମଏନଏସ ମୁଖ୍ୟ ରାଜ ଠାକରେଙ୍କୁ ଟାର୍ଗେଟ କରିଛି । ଏମଏନଏସକୁ ନେଇ ଶିବସେନା ଏକ ବିବାଦୀୟ ଟିପ୍ପଣି ଦେଇଛି । ସାମନାରେ ଶିବସେନା ଏମଏନଏସର ନାମ ନ ନେଇ ଏହାକୁ ଅନ୍ତବସ୍ତ୍ର କହି ସମ୍ବୋଧନ କରିଛି ।…
ରାଜସ୍ଥାନରେ ସାମ୍ପ୍ରଦାୟିକ ହିଂସା: ଇଣ୍ଟରନେଟ୍ ସେବା ବନ୍ଦ
ଜୟପୁର,୩।୫: ରାଜସ୍ଥାନର ଯୋଧପୁରରେ ଇଦ ପୂର୍ବ ରାତିରେ ସାମ୍ପ୍ରଦାୟିକ ଉତ୍ତେଜନା ପରିସ୍ଥିତି ଉପୁଜିଛି। ଯୋଧପୁରର ଜଲୋରୀ ଗେଟ୍ ନିକଟରେ ଲାଉଡସ୍ପିକର ଏବଂ ପତାକା ଲାଗିବାକୁ ନେଇ ଦୁଇ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ସେଠାରେ ପଥର ଫିଙ୍ଗାଫିଙ୍ଗି ବେଳେ ତିନି…
ଆଜି ଇଦ୍-ଉଲ୍-ଫିତର: ଜାମା ମସଜିଦ୍ରେ କଡ଼ା ସୁରକ୍ଷା ଭିତରେ ନମାଜ ପାଠ
ନୂଆଦିଲ୍ଲୀ,୩।୫:ଆଜି ସମଗ୍ର ଦେଶରେ ଇଦ୍-ଉଲ୍-ଫିତର ଅର୍ଥାତ୍ ଇଦ୍ ପାଳନ କରାଯାଉଛି। ଏହି ଅବସରରେ ମୁସଲମାନ ଭଉଣୀ ଓ ଭାଇମାନେ ସକାଳେ ଦିଲ୍ଲୀର ଜାମା ମସଜିଦରେ ଆଲ୍ଲାଙ୍କୁ ଶାନ୍ତି ଏବଂ ସମୃଦ୍ଧତା ପାଇଁ ପ୍ରାର୍ଥନା କରିଥିଲେ। ଇଦ ପାଇଁ ଦିଲ୍ଲୀରେ ସ୍ବତନ୍ତ୍ର ସୁରକ୍ଷା…
ଜୁନରେ ଉତ୍ତର ପ୍ରଦେଶ ଗସ୍ତ କରିବେ ରାଜ ଠାକରେ, ବୁକ କରାଯାଇଛି ୧୨ ସ୍ପେଶାଲ ଟ୍ରେନ୍
ମୁମ୍ବାଇ,୩ ।୫: ହନୁମାନ ଚାଳିଶା ପାଠ ବାହାନାରେ ଏବେ ମହାରାଷ୍ଟ୍ରରେ ହିନ୍ଦୁତ୍ୱକୁ ନେଇ ବିବାଦ ଉପୁଜିଛି । ଏମଏନଏସ୍ ମୁଖ୍ୟ ରାଜ ଠାକରେ ଏବେ ଉତ୍ତର ପ୍ରଦେଶ ଗସ୍ତ କରିବାକୁ ସ୍ଥିର କରିଛନ୍ତି । ଜୁନ ୫ରେ ସେ ଉତ୍ତର ପ୍ରଦେଶ…
Archives


