ଜାତୀୟ

ମୃତ୍ୟୁ ସଂଖ୍ୟା ୩୦ ତଳେ…

ନୂଆଦିଲ୍ଲୀ, ୨।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ…

ରାଜ ଠାକରେଙ୍କୁ ପୋଲିସର ନୋଟିସ

ମୁମ୍ବାଇ,୨ ।୫: ମହାରାଷ୍ଟ୍ରରେ ହନୁମାନ ଚାଳିଶା ପାଠକୁ ନେଇ ବିବାଦ ଥମିବାର ନାଁ ନେଉନି । ଏବେ ନବନୀତ ରାଣାଙ୍କ ମାମଲା ସମାଧାନ ହୋଇ ନ ଥିବା ବେଳେ ଏମଏନଏସ ମୁଖ୍ୟ ରାଜ ଠାକରେ ହନୁମାନ ଚାଳିଶାକୁ ନେଇ ଏକ ବୟାନ…

୧୫ ବର୍ଷ ଧରି ୩ ପ୍ରେମିକାଙ୍କ ସହ ଲିଭ୍‌-ଇନ୍‌ରେ ରହୁଥିଲେ ବ୍ୟକ୍ତି, ଏବେ ପଡ଼ିଲା ହାତଗଣ୍ଠି

ଭୋପାଳ,୨।୫: ମଧ୍ୟପ୍ରଦେଶର ଆଦିବାସୀ ବହୁଳ ଅଲିରାଜପୁର ଜିଲାରେ ଏକ ରୋଚକ ଘଟଣା ଘଟିଛି। ଜଣେ ବ୍ୟକ୍ତି ଆଦିବାସୀ ରୀତିନୀତି ଅନୁଯାୟୀ ୩ ପ୍ରେମିକାଙ୍କୁ ବିବାହ କରିଛନ୍ତି। ଏହି ବିବାହରେ ତାଙ୍କର ୬ ସନ୍ତାନ ମଧ୍ୟ ଉପସ୍ଥିତ ଥିଲେ। ନାନପୁର ଅଞ୍ଚଳରେ ରହୁଥିବା…

ଲ୍ୟାଣ୍ଡିଙ୍ଗ ପୂର୍ବରୁ ଝଡ ଭିତରେ ଫସିଗଲା ସ୍ପାଇସ ଜେଟ: ୪୦ ଯାତ୍ରୀ ଆହତ

କୋଲକାତା,୨ ।୫: ପଶ୍ଚିମବଙ୍ଗର ଦୁର୍ଗାପୁରରେ ରବିବାର ସ୍ପାଇସ ଜେଟର ଏକ ଯାତ୍ରୀବାହୀ ବିମାନ ଲ୍ୟାଣ୍ଡିଙ୍ଗ ସମୟରେ ଝଡ ବର୍ଷା ମଧ୍ୟରେ ଫସି ଯାଇଥିଲା । ଫଳରେ ପ୍ରାୟ ୪୦ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ସ୍ପାଇସ ଜେଟର…

୩ ମନ୍ତ୍ରୀଙ୍କ ସମେତ ଏକ ତୃତୀୟାଂଶ ବିଧାୟକଙ୍କ ଟିକଟ କଟିବା ଆଶଙ୍କା, ରଣନୀତି ପ୍ରସ୍ତୁତ କଲା ଭାଜପା…

ଶିମ୍‌ଲା, ୨।୫ : ଗତ ଚାରିମାସ ମଧ୍ୟରେ ଦୁଇଟି ଆଭ୍ୟନ୍ତରୀଣ ସର୍ଭେର ଫଳାଫଳକୁ ନେଇ ହିମାଚଳ ପ୍ରଦେଶରେ ଭାଜପା ପକ୍ଷରୁ ଆସନ୍ତା ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟର ତିନିଜଣ ମନ୍ତ୍ରୀଙ୍କ ସମେତ ଏକ ତୃତୀୟାଂଶ ବିଧାୟକଙ୍କ ଟିକେଟ କାଟିବ ବୋଲି ଚର୍ଚ୍ଚା…

ଓସମାନିଆ ବିଶ୍ୱବିଦ୍ୟାଳୟରେ ରାହୁଲଙ୍କ ପ୍ରବେଶ ମନା…

ହାଇଦ୍ରାବାଦ୍‌, ୨।୫ : ଓସମାନିଆ ବିଶ୍ୱବିଦ୍ୟାଳୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପ୍ରବେଶକୁ ମନା କରାଯାଇଛି। ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ରାହୁଲଙ୍କ ଅଣ-ରାଜନୈତିକ ପରିଦର୍ଶନ ପାଇଁ ଅନୁମତି ଦିଆଯାଇନାହିଁ। ଯଦିଓ ଏହା ବିଷୟରେ ଆନୁଷ୍ଠାନିକ ଭାବେ କିଛି କୁହାଯାଇ ନାହିଁ, କିନ୍ତୁ ବିଶ୍ୱ…

ଝିଅ ପାଇଁ ଯେଉଁ ବରପାତ୍ର ଠିକ୍‌ କରିଥିଲେ ବାପା, ତାଙ୍କୁ ଚାକିରି ଅଫର ଦେଲେ ଝିଅ, ଦରମା ଜାଣିଲେ…

ବେଙ୍ଗାଲୁରୁ,୨ା୫: ପ୍ରତ୍ୟେକ ମା’-ବାପା ନିଜ ପିଲାମାନଙ୍କ ପାଇଁ ଉପଯୁକ୍ତ ବରପାତ୍ର ଖୋଜିଥାନ୍ତି। ଆଜିର ସମୟରେ ଅଧିକାଂଶ ପିଲା ନିଜ ପସନ୍ଦର ଜୀବନସାଥୀ ବାଛୁଛନ୍ତି। ଏମିତି କ୍ଷେତ୍ରରେ ଜଣେ ବାପା ଝିଅ ପାଇଁ ଏକ ବିବାହ ପ୍ରସ୍ତାବ ଆଣିଥିଲେ। ପୁଅର ପ୍ରୋଫାଇଲ ଦେଖିବା…

ଉତ୍ତର ପ୍ରଦେଶରେ ୧୪୪ ଧାରା ଜାରି

ଲକ୍ଷ୍ନୌ,୨ ।୫: ଦେଶରେ ପୁଣିଥରେ ମୁଣ୍ଡ ଟେକିଲାଣି କରୋନା ମହାମାରୀ । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହା ଉଭୟ ସାଧାରଣ ଜନତା ଓ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟି ଯାଇଛି । ଉତ୍ତର ପ୍ରଦେଶରେ ବୃଦ୍ଧି…

ମୋଦିଙ୍କ ତିନି ଦିନିଆ ୟୁରୋପ ଗସ୍ତ

ନୂଆଦିଲ୍ଲୀ,୨ ।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ୩ ଦିନିଆ ୟୁରୋପ ଗସ୍ତରେ ସୋମବାର ସକାଳୁ ଜର୍ମାନୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମଓ) ପକ୍ଷରୁ ଟୁଇଟ କରି ଏହି ସୂଚନା ଦିଆଯାଇଛି । ପ୍ରଥମେ ମୋଦି ବର୍ଲିନରେ…

‘ମନ୍ଦିର ଭାଙ୍ଗି ହିନ୍ଦୁଙ୍କୁ ଅପମାନିତ କରିବାକୁ ପ୍ରୟାସ’

ନୂଆଦିଲ୍ଲୀ,୧।୫: ମନ୍ଦିର ଭାଙ୍ଗି ହିନ୍ଦୁମାନଙ୍କୁ ଅପମାନିତ କରିବାର ପ୍ରୟାସ କରାଯାଉଛି ବୋଲି ବିଶ୍ୱ ହିନ୍ଦୁ ପରିଷଦର ସଭାପତି ପ୍ରବୀଣ ତୋଗାଡିଆ ରବିବାର କହିଛନ୍ତି। ତୋଗାଡିଆ କହିଛନ୍ତି, ଏହା ଦୁଃଖଦାୟକ। ମନ୍ଦିର ଭାଙ୍ଗିବା ଉଚିତ ନୁହେଁ। ଏହି ପ୍ରସଙ୍ଗରେ ଉଭୟ କଂଗ୍ରେସ ଏବଂ…

କୋର୍ଟ ବିଲ୍ଡିଂରୁ ଡେଇଁ ପ୍ରାଣ ହରାଇଲେ ବଳାତ୍କାରୀ ଅଭିଯୁକ୍ତ

ଫରିଦାବାଦ,୧।୫: ଜଣେ ୨୧ ବର୍ଷୀୟ ବଳାତ୍କାର ଅଭିଯୁକ୍ତ ଶନିବାର ଫରିଦାବାଦ କୋର୍ଟ ବିଲ୍ଡିଂର ୬ଷ୍ଠ ମହାଲାରୁ ଡେଇଁ ପ୍ରାଣ ହରାଇଛନ୍ତି। ଜାମିନ ଆବେଦନର ଶୁଣାଣି ପାଇଁ ତାଙ୍କୁ କୋର୍ଟ ଅଣା ଯାଇଥିଲା। ଅଭିଯୁକ୍ତ ସୁରଜଙ୍କ ବାପା ମା’ ଶୁଣାଣି ବେଳେ ତାଙ୍କ…

‘ଲାଉଡ୍‌ସ୍ପିକର ପୂର୍ବରୁ ଭଗବାନ ନ ଥିଲେ କି’

ପାଟନା,୧।୫: ଦେଶରେ ଲାଉଡସ୍ପିକରକୁ ନେଇ ବିବାଦ ଲାଗିରହିଛି। ବର୍ତ୍ତମାନ ଏନେଇ ରାଷ୍ଟ୍ରିୟ ଜନତା ଦଳ(ଆରଜେଡି) ନେତା ତେଜସ୍ବୀ ଯାଦବଙ୍କ ଏକ ବୟାନ ସାମ୍ନାକୁ ଆସିଛି। ସେ ପଚାରିଛନ୍ତି ଯେ, ଯେତେବେଳେ ଲାଉଡସ୍ପିକର ନ ଥିଲା, ସେତେବେଳେ ଭଗବାନ ଓ ଆଲ୍ଲା ନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri